ଶାରୀରିକ ସମସ୍ୟା ଦୂର କରିବାକୁ ଚାହାନ୍ତି କି? ଡାଏଟ୍‌ରେ ସାମିଲ କରନ୍ତୁ ଏହି ୫ ପ୍ରକାରର ମଞ୍ଜି

ପ୍ରତି ମଣିଷ ସବୁ ସମୟରେ ସୁସ୍ଥ ରହିବା ପାଇଁ ଚାହିଁଥାନ୍ତି । ସେଥିପାଇଁ ଲୋକମାନେ ପ୍ରାୟ ପ୍ରତିଦିନ ଫଳ ଏବଂ ସବୁଜ ପନିବରିବା ଖାଇଥାନ୍ତି । କିନ୍ତୁ ଫଳ ଖାଇବା ପୂର୍ବରୁ ସେଥିରେ ଥିବା ମଞ୍ଜିଗୁଡ଼ିକୁ ସେମାନେ ବାହାର କରି ଫିଙ୍ଗି ଦେଇଥାନ୍ତି । ମାତ୍ର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହେଉଛି…
ଅଧିକ ଖବର ଦେଖନ୍ତୁ...

ଏହି ୬ଟି ଭାରତୀୟ ବିବାହ ଥିଲା ସବୁଠାରୁ ମହଙ୍ଗା, ଜାଣନ୍ତୁ କିଏ ଥିଲେ ବର ଓ କିଏ କନ୍ୟା ?

ସମସ୍ତେ ନିଜ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ମାଧ୍ୟମ ଆପଣେଇଥାନ୍ତି । କିଛି ଲୋକ ଦେଶ ମଧ୍ୟରେ ବିବାହ କରୁଥିବା ବେଳେ କିଛି ଲୋକ ଦେଶ ବାହାରକୁ ଯାଇ ବିବାହ କରିବାକୁ ପସନ୍ଦ କରିଥାନ୍ତି । ତେବେ ଭାରତରେ ଏମିତି ୬ଟି ବିବାହ ହୋଇଛି, ଯାହା ସବୁଠାରୁ ମହଙ୍ଗା ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗର ଜନ୍ମଦିନ ପାଲଟିଲା ମୃତ୍ୟୁଦିନ! ଗୀତ ବଦଳାଇବାକୁ ନେଇ ଡିଜେ ସହ ଝଗଡ଼ା ହେଲା କାଳ

ନୂଆଦିଲ୍ଲୀ :ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଯାଇ ମୃତ୍ୟୁମୁଖରେ ପଡ଼ିଲେ ଯୁବକ । ଦିଲ୍ଲୀର ଏକ ବାର୍‌ରେ ସାଙ୍ଗର ଜନ୍ମଦିନ ପାଳନ କରୁଥିବା ବେଳେ ବାର୍‌ର ଡ଼ିଜେ ସହ ଗୀତ ବଦଳାଇବାକୁ ନେଇ ତାଙ୍କର ଝଗଡ଼ା ହୋଇଥିଲା । ଏଥିରେ ରାଗି ଯାଇ ଡ଼ିଜେ ଯୁବକଙ୍କ ପେଟରେ ଛୁରା ମାଡ଼ କରିଥିଲେ । ଏହି ଘଟଣାରେ…
ଅଧିକ ଖବର ଦେଖନ୍ତୁ...

କୁଏତ୍‌ ଏୟାରପୋର୍ଟରେ ବଲିଉଡ୍‌ ଗାୟକ ଅଦ୍‌ନାନ ସାମୀଙ୍କ କର୍ମଚାରୀଙ୍କୁ ‘ଭାରତୀୟ କୁକୁର’ ବୋଲି କହିଲେ ଇମିଗ୍ରେସନ…

ନୂଆଦିଲ୍ଲୀ : କୁଏତ୍‌ ଏୟାରପୋର୍ଟରେ ବଲିଉଡ଼ର ଜଣାଶୁଣା ଗାୟକ ଅଦ୍‌ନାନ ସାମୀଙ୍କ କର୍ମଚାରୀଙ୍କୁ ର୍ଦୁବ୍ୟବହାର କରାଯାଇଥିବା ଜଣାପଡ଼ିଛି । ସେ କୁଏତରେ ଏକ ଲାଇଭ୍‌ ସୋ’ ପାଇଁ ଯାଇଥିବା ବେଳେ ତାଙ୍କ ସହ ଏପରି ଘଟିଥିଲା ବୋଲି ସୂଚନା ମିଳିଛି । ନିଜ କର୍ମଚାରୀଙ୍କ ପ୍ରତି ଏପରି ବ୍ୟବହାର ଦେଖି ସେ…
ଅଧିକ ଖବର ଦେଖନ୍ତୁ...

ଗଣଦୁଷ୍କର୍ମର ଶିକାର ହୋଇଥିବା ଦୃଷ୍ଟିହୀନ ପୀଡ଼ିତା କଣ୍ଠସ୍ୱର ଶୁଣି ଅଭିଯୁକ୍ତକୁ ଚିହ୍ନଟ କଲେ, ଧରାପଡ଼ିଲା…

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା । ଦିଲ୍ଲୀର ଦେଶବନ୍ଧୁ ଗୁପ୍ତା ରୋଡ଼୍‍ରେ ଜଣେ ଦୃଷ୍ଟିହୀନ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଏହି ଘଟଣାଟି ଗତ ଏପ୍ରିଲ ୪ରେ ଘଟିଥିବା ବେଳେ ପୀଡ଼ିତା ଜଣକ ସ୍ୱରରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା…
ଅଧିକ ଖବର ଦେଖନ୍ତୁ...

