ମା’ ରଖିଥିବା କୋଡ଼୍‍ ଓ୍ଵାର୍ଡ଼ ପାଇଁ ଅପହରଣରୁ ବର୍ତ୍ତିଲେ ନାବାଳିକା,ଜାଣନ୍ତୁ କୋର୍ଡ଼ ଓ୍ଵାର୍ଡ଼ ପଛର କାହାଣୀ

ଗାଜିଆବାଦ୍‌ : ଆଜିକାଲି ଦେଶର ପ୍ରତିଟି କୋଣରେ ଛୋଟ ପିଲମାନଙ୍କୁ ଅପହରଣ କରାଯାଇ ଶିଶୁ ଶ୍ରମିକଭାବେ କାମ କରାଇବା ପାଇଁ ଅନ୍ୟ ରାଜ୍ୟ ବା ଦେଶକୁ ପଠାଯାଉଛି । ତେବେ ଏହି ବିପଦରୁ ନିଜ ପିଲାଙ୍କୁ ବଞ୍ଚାଇବା ପାଇଁ ଗାଜିଆବାଦ୍‌ର ଜଣେ ମହିଳା ନେଇଥିବା ପଦକ୍ଷପକୁ ଏବେ ସମସ୍ତେ ପ୍ରଶଂସା କରିବା…
ଅଧିକ ଖବର ଦେଖନ୍ତୁ...

ଖରାଦିନେ ଏହି ସବୁ ଜିନିଷ ଖାଇଲେ ଶରୀରରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ

ଖରାଦିନେ ସାଧାରଣତଃ ଲୋକମାନେ କଠିନ ପଦାର୍ଥକୁ ଛାଡ଼ି ତରଳ ପଦାର୍ଥକୁ ଖାଇବାକୁ ପସନ୍ଦ କରିଥାନ୍ତି । ଖରା ବଢ଼ିବା ସହ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ଏହି ସମୟରେ ଯଦି ଆପଣ ଠିକ୍‌ ଖାଦ୍ୟ ନ ଖାଉଛନ୍ତି ତେବେ ଅସୁବିଧାରେ ପଡ଼ିବାର ସମ୍ଭାବନା ବଢ଼ି ଯାଇଥାଏ । ବେଳେ ବେଳେ ଲୋକମାନେ ଖରାଦିନେ…
ଅଧିକ ଖବର ଦେଖନ୍ତୁ...

‘ବିରେ ଦି େଓ୍ଵଡ଼ିଙ୍ଗ୍‌’ରେ କାମ କରିଛନ୍ତି ସଲମାନଙ୍କ ପ୍ରେମିକା,୪୦୦ପ୍ରତିଯୋଗୀଙ୍କ ମଧ୍ୟରୁ ତାଙ୍କୁ ବଛା ଯାଇଥିବା ନେଇ…

ମୁମ୍ବାଇ : ଏବେ ଫିଲ୍ମ ‘ବିରେ ଦି େଓ୍ଵଡ଼ିଙ୍ଗ୍‌’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ଗୀତ ଗୁଡ଼ିକ ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ କିଛି ଦିନ ତଳେ ରିଲିଜ ହୋଇଥିବା ଟ୍ରେଲର ଦେଖିବା ପରେ ଦର୍ଶକମାନେ ଫିଲ୍ମର ରିଲିଜକୁ ଅନାଇ ବସିଛନ୍ତି । ତେବେ ଫିଲ୍ମକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ନିଜକୁ କ୍ରାଇମବ୍ରାଞ୍ଚ ଅଫିସର କହି ମହିଳାଙ୍କୁ ଫସାଇବା ସହ ଦୁଷ୍କର୍ମ କଲା ଯୁବକ,ଗୋଟେ ଫଟୋରୁ ଫିଟିଲା ଗୁମର

ଦାତିଆ(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ଦାତିଆରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜଣେ ଯୁବକ ନିଜକୁ କ୍ରାଇମ୍‌ବ୍ରାଞ୍ଚର ନିର୍ଦ୍ଦେଶକ ବୋଲି କହି ଖଣ୍ଡଓ୍ଵାରେ ରହୁଥିବା ଜଣେ ଯୁବତୀଙ୍କୁ ଫେସ୍‌ବୁକ୍‌ ମାଧ୍ୟମରେ ଫସାଇବା ସହ ତାଙ୍କୁ ପ୍ରେମ ଜାଲରେ ପକାଇ ତାଙ୍କ ସହ ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ଯବାନ ହୋଇ ଦେଶକୁ ରକ୍ଷା କରୁଥିବା ବେଳେ ସାମାନ୍ୟ ୫ଲକ୍ଷ ଟଙ୍କା ଓ ଏସି ଦେଇ ନ ପାରିବାରୁ ବେଦି ଉପରେ କନ୍ୟା ଏବଂ ତା’ର…

ଗୋଓ୍ଵାଲିୟର : ଯୌତୁକକୁ ନେଇ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଥମିବାର ନାଁ ନେଉଥିବା ବେଳେ ଏବେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ଯବାନ ହୋଇ ଦେଶକୁ ରକ୍ଷା କରୁଥିବା ବେଳେ ସାମାନ୍ୟ ଯୌତୁକ ପାଇଁ କନ୍ୟାର ପରିବାର ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । କନ୍ୟା ଘର ଲୋକେ…
ଅଧିକ ଖବର ଦେଖନ୍ତୁ...

