‘ନୀଳାଦ୍ରିବିଜେ’ରେ କାହିଁକି ହୁଏ ‘ବିଭୀଷଣ ବନ୍ଦାପନା’?

ଶ୍ରୀଜଗନ୍ନାଥଙ୍କ ‘ନୀଳାଦ୍ରିବିଜେ’ ନୀତିର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ‘ଦକ୍ଷିଣାଭିମୁଖ ବନ୍ଦାପନା’ । ଏହାକୁ ‘ବିଭୀଷଣ ବନ୍ଦାପନା’ କୁହାଯାଏ । ଲଙ୍କାର ରାଜା ବିଭୀଷଣଙ୍କ ପକ୍ଷରୁ ଏହି ବନ୍ଦାପନା କରାଯାଇଥାଏ । ଏହାର ଗୋଟିଏ ସଂପର୍କ ସୂତ୍ର ସାରଳା ଦାସଙ୍କ ‘ମହାଭାରତ’ରେ ଅଛି ।…
ଅଧିକ ଖବର ଦେଖନ୍ତୁ...

ବାହା ଗଇଣ୍ଠାଳ ଫିଟିଲା: କଳାଠାକୁର ରତ୍ନସିଂହାସନ ଗଲେ

‘ନୀଳାଦ୍ରିବିଜେ’ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ତିମ ପର୍ବ । ଏହି ପର୍ବ ମଧ୍ୟ ଅତ୍ୟନ୍ତ ଆନନ୍ଦଦାୟକ । କାରଣ ଏହି ଦିନ ଠାକୁରମାନେ ସେମାନଙ୍କର ରତ୍ନସିଂହାସନକୁ ବାହୁଡ଼ିଥାଆନ୍ତି । ଏହାର ଗୁରୁତ୍ୱ ହେଉଛି, ସାରା ବର୍ଷରେ ମାତ୍ର ଗୋଟିଏ ଥର, ଠାକୁରମାନେ ଶ୍ରୀମନ୍ଦିରର ରତ୍ନସିଂହାସନ…
ଅଧିକ ଖବର ଦେଖନ୍ତୁ...

ସୁନାବେଶ: ରଥରେ ଥରେ, ରତ୍ନବେଦିରେ ପାଞ୍ଚଥର

ଶ୍ରୀଜଗନ୍ନାଥଙ୍କର ଅନେକ ବେଶ । କେତେକ ତାଙ୍କ ବେଶର ସଂଖ୍ୟା ୩୨ ବୋଲି କହୁଥିବା ବେଳେ ଏହା ପ୍ରକୃତରେ ୨୪ ବୋଲି ଜଣାଯାଏ । ଏଥିରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ୨୨ଟି ବେଶ ହେଉଥିବା ବେଳେ ଦୁଇଟି ବେଶ ବିଶେଷ ତିଥିରେ ଅନୁଷ୍ଠିତ ହୋଇଥାଏ । ଏହି ଦୁଇ ସ୍ୱତନ୍ତ୍ର ବେଶ ହେଉଛି- କାର୍ତ୍ତିକ ମାସର…
ଅଧିକ ଖବର ଦେଖନ୍ତୁ...

ମାଉସୀ ମା’ଙ୍କ ‘ପୋଡ଼ପିଠା’ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ‘ହାତପୋଡ଼ା’

ଶ୍ରୀଜଗନ୍ନାଥ ମନ୍ଦିରରେ ରହିଛି ଭୋଗ-ନୈବେଦ୍ୟର ସୁଦୀର୍ଘ ପରମ୍ପରା । ଅନ୍ନଭୋଗ ସହିତ ପିଠା ଓ ମିଠା ଆଦି ପ୍ରସ୍ତୁତି ପାଇଁ ସେଠାରେ ରହିଛି ବିରାଟ ରୋଷଶାଳା । ସେହିପରି, ଶ୍ରୀଗୁଣ୍ଡିଚା ମନ୍ଦିରରେ ଠାକୁରମାନେ ମାତ୍ର ସାତଦିନ ଅବସ୍ଥାନ କରୁଥିଲେ ମଧ୍ୟ, ସେଠାରେ ଅନ୍ନ ମହାପ୍ରସାଦଠାରୁ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ପୁରୀ ନଆସି ବି କେମିତି ପାଇବେ ରଥଯାତ୍ରାର ପୁଣ୍ୟଫଳ?

‘ସ୍କନ୍ଦପୁରାଣ’ ଅନୁସାରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ତିନିଟି ଅଙ୍ଗ । ଏହାର ପ୍ରଥମ ଅଙ୍ଗ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା, ଦ୍ୱିତୀୟ ଅଙ୍ଗ ଶ୍ରୀଗୁଣ୍ଡିଚାମନ୍ଦିରରେ ରହଣି ଏବଂ ତୃତୀୟ ଅଙ୍ଗ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ା । ଏଥିପାଇଁ ଏହି ଯାତ୍ରାକୁ ‘ଅଙ୍ଗତ୍ରୟ…
ଅଧିକ ଖବର ଦେଖନ୍ତୁ...

