ରାହୁଲ ମୋ ଭାଇ! ରାହୁଲଙ୍କ ସହ ବିବାହ ପ୍ରସଙ୍ଗକୁ ଗୁଜବ ଆଖ୍ୟା ଦେଲେ ବିଧାୟିକା ଅଦିତୀ ସିଂହ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଜଣେ ବିଧାୟିକାଙ୍କୁ କଂଗ୍ରେସ୍‌ ସଭାପତି ରାହୁଲ ଗାନ୍ଧି ବିବାହ କରିବେ ବୋଲି ଚର୍ଚ୍ଚା ଜୋରଦାର ହୋଇଥିବା ବେଳେ ଏ ସଂପର୍କରେ ଏବେ ମୁହଁ ଖୋଲିଛନ୍ତି ଉକ୍ତ ବିଧାୟିକା। ଗତକାଲି ଠାରୁ ସୋସିଆଲ୍‌ ମିଡିଆରେ ଉତ୍ତର ପ୍ରଦେଶର ରାୟବରେଲି ବିଧାନସଭା କ୍ଷେତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଲଜ୍ଜା: ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିବା ମହିଳା ରୋଗୀଙ୍କୁ ଦୁଷ୍କର୍ମ କଲା ଓ୍ଵାର୍ଡବଏ, ଦର୍ଶକ ସାଜିଲା…

ହାଇଦ୍ରାବାଦ୍‌ : ହାଇଦ୍ରାବାଦ୍‌ରେ ପୁଣି ଏକ ଦୁଷ୍କର୍ମର ଖବର ସାମ୍ନାକୁ ଆସିଛି । ଜନୈକା ମହିଳା ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ଆସିଥିବା ବେଳେ ଡାକ୍ତରଖାନାର ଓ୍ଵାର୍ଡ଼ବଏ ତାଙ୍କ ସହ ଦୁଷ୍କର୍ମ କରିଥିବା ଜଣା ପଡ଼ିଛି । ଏହି ସମୟରେ ଡ଼ାକ୍ତରଖାନାର ହୋମଗାର୍ଡ଼ ସେଠାରେ ଉପସ୍ଥିତ ଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ ଅମ୍ବାନି ପରିବାର: ଡିସେମ୍ବରରେ ବ୍ୟବସାୟୀ ଆନନ୍ଦ ପିରାମଲଙ୍କୁ ବିବାହ କରିବେ ଇଶା ଅମ୍ବାନି

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ଼ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଅମ୍ବାନିଙ୍କ ବିବାହ ହୀରା ବ୍ୟବସାୟୀ ରସେଲ ମେହେତାଙ୍କ କନ୍ୟା ଶ୍ଳୋକା ମେହେତାଙ୍କ ସହ ଠିକ୍‌ ହୋଇ ସାରିଥିବା ବେଳେ ଏବେ ତାଙ୍କ ଝିଅ ଇଶା ଅମ୍ବାନିଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ଚଳିତ…
ଅଧିକ ଖବର ଦେଖନ୍ତୁ...

ଖରା ଦିନେ ଏହି ୪ଟି ପାନୀୟ ପିଉଛନ୍ତ କି? ହୋଇ ଯାଆନ୍ତୁ ସାବଧାନ…

ଖରାଦିନ ଆସିବା ମାତ୍ରେ ଲୋକମାନେ ଲସି, ଜୁସ୍‌ ଇତ୍ୟାଦି ପିଇବା ଆରମ୍ଭ କରି ଦେଇଥାନ୍ତି । ଖରାଦିନେ ଶରୀରରୁ ଜଳୀୟାଂଶ କମି ଯାଉଥିବାରୁ ଅଧିକ ମାତ୍ରରେ ପାନୀୟଜଳ ପିଇବା ମଧ୍ୟ ଜରୁରୀ । କିନ୍ତୁ ଖରାଦନେ ଆପଣ ପିଉଥିବା ପାନୀୟଗୁଡ଼ିକ ଆପଣଙ୍କ ଶରୀର ପାଇଁ ଲାଭଦାୟକ କି ନୁହଁ, ତାହା ଆପଣ…
ଅଧିକ ଖବର ଦେଖନ୍ତୁ...

ମତେ ପୋଷ୍ୟ ଭାବେ ଗ୍ରହଣ କର: ସାଇକେଲରେ ବୁଲି ୮୫ ବର୍ଷିୟ ବୃଦ୍ଧା ଦୈନିକ ଲଗାଉଛନ୍ତି ଡ଼ାକ

ବେଜିଂ : ସାଧାରଣତଃ ବିବାହ ପରେ ସନ୍ତାନ ନ ହେଲେ ଦମ୍ପତି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥାନ୍ତି । ଏପରିକି କିଛି ଦୟାଳୁ କିମ୍ବା ଧନୀ ବ୍ୟକ୍ତି ଶିଶୁଙ୍କର ଜୀବନ ସୁଧାରିବା ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ କରିଥାନ୍ତି । କିନ୍ତୁ ଚାଇନାରେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟକର ଘଟଣା…
ଅଧିକ ଖବର ଦେଖନ୍ତୁ...

ବିନା ଟିକେଟରେ ଟ୍ରେନରେ ଯାତ୍ରା କରି ପାରିବେ ମହିଳା!

