Daily Archives

October 1, 2019

ଠକେଇ ଅଭିଯୋଗରେ କ୍ଷୀରୋଦ ମଲ୍ଲିକଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ

ସମ୍ବଲପୁର: ଠକେଇ ଅଭିଯୋଗରେ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କୁ ସୋମବାର ରାତି ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ସମ୍ବଲପୁରରୁ ଗିରଫ କରିଛି। ବ୍ୟାଙ୍କ ଋଣ କାରବାର ନେଇ କ୍ରାଇମ୍‌ ବ୍ରାଞ୍ଚ କ୍ଷୀରୋଦ ମଲ୍ଲିକଙ୍କ ସମେତ ତାଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ମଧ୍ୟ ଗିରଫ କରିଥିବା…
ଅଧିକ ଖବର ଦେଖନ୍ତୁ...

ଗଭୀର ନାଳୀ‌ ଭିତରକୁ ଖସି ପଡ଼ି ପାକିସ୍ତାନ ସୀମାକୁ ଚାଲି ଯାଇଥିଲେ ବିଏସ୍‌ଏଫ୍‌ ଯବାନ, ଆଜି ମିଳିଲା ମୃତଦେହ

ଇସଲାମାବାଦ: ବର୍ଡର ସିକ୍ୟୁରଟି ଫୋର୍ସ(ବିଏସଏଫ)ର ନିଖୋଜ ହୋଇଯାଇଥିବା ଜଣେ ଯବାନଙ୍କ ମୃତଦେହ ପାକିସ୍ତାନ ସୀମାରୁ ମଙ୍ଗଳବାର ମିଳିଛି। ସିକ୍ୟୁରଟି ଫୋର୍ସ(ବିଏସଏଫ)ର ସବ-ଇନ୍ସପେକ୍ଟର ପରିତୋଷ ମଣ୍ଡଳ(୫୪) ଗତ ୨୮ ସେପ୍ଟେମ୍ବରରୁ ଅନ୍ତର୍ଜାତୀୟ ସୀମା ନିକଟରେ ଥିବା  ଇକେ ନାଳ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

୬ଦିନ ଧରି ଲଗାଣ ବର୍ଷା ହେତୁ ପାଣି ଘେରରେ ଗାଁ, ଟ୍ୟୁବରେ ବାନ୍ଧି ଶବକୁ ଶ୍ମଶାନ ଆଣିଲେ ପରିବାରଲୋକେ

ବ୍ରହ୍ମଗିରି: ବ୍ରହ୍ମଗିରି ବ୍ଲକର ଘଟକୁଡି ପଞ୍ଚାୟତ ଗୌଡରଣାପଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ୬ ଦିନଧରି ଲଗାଣ ବର୍ଷା ଯୋଗୁଁ ଗାଁର ଘର ଓ ରାସ୍ତାଘାଟ ପାଣି ଘେରରେ ରହିଛି। ଏହାରି ଭିତରେ ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରଲୋକେ ଉପାୟ ନପାଇ ଶବକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ଆପଣଙ୍କୁ କୌଣସି କାମରେ ଅନୁଭବି ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ବ୍ୟବସାୟରେ ପ୍ରଗତି ହେବ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୪। ବୃଷ: ଆପଣଙ୍କ କାମରେ କିଛି ବାଧା ଆସିପାରେ। ଧୈର୍ଯ୍ୟ ଧରି କାମ କରନ୍ତୁ ଫାଇଦା ହେବ। କୌଣସି ବଡ଼…
ଅଧିକ ଖବର ଦେଖନ୍ତୁ...

ତାଇଓ୍ଵାନ: ସମୁଦ୍ର ଉପରେ ନିର୍ମିତ ପୋଲ ଭୁଶୁଡିଲା ( ଭିଡିଓ ଦେଖନ୍ତୁ)

ତାଇଓ୍ଵାନ : ତାଇଓ୍ଵାନରେ ଆଜି ସମୁଦ୍ର ଉପରେ ଥିବା ଏକ ପୋଲ ଭାଙ୍ଗିପଡିବାରୁ ଅତି କମରେ ୧୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । କେତେକ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି । ସେମାନେ ପ୍ରାଣ ହରାଇଥିବା ସଂଦେହ କରାଯାଉଛି । ପୂର୍ବ ତାଇଓ୍ଵାନର ଉପକୂଳରେ ଥିବା ଏକ ବ୍ୟସ୍ତବହୁଳ ଅଞ୍ଚଳ ନାନଫାନଗାଓରେ…
ଅଧିକ ଖବର ଦେଖନ୍ତୁ...

