Daily Archives

May 1, 2018

ବିଧାନସଭାରେ ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଲ୍‌ -୨୦୧୮ ପାରିତ

ଭୁବନେଶ୍ୱର: ବିଧାନସଭା ଗୃହରେ ମଙ୍ଗଳବାର ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଲ୍‌- ୨୦୧୮ ପାରିତ ହୋଇଯାଇଛି। ବାଚନିକ ଭୋଟ୍‌ ମାଧ୍ୟମରେ ଗୃହରେ ଏହି ବିଲ ପାରିତ ହୋଇଛି। ଏହି ବିଲ୍‌ ପାରିତ ହେବା ପରେ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ କାର୍ଯ୍ୟ ହେବ। ଯେଉଁ କର୍ମଚାରୀମାନେ ଏହି ନିୟମକୁ…
ଅଧିକ ଖବର ଦେଖନ୍ତୁ...

ବିରାଟଙ୍କ ଟିମ୍‌ ହାରିଲେ ଗାଳି ଖାଉଛନ୍ତି ଅନୁଷ୍କା! ସୋସିଆଲ ମିଡିଆରେ ଟ୍ରୋଲ

ମୁମ୍ବାଇ: ଆଇପିଏଲ୍‌ ୨୦୧୮ରେ ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ଭଲ ପ୍ରଦର୍ଶନ କରିପାରୁ ନାହିଁ। ଏଥିପାଇଁ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ଼୍‍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଦାୟୀ କରାଯାଇ ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ୍‌ ଚାଲିଛି। ଯଦିଓ କୋହଲି ୭ଟି ମ୍ୟାଚ୍‌ ରୁ ୩୧୭…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର: ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ବ୍ରହ୍ମପୁର: ବ୍ରହ୍ମପୁର ଦିଗପହଣ୍ଡି ରାସ୍ତା ବାଇଗଣବାଡି ଛକ ନିକଟରେ ମଙ୍ଗବଳାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୃତକ ନାମ କୁନା ସାହୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ବାପାଙ୍କ ପାସ୍‌ଓ୍ଵାର୍ଡ କୁହ ବୋଲି ପୁଅ ମୁହଁରୁ ଶୁଣିବା ପରେ ଅପହରଣକାରୀ କାହିଁକି ଦୌଡ଼ି ପଳାଇଲା ଜାଣନ୍ତୁ

ଗାଜିଆବାଦ: ରବିବାର ଜଣେ ୧୨ବର୍ଷୀୟ ବାଳକ ନିଜର ଉପସ୍ଥିତ ବୁଦ୍ଧି ହେତୁ ଅପହରଣକାରୀଠାରୁ ରକ୍ଷା ପାଇ ଯାଇଛି। ଅପହରଣକାରୀ ବାଳକ ବାପାର ଦୁର୍ଘଟଣା ହୋଇଛି ବୋଲି ଭୟ ଦେଖାଇ ଅପହରଣ କରିବାକୁ ଉଦ୍ୟମ କରିଥିବା ଯୋଜନା ପଣ୍ଡ ହୋଇଯାଇଛି। ସୂଚନାଯୋଗ୍ୟ, ନୋଏଡାସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନି…
ଅଧିକ ଖବର ଦେଖନ୍ତୁ...

ପ୍ରତ୍ୟେକ ଦିନ ଖାଆନ୍ତୁ କେବଳ ୨ଟି ଲବଙ୍ଗ! ଦୂର ହେବ ଏହି ୧୦ଟି ସମସ୍ୟା

ଲବଙ୍ଗକୁ ଭାରତୀୟ ବ୍ୟଞ୍ଜନ ଶାସ୍ତ୍ର ଓ ଆୟୁର୍ବେଦରେ ଖାସ୍‌ ସ୍ଥାନ ଦିଆଯାଇଛି। ଏହାର ଉପଯୋଗ ଦ୍ୱାରା ଖାଦ୍ୟରେ ସ୍ୱାଦ ତ ଆସିଥାଏ,ଏଥିସହ ଲବଙ୍ଗର ପ୍ରୟୋଗ ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ମଧ୍ୟ ସମାଧାନ ହୋଇଥାଏ। ଲବଙ୍ଗ ଖାଇବା ଯୋଗୁଁ ଶରୀରକୁ କ’ଣ କ’ଣ ’ଫାଇଦା ମିଳିଥାଏ,ଆସନ୍ତୁ ଜାଣିବା…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର: ଦୁଇଦିନ ତଳେ ଘରୁ ଫେରାର ହୋଇଯାଇଥିବା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳରେ ମଙ୍ଗଳବାର ଏକ ପ୍ରେମୀଯୁଗଳଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳର ପଦ୍ମପୁର ଗାଁର ଜଣେ ଯୁବକ କିଆମୁଣ୍ଡା ଗାଁର…
ଅଧିକ ଖବର ଦେଖନ୍ତୁ...

