ରଙ୍ଗର ଖେଳ: କଳା, ଧଳା, ଲାଲ ଓ ହଳଦି

ଶ୍ରୀମନ୍ଦିରର ରତ୍ନବେଦୀରେ ପୂଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କର ରଙ୍ଗ ମଧ୍ୟ ଚାରି । କଳା, ଧଳା, ଲାଲ ଓ ହଳଦି । ଶ୍ରୀଜଗନ୍ନାଥଙ୍କର ରଙ୍ଗ କଳା, ଶ୍ରୀବଳଭଦ୍ରଙ୍କର ଧଳା, ଦେବୀ ସୁଭଦ୍ରାଙ୍କର ହଳଦି ଓ ଶ୍ରୀସୁଦର୍ଶନଙ୍କର ଲାଲ । କିନ୍ତୁ ଦେବୀ ସୁଭଦ୍ରାଙ୍କର ବର୍ଣ୍ଣ ହଳଦି ବୋଲି କୁହାଗଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମଙ୍କୁ ଘେରି ରହନ୍ତି ‘ନାଗ-ନାଗୁଣୀ’!

ଶ୍ରୀଜଗନ୍ନାଥଙ୍କ ଅଣସରର ଗୁପ୍ତନୀତି ଯେତିକି ବିଚିତ୍ର, ସେତିକି ରହସ୍ୟମୟ । ଅନ୍ୟ ସବୁ ସାଧାରଣ ବର୍ଷରେ ଏହାର ଅବଧି ୧୫ ଦିନ ହୋଇଥାଏ । କିନ୍ତୁ ନବକଳେବର ବର୍ଷରେ ଏହା ଅଧିକ ଏକମାସ ବା ମୋଟ ୪୫ ଦିନ ହୁଏ । ତେଣୁ ଏହାକୁ ‘ମହାଅଣସର’ କୁହାଯାଏ । ଅଣସର ବା ମହାଅଣସରର ଗୋଟିଏ ବିଶେଷ ନୀତି…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥ ହିଁ ‘ରାଜା’, ତେଣୁ ତାଙ୍କ ପ୍ରସାଦ ‘ରାଜପ୍ରସାଦ’

ଶାସ୍ତ୍ରରେ କୁହାଯାଇଛି, ସବୁ କ୍ଷେତ୍ର ମଧ୍ୟରେ ରାଜା ହେଉଛି 'ପୁରୁଷୋତ୍ତମ' କ୍ଷେତ୍ର ବା ପୁରୀ। ପୁଣି କୁହାଯାଇଛି, ସବୁ ଦେବତାଙ୍କ ମଧ୍ୟରେ ରାଜା ହେଉଛନ୍ତି 'ପୁରୁଷୋତ୍ତମ' ବା ଶ୍ରୀଜଗନ୍ନାଥ। ଏହା ଅଣସର ସମୟର ଏକ ନୀତିରୁ ମଧ୍ୟ ସ୍ପଷ୍ଟ ଭାବେ ପ୍ରତିପାଦିତ ହୁଏ। ଅଣସର ଘରେ ଜରରେ…
ଅଧିକ ଖବର ଦେଖନ୍ତୁ...

କ୍ଷୀର-ସର ଓ ମିଶ୍ରିର ‘ଅଣସର ପଣା’

ଅଣସର ବେଳେ ତାଟି ବାହାରେ ତିନି ପଟିଦିଅଁଙ୍କ ସମେତ ଦଶାବତାର ଠାକୁର ପୂଜା ହେବାବେଳେ, କ’ଣ ହୁଏ ତାଟି ଭିତରେ? ଏହାକୁ ‘ଗୁପ୍ତ ସେବା’ ବୋଲି କୁହାଯାଇଛି । ଅଣସର ଘରେ ଦାରୁବିଗ୍ରହମାନଙ୍କର ଏହି ସେବା ହୋଇଥାଏ । ଏ ସଂପର୍କରେ ସୂଚନାଯୋଗ୍ୟ ଯେ ଯେଉଁବର୍ଷ ନବକଳେବର ହୁଏ, ସେହି ବର୍ଷ…
ଅଧିକ ଖବର ଦେଖନ୍ତୁ...

ଜରର ଉପଚାର: ‘ଫୁଲୁରି ତେଲ’ ଓ ‘ଦଶମୂଳ ମୋଦକ’

ମାନବୀୟ ଲୀଳାରେ ଅଣସରଠାକୁରମାନଙ୍କୁ ଯେପରି ଜର ହୁଏ, ସେହିପରି ଜରର ଉପଚାର ମଧ୍ୟ କରାଯାଏ । ଏଥିପାଇଁ ଆବଶ୍ୟକ ହୋଇଥାଏ "ଫୁଲୁରି ତେଲ' ଓ "ଦଶମୂଳ ମୋଦକ' । "ଫୁଲୁରି ତେଲ'ର ପ୍ରସ୍ତୁତିବିଧି ସ୍ୱତନ୍ତ୍ର । ଏହା ଏକ ପ୍ରକାରର ସୁବାସିତ ତେଲ । ଏହା ଘଣାପେଡ଼ା ରାଶି ତେଲରୁ ପ୍ରସ୍ତୁତ ହୋଇଥାଏ…
ଅଧିକ ଖବର ଦେଖନ୍ତୁ...