ଭ୍ୟାନ୍‌ ଧକ୍କାରେ ମା’-ଝିଅ ମୃତ

ବାଲେଶ୍ୱର: ଜାତୀୟ ରାଜପଥ-୬୦ରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରୂପ୍ସା ନିକଟରେ ମା’-ଝିଅଙ୍କୁ ଦ୍ରୁତଗାମୀ ଭ୍ୟାନ୍‌ ପଛ ପଟରୁ ଶକ୍ତ ଧକ୍କା ଦେଇଛି। ଫଳରେ ଏହି ଦୁର୍ଘଟଣାରେ ମା’ଙ୍କ ସହ ଝିଅର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ରୁପ୍ସା…
ଅଧିକ ଖବର ଦେଖନ୍ତୁ...

ଏହି ତିନିଦିନ ମାଗଣାରେ ଛାତ୍ରଛାତ୍ରୀ ଭିତରକନିକା ବୁଲିପାରିବେ

କେନ୍ଦ୍ରାପଡ଼ା: ଭିତରକନିକାର ନୈସ୍ୱର୍ଗିକ ଶୋଭାରାଜିକୁ ଦେଖିବା ପାଇଁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ହେଲେ ଅନେକ ସମୟରେ ପ୍ରବେଶ ଶୁଳ୍କ ଓ ବୋଟିଂ ଭଡା ବାବଦକୁ ଅଧିକ ବ୍ୟୟ ହେଉଥିବାରୁ ଇଛା ଥିଲେ ବି ପର୍ଯ୍ୟଟକ ଆସି ନଥାନ୍ତି । ଏସବୁକୁ ଦୃଷ୍ଟିରେ ରଖି ଏବଂ ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଦନ୍ତା ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍‌ ପାଟକମୁଣ୍ଡା ପଞ୍ଚାୟତ ଧକ୍ଷଙ୍ଗରୁ ମୁଣ୍ଡକ୍ଷ ଗ୍ରାମ ରାସ୍ତାରେ ମଙ୍ଗଳବାର ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ଟାଙ୍ଗିରି ପଞ୍ଚାୟତ ବାରମଞ୍ଚା ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ପଦକ୍ଷେପ ସତ୍ତ୍ୱେ ସୁଧୁରୁନି ଅଟୋମୋବାଇଲ ଶିଳ୍ପ ଅବସ୍ଥା, ସେପ୍ଟେମ୍ବରରେ ବି ବିକ୍ରି କମିଲା

ନୂଆଦିଲ୍ଲୀ : ମାନ୍ଦାବସ୍ଥା ଦେଇ ଗତିକରୁଥିିବା ଭାରତୀୟ ଅଟୋମୋବାଇଲ ଶିଳ୍ପକୁ ସୁଧାରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଘୋଷଣା କରିବା ସତ୍ତ୍ୱେ ସ୍ଥିତିରେ ଉନ୍ନତି ହେବାର ନାଁ ଧରୁନାହିଁ । ଭାରତର ୧ ନମ୍ବର କାର କମ୍ପାନି ମାରୁତି ସୁଜୁକୀର ବିକ୍ରି ଗତ ସେପ୍ଟେମ୍ବର ମାସରେ ୩୧.୫ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ବିଧାୟିକା ହେବାକୁ ବିଦେଶ ଚାକିରି ଛାଡି ଭାରତ ଧାଇଁଆସିଲେ ଯୁବତୀ

ଚଣ୍ଡୀଗଡ଼: ବାଜି ସାରିଛି ହରିୟାଣା ବିଧାନସଭା ନିର୍ବାଚନ ବିଗୁଲ | ବିଜେପି ପକ୍ଷରୁ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ସିଟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି | ତେବେ ବିଜେପି ପକ୍ଷରୁ ଜାରି କରାଯାଇଥିବା ତାଲିକାରେ ଏଭଳି ଏକ ପ୍ରାର୍ଥୀଙ୍କୁ ଟିକଟ ଦିଆଯାଇଛି ଯାହାକୁ ନେଇ…
ଅଧିକ ଖବର ଦେଖନ୍ତୁ...