ଅଫିସ୍‌ କମ୍ପ୍ୟୁଟରରେ ଏହି କାମ କରୁଛନ୍ତି କି? ତେବେ ସାବଧାନ୍‌ ହୋଇଯାଆନ୍ତୁ!

ସାଧାରଣତଃ ସମସ୍ତଙ୍କ ଜୀବନରେ କାର୍ଯ୍ୟବ୍ୟସ୍ତତା ଏତେ ପରିମାଣରେ ରହିଥାଏ ଯେ, ଲୋକମାନେ ସେମାନଙ୍କର ଛୋଟଛୋଟ କାମ ମଧ୍ୟ କରିପାରିନ୍ତି ନାହିଁ । ଯେପରିକି ବିଜୁଳିର ବିଲ୍‌ ଭରିବା,ଅନ୍‌ଲାଇନ୍‌ କୌଣସି ସାମଗ୍ରୀର ଅର୍ଡ଼ର କରିବା କିମ୍ବା ଟିଭି ଓ ମୋବାଇଲ୍‌ ରିଚାର୍ଜ ଇତ୍ୟାଦି କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ବିମାନରେ ଏୟାର ହୋଷ୍ଟେସ୍‌ଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା, ଗିରଫ ହେଲେ ପାଇଲଟ୍‌

ମୁମ୍ବାଇ: ଜଣେ ଏୟାର ହୋଷ୍ଟେସ୍‌ଙ୍କୁ ଅସଦାଚରଣ ଅଭିଯୋଗରେ ଏୟାର ଇଣ୍ଡିଆର ଜନୈକ ପାଇଲଟ୍‌ ଗିରଫ ହୋଇଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁଯାୟୀ, ଗତ ୪ ତାରିଖ ଦିନ ଏୟାର ଇଣ୍ଡିଆର ଅହମ୍ମଦାବାଦ୍‌ -ମୁମ୍ବାଇ ବିମାନରେ କାର୍ଯ୍ୟରତ ଏୟାର ହୋଷ୍ଟେସ୍‌ଙ୍କୁ ପାଇଲଟ୍‌ ଅସଦାଚରଣ କରିଥିବା…
ଅଧିକ ଖବର ଦେଖନ୍ତୁ...

କାକୁଡିରୁ ମିଳେ ଅନେକ ଲାଭ : ପାଟିକୁ ସୁଆଦ, ଦେହକୁ ହିତ, ପୁଣି ଦୂର କରେ ଅନେକ ରୋଗ

କାକୁଡି ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଏଥିରେ ଶରୀରରେ ଚର୍ବି ସୃଷ୍ଟିକାରୀ କୌଣସି ଉପାଦାନ ନ ଥାଏ । କାକୁଡିରେ ୯୦ ପ୍ରତିଶତ ପାଣି ରହିଥାଏ। କାକୁଡିରେ ଭିଟାମିନ୍‌ ଏ, ବି ୧, ବି ୬, ପୋଟାସିୟମ୍‌ ଓ ଆଇରନ ଆଦି ପ୍ରଚୁର ମାତ୍ରାରେ ରହିଛି। କାକୁଡି ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟରୁ ଉପଶମ…
ଅଧିକ ଖବର ଦେଖନ୍ତୁ...

ରାହୁଲ ମୋ ଭାଇ! ରାହୁଲଙ୍କ ସହ ବିବାହ ପ୍ରସଙ୍ଗକୁ ଗୁଜବ ଆଖ୍ୟା ଦେଲେ ବିଧାୟିକା ଅଦିତୀ ସିଂହ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଜଣେ ବିଧାୟିକାଙ୍କୁ କଂଗ୍ରେସ୍‌ ସଭାପତି ରାହୁଲ ଗାନ୍ଧି ବିବାହ କରିବେ ବୋଲି ଚର୍ଚ୍ଚା ଜୋରଦାର ହୋଇଥିବା ବେଳେ ଏ ସଂପର୍କରେ ଏବେ ମୁହଁ ଖୋଲିଛନ୍ତି ଉକ୍ତ ବିଧାୟିକା। ଗତକାଲି ଠାରୁ ସୋସିଆଲ୍‌ ମିଡିଆରେ ଉତ୍ତର ପ୍ରଦେଶର ରାୟବରେଲି ବିଧାନସଭା କ୍ଷେତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଲଜ୍ଜା: ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିବା ମହିଳା ରୋଗୀଙ୍କୁ ଦୁଷ୍କର୍ମ କଲା ଓ୍ଵାର୍ଡବଏ, ଦର୍ଶକ ସାଜିଲା…

ହାଇଦ୍ରାବାଦ୍‌ : ହାଇଦ୍ରାବାଦ୍‌ରେ ପୁଣି ଏକ ଦୁଷ୍କର୍ମର ଖବର ସାମ୍ନାକୁ ଆସିଛି । ଜନୈକା ମହିଳା ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ଆସିଥିବା ବେଳେ ଡାକ୍ତରଖାନାର ଓ୍ଵାର୍ଡ଼ବଏ ତାଙ୍କ ସହ ଦୁଷ୍କର୍ମ କରିଥିବା ଜଣା ପଡ଼ିଛି । ଏହି ସମୟରେ ଡ଼ାକ୍ତରଖାନାର ହୋମଗାର୍ଡ଼ ସେଠାରେ ଉପସ୍ଥିତ ଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...