Daily Archives

November 10, 2018

ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଲେ ଗୋମୁତ୍ରର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିବୁ : କଂଗ୍ରେସ

ଭୋପାଳ : ଆସନ୍ତା ୨୮ ତାରିଖରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଏଥିପାଇଁ କଂଗ୍ରେସ ଆଜି ନିଜର ଘୋଷଣାପତ୍ର ପ୍ରକାଶ କରିଛି । ନିଜର ଏହି ଘୋଷଣାପତ୍ରରେ କୃଷି ଋଣଛାଡ, ଫସଲ ବୀମା, ସବୁ ବର୍ଗଙ୍କ ଉନ୍ନତି ଲାଗି ଦଳ ପ୍ରତିଶ୍ରୁତି ଦେଇଛି । ତେବେ କଂଗ୍ରେସର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୨ କୋଟି ଟଙ୍କା ଠକେଇ ଅଭିଯୋଗ, ୪ ଗିରଫ

ଭୁବନେଶ୍ୱର: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୨ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ଇଓଡବ୍ଲୁ ଶନିବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଚାରି ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ ଜଣେ ମହିଳା ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ବ୍ୟାଙ୍କରେ…
ଅଧିକ ଖବର ଦେଖନ୍ତୁ...

ବିରାଟ କୋହଲିଙ୍କୁ ମହମ୍ମଦ କୈଫଙ୍କ ସମର୍ଥନ, ଆଲୋଚନା କଲେ ହର୍ଷ ଭୋଗଲେ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିକଟରେ ଜଣେ ପ୍ରଶଂସକଙ୍କୁ ଦେଶ ଛାଡିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ତାଙ୍କୁ ଆଲୋଚନାର ସାମ୍ନା କରିବାକୁ ପଡିଛି। ଏଭଳି ଏକ ପରିସ୍ଥିତିରେ କୋହଲିଙ୍କୁ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ମହମ୍ମଦ କୈଫ ସମର୍ଥନ ଜଣାଇବା ମୁହଁ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୁଲିସ, ୭ ଡକାୟତ ଗିରଫ, ବିଦେଶୀ ଓ ନକଲି ବନ୍ଧୁକ ଜବତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଅଁଳା ବାଙ୍କ ନିକଟରେ ଡକାୟତି ଉଦ୍ୟମ କରୁଥିବା ବେଳେ ପୁଲିସ ୭ଜଣ ଡକାୟତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ କେନ୍ଦ୍ରପଡ଼ାର ହଲଦିଆ ଗ୍ରାମର ଜହିର୍‌ ଖାନ୍‌ଙ୍କ ପୁଅ ଜାକିର ଖାନ୍‌ (୩୧), ଠିକିରି ଗ୍ରାମର ଭଗବତ ବେହେରାଙ୍କ ପୁଅ ରାକେଶ ବେହେରା ଓରଫ ପପୁ…
ଅଧିକ ଖବର ଦେଖନ୍ତୁ...

୨୦୨୩ ସୁଦ୍ଧା ଭାରତର ସାମରିକ ଶକ୍ତିରେ ଆସିବ ଏହି ବଡ଼ ପରିବର୍ତ୍ତନ, କେହି ନାଲି ଆଖି ଦେଖାଇପାରିବେ ନାହିଁ

ନୂଆଦିଲ୍ଲୀ : ଆସନ୍ତା ୨୦୨୩ ସୁଦ୍ଧା ଭାରତର ସାମରିକ ଶକ୍ତି ଏକ ନୂଆ ଉଚ୍ଚତାରେ ପହଞ୍ଚିଥିବ । ଏବେଠାରୁ ଭାରତ ସରକାର କରୁଥିବା ଯୋଜନାଗୁଡିକ ସେତେବେଳକୁ ଧୀରେ ଧୀରେ କାର୍ଯ୍ୟକ୍ଷମ ହେବା ଆରମ୍ଭ କରିଥିବ । ଏହା ଫଳରେ ସମଗ୍ର ଏସିଆରେ ଚୀନ ପରେ ଭାରତକୁ ଟକ୍କର ଦେବାକୁ କେହି ନଥିବେ । ୨୦୨୩…
ଅଧିକ ଖବର ଦେଖନ୍ତୁ...