‘ଧୂଳିଆ’ ଗୁଣ୍ଡିଚା ଓ ‘କାଦୁଆ’ ଗୁଣ୍ଡିଚା, ‘ବାହୁଡ଼ା’ ପନ୍ତି ଓ ‘ଆହୁଡ଼ା’ ପନ୍ତି

ଶ୍ରୀଜଗନ୍ନାଥ ମନ୍ଦିରର ପରିଭାଷା ବଡ଼ ବିଚିତ୍ର । ଏହା ଓଡ଼ିଆ ଭାଷାକୁ ବହୁ ନୂଆ ଶବ୍ଦ ଦେଇଛି । ସେ ସବୁ ଶବ୍ଦର ସ୍ୱତନ୍ତ୍ର ଅର୍ଥ ନ ବୁଝିଲେ ଶ୍ରୀଜଗନ୍ନାଥଙ୍କୁ ଓ ତାଙ୍କର ଲୀଳା ଖେଳାକୁ ବୁଝିହୁଏ ନାହିଁ । ସେମିତି କେତୋଟି ଶବ୍ଦ ହେଉଛି ‘ଧୂଳିଆ’ ଗୁଣ୍ଡିଚା ଓ ‘କାଦୁଆ’ ଗୁଣ୍ଡିଚା ଏବଂ ‘ଆହୁଡ଼ା’…
ଅଧିକ ଖବର ଦେଖନ୍ତୁ...

‘ଗୁଣ୍ଡିଚା’ ରାଣୀ ଓ ‘ନାକଚଣା’ କାହାଣୀ

ଶ୍ରୀଗୁଣ୍ଡିଚା ମନ୍ଦିର ପାଚେରିର ସମ୍ମୁଖ ଭାଗରେ ରହିଛି ଦୁଇଟି ଦ୍ୱାର । ଗୋଟିଏ ‘ସିଂହଦ୍ୱାର’ ଓ ଅନ୍ୟଟି ‘ନାକଚଣା ଦ୍ୱାର’ । ‘ଶ୍ରୀଗୁଣ୍ଡିଚାଯାତ୍ରା’ ଦିନ ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ତିନିରଥ ଯାଇ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାରଠାରେ ଲାଗେ । ସେଇ ବାଟରେ ଠାକୁରମାନେ ଗୋଟି ପହଣ୍ଡିରେ…
ଅଧିକ ଖବର ଦେଖନ୍ତୁ...

ଦେବୀ ଲକ୍ଷ୍ମୀ କାହିଁକି ଭାଙ୍ଗନ୍ତି ‘ନନ୍ଦିଘୋଷ’ର ରଥକାଠ? କାହିଁକି ପକାନ୍ତି ଶ୍ରୀଜଗନ୍ନାଥଙ୍କ ଉପରେ ‘ମୋହନଚୂର୍ଣ୍ଣ’?

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଗୋଟିଏ କୌତୁକପୂର୍ଣ୍ଣ ନୀତି ହେଉଛି ‘ହେରାପଞ୍ଚମୀ’ । ‘ହେରା’ର ଅର୍ଥ ଦର୍ଶନ ବା ଦେଖା । ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିବା ଶ୍ରୀଜଗନ୍ନାଥଙ୍କୁ ଏହିଦିନ ଦେବୀ ଲକ୍ଷ୍ମୀ ‘ହେରିବାକୁ’ (ଦେଖିବାକୁ) ଯାଆନ୍ତି । ସେଇଥିପାଇଁ ଏହାର ନାମ ‘ହେରାଯାତ୍ରା’…
ଅଧିକ ଖବର ଦେଖନ୍ତୁ...

ସୁନା ଶଗଡ଼ରେ ଦିଅଁଙ୍କ ଦାରୁ

ଶ୍ରୀଗୁଣ୍ଡିଚା ମନ୍ଦିରର ଗୋଟିଏ ପୁରୁଣା ନାଆଁ ‘ଆଡ଼ପ ମଣ୍ଡପ’ । ଏବେ ବି ଏହି ନାଆଁ ଅଛି । ‘ସ୍କନ୍ଦପୁରାଣ’ରେ ଏହାକୁ ‘ଗୁଣ୍ଡିଚା ମଣ୍ଡପ’ କୁହାଯାଇଛି । କିନ୍ତୁ ଏହା କାହିଁକି ‘ଆଡ଼ପ’ ମଣ୍ଡପ, ସେ ନେଇ ଅଛି ଭିନ୍ନ ଭିନ୍ନ ମତ । ତେବେ ସେ ସବୁକୁ ଯିବା ଆଗରୁ, ଏହାର ପୃଷ୍ଠଭୂମି ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

‘ଗୁଣ୍ଡିଚା’, ‘ଗୁଣ୍ଡି-ଚୋଡ଼ି’, ‘ଗୁଣ୍ଡକେରୀ ନା ‘ଗୁଣ୍ଡମତୀ’- କେଉଁ ରାଣୀଙ୍କ ନାଆଁରେ ହୋଇଛି ‘ଗୁଣ୍ଡିଚା ମନ୍ଦିର’?

ପ୍ରତିବର୍ଷ ନଅଦିନର ରଥଯାତ୍ରାରେ ଠାକୁରମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଯିବା ଦିନ ଓ ଆସିବା ଦିନକୁ ବାଦ୍‍ ଦେଲେ, ମଝିରେ ସେମାନେ ସାତଦିନ ସେଠାରେ ରହନ୍ତି । ତେବେ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ଚାରି ଦାରୁଦେବତା ଓ ତିନି ଉତ୍ସବ ଦେବତା ଗୁଣ୍ଡିଚା ମନ୍ଦିରକୁ ଯାଇ…
ଅଧିକ ଖବର ଦେଖନ୍ତୁ...