Daily Archives

February 15, 2020

ଉଡ଼ାଣ ପାଇଁ ରନୱେରେ ଦ୍ରୁତଗତିରେ ଯାଉଥିବା ବେଳେ ହଠାତ ବିମାନ ସାମ୍ନାକୁ ଆସିଗଲା ଜିପ୍‌, ପାଇଲଟଙ୍କ ଉପସ୍ଥିତ ବୁଦ୍ଧି…

ନୂଆଦିଲ୍ଲୀ: ପୁଣେ ବିମାନବନ୍ଦରରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏକ ବିମାନ ଉଡ଼ିବାକୁ ରନୱେରେ ଦ୍ରୁତଗତିରେ ଯାଉଥିବା ବେଳେ ହଠାତ ସାମ୍ନାକୁ ଏକ ଜିପ୍‌ ଓ ଜଣେ ବ୍ୟକ୍ତି ଚାଲି ଆସିଥିଲେ। ଜିପ୍‌ ଓ ଉକ୍ତ ବ୍ୟକ୍ତିଙ୍କୁ ଯେପରି କୌଣସି ଆଘାତ ନଲାଗେ ତାହାକୁ…
ଅଧିକ ଖବର ଦେଖନ୍ତୁ...

ଏସବିଆଇ ଦେଉଛି ଶସ୍ତାରେ ଘର କିଣିବାର ସୁଯୋଗ, ଏମିତି କରିବେ ଆବେଦନ

ମୁମ୍ବାଇ: ଯଦି ଆପଣ ଶସ୍ତାରେ ଘର କିମ୍ବା ଦୋକାନ ଗୃହ କିଣିବାକୁ ଚାହୁଁଛନ୍ତି ତେବେ ଏସବିଆଇ ବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ବଡ ସୁଯୋଗ ଆଣିଦେଇଛି | ଏସବିଆଇ ବେଳେବେଳେ ଆବାସିକ ଘର ଓ ବାଣିଜ୍ୟିକ ସମ୍ପତ୍ତିର ନିଲାମ କରିଥାଏ | ଯେଉଁମାନେ ବ୍ୟାଙ୍କରୁ ଋଣ ନେଇ ଠିକ ସମୟରେ ପରିଶୋଧ…
ଅଧିକ ଖବର ଦେଖନ୍ତୁ...

ବାଚସ୍ପତିଙ୍କ କଡା ନିର୍ଦ୍ଦେଶ: ଏଣିକି ଗୃହକାର୍ଯ୍ୟ ବେଳେ ଉପସ୍ଥିତ ରହିବେ ଅଧିକାରୀ

ଭୁବନେଶ୍ୱର: ଗୃହକାର୍ଯ୍ୟ ବେଳେ ଉପସ୍ଥିତ ରହିବେ ସରକାରୀ ଅଧିକାରୀ । ଆଜି ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେ କହିଛନ୍ତି, ଏଣିକି ଅଧିକାରୀମାନେ ତାଙ୍କ ବିଭାଗର ଆଲୋଚନା ବେଳେ ବିଧାନସଭାରେ ଉପସ୍ଥିତ ରହିବେ । ସମ୍ପୃକ୍ତ ଅଧିକାରୀମାନେ ସେମାନଙ୍କ ଗ୍ୟାଲେରିରେ ବସିବେ  ଆଉ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ପ୍ଲାଟ୍‌ଫର୍ମ ଓ ଚଳନ୍ତାଟ୍ରେନ୍‌ ଭିତରର ଫାଙ୍କରେ ଗଳିପଡ଼ିଲେ ମହିଳା, ଆର୍‌ପିଏଫ୍ କନ୍‌ଷ୍ଟେବଲ୍‌ଙ୍କ ପାଇଁ…

ଭୁବନେଶ୍ବର: ଭୁବନେଶ୍ବର ରେଳ ‌ଷ୍ଟେସନ୍‌ରେ ଜଣେ ମହିଳା ଶନିବାର ମରଣ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ସେ ପୁରୀ-ସମ୍ବଲପୁର ଏକ୍ସପ୍ରେସ୍‌ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଉଥିବା ବେଳେ ଜଣେ ଆର୍‌ପିଏଫ୍‌ କନ୍‌ଷ୍ଟେବଲ୍‌ ତାଙ୍କୁ ଧରି…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା ଘଟଣା: ଫେଲ୍‌ ମାରିଲା ଚାପ, ବନ୍ଧା ହେଲେ ଏସଓଜି ଯବାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରିଥିବା ଏସଓଜି ଯବାନ ଦେବରାଜ କର୍ଣ୍ଣଙ୍କୁ ଶେଷରେ ପୁଲିସ ବାନ୍ଧିଛି। ମନ୍ତ୍ରୀ ଓ ବିଧାୟକଙ୍କ ଚାପ ପକାଇ ମାମଲାରୁ ଖସି ଯିବାକୁ ଉଦ୍ୟମ ଚଳାଇଥିଲେ ଦେବରାଜ। ହେଲେ ସବୁ ଚାପ ଫେଲ ମାରିଛି। ଗିରଫ ପରେ…
ଅଧିକ ଖବର ଦେଖନ୍ତୁ...

