Daily Archives

July 21, 2019

ସୁବର୍ଣ୍ଣପୁର: ଗଛରେ ଝୁଲୁଛି ମହିଳାଙ୍କ ଗଳିତ ଶବ

ବିନିକା: ଗଛରେ ମହିଳାଙ୍କର ଗଳିତ ଶବ ଝୁଲୁଛି। ଏପରି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ବୁଲୁଣ୍ଡା-ସଉଲପୁର ମୌଜାର ଏକ ନାଳ ନିକଟରେ ରବିବାର ସ୍ପଷ୍ଟ କରାଯାଇଛି। ମହିଳା ଜଣକ ନିଖୋଜ ହେବାର ୧୭ ଦିନ ପରେ ପୁଲିସ ମହଳାଙ୍କର ସନ୍ଧାନ ପାଇଛି। ମାତ୍ର ଆଜି ମହିଳାଙ୍କର ଗଳିତ…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ ପୁଲିସ ଜରିମାନା ଲଗାଇବା ପରେ ରାମଗୋପାଲ ବର୍ମା କହିଲେ; ମୁଁ ତୁମକୁ ଚୁମ୍ବନ ଦେବାକୁ ଚାହୁଁଛି

ହାଇଦ୍ରାବାଦ : ଫିଲ୍ମ ନିର୍ମାତା ରାମଗୋପାଳ ବର୍ମା କୌଣସି ନା କୌଣସି କାରଣରୁ ବିବାଦରେ ରହିଥାନ୍ତି । ଏବେ ସେ ଯାତାୟାତ ନିୟମ ଭଙ୍ଗ କରିଥିବାରୁ ଚର୍ଚ୍ଚାରେ ରହିଛନ୍ତି । ଗୋଟେ ବାଇକ୍‌ରେ ୩ଜଣ ବସି ବିନା ହେଲମେଟରେ ଯାଉଥିବାରୁ ଟ୍ରାଫିକ୍‌ ପୁଲିସ ତାଙ୍କ ଉପରେ ଜରିମାନା ଲଗାଇଥିଲେ । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ଆତ୍ମହତ୍ୟା କରିବାକୁ ଯାଉଥିବା ୨ ନାବାଳିକା ଉଦ୍ଧାର

ଓଡ଼ଗାଁ: ଆତ୍ମହତ୍ୟା କରିବା ପୂର୍ବରୁ ୨ ଜଣ ନାବାଳିକାକୁ ରବିବାର ଉଦ୍ଧାର କରାଯାଇଛି। ନୟାଗଡ଼ ଜିଲ୍ଲାର ଓଡଗାଁ ଅଞ୍ଚଳରେ ପଥରଖଣିକୁ ଆତ୍ମହତ୍ୟା କରିବା ପାଇଁ ଯାଇଥିବା ୨ଜଣ ନାବାଳିକା ଭଉଣୀଙ୍କୁ ଗ୍ରାମବାସୀ ଉଦ୍ଧାର କରି ପୁଲିସରେ ଜିମା ଦେଇଛନ୍ତି । ସେମାନେ ଯଥାକ୍ରମେ ଦଶମ ଓ ନବମ ଶ୍ରେଣୀର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ଗାଧୋଉଥିବା ବେଳେ ମହାନଦୀର ଦ୍ୱିତୀୟ ସେତୁରେ ବୁଡ଼ି ଯୁବକ ମୃତ

ସମ୍ବଲପୁର: ମହାନଦୀର ଦ୍ଵିତୀୟ ସେତୁରେ ରବିବାର ଗାଧୋଉଥିବା ବେଳେ ଜଣେ ଯୁବକ ବୁଡ଼ି ଯାଇଛନ୍ତି। ସୂଚନା ଅନୁସାରେ ହୀରାକୁଦ ଅଂଚଳର ଯୁବକ ସୁବାସ ଚନ୍ଦ୍ର ଦଳେଇ ଆଜି ମହାନଦୀର ଦ୍ୱିତୀୟ ସେତୁକୁ ଗାଧୋଇବାକୁ ଯାଇଥିଲେ। ପାଣିର ସ୍ରୋତରେ ସେ ଭାସି ଯାଇଥିଲେ। ସୂଚନା ଅନୁସାରେ ସେୟାର ବଜାରରେ କାମ…
ଅଧିକ ଖବର ଦେଖନ୍ତୁ...

ସର୍ଜରୀ ପରେ ପରୀକ୍ଷା ନ କରି ଏଚ୍‌ଆଇଭି ସଂକ୍ରମିତ ରକ୍ତ ଦେଇଥିଲେ, ଏବେ ଡାକ୍ତରଖାନାକୁ ୨୦ଲକ୍ଷ ଟଙ୍କା ଜରିମାନା…

