Latest Posts
ରାଜ୍ୟ
ଆମେରିକାର ଜି୬ ହସ୍ପିଟାଲିଟିକୁ କିଣିଲା ଓୟୋ
ଓଡ଼ିଶାର ଉଦ୍ୟୋଗୀ ରିତେଶ ଅଗ୍ରୱାଲଙ୍କ ଦ୍ବାରା ପ୍ରତିଷ୍ଠିତ ଓୟୋର ମୂଳ କମ୍ପାନି ଓରାଭେଲ ଷ୍ଟେଜ୍ ଆମେରିକାର ଜି୬ ହସ୍ପିଟାଲିଟିକୁ ବ୍ଲାକଷ୍ଟୋନ ରିଅଲ ଇଷ୍ଟେଟ୍ ଠାରୁ ପ୍ରାୟ ୫୨୫ ନିୟୁତ ଡଲାରରେ କିଣିଛି।
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ପନ୍ତ, ଗିଲ୍ଙ୍କ ଶତକ: ଭାରତ ସୁଦୃଢ଼
ପାଖାପାଖି ୬୩୪ ଦିନ ପରେ ଟେଷ୍ଟ୍ କ୍ରିକେଟ୍କୁ ଫେରି ଆବେଗ ଓ ଆତ୍ମବିଶ୍ବାସଭରା ଷଷ୍ଠ ଶତକରେ ଋଷଭ ପନ୍ତ (୧୦୯) ସମସ୍ତଙ୍କ ହୃଦୟ ଜିତିବାର ମାତ୍ର କିଛି ମିନିଟ୍ ପରେ କଳାତ୍ମକ ବ୍ୟାଟିଂ ପାଇଁ ପରିଚିତ ଶୁବମନ୍ ଗିଲ୍ (୧୧୯*) ପଞ୍ଚମ ଓ ପରାକ୍ରମୀ ଶତକ...
ରାଜନୀତି
ଦୁଷ୍ୟନ୍ତଙ୍କ ଭବିଷ୍ୟବାଣୀ: ଏଥର ତ୍ରିଶଙ୍କୁ ବିଧାନସଭା...
ଜନନାୟକ ଜନତା ପାର୍ଟି (ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ବିଷୟରେ ଏକ ପୂର୍ବାନୁମାନ କରିଛନ୍ତି। ଏହା ସହିତ ସେ ନିଜ ପାର୍ଟି ଜେଜେପି ବିଷୟରେ ମଧ୍ୟ କହିଛନ୍ତି। ଜେଜେପି ଆଜାଦ ସମାଜ ପାର୍ଟି ସହିତ ମିଳିତ ଭାବେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି...
ଅପରାଧ
ମେଜର ଓ ବାନ୍ଧବୀଙ୍କୁ ରାସ୍ତାରେ ଆକ୍ରମଣ ମାମଲା: ସକାଳେ ଗିରଫ ୭ ଇଂଜିନିୟରିଂ ଛାତ୍ରଙ୍କୁ ଜାମିନ
ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ପଥରଗାଡ଼ିଆ ରାସ୍ତାରେ ଆକ୍ରମଣ କରିଥିବା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ୭ ଇଂଜିନିୟରିଂ ଛାତ୍ରଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ମନୋରଞ୍ଜନ
ମଲୟାଲମ୍ ଚଳଚ୍ଚିତ୍ରରେ ଓଡ଼ିଶୀ ଗୀତ
ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦେଶର ଅଗ୍ରଗଣ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ କେରଳ ଅନ୍ୟତମ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଲୟାଲି ସିନେମାର ଢେର୍ ପ୍ରାଧାନ୍ୟ ରହିଛି।