Daily Archives

April 24, 2019

ଅଭିନୟ କରିବାର ଅଫର ଦେଇ ଦୁଷ୍କର୍ମ କଲେ ୟୁଟ୍ୟୁବର, ବନାଇଲେ ଭିଡିଓ

ନୂଆଦିଲ୍ଲୀ : ଦିଲ୍ଲୀରେ ରହୁଥିବା ଜଣେ ମହିଳା ନୋଏଡାର ଜଣେ ୟୁଟ୍ୟୁବରଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇଛନ୍ତି । ଅଭିନୟ କରିବାର ସୁଯୋଗ ଦେବି ବୋଲି କହି ଏକ ଗେଷ୍ଟ ହାଉସକୁ ଡ଼କାଇଥିଲେ ଅଭିଯୁକ୍ତ । ଯାହା ପରେ ଅଭିନୟର ସୁଯୋଗ ବିଷୟରେ କଥା ହେବା ପରିବର୍ତ୍ତେ ଅଭିଯୁକ୍ତ ପୀଡ଼ିତାଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ପଂଜାବ ବିପକ୍ଷରେ ୧୭ ରନରେ ଜିତିଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ: କିଙ୍ଗସ୍‌ ଏକାଦଶ ପଂଜାବ ବିପକ୍ଷରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୪୨ ତମ ମ୍ୟାଚକୁ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ୧୭ ରନ୍‌ରେ ଜିତିଛି। ପଂଜାବ ୨୦୩ ରନ ବିଜୟ ଲକ୍ଷ୍ୟ ନେଇ ୨୦ ଓଭରରେ ୭ଟି ଓ୍ଵିକେଟ ହରାଇ ୧୮୫ ରନ କରିଛି। ସ୍କୋର ୧୦୫ ରନରେ…
ଅଧିକ ଖବର ଦେଖନ୍ତୁ...

ପେଟ ବିନ୍ଧାଠାରୁ ଆରମ୍ଭ କରି କର୍କଟ ରୋଗ ପର୍ଯ୍ୟନ୍ତ, ଏ ସବୁ ସମସ୍ୟାରୁ ଦୂରରେ ରଖେ ଏହି ୪ଟି ଜିନିଷ

ଭୁଲ ସମୟରେ ଏବଂ ଭୁଲ ଖାଦ୍ୟ ଖାଇବା ଦ୍ୱାରା ଆଜିକାଲି ଅଧିକାଂଶ ଲୋକମାନଙ୍କ ମଧ୍ୟରେ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଉଛି । ସୁସ୍ଥ ରହିବା ପାଇଁ ଲୋକମାନେ ବ୍ୟାୟାମ କରୁଥିଲେ ମଧ୍ୟ ସ୍ୱାସ୍ଥ୍ୟକର ଖାଦ୍ୟ ଉପରେ ଗୁରୁତ୍ୱ ଦେଉ ନାହାନ୍ତି । ଯାହାଦ୍ୱାରା ସେମାନଙ୍କ ଶରୀରରେ ଅନେକ…
ଅଧିକ ଖବର ଦେଖନ୍ତୁ...

ଭାରୀ ସ୍କୁଲ ବ୍ୟାଗ୍‌ ପାଇଁ ସ୍କୁଲର ସିଢ଼ିରୁ ଖସି ତଳେ ପଡ଼ିଲେ ଛାତ୍ରୀ, କରାଗଲା ପଞ୍ଜରା ହାଡ଼ର ସର୍ଜରି

କୋଲକାତା : ପଞ୍ଚିମବଙ୍ଗର ଲିଲୁଆରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲର ପାଞ୍ଚ ମହଲା ଉପରକୁ ଚଢ଼ୁଥିବା ସମୟରେ ତଳକୁ ଖସି ପଡ଼ିଥିବା ଜଣା ପଡ଼ିଛି । କାନ୍ଧରେ ପକାଇଥିବା ସ୍କୁଲ ବ୍ୟାଗ୍‌ ଅଧିକ ଭାରୀ ଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଜଣାପଡ଼ିବା ପରେ ଘଟଣାଟି ସବୁ ମାତାପିତାଙ୍କ ପାଇଁ ଚେତାବନୀ…
ଅଧିକ ଖବର ଦେଖନ୍ତୁ...

ଏକ ନିର୍ବାଚନ ସଭାରେ ‘ଆତଙ୍କବାଦୀ ତ୍ୟାଗ, ତପସ୍ୟା ଓ ବଳିଦାନର ପ୍ରତୀକ’ ବୋଲି କହି ଏବେ ବିବାଦରେ ମଧ୍ୟପ୍ରଦେଶ ବିଜେପି…

ମଧ୍ୟପ୍ରଦେଶ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କମର କଷୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏପରିକି ପରସ୍ପରକୁ ଟାର୍ଗେଟ କରିବାକୁ ମଧ୍ୟ ଭୁଲୁନାହାନ୍ତି । ଆଉ ଏଭଳି ତତଲା ମାହୋଲର ଆଉ ଟିକିଏ ତାତି ବଢାଇ ଦେଇଛନ୍ତି ମଧ୍ୟପ୍ରଦେଶ ବିଜେପି…
ଅଧିକ ଖବର ଦେଖନ୍ତୁ...

