Daily Archives

August 11, 2018

ସେପ୍ଟେମ୍ବର ୧ରୁ ରେଳ ଯାତ୍ରୀଙ୍କୁ ମିଳିବ ନାହିଁ ମାଗଣା ଟ୍ରାଭେଲ୍‌ ଇନ୍‌ସୁରାନ୍ସ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧ରୁ ଭାରତୀୟ ରେଳ ଯାତ୍ରୀଙ୍କୁ ମାଗଣା ଟ୍ରାଭେଲ୍‌ ଇନ୍‌ସୁରାନ୍ସ ଯୋଗାଇବ ନାହିଁ ବୋଲି ଜଣାପଡ଼ିଛି। ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଇଣ୍ଡିଆନ୍‌ ରେଲ୍‌େଓ୍ଵ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ(ଆଇଆର୍‌ସିଟିସି)…
ଅଧିକ ଖବର ଦେଖନ୍ତୁ...

୨୦ ଲକ୍ଷ ମୁସଲମାନଙ୍କୁ ଗୋପନୀୟ କ୍ୟାମ୍ପରେ ବନ୍ଦୀ କରି ରଖିଛି ଚୀନ

ଜେନିଭା : ଗୋଟିଏ ପଟେ ଚୀନ ପାକିସ୍ତାନକୁ ସହାୟତା କରି ନିଜକୁ ମୁସଲିମମାନଙ୍କ ବନ୍ଧୁ ଦର୍ଶାଉଥିବାବେଳେ ନିଜ ଦେଶରେ ମୁସଲମାନମାନଙ୍କ ଉପରେ କଠୋର ଦମନଲୀଳା ଚଳାଇଥିବା ଜାତିସଂଘର ଏକ ରିପୋର୍ଟରୁ ଜଣାପଡିଛି । ଜାତିସଂଘର ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ ପକ୍ଷରୁ ପ୍ରାୟ ୨୦ ଲକ୍ଷ ଓ୍ଵିଘର ଓ…
ଅଧିକ ଖବର ଦେଖନ୍ତୁ...

ଦେଶର ଜଣାଶୁଣା କମ୍ପାନି ବଜାଜ ଇଲେକ୍ଟ୍ରିକାଲ୍ସର ଆଉ କେହି ଉତ୍ତରାଧିକାରୀ ନାହାନ୍ତି

ମୁମ୍ବାଇ : ଉତ୍ତରାଧିକାରୀଶୂନ୍ୟ ହୋଇଯାଇଛି ଦେଶର ଜଣାଶୁଣା କମ୍ପାନି ବଜାଜ ଇଲେକ୍ଟ୍ରିକାଲ୍ସ । କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଅନନ୍ତ ବଜାଜ ମାତ୍ର ୪୧ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ସେ ଥିଲେ ଶିଳ୍ପପତି ତଥା କମ୍ପାନିର…
ଅଧିକ ଖବର ଦେଖନ୍ତୁ...

କ୍ୟାନସରଠାରୁ ବି ଭୟଙ୍କର ଏହି ରୋଗ! ପୀଡ଼ିତ ଯନ୍ତ୍ରଣା ସହି ନ ପାରି ଆତ୍ମହତ୍ୟା କରିଦିଏ

ଓ୍ଵାସିଂଟନ୍‌ : ଆଗରୁ କ୍ୟାନସରକୁ ସବୁଠାରୁ ମାରତ୍ମକ ରୋଗ କୁହାଯାଉଥିଲା। କାରଣ ଏହି ରୋଗରେ ପୀଡ଼ିତ ବ୍ୟକ୍ତିର ମୃତ୍ୟୁ ହେଉଥିଲା । କିନ୍ତୁ ଏବେ ଏହି ରୋଗର ଚିକିତ୍ସା ସମ୍ଭବ ହୋଇଛି । କିନ୍ତୁ ଆମେ ଏବେ ଯେଉଁ ରୋଗ କଥା କହିବାକୁ ଯାଉଛୁ ସେହି ରୋଗରେ ପୀଡିତ ବ୍ୟକ୍ତି ମରିବା ପୂର୍ବରୁ ନିଜ…
ଅଧିକ ଖବର ଦେଖନ୍ତୁ...

୪ ବର୍ଷର ପିଲା ୩୨ବର୍ଷୀୟା ଅଜଣା ମହିଳାଙ୍କୁ ଦେଖି କହିଲା,‘ଇଏ ହେଉଛନ୍ତି ମୋର ପତ୍ନୀ’ ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣାଟି…

ନୂଆଦିଲ୍ଲୀ: ମୃତ୍ୟୁ ପରେ ଆତ୍ମାର କ’ଣ ହୋଇଥାଏ ଏହି କଥା କେହି ଜାଣନ୍ତି ନାହିଁ। କେହି କେହି ପୁର୍ନଜନ୍ମକୁ ବିଶ୍ୱାସ କରୁଥିଲା ବେଳେ କେହି ଏହାକୁ ଅନ୍ଧବିଶ୍ୱାସ ବୋଲି କହିଥାଆନ୍ତି। ତେବେ ମନୁଷ୍ୟ ପୂର୍ବଜନ୍ମର ଫଳ ଏହି ଜନ୍ମରେ ପାଇଥାଏ ବୋଲି କଥାରେ ଅଛି। ତେବେ ବାସ୍ତବ ଘଟଣା କ’ଣ ତାହା…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ଶୁଝାଇଲେ ରାଗ ! ପ୍ରେମିକଙ୍କ ୨.୭୫ କୋଟିର ମର୍ସିଡିଜ୍‌ ଗାଡ଼ିକୁ ବ୍ୟାଟରେ ପିଟି ଭାଙ୍ଗିଲେ ; ଜାଣନ୍ତୁ…