ଚେନ୍ନାଇ : ଡାକ୍ତରଖାନାର ଭୁଲ ପାଇଁ ଜଣେ ଶିଶୁ ଏଚ୍‌ଆଇଭି ସଂକ୍ରମିତ ହେବା ପରେ ଏବେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଛି । ଦଣ୍ଡ ଆକାରରେ ଡାକ୍ତରଖାନାର ଡିନ୍‌ଙ୍କୁ ୨୦ଲକ୍ଷ ଟଙ୍କା ଜରିମାନା ଆକାରରେ ଦେବା ପାଇଁ ଆଦେଶ ଦେଇଛନ୍ତି ସିଟି ସିଭିଲ କୋର୍ଟ । ମାମଲାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଗାଡି ଛାଡି ଡ୍ରାଇଭର ଓ ମାଫିଆ ଫେରାର: ବୋଲେରୋ ପିକଅପ ଭ୍ୟାନ ସହ ସାଢେ ୯ କ୍ୱିଣ୍ଟାଲ ଗଂଜେଇ ଜବତ

ଫୁଲବାଣୀ: କନ୍ଧମାଳ ବାଲନ୍ଦାପଡାରୁ ବୌଦ୍ଧ କଣ୍ଟାମାଳକୁ ଗଂଜେଇ ଚାଲାଣ ହେଉଥିଲା। ୫୦ କିଲୋ ନୁହେଁ କି କ୍ୱିଣ୍ଟାଲ ନୁହେଁ। ସାଢେ ୮ କ୍ୱିଣ୍ଟାଲ ଗଂଜେଇ ଚାଲାଣ ଉଦ୍ୟମ ହେଉଥିବା ବେଳେ ଗୋଛାପଡା ପୁଲିସ ଏହାକୁ ରୋକିବାରେ ସଫଳ ହୋଇଛି। ଗାଡି ଛାଡି ଡ୍ରାଇଭର ଓ ଗଂଜେଇ ମାଫିଆ ଫେରାର ହୋଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ବଡ଼ ଆଇନ ପରାମର୍ଶଦାତାଙ୍କ ସାହାଯ୍ୟ ମିଳିବ। ଭବିଷ୍ୟତରେ ଆୟ ବୃଦ୍ଧି ଲାଗି ଯୋଜନା କରିବେ। ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ରାମଚଣ୍ତୀ। ବୃଷ: ଅଫିସରେ ଆଖପାଖର…
ଅଧିକ ଖବର ଦେଖନ୍ତୁ...

ଋଷଭ ପନ୍ତଙ୍କ ଭଳି ଯୁବ ଖେଳାଳିଙ୍କ ଠାରେ ଥିବା ପ୍ରତିଭା ଖୋଜିବାକୁ ଚାହୁଁଛି ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ: ପ୍ରସାଦ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ରବିବାର କହିଛନ୍ତି, ଟିମ୍‌ ପରିଚାଳନା ଋଷଭ ପନ୍ତଙ୍କ ଭଳି ଯୁବ ଖେଳାଳିଙ୍କ ଠାରେ ଥିବା ପ୍ରତିଭା ଖୋଜିବାକୁ ଚାହୁଁଛି। ଅଖିଳ ଭାରତୀୟ ରାଷ୍ଟ୍ରୀୟ ଚୟନ କମିଟି ୱେଷ୍ଟଇଣ୍ଡିଜ ପାଇଁ ଆଜି ଏଠାରେ…
ଅଧିକ ଖବର ଦେଖନ୍ତୁ...

ବନ ବିଭାଗ ଅଧିକାରୀଙ୍କୁ ଅପହରଣ କରି ବନାଇଲେ ଅଶ୍ଳୀଳ ଭିଡିଓ

ନୂଆଦିଲ୍ଲୀ: ରାଜସ୍ଥାନର ଭରତପୁରରେ ଜଣେ ବନ ବିଭାଗ ଅଧିକାରୀଙ୍କୁ ଅପହରଣ କରି ମାଡ ମାରିବା ସହିତ ତାଙ୍କ ଅଶ୍ଳୀଳ ଭିଡିଓ ବନାଇବାର ଏକ ମାମଲା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଏଭଳି ଏକ ମାମଲା ଖାହ ଥାନା ଅଞ୍ଚଳର ଅଡବାଲି ଗ୍ରାମରେ ଘଟିଛି। ଏଠାରେ ଅନେକ ଦିନ ହେବ ବେଆଇନ ଜମି ଖନନ କାମ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ: ବିଜେପିରେ ସାମିଲ୍‌ ହେଲେ ବଙ୍ଗୀୟ ଅଭିନେତ୍ରୀ ରିମ୍‌ଝିମ୍‌ ମିତ୍ର, ଅଭିନେତା ସୂରଜିତ୍‌ ଚୌଧୁରୀ ଏବଂ…

କୋଲକାତା: ବଙ୍ଗୀୟ ଟେଲି ଓ ଚଳଚ୍ଚିତ୍ର ଅଭିନେତ୍ରୀ ରିମ୍‌ଝିମ୍‌ ମିତ୍ରଙ୍କ ସମେତ ରବିବାର ୩ ଜଣ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି। ‘ଝଲକ ଦିଖଲା ଜା’ ଜିତିଥିବା ରିମ୍‌ଝିମ ଜଣେ ପରିଚିତା ଟେଲି ଅଭିନେତ୍ରୀ। ସେ ୨୦୧୩ ମସିହାରେ ‘ବିଗ୍‌ ବସ୍‌ ବଙ୍ଗଳା’ରେ ଦେଖିବାକୁ ମିଳିଥିଲେ।…
ଅଧିକ ଖବର ଦେଖନ୍ତୁ...