୫ କୋଟି ଟଙ୍କା ବିନିମୟରେ ଏମପି ଟିକେଟ ବିକ୍ରି କରୁଛନ୍ତି ମାୟାବତୀ ? ଦଳର ପୂର୍ବତନ ନେତାଙ୍କ ଅଭିଯୋଗ ପରେ ହଇଚଇ

ଲକ୍ଷ୍ନୌ : ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ମାୟାବତୀ ନିଜର ଦଳର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ଏମଏଲସି ମୁକୁଲ ଉପାଧ୍ୟାୟଙ୍କୁ ବହିଷ୍କାର କରିଛନ୍ତି । ଦଳବିରୋଧୀ କାମ ପାଇଁ ସେ ତାଙ୍କୁ ବହିଷ୍କାର କରାଯାଇଥିବା କୁହାଯାଉଛି । ତେବେ ଏହି ବହିଷ୍କାରର ଆଉ ଏକ କାରଣ ଦର୍ଶାଉଛନ୍ତି ମୁକୁଲ ।…
ଅଧିକ ଖବର ଦେଖନ୍ତୁ...

ସି-ଭୋଟର୍‌ ଜନମତ ସର୍ଭେ : ରାଜସ୍ଥାନ ଓ ମଧ୍ୟପ୍ରଦେଶରୁ ହଟିବ ବିଜେପି ସରକାର; ଏହି ଦୁଇ ରାଜ୍ୟ ସହ ତେଲେଙ୍ଗାନା…

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଖୁସି ଖବର ଆଣିଛି ସି-ଭୋଟର୍‌ ଜନମତ ସର୍ଭେ। ଏହି ସର୍ଭେ ମୁତାବକ କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନାରେ ସରକାର ଗଠନ କରିବ। ତେବେ ମିଜୋରାମ ଏବଂ ଛତିଶଗଡ଼ରେ କଡ଼ା ମୁକାବିଲା ହେବ ଏବଂ ଏଠାରେ…
ଅଧିକ ଖବର ଦେଖନ୍ତୁ...

ମଧ୍ୟ ଆଣ୍ଡାମାନ ସାଗରରେ ଲଘୁଚାପ, ଦୁଇଦିନ ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ମଧ୍ୟ ଆଣ୍ଡାମାନ୍‌ ସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ ଘନୀଭୂତ ହେବା ସହ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ମିଡ ଟ୍ରପୋସ୍ପେରିକ୍‌ ସ୍ତର ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ପୂର୍ବ ପ୍ରେମିକା ଦୀପିକା ଓ କ୍ୟାଟ୍ରିନାଙ୍କୁ ପସନ୍ଦ କରୁନଥିବା ରଣବୀରଙ୍କ ମାଆ କାହିଁକି ଆଲିଆଙ୍କୁ ପସନ୍ଦ କରନ୍ତି?

ମୁମ୍ବାଇ: ଆଜିକାଲି ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଉଠିଛି। ସେ ଦୁହେଁ ପରସ୍ପରକୁ ଡେଟିଂ କରିବା ସହ ନିକଟ ଭବିଷ୍ୟତରେ ବିବାହ ବି କରିପାରନ୍ତି ବୋଲି ଆଶା କରାଯାଉଛି। ତେବେ ଏମାନଙ୍କ ସଂପର୍କର ସୌନ୍ଦର୍ଯ୍ୟ ହେଉଛି ଏମାନଙ୍କ ସଂପର୍କ ପରିବାର…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଅଭିଯୋଗରେ ଆଇନଜୀବୀଙ୍କୁ ବାନ୍ଧିଲା ପୁଲିସ୍ ! କାଜୁଜଙ୍ଗଲରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ମିଳିବା ଘଟଣାରେ…

ଭଞ୍ଜନଗର: ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଲୁଣିଢ଼ିପା ଗାଁ ନିକଟସ୍ଥ ଏକ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ କିଛିଦିନ ତଳେ ପୁଲିସ ଜବତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଆଇନ୍‌ଜୀବୀଙ୍କୁ ପୁଲିସ ଶନିବାର ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...