Daily Archives

March 3, 2018

ରାହୁଲଙ୍କୁ ଅମିତ ଶାହଙ୍କ କଟାକ୍ଷ ଏବେ ଇଟାଲିରେ ନିର୍ବାଚନ ଚାଲିଛି

ନୂଆଦିଲ୍ଲୀ: ପୂର୍ବାଞ୍ଚଳ ନିର୍ବାଚନରେ ଆଶାତୀତ ସଫଳତା ହାସଲ କରିବା ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରତି ତୀବ୍ର କଟାକ୍ଷ କରିଛନ୍ତି। ଏବେ ଇଟାଲିରେ ସଂପର୍କୀୟଙ୍କ ଗହଣରେ ଥିବା ରାହୁଲଙ୍କ ସଂପର୍କରେ ଏକ ପ୍ରଶ୍ନର…
ଅଧିକ ଖବର ଦେଖନ୍ତୁ...

ନକରାତ୍ମକ ରାଜନୀତିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି

ନୂଆଦିଲ୍ଲୀ: ପୂର୍ବାଞ୍ଚଳର ୩ଟି ରାଜ୍ୟରେ ବିଜେପିକୁ ମିଳିଥିବା ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜନସାଧାରଣ ନକରାତ୍ମକ, ବାଧା ସୃଷ୍ଟିକାରୀ ଏବଂ ବେପରୁଆ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜନସାଧାରଣ ବିକାଶର ରାଜନୀତି ଉପରେ ବିଶ୍ୱାସ ସ୍ଥାପନ କରିଛନ୍ତି ଏବଂ…
ଅଧିକ ଖବର ଦେଖନ୍ତୁ...

ଇନ୍ଦ୍ରମଣି ତ୍ରିପାଠୀ ବରଗଡ଼ର ନୂଆ ଜିଲ୍ଲାପାଳ

ବରଗଡ଼ : ବିଜେପୁର ଉପନିର୍ବାଚନ ସରିବା ପରେ ବରଗଡ଼ ଜିଲ୍ଲାର ଜିଲ୍ଲାପାଳ ବଦଳିଛନ୍ତି। ଏଠାରେ ମାତ୍ର ୧୧ ଦିନ ଜିଲ୍ଲାପାଳ ଦାୟିତ୍ୱରେ ରହିବା ପରେ ୟାମିନୀ ଷଡ଼ଂଗୀ ଜଗତସିଂହପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଛନ୍ତି। ଇନ୍ଦ୍ରମଣି ତ୍ରିପାଠୀ ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ସମ୍ଭାଳିବେ। ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଐତିହାସିକ ତଥା ବିପ୍ଳବୀ କବି ପ୍ରଫୁଲ୍ଲ ଦାସ

ରାଜକନିକା : ସ୍ୱାଧୀନତା ସଂଗ୍ରାମୀ, ବିଶିଷ୍ଟ ଐତିହାସିକ ତଥା ବିପ୍ଳବୀ କବି ପ୍ରଫୁଲ୍ଲ ଦାସଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥତା ପରେ ଗତ ୨୨ ତାରିଖ ଦିନ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆଜି…
ଅଧିକ ଖବର ଦେଖନ୍ତୁ...

ନାଗାଲ୍ୟାଣ୍ଡ୍‌ରେ ହାରିଲେ ଓଡ଼ିଶା ରାଜ୍ୟପାଳଙ୍କ ପୁଅ

କୋହିମା: ଓଡ଼ିଶା ରାଜ୍ୟପାଳ ଏସ୍‌.ସି. ଜମିରଙ୍କ ପୁଅ ତଥା ନାଗା ପିପୁଲ୍ସ ଫ୍ରଣ୍ଟ(ଏନ୍‌ପିଏଫ୍‌) ନେତା ସି.ଅପୋକ୍‌ ଜମିର ନାଗାଲ୍ୟାଣ୍ଡ୍‌ର ମୋକୋଚୁଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପରାଜିତ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦୀ ଏନ୍‌ଡିିପିପି ପ୍ରାର୍ଥୀ ମେଷ୍ଟୁବୋ ଜମିରଙ୍କଠାରୁ ସେ ପରାଜିତ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ପକାଇ ଜାଳିଦେଲେ : ମା’ ମୃତ, ପୁଅ ଗୁରୁତର

