Latest Posts
ରାଜ୍ୟ
ସମ୍ବଲପୁରରେ ଗ୍ରାମୀଣ ଆତ୍ମନିର୍ଭରଶୀଳ ମହିଳା ସମାବେଶ ‘ଓଡ଼ିଶା-୫୦’: ‘ମା’ର ଆଶୀର୍ବାଦ ହିଁ ମଣିଷକୁ ସଫଳ କରେ’
ମା’ଙ୍କ ବିନା ଆଶୀର୍ବାଦରେ ଦୁନିଆରେ କେହି ବଡ଼ ଲୋକ ହୋଇପାରିବ ନାହିଁ। ସେଥିପାଇଁ ମା’ଙ୍କୁ କହିବି ସନ୍ତାନମାନଙ୍କୁ ଆଶୀର୍ବାଦ ଦିଅନ୍ତୁ। ମା’ର ଏତେ ଶକ୍ତି ଅଛି ଯେ ତାର ପଣତକାନି ଛାୟାରେ ଅସୁସ୍ଥ ପୁତ୍ର ମଧ୍ୟ ସୁସ୍ଥ ହୋଇପାରେ।
ଜିଲ୍ଲା
ଧରାପଡ଼ିଲେ ୧୫ ମହୁଲି ମଦ ବେପାରୀ: ୨୯୪ ଲିଟର ବେଆଇନ ମହୁଲି ମଦ, ୫୫୫ ଲିଟର ତାଡ଼ି ଜବତ
ଦେଶୀମଦ ବିକ୍ରି ଓ ଚୋରାଚାଲାଣ ଉପରେ ଅଙ୍କୁଶ ଲଗାଇବାକୁ ରାଉରକେଲା ଅବକାରୀ ବିଭାଗର ଧରପଗଡ଼ ଜାରି ରହିଛି। ଏହି କ୍ରମରେ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି। ଏହାସହ ୧୫ ଜଣ ମଦ ବେପାରିଙ୍କୁ ଗିରଫକରି କୋର୍ଟଚାଲାଣ କରିଛି...
ଖେଳ
ତିଳକ ପିନ୍ଧାଇଲେ ବିଜୟ ଟିକା
ତିଳକ ବର୍ମାଙ୍କ ପ୍ରଥମ ଆନ୍ତର୍ଜାତିକ ଶତକ ସହାୟତାରେ ଭାରତ ଏଠାରେ ଖେଳିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦କୁ ୧୧ ରନ୍ରେ ଜିତିନେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୨୨୦ ରନ୍ର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୦୮/୭ କରିଥିଲା।
ରାଜନୀତି
ଝାଡ଼ଖଣ୍ଡରେ ୬୫.୨୭ ପ୍ରତିଶତ ମତଦାନ, ୱାୟନାଡରେ ୬୦.୭୯ ପ୍ରତିଶତ
ଝାଡଖଣ୍ଡରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୪୩ ବିଧାନସଭା ଆସନରେ ୬୫.୨୭ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୱାୟନାଡରେ ୬୦.୭୯ ପ୍ରତିଶତ ମତଦାନ ହୋଇଛି...
ଅପରାଧ
ଧରାପଡ଼ିଲେ ୧୫ ମହୁଲି ମଦ ବେପାରୀ: ୨୯୪ ଲିଟର ବେଆଇନ ମହୁଲି ମଦ, ୫୫୫ ଲିଟର ତାଡ଼ି ଜବତ
ଦେଶୀମଦ ବିକ୍ରି ଓ ଚୋରାଚାଲାଣ ଉପରେ ଅଙ୍କୁଶ ଲଗାଇବାକୁ ରାଉରକେଲା ଅବକାରୀ ବିଭାଗର ଧରପଗଡ଼ ଜାରି ରହିଛି। ଏହି କ୍ରମରେ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି। ଏହାସହ ୧୫ ଜଣ ମଦ ବେପାରିଙ୍କୁ ଗିରଫକରି କୋର୍ଟଚାଲାଣ କରିଛି...
ମନୋରଞ୍ଜନ
ମୁରବିଶୂନ୍ୟ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ: ଓଡ଼ିଆ ଫିଲ୍ମ ତଣ୍ଟିରେ ଖୋଜ
କଟକରେ ଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍ଡିସି)ରେ ୨୪ ବର୍ଷ ହେଲା ସ୍ଥାୟୀ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ନାହାନ୍ତି। ୨୦୦୦ ମସିହା ପରଠାରୁ ଏହି ପଦବିରେ ଅତିରିକ୍ତ ଭାବେ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି।