୨୦୧୯-୨୦ କେନ୍ଦ୍ର ବଜେଟ୍‌ରେ କେମିତି ହେବ ଟଙ୍କାଟିଏ ଆୟ ଓ ଟଙ୍କାଟିଏ ବ୍ୟୟ

କେମିତି ଆସିବ ୧ଟଙ୍କା: ୨୦ ପଇସା - ଋଣ ଓ ଅନ୍ୟାନ୍ୟ ସୁତ୍ରରୁ, ୨୧ ପଇସା - କର୍ପୋରେସନ୍‌ ଟିକସ, ୧୬ ପଇସା - ଆୟକର, ୪ ପଇସା - ସୀମା ସୁଳ୍କ, ୮ ପଇସା - କେନ୍ଦ୍ରୀୟ ଉତ୍ପାଦ ସୁଳ୍କ, ୧୯ ପଇସା - ଜିଏସ୍‌ଟି ଓ ଅନ୍ୟ ଟିକସ୍‌, ୯ ପଇସା - ଅଣ ଟିସକ ଆୟ, ୩ ପଇସା - ଋଣଭିନ୍ନ…
ଅଧିକ ଖବର ଦେଖନ୍ତୁ...

ବଜେଟ୍‌ରେ କ’ଣ ବଢିଲା, କ’ଣ କମିଲା ?

ନୂଆଦିଲ୍ଲୀ : ଏଥର କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ କେତେକ ସାମଗ୍ରୀ ଉପରେ ଟିକସ କମାଇଥିବାବେଳେ କେତେକ ସାମଗ୍ରୀ ଉପରେ ଟିକସ ବଢାଇଛନ୍ତି । ଦେଶର ଉତ୍ପାଦନ ଶିଳ୍ପକୁ ବଢାଇବାକୁ ସରକାର ଅନେକ ଆମଦାନୀ ସାମଗ୍ରୀ ଉପରେ ସୀମା ଶୁଳକ ବଢାଇଛନ୍ତି । ଫଳରେ ସେ ସବୁ ସାମଗ୍ରୀ ମହଙ୍ଗା ହେବ । ପେଟ୍ରୋଲ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ‘ଦଶାବତାର ଯାତ୍ରା’ କାହିଁକି? ଏହି ଯାତ୍ରାରେ କେଉଁ ‘ଦଶ’ ଯାଆନ୍ତି?

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନେକ ନାମ । ଏହାର ଗୋଟିଏ ନାମ ‘ପତିତପାବନ ଯାତ୍ରା’ । ତାଙ୍କ ‘ପ୍ରାସାଦ’ ବା ମନ୍ଦିରର ଚୂଡ଼ାରେ ଉଡ଼ୁଥିବା ବାନାର ନାମ ଯେପରି ‘ପତିତପାବନ’, ତାଙ୍କର ଏ ଯାତ୍ରାର ନାମ ସେପରି ‘ପତିତପାବନ’ । କାରଣ, ମନ୍ଦିର ପ୍ରବେଶ ପାଇଁ ଯେଉଁମାନଙ୍କୁ ବାରଣ ଅଛି, ବା ମନ୍ଦିର…
ଅଧିକ ଖବର ଦେଖନ୍ତୁ...

‘ଅଣସର ଘରେ ଥିଲ… ଆଜ ବାହାର ହେଲ’

ଜ୍ୟେଷ୍ଠପୂର୍ଣ୍ଣିମା ବା ସ୍ନାନପୂର୍ଣ୍ଣିମାଠାରୁ ଆଷାଢ଼ ଅମାବାସ୍ୟା- ପନ୍ଦର ଦିନର ‘ଅଣସର’ । ନବକଳେବର ବର୍ଷରେ ଏହା ଦେଢ଼ମାସକୁ ବଢ଼ିଯାଏ । ‘ମହାଅଣସର’ ହୁଏ । ତା’ପରେ ଆଷାଢ଼ ଶୁକ୍ଳ ପ୍ରତିପଦାରେ ‘ନବଯୌବନ’ରେ ଭକ୍ତଙ୍କୁ ଦର୍ଶନ ଦେଇ, ଦ୍ୱିତୀୟା ଦିନ ସକାଳେ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରୁ…
ଅଧିକ ଖବର ଦେଖନ୍ତୁ...

‘ତାଳ’, ‘ତାଳକେତୁ’ ଓ ‘ନିକୁମ୍ଭିଲା’ ଦେବୀ

ଶ୍ରୀଜଗନ୍ନାଥଙ୍କ ରଥର ନାମ ଯେପରି ‘ନନ୍ଦିଘୋଷ’, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥର ନାମ ସେପରି ‘ତାଳଧ୍ୱଜ’ ଓ ‘ଦେବଦଳନ’ । ଏ ଦୁଇ ନାମ ପଛରେ ମଧ୍ୟ ଅନେକ ରହସ୍ୟ ରହିଛି । ଶ୍ରୀବଳଭଦ୍ର ବଡ଼ଭାଇ । ବଡ଼ଠାକୁର । ତେଣୁ ତାଙ୍କ ରଥକୁ କେହି କେହି ‘ବଡ଼ବାଡ଼ ରଥ’ ବୋଲି ବି କହନ୍ତି । ତେବେ…
ଅଧିକ ଖବର ଦେଖନ୍ତୁ...