ଭିନ୍ନମତ ରଖୁଥିବା ଲୋକମାନଙ୍କୁ ଦେଶଦ୍ରୋହୀ କହିବା ସମ୍ବିଧାନ ବିରୋଧୀ : ଜଷ୍ଟିସ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ : ଭିନ୍ନମତ ହେଉଛି ଗଣତନ୍ତ୍ରର ସେଫଟି ଭାଲବ । ସରକାରଙ୍କ ସହ ଭିନ୍ନମତ ରଖିଥବା ଲୋକମାନଙ୍କୁ ଦେଶଦ୍ରୋହୀ କହିବା ସମ୍ବିଧାନର ମୂଳ ଆଦର୍ଶର ବିରୋଧୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ  ଧନଞ୍ଜୟ ୟଶଓ୍ୱନ୍ତ ଚନ୍ଦ୍ରଚୂଡ଼ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀ କଳର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଭାବପ୍ରବଣ ରହିବେ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରିଜୀବୀଙ୍କୁ ସଫଳତା ମିଳିବ। ଶୁକ୍ର ଓ ଶନିବାର: କୌଣସି ନୂଆ କାମ ଶୁଭାରମ୍ଭ କରିବେ। ରବି ଓ ସୋମବାର: ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ମଙ୍ଗଳ, ବୁଧ ଓ ଗୁରୁବାର: ନିଜର ଜିନିଷପତ୍ର ପ୍ରତି ଧ୍ୟାନ ଦିଅନ୍ତୁ।…
ଅଧିକ ଖବର ଦେଖନ୍ତୁ...

ଡାବୁଗାଁରେ ଚାରି ବର୍ଷର ଝିଅ ଉପରେ ଚଢ଼ିଗଲା ଆନ୍ଧ୍ର ଟ୍ରକ୍‌, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ନିକଟରେ ଏକ ହୃଦୟ ବିଦାରକ ଟ୍ରକ୍‌ ଧକ୍କାରେ ଜଣେ ୪ ବର୍ଷର ଝିଅର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ହେଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଲପୁର ନିକଟ ପଖନାଗୁଡ଼ାର ସବିତା ମାଝୀ। ଟ୍ରକ୍‌ଟି ଝିଅକୁ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର : ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ଲେଗିଙ୍ଗସ୍‌ ପ୍ୟାଣ୍ଟ ଖୋଲି ଥାନାରେ ସ୍କୁଲ ଶିକ୍ଷୟିତ୍ରୀ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ଶିକ୍ଷୟତ୍ରୀ ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ଠାରୁ ଆଜି ଲେଗିଙ୍ଗସ୍‌ ପ୍ୟାଣ୍ଟ ଖୋଲି ନେଇଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ନେଇ ପଚରାଉଚରା କରି ଛାଡ଼ି ଦେଇଥିବା…
ଅଧିକ ଖବର ଦେଖନ୍ତୁ...

ଏକାଧିକ ଫେକ୍ ଆଇଡି ବ୍ୟବହାର କରି ଇ-ଟିକେଟ୍ ଠକେଇ ଜାଲ ବିଛାଇଥିଲା ବିଷ୍ଣୁ, ବାନ୍ଧିଲା ରେଳ ପୁଲିସ

ଭୁବନେଶ୍ବର: ଧରାପଡ଼ିଲା ଇ-ଟିକେଟ୍ କଳାବଜାରି କରୁଥିବା ବ୍ୟକ୍ତି। ଫେକ୍ ଆଇଡି ଜରିଆରେ ଅନଲାଇନ୍ ଟ୍ରେନ୍ ଟିକେଟ କିଣାବିକାରେ ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ରେଳବାଇ ପୁଲିସ। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତର ନାମ ବିଷ୍ଣୁପ୍ରସାଦ ପଟ୍ଟନାୟକ ହୋଇଥିବା…
ଅଧିକ ଖବର ଦେଖନ୍ତୁ...