କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ

କ୍ୟାବି‌ନେଟ୍ ମନ୍ତ୍ରୀ
ମନ୍ତ୍ରୀ  ବିଭାଗ
ଜଗନ୍ନାଥ ସାରକା – ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ, ଆଇନ
ନିରଞ୍ଜନ ପୂଜାରୀ – ଅର୍ଥ, ସଂସଦୀୟ ବ୍ୟାପାର
ରଣେନ୍ଦ୍ର ପ୍ରତାପ ସ୍ବାଇଁ – କୃଷି ଏବଂ କୃଷକ ସଶକ୍ତୀକରଣ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ
ପ୍ରଦୀପ କୁମାର ଅମାତ – ଜଙ୍ଗଲ ଏବଂ ପରିବେଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ସୂଚନା ଏବଂ ଲୋକ ସମ୍ପର୍କ
ପ୍ରମିଳା ମଲ୍ଲିକ – ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା
ଉଷା ଦେବୀ – ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ
ପ୍ରଫୁଲ୍ଲ କୁମାର ମଲ୍ଲିକ – ଇସ୍ପାତ ଏବଂ ଖଣି, ପୂର୍ତ୍ତ
ପ୍ରତାପ କେଶରୀ ଦେବ – ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଶକ୍ତି
ଅତନୁ ସବ୍ୟସାଚୀ ନାୟକ – ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ସମବାୟ
ନବ କିଶୋର ଦାସ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
ଟୁକୁନି ସାହୁ – ଜଳସମ୍ପଦ, ବାଣିଜ୍ୟ ଓ ପରିବହନ
ଅଶୋକ ଚନ୍ଦ୍ର ପଣ୍ଡା – ବିଜ୍ଞାନ ଏବଂ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ
ରାଜେନ୍ଦ୍ର ଢୋଲକିଆ – ଯୋଜନା ଏବଂ ସଂଯୋଜନ

ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ)
ମନ୍ତ୍ରୀ   ବିଭାଗ
ସମୀର ରଞ୍ଜନ ଦାଶ – ବିଦ୍ୟାଳୟ ଓ ଗଣଶିକ୍ଷା
ଅଶ୍ବିନୀ କୁମାର ପାତ୍ର – ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି, ଅବକାରୀ
ପ୍ରୀତିରଞ୍ଜନ ଘଡ଼ାଇ – ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା
ଶ୍ରୀକାନ୍ତ ସାହୁ – ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା
ତୁଷାରକାନ୍ତି ବେହେରା – ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, କ୍ରୀଡ଼ା ଏବଂ ଯୁବ ସେବା
ରୋହିତ ପୂଜାରୀ – ଉଚ୍ଚଶିକ୍ଷା
ରୀତା ସାହୁ – ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ
ବାସନ୍ତୀ ହେମ୍ବ୍ରମ୍‌ – ମହିଳା ଏବଂ ଶିଶୁ ବିକାଶ ଏବଂ ମିସନ୍ ଶକ୍ତି

ରାଷ୍ଟ୍ର ମନ୍ତ୍ରୀ
ମନ୍ତ୍ରୀ    ବିଭାଗ
ତୁଷାରକାନ୍ତି ବେହେରା – ଗୃହ

ସମ୍ବନ୍ଧିତ ଖବର