‘ନନ୍ଦିଘୋଷ’ର ଘୋଷ: ‘ଘୋ ଘୋ କିରିକିରି’ !

ପୁରୀ ରଥଯାତ୍ରାର ରଥ ତିନିଟି । ‘ନନ୍ଦିଘୋଷ’, ‘ତାଳଧ୍ୱଜ’ ଓ ‘ଦେବଦଳନ’ । ‘ନନ୍ଦିଘୋଷ’ ଶ୍ରୀଜଗନ୍ନାଥଙ୍କ ରଥ, ‘ତାଳଧ୍ୱଜ’ ଶ୍ରୀବଳଭଦ୍ରଙ୍କ ରଥ ଏବଂ ‘ଦେବଦଳନ’ ଦେବୀ ସୁଭଦ୍ରାଙ୍କ ରଥ । ଦେବୀଙ୍କ ରଥରେ ଶ୍ରୀସୁଦର୍ଶନ ବିରାଜମାନ କରନ୍ତି । କିନ୍ତୁ ଏହି ସବୁ ରଥ ଗୋଟିଏ ଗୋଟିଏ ହେଲେ ହେଁ…
ଅଧିକ ଖବର ଦେଖନ୍ତୁ...

ବଡ଼ଦାଣ୍ଡର ନଈ ପୋତା ହେଲା: ଛଅରଥରୁ ତିନିରଥ ହେଲା

‘ସ୍କନ୍ଦ ପୁରାଣ’ରେ ଯେଉଁ ପ୍ରଥମ ରଥଯାତ୍ରାର ବର୍ଣ୍ଣନା ଅଛି, ତାହା ଅବନ୍ତୀର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଜତ୍ୱ କାଳର । ଅର୍ଥାତ୍‍ ଏହାର ସମୟ ‘ସତ୍ୟଯୁଗ’ । କିନ୍ତୁ ଇତିହାସକାରଙ୍କ ମତରେ, ତ୍ରୟୋଦଶ ଶତାବ୍ଦୀର ବହୁ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହୋଇଆସୁଛି । ‘ମାଦଳା ପାଞ୍ଜି’ର…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଆଜ୍ଞାମାଳ କେଉଁଟି? ପ୍ରଥମ ରଥଯାତ୍ରା କେବେ?

ଶ୍ରୀମନ୍ଦିରର ଆଜ୍ଞାମାଳ ପରମ୍ପରା କେଉଁଠୁ ଆରମ୍ଭ ହୋଇଛି? କେବେ ହୋଇଥିଲା ପ୍ରଥମ ରଥଯାତ୍ରା? ଏହାକୁ ନେଇ ରହିଛି ଅନେକ ରହସ୍ୟ । ଏ ନେଇ ପୁରାଣ ଓ ଇତିହାସର ମତ ଭିତରେ ବିରୋଧ ମଧ୍ୟ ରହିଛି । ଇତିହାସ ମତରେ, ନବମ ଶତାବ୍ଦୀରୁ ଆରମ୍ଭ ହୋଇଛି ଏହି ଆଜ୍ଞାମାଳ ପରମ୍ପରା । ବିଶିଷ୍ଟ ଗବେଷକ ଓ…
ଅଧିକ ଖବର ଦେଖନ୍ତୁ...

ରଥ ତିନି, ଆଜ୍ଞାମାଳ ପାଞ୍ଚ

ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଯେପରି ବିଚିତ୍ର, ସେପରି ବ୍ୟବସ୍ଥିତ । ପ୍ରତିବର୍ଷ ବାରମାସରେ ତେରଯାତ୍ରା ସହିତ ସେଠାରେ ଅନେକ ଯାନି ବା ଉପଯାତ୍ରା ଓ ପର୍ବ ଅନୁଷ୍ଠିତ ହୋଇଥାଏ । ପୁଣି ପ୍ରତିବର୍ଷ ତିନିଟି ନୂଆ ରଥର ନିର୍ମାଣ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଶେଷ ହୁଏ । ଏହିସବୁ…
ଅଧିକ ଖବର ଦେଖନ୍ତୁ...

ଏମିତି ଦିଅଁ ଜଗନ୍ନାଥ: ଫି’ ବରଷ ନୂଆ ରଥ

ଶ୍ରୀଜଗନ୍ନାଥ ବୋଧହୁଏ ସାରା ଦୁନିଆର ଏକମାତ୍ର ଠାକୁର, ଯାହାଙ୍କ ପାଇଁ ପ୍ରତିବର୍ଷ ନୂଆ ରଥ ତିଆରି ହୋଇଥାଏ । ପୁଣି ସେହି ରଥରେ ସେ ଗୋଟିଏ ଜାଗାକୁ ଥରେ ଯିବା ଓ ସେଠୁ ଥରେ ଆସିବା ପରେ ସେ ରଥ ଆଉ ବ୍ୟବହାର ହୁଏ ନାହିଁ । ପୃଥିବୀର ଧନୀରୁ ଅତି ଧନୀ କେହି ବୋଧେ ଗାଡ଼ି ଚଢ଼ିବାରେ ଏପରି କରୁ ନଥିବେ…
ଅଧିକ ଖବର ଦେଖନ୍ତୁ...