ଲୀଳାର ଖେଳା: ଠାକୁରଙ୍କୁ ଜର!

ସତରେ କ'ଣ ଅଣସର ବେଳେ ଠାକୁରଙ୍କୁ ଜର ହୁଏ? ଏ ପ୍ରଶ୍ନ ବେଳେବେଳେ କେହି କେହି ପଚାରନ୍ତି । କିନ୍ତୁ ଏହାର ଗୋଟିଏ ସ୍ପଷ୍ଟ, ଶାସ୍ତ୍ର-ଆଧାରିତ ଉତ୍ତର "ସ୍କନ୍ଦ ପୁରାଣ'ରେ ଅଛି । ମହର୍ଷି ବେଦବ୍ୟାସଙ୍କଦ୍ୱାରା ରଚିତ ଏହି ପୁରାଣର "ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ' ଆରମ୍ଭରେ ଏହା ରହିଛି ।…
ଅଧିକ ଖବର ଦେଖନ୍ତୁ...

ଅଣସର ତାଟି: ଭିତରେ ପାଞ୍ଚ, ବାହାରେ ଦଶ

ସ୍ନାନବେଦୀରେ ହାତୀବେଶ ଉଲାଗି (ଖୋଲା) ହେବା ପରେ, ଚତୁର୍ଦ୍ଧାମୂର୍ତ୍ତି "ଗୋଟି ପହଣ୍ଡି'ରେ ଅଣସର ଘରକୁ ଯାଆନ୍ତି । କିନ୍ତୁ ସ୍ନାନବେଦୀକୁ ଆସିଲାବେଳେ ସେମାନେ "ଧାଡ଼ି ପହଣ୍ଡି'ରେ ଆସିଥାଆନ୍ତି । କେଉଁଟି ଧାଡ଼ି ପହଣ୍ଡି ହୁଏ ଓ କେଉଁଟି ଗୋଟି ପହଣ୍ଡି, ତାହାର ଏକ ସରଳ ସୂତ୍ର ରହିଛି ।…
ଅଧିକ ଖବର ଦେଖନ୍ତୁ...

ଧଳାହାତୀ ଓ କଳାହାତୀ ବେଶ କଥା

କାଞ୍ଚି ଅଭିଯାନରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଧଳା ଓ କଳା ଘୋଡ଼ାରେ ଚଢ଼ି ଯୁଦ୍ଧକ୍ଷେତ୍ରକୁ ଯାଇଥିଲେ ବୋଲି କିଂବଦନ୍ତି ଅଛି । ଶ୍ରୀଜଗନ୍ନାଥ କଳା, ତେଣୁ ତାଙ୍କର ଘୋଡ଼ା ଧଳା । ସେହିପରି ଶ୍ରୀବଳଭଦ୍ର ଧଳା, ତେଣୁ ତାଙ୍କର ଘୋଡ଼ା କଳା । ଏହି ରଙ୍ଗଭେଦ ତାଙ୍କ ରଥର ଘୋଡ଼ାଙ୍କଠାରେ ମଧ୍ୟ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ପରମାଣୁ ବୋମା ସଂଖ୍ୟା ବଢ଼ାଉଛନ୍ତି ପାକିସ୍ତାନ, ଚୀନ; ଜାଣନ୍ତୁ କେଉଁ ଦେଶ ପାଖରେ ରହିଛି କେତୋଟି ବୋମା

ନୂଆଦିଲ୍ଲୀ: ଆମର ଦୁଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚୀନ୍‌ ପରମାଣୁ ଯୁଦ୍ଧାସ୍ତ୍ର ସଂଖ୍ୟ ବଢ଼ାଇ ଚାଲିଥିବା ଜଣାପଡ଼ିଛି। ଷ୍ଟକ୍‌ହୋମ୍‌ ଇଣ୍ଟରନ୍ୟାସନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ଏସ୍‌ଆଇପିଆର୍‌ଆଇ) ପକ୍ଷରୁ ପ୍ରକାଶିତ ହୋଇଥିବା ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

ସ୍ନାନଯାତ୍ରା: ଶ୍ରୀଜଗନ୍ନାଥଙ୍କ ଜନ୍ମଦିନ ଯାତ୍ରା

ଜ୍ୟେଷ୍ଠ ପୂର୍ଣ୍ଣିମାରେ ହୁଏ ଶ୍ରୀଜଗନ୍ନାଥଙ୍କର ସ୍ନାନଯାତ୍ରା। ଏହି ଦିନଟି ତାଙ୍କର ଜନ୍ମଦିନ। ଏହା ଶ୍ରୀଜଗନ୍ନାଥ ନିଜେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ବୋଲି କେତେକ ଶାସ୍ତ୍ର, ଗ୍ରନ୍ଥରେ ବର୍ଣ୍ଣନା ଅଛି। 'ନୀଳାଦ୍ରି ମହୋଦୟ'ରେ ଶ୍ରୀଜଗନ୍ନାଥ କହିଛନ୍ତି- ଜ୍ୟେଷ୍ଠ ଅମାବାସ୍ୟା ଦିନ…
ଅଧିକ ଖବର ଦେଖନ୍ତୁ...