Daily Archives

August 16, 2018

ସୈଫ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ କରିଥିବା ଟ୍ଵିଟ୍‌କୁ କିଛି ସେକେଣ୍ଡ ମଧ୍ୟରେ ହଟାଇଦେଲେ ପ୍ରୀତି ଜିଣ୍ଟା

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କର ଆଜି ଜନ୍ମ ଦିନ । ଆଜି ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ୪୮ବର୍ଷ ବୟସରେ ପାଦ ରଖିଥିବା ବେଳେ ଅନେକ କଳାକାରଙ୍କ ପାଖରୁ ଶୁଭେଚ୍ଛାର ସୁଅ ଛୁଟିଛି । ନିଜ ଜନ୍ମଦିନକୁ ସୈଫ୍‌ ପରିବାର ଏବଂ ସଂପର୍କିୟଙ୍କ ସହ ପାଳନ କରିଥିବା…
ଅଧିକ ଖବର ଦେଖନ୍ତୁ...

ଯେତେବେଳେ ବି କାଶୁଥିଲା ବାଳକ ଆସୁଥିଲା ସିଟି ମାରିବାର ଶବ୍ଦ,କାରଣ ଜାଣିବା ପରେ ଉଡ଼ିଲା ଡ଼ାକ୍ତରଙ୍କ ହୋସ

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ନାବାଳକ ସହ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନାବାଳକ ଜଣକ କାଶିବା ସମୟରେ ସିଟି ମାରିବା ଭଳି ଶବ୍ଦ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପୁଅର ଏଭଳି ଅବସ୍ଥା ଦେଖି ପରିବାର ଲୋକେ କାରଣ ଜାଣିବା ପାଇଁ ତାକୁ ଅଖିଳ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ରାଜନୈତିକ ଆକାଶର ଧ୍ରୁବତାରା ଅସ୍ତମୀତ : ଅମିତ ଶାହା

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ପରେ ଭାରତୀୟ ରାଜନୈତିକ ଆକାଶର ଧ୍ରୁବ ତାରା ଅସ୍ତମୀତ ହୋଇଗଲା । ତାଙ୍କର ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଭାରତୀୟ ଜନତା ପାର୍ଟି ପାଇଁ ତାଙ୍କ ସ୍ଥାନ ସବୁବେଳେ ଅପୂରଣୀୟ ରହିବ । ପରଲୋକରେ ରହି ମଧ୍ୟ ସେ…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ଅଟଳ: ପିଲାଦିନେ ବାଜପେୟୀଙ୍କୁ ଭେଟିଥିବା ସ୍ମୃତିକୁ ମନେ ପକାଇ ସୋନାକ୍ଷୀ କ’ଣ କହନ୍ତି ଜାଣନ୍ତୁ 

ନୂଆଦିଲ୍ଲୀ: ମହାନ ଜନନେତା, ଭାରତୀୟ ଅଣକଂଗ୍ରେସ ରାଜନୀତିରେ ପ୍ରବାଦ ପୁରୁଷ, କବି, ପ୍ରଚଣ୍ଡ ବାଗ୍ମୀ ଅଟଳ ବିହାରୀ ବାଜପେୟୀଙ୍କର ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସରେ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ଅପରାହ୍ନ ୦୫.୦୫ ରେ ଶ୍ରୀ ବାଜପେୟୀ ଏମ୍‌ସରେ…
ଅଧିକ ଖବର ଦେଖନ୍ତୁ...

ବାଜପେୟୀଙ୍କ ପରଲୋକ: ରାଜ୍ୟ ସରକାରଙ୍କ ଛୁଟି ଘୋଷଣା, ସାତ ଦିନ ପାଇଁ ରାଷ୍ଟ୍ରୀୟ ଶୋକ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ଶୁକ୍ରବାର ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଗୁରୁବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି ଯେ, ଶୁକ୍ରବାର ରାଜ୍ୟର ସମସ୍ତ ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ସ୍ତବ୍ଧ : ଆମେରିକାଠାରୁ ଆରମ୍ଭ କରି ଚୀନ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା

ଭୁବନେଶ୍ୱର (ତପନ ମହାରଣା) : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନପ୍ରିୟ ନେତା ଅଟଳବିହାରୀ ବାଜପେୟୀଙ୍କ ନିଧନରେ କେବଳ ଆମ ଦେଶ ନୁହେଁ ସାରା ବିଶ୍ୱ ସ୍ତବ୍ଧ ହୋଇପଡିଛି । ବିଶ୍ୱର ପ୍ରମୁଖ ଗଣମାଧ୍ୟମରେ ତାଙ୍କର ନିଧନ ଖବର ପ୍ରକାଶିତ ହୋଇଛି । ଆମେରିକାର ପ୍ରମୁଖ ସମ୍ବାଦପତ୍ର ଓ୍ଵାସିଂଟନ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା ଉଦ୍ୟମ କରି ଅସଫଳ ହେବା ପରେ ଯୁବତୀଙ୍କ ଚେହେରାର ଆକୃତି ଏପରି ହୋଇଗଲା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ଆମେରିକାର ଓହିୟୋରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ୨୧ବର୍ଷୀୟ କେଟି ଷ୍ଟବଲଫିଲ୍ଡ ନାମକ ଜଣେ ଯୁବତୀ ପାଖାପାଖି ତିନିବର୍ଷ  ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ, କିନ୍ତୁ କେଟିର ଭାଗ୍ୟ ଭଲ ଥିବା ହେତୁ ଏଥିରୁ ସେ ବର୍ତ୍ତି ଯାଇଥିଲେ ସିନା କିନ୍ତୁ ତାଙ୍କ ଚେହେରା ଆକୃତି…
ଅଧିକ ଖବର ଦେଖନ୍ତୁ...

ବାଜପେୟୀଙ୍କ ବିୟୋଗରେ ସମଗ୍ର ଦେଶରେ ୭ ଦିନ ପାଇଁ ପାଳିତ ହେବ ରାଷ୍ଟ୍ରୀୟ ଶୋକ; ଶେଷ ଦର୍ଶନ ପାଇଁ ପାର୍ଥିବ ଶରୀରକୁ…

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସମଗ୍ର ଦେଶରେ ସାତ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ଦେଶର ସର୍ବତ୍ର ଜାତୀୟ ପତାକା ଅର୍ଦ୍ଧ ନିମିତ୍ତ…
ଅଧିକ ଖବର ଦେଖନ୍ତୁ...

କେଆର୍‌ ଲାଇନ୍‌ରେ ବିପଦପୂର୍ଣ୍ଣ ଟ୍ରେନଯାତ୍ରା, ମାଟି ଅତଡା ଧସିଲେ ବାଲିବସ୍ତା ସାହାରା

ଲକ୍ଷ୍ମୀପୁର: କୋରାପୁଟ ରାୟଗଡା ଟ୍ରେନ ଲାଇନ୍‌ରେ ବର୍ଷା ଦିନ ଆସିବା ମାତ୍ରେ କଉଠି ନା କଉଠି ପାହାଡରୁ ମାଟି ଅତଡା ଖସିବା କୌଣସି ନୂଆ ଘଟଣା ନୁହେଁ। ଏତେ ବଡ ବଡ ପାହାଡ ର ମାଟି ଅତଡା ଖସୁଥିବା ବେଳେ ରେଳ ବିଭାଗ ବାଲି ବସ୍ତା ମାଧ୍ୟମରେ ଅତଡାକୁ ଅଟକାଇ ରଖିବାକୁ ଯେଉଁ ପ୍ରୟାସ ଜାରି ରଖିଛି…
ଅଧିକ ଖବର ଦେଖନ୍ତୁ...

ଜୀବନ୍ତ ମୂଷା ଶରୀରରେ ସୋୟାବିନ୍‌ ଗଛ ଉଠିଥିବା ଦେଖି ସମସ୍ତେ ଚକିତ ହୋଇ ରହିଗଲେ, ଭିଡିଓ ଦେଖନ୍ତୁ

ଲକ୍ଷ୍ମୌ: ମନୁଷ୍ୟ କିମ୍ବା ଜନ୍ତୁ ଶରୀରରେ ଗଛ ଉଠିବା କଥା ଆପଣ କେବେ ଶୁଣିଛନ୍ତି? ଏହି ଘଟଣା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଚକିତ କରିଦେବ। ଏହି ଘଟଣାକୁ କେତେକ ଲୋକ ମିଥ୍ୟା ବୋଲି ବି କହି ପାରନ୍ତି, କିନ୍ତୁ ନ୍ୟୁଜ େଓ୍ଵବସାଇଟ୍‌ ‘ଦ ସନ୍‌’ ମୁତାବକ, ମଧ୍ୟପ୍ରଦେଶରେ ଏକ ଜୀବିତ ମୂଷା ଶରୀରରେ ଗଛ…
ଅଧିକ ଖବର ଦେଖନ୍ତୁ...