ଆଡ଼ିଲେଡ: ରାଗ ପ୍ରେମିକଙ୍କ ଉପରେ, କିନ୍ତୁ ରାଗ ଶୁଝାଇଲେ ଅନ୍ୟ ପ୍ରକାରେ। ପ୍ରେମିକଙ୍କ ପ୍ରତାରଣାର ପ୍ରତିଶୋଧ ଯୁବତୀ କେମିତି ନେଲେ ଆପଣ ଜାଣନ୍ତୁ। ଏକଥା ନିଶ୍ଚିତ ଯେ ତାଙ୍କ ରାଗ ପଞ୍ଚମରେ ଥିଲା। ଯୁବତୀ ଜଣକ ଏକ ଦାମୀ ଲକଜୁରୀ ଗାଡ଼ିର ଅବସ୍ଥା ଏପରି କଲେ, ସେପରି  ଶତ୍ରୁ ବି କରିବନି ।…
ଅଧିକ ଖବର ଦେଖନ୍ତୁ...

୯୬ ବର୍ଷରେ ମଧ୍ୟ ପାଠ ପଢିବାର ଉତ୍ସାହ କହିଲେ ନ ସରେ, ଆନନ୍ଦ ମହିନ୍ଦ୍ରା ମଧ୍ୟ ତାଙ୍କୁ ପ୍ରସଂଶା କଲେ

କୋଚି : ୯୬ ବର୍ଷ ହୋଇଥିଲେ ମଧ୍ୟ କେରଳର କାତ୍ୟାୟିନୀ ଅମ୍ମାଙ୍କ ପାଠ ପଢିବାର ଉତ୍ସାହରେ ଦିନକୁ ଦିନ ବଢିଚାଲିଛି । ଏହି ପରିଣତ ବୟସରେ ମଧ୍ୟ ସେ ୪ର୍ଥ ଶ୍ରେଣୀ ପରୀକ୍ଷା ସଫଳତାର ସହ ପାଶ କରିଛନ୍ତି । ତାଙ୍କର ଏହି ଉତ୍ସାହ ଦେଖି ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ବେଶ…
ଅଧିକ ଖବର ଦେଖନ୍ତୁ...

ସୈଫ୍‌ କହିଲେ, ‘ମୋର ଏହି ସିନେମାର ଗୀତକୁ ନେଇ ସବୁବେଳେ ମଜାକ୍‌ ଉଡାନ୍ତି ଅକ୍ଷୟ’

ନୂଆଦିଲ୍ଲୀ: ଅଭିନେତା ସୈଫ୍‌ ଅଲି ଖାନ୍‌ ଓ ଅକ୍ଷମ କୁମାର ବଲିଉଡ୍‌ରେ ଦର୍ଶକଙ୍କ ଖୁବ୍‌ ପସନ୍ଦର ହିରୋ ରହି ଆସିଛନ୍ତି। ଏହି ଯୋଡ଼ି ଏକା ସହିତ ଅନେକ ସିନେମାରେ ନଜର ଆସିଛନ୍ତି ଓ ସିନେମା ବି ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଛି। ନିକଟରେ ସୈଫ୍‌ ଅକ୍ଷୟଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ଶୌଚ ପାଇଁ ଯାଇଥିଲେ, ପୋଖରିରୁ ଉଦ୍ଧାର ହେଲା ୨ ଶିଶୁ କନ୍ୟାଙ୍କ ମୃତଦେହ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଅଧୀନ ମାଲିଗୁଡା ଗାଁରେ ଶନିବାର ପୋଖରିରେ ବୁଡ଼ି ୨ ଜଣ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ପୋଦନ କୋଲାରଙ୍କ ଝିଅ ଲଳିତା(୫) ଓ ଜଳଧର କୋଲାରଙ୍କ ଝିଅ ଜୁଲିତା(୩)ଙ୍କର ମୃତ୍ୟୁ ଘଟିଛି। ଲଳିତା ଓ ଜୁଲିତା ଆଜି…
ଅଧିକ ଖବର ଦେଖନ୍ତୁ...

୮୯ବର୍ଷୀୟ ବୃଦ୍ଧା ନିଜର େଓ୍ଵବସାଇଟ୍‌ ଖୋଲି, ଏଭଳି ଜିନିଷ ବିକ୍ରି କରି ଡଲାରରେ ରୋଜଗାର କରୁଛନ୍ତି

ସ୍ୱପ୍ନକୁ ପୂରା କରିବା ପାଇଁ କୌଣସି ବୟସସୀମା ଧାର୍ଯ୍ୟ କରାଯାଇ ନାହିଁ।  ଏହି କଥାର ସବୁଠାରୁ ବଡ଼ ଉଦାହରଣ ପାଲଟିଛନ୍ତି ଲତିକା ଚକ୍ରବର୍ତ୍ତୀ। ୮୯ବର୍ଷ ବୟସରେ ଲତିକା ନିଜ ହାତରେ ପୋଟଲି ବ୍ୟାଗ୍‌ ବନାଇ latikasbags.com ଜରିଆରେ ଅନ୍‌ଲାଇନ୍‌ ବିକ୍ରି କରୁଛନ୍ତି। ସେ ପ୍ରତ୍ୟେକ ପୋଟଲିର ନାମ…
ଅଧିକ ଖବର ଦେଖନ୍ତୁ...