Daily Archives

September 3, 2018

ବିଦ୍ୟୁତ ବିଭାଗର ବିଚିତ୍ର ନିତି: ପୋଡିଯାଇଛି ପାଣି ମୋଟର, ବିଲ୍‌ ଆସୁଥିବା ଅଭିଯୋଗ କଲେ ଚାଷି

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କାନାଗାଁରେ ପ୍ରାୟ ୫୦ ଏକର ଜମିରେ ଗତ ୨ବର୍ଷ ତଳେ ଉଠାଜଳ ସେଚନ ବିଭାଗ ତରଫରୁ ୧୫ଟି ଲିଫ୍‌ଟ ପଏଣ୍ଟ ମାଧ୍ୟମରେ ଚାଷ କାର୍ଯ୍ୟ ଆରମ୍ଭ କରାଯାଇଥିଲାା ଚାଷ କାର୍ଯ୍ୟ ସକାଶେ ଆବଶ୍ୟକ ସୁବିଧା ସହ ଲିଫ୍‌ଟ ପଏଣ୍ଟ ଦ୍ୱାରା ଜଳସେଚନ…
ଅଧିକ ଖବର ଦେଖନ୍ତୁ...

ଟାଇଗର ଏବଂ ଦିଶାଙ୍କ ସହ ଦୁର୍ବ୍ୟବହାର କଲେ ପ୍ରଶଂସକ,ଦେଖନ୍ତୁ ଭିଡିଓ

ମୁମ୍ବାଇ : ଫିଲ୍ମ ‘ହିରୋପନ୍ତି’ରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତା ଟାଇଗର ଶ୍ରଫ୍‌ । ଫିଲ୍ମ ପାଇଁ ସେ ଯେତିକି ଚର୍ଚ୍ଚାରେ ରହିଥାନ୍ତି ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଥାନ୍ତି ନିଜ ବ୍ୟକ୍ତିଗତ ଜୀବନକୁ ନେଇ। ଦିଶା ପଟାନୀଙ୍କ ସହ ତାଙ୍କ ପ୍ରେମ ସଂପର୍କ ସବୁବେଳେ…
ଅଧିକ ଖବର ଦେଖନ୍ତୁ...

ଦୁଇ ଭଉଣୀ ଭଳି ଦିଶୁଥିବା ୬୩ ବର୍ଷୀୟା ମା’ ଓ ତାଙ୍କର ୪୩ ବର୍ଷୀୟା ଝିଅର ଫଟୋ ହେଲା ଭାଇରାଲ, ଆସନ୍ତୁ ଜାଣିବା…

ସୌନ୍ଦର୍ଯ୍ୟ ହେଉଛି ନାରୀର ଏକ ପ୍ରକୃତିଦତ୍ତ ବିଶେଷତ୍ୱ। ନିଜକୁ ସଦା ସର୍ବଦା ସୁନ୍ଦର ରଖିବା ପାଇଁ ନାରୀ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଜଣେ ମା’ ଓ ଝିଅର ସୌନ୍ଦର୍ଯ୍ୟ ପଛର ରହସ୍ୟ ବିଷୟରେ କହିବାକୁ ଯାଉଛୁ । ମା’ଙ୍କ ବୟସ ୬୩ ବର୍ଷ ଓ ଝିଅର ବୟସ ୪୩ ବର୍ଷ…
ଅଧିକ ଖବର ଦେଖନ୍ତୁ...

ବେବିକୋ ବୁଢ଼ା ମିଲ୍‌ ଗୟା :ନିର୍ବନ୍ଧର ଫଟୋ ଛାଡ଼ି ଟ୍ରୋଲ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ : ଟେଲି ଧାରାବାହିକ ‘କିସ୍‌ ଦେଶ ମେଁ ହୈ ମେରା ଦିଲ୍‌’ରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅଦିତି ଗୁପ୍ତା ନିଜ ପ୍ରେମିକ କରିବ୍‌ ଚୋପ୍ରାଙ୍କ ସହ ନିର୍ବନ୍ଧ କରିଥିବା ଜଣାପଡ଼ିଛି । ଏହାର ଏକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ନିଜ ନିର୍ବନ୍ଧ ଖବର ସମସ୍ତଙ୍କୁ ଜଣାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ରେସ୍ତୋରାଁରେ ଖାଦ୍ୟ ଖାଉଥିବା ସମୟରେ ଯଦି ଆପଣଙ୍କ ଖାଦ୍ୟରୁ ପୋକ ବାହାରେ ତେବେ କେମିତି ଏବଂ କେଉଁଠି କରିବେ ଅଭିଯୋଗ

ଗତକାଲି ଏକ ଖବର ସାମ୍ନାକୁ ଆସିଥିଲା,ଯେଉଁଠି ଜଣେ ଲୋକ ବିରିୟାନି ଖାଉଥିବା ସମୟରେ ତାଙ୍କ ଖାଦ୍ୟରୁ ପୋକ ବାହାରିଥିଲା । ଏ ନେଇ ସେ ଟ୍ଵିଟ୍‌ରରେ ଫଟୋ ଛାଡ଼ି ଏହି ଘଟଣାଟିକୁ ସର୍ବସମ୍ମୁଖକୁ ଆଣିଥିଲେ । ଏହି ଖବର ପ୍ରସାର ହେବା ପରେ ଖାଦ୍ୟ ତିଆରି କରୁଥିବା କମ୍ପାନୀ ଉପରେ ଜରିମାନା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପୁଣି ବିବାଦରେ କଙ୍ଗନା : କଙ୍ଗନା ଆତ୍ମହତ୍ୟା କଲା ଭଳି କାମ କରିବା ଆରମ୍ଭ କରିଛନ୍ତି ବୋଲି କହିଲେ ଲେଖକ ଅପୂର୍ବ…

