Latest Posts
ରାଜ୍ୟ
୨୦ ଫୁଟ ତଳକୁ ଖସିପଡ଼ିଲା ତୀର୍ଥଯାତ୍ରୀ ବସ୍, ୪ ମୃତ
ତୀର୍ଥଯାତ୍ରୀ ବସ୍ ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଖସିପଡ଼ିବାରୁ ଜଣେ ମହିଳାଙ୍କ ସହ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୫୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଜିଲ୍ଲା
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ବିସ୍ଫୋରଣ: ୫ ଶ୍ରମିକ ଗୁରୁତର
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏସ୍ଏମ୍ଏସ୍- ୧ ୟୁନିଟରେ କିଭିଳି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି...
ଖେଳ
ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ମୟଙ୍କ
ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ୧୫ ଜଣିଆ ଭାରତୀୟ କ୍ରିକେଟ୍ ଦଳ ଘୋଷିତ ହୋଇଛି। ସୂର୍ଯ୍ୟକୁମାର ୟାଦବଙ୍କ ନେତୃତ୍ବରେ ଘୋଷଣା ହୋଇଥିବା ଏହି ଦଳରେ ଦ୍ରୁତ ବୋଲର ମୟଙ୍କ ୟାଦବଙ୍କୁ ପ୍ରଥମ ଥର ଜାତୀୟ ଦଳର ଡକରା ମିଳିଛି।
ରାଜନୀତି
ନଭେମ୍ବର ୨୬ ପୂର୍ବରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ସିଇସି
ମୁଖ୍ୟ ନିର୍ବାଚନ କମିସନର (ସିଇସି) ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ନଭେମ୍ବର ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି।
ଅପରାଧ
ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୬ ଗିରଫ: ୨ଟି ସ୍ଥାନରେ ୫ ଜଣ କରିଥିଲେ ଦୁଷ୍କର୍ମ
୧୭ ବର୍ଷୀୟା ଜଣେ ନାବାଳିକାଙ୍କୁ ପୃଥକ ଦୁଇଟି ସ୍ଥାନରେ ଗଣଦୁଷ୍କର୍ମ ଘଟଣା ଇସ୍ପାତ ସହର ରାଉରକେଲାରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ୫ ଦିନ ଭିତରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍।
ମନୋରଞ୍ଜନ
ସେଲିବ୍ରିଟିଙ୍କ ରୋଷେଇଶାଳା: ହରିଙ୍କ ବାଡ଼ିଆ ଡାଲମା
ରୋଷେଇ ମଧ୍ୟ ଠିକ୍ ସେହିପରି ଏକ କାମ। ଯେ ପର୍ଯ୍ୟନ୍ତ ଆମେ ନିଜେ କଡ଼େଇ-ଖଡ଼ିକା ଧରିନାହଁୁ ସେ ପର୍ଯ୍ୟନ୍ତ ରାନ୍ଧଣାର ମଜା ପାଇପାରିବା ନାହିଁ ବୋଲି କହିଛନ୍ତି ଓଲିଉଡ୍ର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ହରିହର ମହାପାତ୍ର।