ସରକାରୀ ସ୍କୁଲର ଶିକ୍ଷକ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ କରି ଗର୍ଭବତୀ କରାଇବା ପରେ ଗର୍ଭପାତ କରାଇବାକୁ ଉଦ୍ୟମ କରି…

ବାରାମୁଲ୍ଲା (ଜମ୍ମୁ- କଶ୍ମିର): ଜମ୍ମୁ- କଶ୍ମିର ବାରାମୁଲ୍ଲା ଜିଲ୍ଲାରେ ଥିବା ଏକ ସରକାରୀ ବିଦ୍ୟାଳୟର ଜନୈକ ଶିକ୍ଷକ ସଂପୃକ୍ତ ବିଦ୍ୟାଳୟରେ ପଢ଼ୁଥିବା ଜନୈକା ୧୫ ବର୍ଷ ବୟସ୍କା ନାବାଳିକା ଛାତ୍ରୀକୁ ଦୁଷ୍କର୍ମ କରି ଗର୍ଭବତୀ କରାଇବା ଓ ପରେ ନାବାଳିକା ଗର୍ଭବତୀ ଛାତ୍ରୀର ଗର୍ଭପାତ କରାଇବାକୁ…
ଅଧିକ ଖବର ଦେଖନ୍ତୁ...

ରାତିକୁ ପିଅନ୍ତୁ ମାତ୍ର ଗୋଟାଏ ଗ୍ଲାସ କାକୁଡ଼ି ଜୁସ୍‌, ୫ ସପ୍ତାହରେ କମିବ ୭ କିଲୋ ପାଖାପାଖି ଓଜନ

ଘରେ ତଆରି ହେଉଥିବା ଅନ୍ୟ ସମସ୍ତ ଜୁସ୍‌ ଅପେକ୍ଷା ସବୁଠାରୁ ସହଜ ଜୁସ୍‌ ହେଉଛି ଏହି କାକୁଡ଼ି ଜୁସ୍‌। ଏହି ଜୁସ୍‌ ଆପଣଙ୍କୁ ସୁସ୍ଥବାନ ରଖିବା ସହ ଶକ୍ତି ପ୍ରଦାନ କରିବ ଓ ମୋଟାପଣ ବି ହ୍ରାସ କରାଇବ। ସବୁଠାରୁ ବଡ଼ କଥା ହେଲା ମାତ୍ର ଗୋଟାଏ ମାସରେ ଏହା ଫଳ ଦେଖାଇବ। ତେବେ ଚାଲନ୍ତୁ ଜାଣିବା ଏହି…
ଅଧିକ ଖବର ଦେଖନ୍ତୁ...

ଏହି ସେବା ଦ୍ୱାରା ମାତ୍ର ୩୦ମିନିଟ୍‌ ପୂର୍ବରୁ ମିଳିପାରିବ ବଜ୍ରପାତ ସୂଚନା

ଭୁବନେଶ୍ୱର: ଏଇ କିଛିଦିନ ହେବ ରାଜ୍ୟରେ କାଳବୈଶାଖୀ ଓ ବଜ୍ରପାତ ହେତୁ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ସମୟରେ ରାଜ୍ୟ ସରକାର ବଜ୍ରପାତର ସହିତ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଣିକି ୩୦ ମିନିଟ ପୂର୍ବରୁ ବଜ୍ରପାତର ସୂଚନା ମିଳି ପାରିବ। ଏଥିପାଇଁ ଲାଇଟିଂ ଡିଟେକ୍ସନ ସର୍ଭିସ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ ସ୍ତରରେ ଅଦଳବଦଳ: ୮ ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଆଇଏଏସ୍‌ ଓ ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି। ୮ ଜଣ ଆଇଏଏସ୍‌ ଓ ୨ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ମିଳିଛି ନୂତନ ପଦବି । ୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଜି.ଭି.ଭି ଶର୍ମାଙ୍କୁ ବୋର୍ଡ ଅଫ୍‌ ରେଭିନ୍ୟୁର ସଦସ୍ୟ ଭାବେ ଅବସ୍ଥାପିତ…
ଅଧିକ ଖବର ଦେଖନ୍ତୁ...