ମୁମ୍ବାଇ : ବଲିଉଡ୍‌ର କୁଇନ୍‌ କଙ୍ଗନା ରାନାଓ୍ଵତ୍‌ଙ୍କୁ ନେଇ ବିବାଦ ଥମିବାରେ ନାଁ ନେଉ ନାହିଁ । ଦିନକୁ ଦିନ ଫିଲ୍ମ ‘ମଣିକର୍ଣ୍ଣିକା’ର ଜଣେ ପରେ ଜଣେ ସଦସ୍ୟ ଫିଲ୍ମ ଛାଡ଼ୁଥିବା ବେଳେ ଏବେ କଙ୍ଗନା ନିଜେ ଏହି ଫିଲ୍ମକୁ ଶେଷ କରିବେ ବୋଲି ଜଣାପଡ଼ିଛି । କିଛି ଦିନ ତଳେ ଅଭିନେତା ସୋନୁ ସୁଦ୍‌…
ଅଧିକ ଖବର ଦେଖନ୍ତୁ...

ଏଥର ସହଜରେ ମିଳିବ ସର୍ବଗୁଣ ସଂପନ୍ନ ସଂସ୍କାରୀ ବୋହୂ ! ଏଥି ପାଇଁ ୩ ମାସର ପ୍ରଶିକ୍ଷଣ ଦେବ ଆଇଆଇଟି-ବିଏଚ୍‌ୟୁ

ବାରଣାସୀ: ଆଜିକାଲି ଚିନ୍ତାର କାରଣ ପାଲଟିଛି ଶାଶୁ-ବୋହୂଙ୍କ ମଧ୍ୟରେ ଥିବା ସଂପର୍କ । ପ୍ରତିଦିନ ଶାଶୁ-ବୋହୂ କଳହର ଖବର ଶୁଣିବାକୁ ମିଳୁଥିବା ବେଳେ ଯୌତୁକ ନିର୍ଯାତନା ବା ବୋହୂ ଶାଶୁଶ୍ୱଶୁରଙ୍କୁୁ ନିର୍ଯ୍ୟାତନା ଦେଉଥିବା ଖବର ସାମ୍ନାକୁ ଆସୁଛି । ଉପୁଜୁଥିବା ଏ ସବୁ ଅସୁବିଧାକୁ କମ କରିବା…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱପ୍ନ, ‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଇଭିଏମ୍‌ କିଣାରେ ଖର୍ଚ୍ଚ ହେବ ୪୫୫୫…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିର ‘ଏକ ଦେଶ ଏକ ନିର୍ବାଚନ’ ସ୍ୱପ୍ନ ମହଙ୍ଗା ପଡ଼ିବ। ବିଜେପି ଏହି ପ୍ରକ୍ରିୟାକୁ ନେଇ ଯଦିଓ ନିର୍ବାଚନରେ କମ୍‌ ଟଙ୍କା ଖର୍ଚ୍ଚ ହେବ ବୋଲି ଦାବି କରୁଛି ତଥାପି ଆଇନ୍‌ କମିସନ୍‌ ଏହାକୁ ସ୍ୱୀକାର କରୁନାହିଁ। ଆଇନ୍‌…
ଅଧିକ ଖବର ଦେଖନ୍ତୁ...

ଆରମ୍ଭରୁ ବିବାଦରେ ଶ୍ୱେତା ବଚ୍ଚନଙ୍କ ଫ୍ୟାସନ ବ୍ରାଣ୍ଡ, ଲାଗିଲା ଚୋରିର ଆରୋପ !

ମୁମ୍ବାଇ : ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ଡ଼ିଜାଇନର ମୋନିଶା ସିଂହଙ୍କ ସହ ମିଶି ନିଜର ଫ୍ୟାସନ ବ୍ରାଣ୍ଡ mxsର ଶୁଭାରମ୍ଭ କରି ସାରିଛନ୍ତି । କିନ୍ତୁ ଲଞ୍ଚ ହେବାର ଦୁଇ ଦିନ ପରେ ହିଁ ଶ୍ୱେତାଙ୍କ ଫ୍ୟାସନ ବ୍ରାଣ୍ଡ ଉପରେ ଚୋରିର ଆରୋପ ଲାଗିଥିବା ସୂଚନା ମିଳିଛି ।…
ଅଧିକ ଖବର ଦେଖନ୍ତୁ...

ସିଗ୍‌ନାଲରେ ଭିକ ମାଗୁଛନ୍ତି ଜାତୀୟ ପାରା ଆଥ୍‌ଲେଟ୍‌ ମନମୋହନ ସିଂ ଲୋଧି

ଭୋପାଲ: ଶରୀରରେ ଆଥ୍‌ଲେଟ୍‌ର ପୋଷାକ । ବେକରେ ଝୁଲି ରହିଛି ମେଡାଲ୍‌ । କିନ୍ତୁ ଭାଗ୍ୟ ଏତେ ଖରାପ ଯେ ଏତେ ପ୍ରତିଭା ଥାଇ ମଧ୍ୟ ହାତରେ ତାଟିଆ ଧରି ସିଗ୍‌ନାଲ୍‌ରେ ଭିକ ମାଗିବାକୁ ପଡ଼ୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଦିବ୍ୟାଙ୍ଗ ଜାତୀୟ ପାରା ଆଥ୍‌ଲେଟ୍‌ ମନମୋହନ ସିଂହ…
ଅଧିକ ଖବର ଦେଖନ୍ତୁ...