ଜାହ୍ନବୀଙ୍କ ପରେ ଏବେ ବଲିଉଡ୍‌ରେ ଡେବ୍ୟୁ କରିବେ ଖୁସି କପୁର, ହିରୋ ବାଛିବେ ବାପା

ମୁମ୍ବାଇ : ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ତନୟା ଖୁସି କପୁର ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବା ଜଣା ପଡ଼ିଛି। ବଡ଼ ଭଉଣୀ ଜାହ୍ନବୀଙ୍କ ପରେ ଏବେ ଖୁସି ଡେବ୍ୟୁ କରିବା ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । କରଣ ଜୋହରଙ୍କ ଫିଲ୍ମରୁ ଖୁସି ଡେବ୍ୟୁ କରିବେ ବୋଲି ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ନୂଆ ୨୦୦ ଓ ୫୦୦ ଟଙ୍କିଆ ନୋଟ ଖୁବଶୀଘ୍ର ଜାରି କରିବ ଆରବିଆଇ, କିଛି ପରିବର୍ତ୍ତନ ସହ ଏହି ନୂଆ ନୋଟ ଜାରି କରାଯିବ ବୋଲି…

ନୂଆଦିଲ୍ଲୀ : ୨୦୦ ଓ ୫୦୦ ଟଙ୍କିଆ ନୂଆ ନୋଟ ଖୁବଶୀଘ୍ର ଜାରି କରିବ ଆରବିଆଇ । କିଛି ପରିବର୍ତ୍ତନ ସହ ଏହି ନୂଆ ନୋଟ ଜାରି କରାଯିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ରିଜର୍ଭ ବ୍ୟାଙ୍କ ମୁତାବିକ, ମହାତ୍ମା ଗାନ୍ଧି ସିରିଜରେ ନୂଆ ନୋଟ ଲଞ୍ଚ କରାଯିବ । ଅଥାର୍ତ ଏହି ନୂଆ ନୋଟରେ…
ଅଧିକ ଖବର ଦେଖନ୍ତୁ...

ଇଲେକ୍ଟ୍ରିକ୍‌ ମୋପେଡ୍‌ ଲଞ୍ଚ କଲା ସାଓମି, ଥରେ ଚାର୍ଜ କଲେ ଯିବ ୧୨୦କିଲୋମିଟର

ନୂଆଦିଲ୍ଲୀ : ସ୍ମାର୍ଟଫୋନ ତିଆରି କରୁଥିବା ଚୀନ୍‌ର ପ୍ରମୁଖ କମ୍ପାନୀ ସାଓମି ଏବେ ମୋବାଇଲ ତିଆରି କରିବା ସହ ଗାଡ଼ି ତିଆରି କରିବା ଆରମ୍ଭ କରିଛି । ଏବେ ବଜାରରେ ସାଓମିର ଚାହିଦା ଅଧିକ ଥିବା ବେଳେ ସାଓମି ଏକ ଇଲେକ୍ଟ୍ରିକ୍‌ ମୋପେଡ୍‌ ଲଞ୍ଚ କରିଥିବା ଜଣାପଡ଼ିଛି । ଏହି ମୋପେଡ୍‌ର ନାଁ ସାଓମି…
ଅଧିକ ଖବର ଦେଖନ୍ତୁ...

ମଜାରେ ବିମାନର କ୍ର୍ୟୁ ମେମ୍ବରଙ୍କୁ ଏଭଳି ମିଛ କହିଲେ ବିଦେଶୀ ଯାତ୍ରୀ, ୧୬ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଲା ବିମାନ

ବେଙ୍ଗାଲୁରୁ : ବେଙ୍ଗାଲୁରୁର କେମ୍ପଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ବିଦେଶୀ ଯାତ୍ରୀଙ୍କ ପାଇଁ ୧୬ଘଣ୍ଟା ବିଳମ୍ବରେ ବିମାନ ଉଡ଼ାଣ ଭରିଥିବା ସାମ୍ନାକୁ ଆସିଛି । ଯାତ୍ରୀଙ୍କ ଗୋଟେ ମିଛ ପାଇଁ ଉଡ଼ାଣ ଭରିବାକୁ ଥିବା ବିମାନରେ ହାଇଆଲର୍ଟ ଜାରି ହୋଇଥିଲା । କିନ୍ତୁ ପରେ ଯାତ୍ରୀଜଣଙ୍କ ମିଛ…
ଅଧିକ ଖବର ଦେଖନ୍ତୁ...

ବଜାରକୁ ଆସିଲା ହେଲା ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକା

ନୂଆଦିଲ୍ଲୀ : ଏବେ ବି ମେଲେରିଆ ଏକ ବଡ଼ ରୋଗ ବୋଲି ଜଣା ଯାଉଥିବା ବେଳେ ଏ ନେଇ ବିଶ୍ୱର ପ୍ରଥମ ଟିକା ବଜାରକୁ କରାଯାଇଛି । ମଲାଓ୍ୱି  ପ୍ରଥମେ ଏହାକୁ ଲଞ୍ଚ କରିବାକୁ ଚାହୁଁଥିବା ବେଳେ ଏହି ନିଷତ୍ତିକୁ ସ୍ୱାଗତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପାଇଲଟ୍‌ ଯୋଜନା ଆକାରରେ ଏହାକୁ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...