ଧୋନୀଙ୍କ ଫ୍ୟାନ୍‌ ହେଲେ ଢିନ୍‌ଚାକ୍‌ ପୂଜା, ସିଂହ ସହ ବସି ଗାଇଲେ ଗୀତ

ନୂଆଦିଲ୍ଲୀ : ସାରା ଦେଶକୁ ଆଇପିଏଲ୍‌ର ନିଶା ଘାରିଛି। ପିଲା ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଆଇପିଏଲ ଦେଖିବା ପାଇଁ ପାଗଳ । ତେବେ ଆଇପିଏଲରେ ସବୁଠାରୁ ଭଲ ପ୍ରଦର୍ଶନ କରୁଛନ୍ତି ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍‌ । ଦୁଇ ବର୍ଷର ବ୍ୟବଧାନ ପରେ…
ଅଧିକ ଖବର ଦେଖନ୍ତୁ...

ଗ୍ୟାଙ୍ଗ୍‌ ଲିଡରଙ୍କ ଡ଼ାକ୍ତର ହେବା ସ୍ୱପ୍ନକୁ ପୂରା କରିବା ପାଇଁ ୪ବର୍ଷ ହେଲା କାର୍‌ ଚୋରି କରୁଥିଲେ ୪ ଚୋର

ନୂଆଦିଲ୍ଲୀ : ଗ୍ୟାଙ୍ଗ ଲିଡରର ଡ଼ାକ୍ତର ହେବାର ସ୍ୱପ୍ନକୁ ପୂରା କରିବା ପାଇଁ ୪ ବର୍ଷ ଧରି କାର୍‌ ଚୋରି କରୁଥିବା ଏକ ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି ପୁଲିସ । ୪ ଜଣଙ୍କ ମଧ୍ୟରୁ ଗ୍ୟାଙ୍ଗ୍‌ର ମୁଖ୍ୟ ଜଣେ ଡ଼ାକ୍ତର ହେବାକୁ ଚାହୁଁଥିବା ବେଳେ ପଢ଼ିବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା ।…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିଶକ୍ତି ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ସପୁରୀ; ଆସନ୍ତୁ ଜାଣିବା ଏହାର ଆଉ କ’ଣ ସବୁ  ଫାଇଦା ରହିଛି

ସପୁରୀ ଏକ ଏମିତି ସ୍ୱାଦିଷ୍ଟ ଫଳ, ଯାହା  ଖାଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । କିଛି ଲୋକ ଏହାକୁ କାଟି କରି ଖାଇବା ପାଇଁ ପସନ୍ଦ କରିଥାନ୍ତି ତ କିଛି ଏହାର ଜୁସ୍‌ ତିଆରି କରି ପିଇବାକୁ ପସନ୍ଦ କରିଥାନ୍ତି । ଏଥିରେ ଥିୟାମାଇନ୍‌, ଭିଟାମିନ ଏ,କ୍ୟାଲ୍‌ସିୟମ, ପୋଟାସିୟମ,ଭିଟାମିନ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀକୁ କନେଷ୍ଟବଳଙ୍କ ଚିଠି : ‘ମୋ ସ୍ତ୍ରୀ ଦେହ ଖରାପ..ଦରମା ବି ମିଳୁନାହିଁ, ମୋତେ ୟୁନିଫର୍ମରେ…

ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନବିସ୍‌ଙ୍କୁ ଜଣେ କନେଷ୍ଟବଳ ଲେଖିଥିବା ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘରର ପରିସ୍ଥିତି ଭଲ ନଥିବାରୁ ମୋତେ ପୁଲିସ ୟୁନିଫର୍ମରେ ଭିକ ମାଗିବାକୁ ଦିଆଯାଉ ବୋଲି ଅନୁମତି ମାଗିଛନ୍ତି କନେଷ୍ଟବଳ । ଦୁଇମାସ ହେଲା ଦରମା ମିଳୁ…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ଥିବାରୁ ନେହା ହଠାତ୍‌ ବିବାହ କରିବା ନେଇ ହେଉଥିବା ଚର୍ଚ୍ଚା ପରେ ମୁହଁ ଖୋଲିଲେ ନେହାଙ୍କ ବାପା

ମୁମ୍ବାଇ : ସୋନମ ଏବଂ ଆନନ୍ଦଙ୍କ ବିବାହ ଖବର ଚର୍ଚ୍ଚାରେ ଥିବା ବେଳେ ନିଜ ବିବାହ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ । କାହାକୁ କିଛି ନ ଜଣାଇ ଏକ ଗୁରୁଦ୍ୱାରରେ ନିଜର ପୁରୁଣା ବନ୍ଧୁ ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ ନେହା । ଶିଖ୍‌ ରୀତିନିତିରେ…
ଅଧିକ ଖବର ଦେଖନ୍ତୁ...