ବାଲିକୁଦା : ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦାର ଓଗରପୁରଠାରେ ଏକ ଲୋମହର୍ଷଣ ଘଟଣା ଘଟିଛି। ଘରେ ଶୋଇଥିବାବେଳେ ଦୁର୍ବୃତ୍ତମାନେ ପେଟ୍ରୋଲ ପକାଇ ନିଆଁ ଲଗାଇଦେବାରୁ ପୁଅର ମୃତ୍ୟୁ ହୋଇଥିବାବେଳେ ତାଙ୍କ ବୃଦ୍ଧା ମା’ ଗୁରୁତର ଆହତ ହୋଇଛନ୍ତି। ଜମିଜମା ବିବାଦକୁ କେନ୍ଦ୍ରକରି ଏପରି ଘଟଣା ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ମାରି ଟାଙ୍ଗିଦେଲେ!

ଘରଦୁଆରେ ଶବ ଦାହ କଲେ ଗ୍ରାମବାସୀ ବିଂଝାରପୁର/ସିଂହପୁର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ଅନ୍ତର୍ଗତ ଓସ୍ତିଦାଣ୍ଡିରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଶାଶୂଘର ସାମ୍‌ନାରେ ଗ୍ରାମବାସୀମାନେ ଜଣେ ମହିଳାଙ୍କ ଶବକୁ ଦାହ କରିଛନ୍ତି। ଏହି ମହିଳାଙ୍କୁ ଶାଶୂଘର ଲୋକ ମାରି…
ଅଧିକ ଖବର ଦେଖନ୍ତୁ...

ମାଂସ ଭାଗ ଟଙ୍କା ନଦେବାରୁ ଗୁଳି କରି ଦମ୍ପତିଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ପାଇକସାହି : ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ରଇଡ଼ା ଗାଁରେ ଗତ ୨୮ ତାରିଖ ରାତିରେ ଘଟିଛି ଏକ ନୃଶଂସ ହତ୍ୟାକାଣ୍ଡ। ମାଂସ ଭାଗ ଟଙ୍କା ନଦେବାରୁ ଗାଁର ରବୀନ୍ଦ୍ର ଭୋଇ (୩୫) ସାଥୀ ଶିକାରୀ ଅନାମ ପଧାନ (୪୦) ଓ ତାଙ୍କ ପତ୍ନୀ ରତନୀ ପଧାନ (୩୫)ଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ହୋଲିରେ ଅଘଟଣ, ଲିିଭିଗଲା ୭ ଜୀବନ ଦୀପ 

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୃଥକ୍‌ ଶଡ଼କ ଦୁର୍ଘଟଣାରେ ୭ ଜୀବନ ଦୀପ ଲିଭିଯାଇଛି। ହୋଲି ପାଇଁ ସହର ଉତ୍ସବମୁଖର ଥିବାବେଳେ ଏକାବେଳେ ୭ଟି ଜୀବନ ଚାଲିଯିବା ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଶୋକୟ ଛାୟା ଖେଳିଯାଇଛି। ସୁଚନାନୁଯାୟୀ ବାରାବାଙ୍କିରେ ୩ଟି ଶଡ଼କ ଦୁର୍ଘଟଣାରେ ୫ ଜୀବନ ଯାଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

୩ ଦିନିଆ ଗସ୍ତରେ ଭିଏତନାମ ରାଷ୍ଟ୍ରପତି, ୩ ରାଜିନାମା ସ୍ୱାକ୍ଷର

ନୂଆଦିଲ୍ଲୀ: ଭିଏତନାମ ରାଷ୍ଟ୍ରପତି ଟ୍ରାନ୍‌ ଡାଇ କ୍ୱାଙ୍ଗ୍‌ ଏବେ ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଗତ ଶୁକ୍ରବାର ଦିନ ୩ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଥିବା କ୍ୱାଙ୍ଗ୍‌ଙ୍କୁ ରାଷ୍ଟ୍ରପତି ଭବନରେ ତାଙ୍କ ଭାରତୀୟ ପ୍ରତିପକ୍ଷ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ…
ଅଧିକ ଖବର ଦେଖନ୍ତୁ...