ଏହି ନିକଟ ଅତୀତରେ ରେଳ ମନ୍ତ୍ରାଳୟ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଥିବା ସୁବିଧାକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ସବୁ ବାଦ ବିବାଦକୁ ଏଡ଼ାଇବାକୁ ଯାଇ ରେଳ ମନ୍ତ୍ରାଳୟ ଏକ ଏତିହାସିକ ନିଷ୍ପତ୍ତି ଗ୍ରହଣ କରିଛି । ଟ୍ରେନରେ ଯାତ୍ରା କରୁଥିବା ବେଳେ ବେଳେ ବେଳେ ଟିକେଟ ନଥିବାରୁ ଟିଟିଇ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଶାରୀରିକ ସମସ୍ୟାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି? ଶୋଇବା ପୂର୍ବରୁ ତକିଆ ତଳେ ରଖନ୍ତୁ ଏହି ଗୋଟିଏ ଜିନିଷ

ଲେମ୍ବୁରେ ଅନେକ ପ୍ରକାରର ଓଷଧୀୟ ଗୁଣ ରହିଛି ତାହା ତ ଆପଣମାନେ ଜାଣିଥିବେ । ଏହାର ରସକୁ ଖାଦ୍ୟରେ ମିଶାଇ ବା ବା ପାଣିରେ ମିଶାଇ ପିଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ । କେବଳ ଲେମ୍ବୁର ରସ ନୁହେଁ ଏହାର ବାସ୍ନା ମଧ୍ୟ ଶରୀର ପାଇଁ ଅତ୍ୟନ୍ତ ଉପକାରୀ । ମସ୍ତିଷ୍କ ଉପରେ ଏହାର…
ଅଧିକ ଖବର ଦେଖନ୍ତୁ...

ରିପୋର୍ଟିଂ କରୁଥିବା ବେଳେ ପଛରୁ ଅଶାଳୀନ ଭାବେ ସ୍ପର୍ଶ କରିବାରୁ ଯୁବକଙ୍କୁ ମାଇକ୍ରୋଫୋନରେ ପିଟିଲେ ସାମ୍ବାଦିକା,…

ନୂଆଦିଲ୍ଲୀ: ଆଜିକାଲି ମହିଳାମାନଙ୍କ ଉପରେ ଅତ୍ୟାଚାର କମିବା ବଦଳରେ ବଢ଼ି ବଢ଼ି ଚାଲିଛି । ସବୁ କ୍ଷେତ୍ରରେ ମହିଳାମାନେ ଅସଦାଚରଣର ଶିକାର ହେଉଛନ୍ତି । ଏଥିପାଇଁ ଅନେକ ଆଇନ ପ୍ରଣୟନ କରାଯାଇଥିବା ସତ୍ତ୍ୱେ ଏହାର କୌଣସ ସମାଧାନ ହୋଇ ପାରୁ ନାହିଁ । ଏବେ ପୁଣି ଏକ ଖବର ଚର୍ଚ୍ଚାର ବିଷୟ ପାଲଟିଛି ।…
ଅଧିକ ଖବର ଦେଖନ୍ତୁ...

ସୋନମ କପୁରଙ୍କୁ ନିଜ ଭାଉଜ କରିବା ପାଇିଁ ଇଚ୍ଛା ରଖିଥିଲେ ବଲିଉଡ଼ର ଏହି ନାୟିକା

ମୁମ୍ବାଇ: ଏହି କିଛି ଦିନ ତଳେ ଭିରେ ଦି େଓ୍ଵଡ଼ିଙ୍ଗର ଟ୍ରେଲର ରିଲିଜ ହୋଇଥିଲା। ଯେଉଁଥିରେ କରୀନା ଏବଂ ସୋନମଙ୍କ ଅନ୍‌ସ୍କ୍ରିନ ଫ୍ରେଣ୍ଡସିପ୍‌ ଦେଖିବାକୁ ମିଳିଥିଲା । ପରଦା ଉପରେ ଏବଂ ପରଦା ପଛରେ ମଧ୍ୟ ଏହି ଦୁଇ ନାୟିକାଙ୍କ ମଧ୍ୟରେ ସଂପର୍କ ଭଲ । ମେ ୮ ତାରିଖରେ ସୋନମ ବିବାହ କରିବାକୁ…
ଅଧିକ ଖବର ଦେଖନ୍ତୁ...

ପୁଣି ଛାଇଲେ ପ୍ରିୟା : ‘ହଓ୍ଵା ହଓ୍ଵା’ ଗୀତରେ ସମସ୍ତଙ୍କ ମନ ଚୋରି କଲେ ପ୍ରିୟା ପ୍ରକାଶ

ନୂଆଦିଲ୍ଲୀ: ରାତା ରାତି ଚର୍ଚ୍ଚାର ଶୀର୍ଷରେ ପହଞ୍ଚିଥିଲେ ଭାଲେଣ୍ଟାଇନ୍‌ ଗର୍ଲ ପ୍ରିୟା ପ୍ରକାଶ । ଫେବ୍ରୁଆରି ପ୍ରେମ ସପ୍ତାହରେ ତାଙ୍କର ୨୬ସେକେଣ୍ଡର ଭିଡ଼ିଓ ଭାଇରାଲ ହେବା ପରେ ସେ ସବୁ ପୁଅମାନଙ୍କର କ୍ରସ ପାଲଟି ଯାଇଥିଲେ । ସେଥିପାଇଁ ତାଙ୍କ ନାମ ନ୍ୟାସ୍‌ନାଲ କ୍ରସ ବୋଲି ମଧ୍ୟ…
ଅଧିକ ଖବର ଦେଖନ୍ତୁ...