କରୋନା ଭାଇରସ୍‌ ସଂକ୍ରମଣ: କେମିତି ଜାଣିବେ, କିପରି ଏହାଠାରୁ ଦୂରେଇ ରହିବେ

କରୋନା ଭାଇରସ୍‌ ଆକ୍ରାନ୍ତମାନଙ୍କଠାରେ ସାମାନ୍ୟରୁ ସାଙ୍ଘାତିକ ନିଶ୍ୱାସପ୍ରାଶ୍ୱାସଜନିତ ଅସୁବିଧା ଦେଖାଦିଏ। ଏହାଛଡ଼ା ଏହି ସବୁ ଲକ୍ଷଣ ପ୍ରତି ମଧ୍ୟ ସତର୍କ ରହିବା ଜରୁରୀ: ଜ୍ୱର, କାଶ, ଧଇଁ କେରୋନାଭାଇରସ୍‌ରୁ ବଞ୍ଚିବାର ସବୁଠୁ ଭଲ ଉପାୟ ହେଲା, ଏହା ସଂସ୍ପର୍ଶ ନ…
ଅଧିକ ଖବର ଦେଖନ୍ତୁ...

ରାମ ଜନ୍ମଭୂମି-ବାବ୍ରୀମସଜିଦ ଜମି ବିବାଦ: ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରୀମସଜିଦ ଜମି ବିବାଦ ମାମଲାରେ ରାୟ । ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ୪୦ ଦିନର ଲଗାତାର ଶୁଣାଣି ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ଜଣିଆ ଖଣ୍ଡପୀଠ ଆଜି ଶୁଣାଇଛନ୍ତି ଐତିହାସିକ ରାୟ । ତେବେ କେବେ…
ଅଧିକ ଖବର ଦେଖନ୍ତୁ...

ଓଲିଉଡ୍‌ ଓ ବଲିଉଡ୍‌ରେ ସକ୍ରିୟ ମଡେଲ୍‌-ଅଭିନେତ୍ରୀ କାବ୍ୟା କିରଣ

ଉଭୟ ଓଲିଉଡ୍‌ ଓ ବଲିଉଡ୍‌ରେ ସକ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ କାବ୍ୟା କିରଣ ବେଶ ଆଗରେ। ଓଡ଼ିଆ ଫିଲ୍ମ ‘କାଉଁରୀ କନ୍ୟା’ରୁ ଅଭିନୟ ଜୀବନ ଆରମ୍ଭ କରିଥିବା କାବ୍ୟାଙ୍କ ଶେଷ ଫିଲ୍ମ ଥିଲା ‘ରହସ୍ୟ।’ ଏହା ବ୍ୟତୀତ ଆଉ ଦୁଇଟି ଓଡ଼ିଆ ଫିଲ୍ମ ‘ଖୁସି’ ଓ ‘ପ୍ରେମ ହୁଏ ଚୋରି ଚୋରି’; ମୁକ୍ତିଲାଭ…
ଅଧିକ ଖବର ଦେଖନ୍ତୁ...

ଆଜି ଜନ୍ମାଷ୍ଟମୀ : ରାଜ୍ୟର ମଠମନ୍ଦିରରେ ଭକ୍ତ-ଶ୍ରଦ୍ଧାଳୁଙ୍କ ଭିଡ଼, ପରିବେଶ ଉତ୍ସବମୁଖର

ଭୁବନେଶ୍ବର: ଆଜି ଭଗବାନ୍‌ ଶ୍ରୀକୃଷ୍ଣଙ୍କ ସ୍ମାର୍ତ୍ତ ସମ୍ମତ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ। କି˚ବଦନ୍ତି ଅନୁଯାୟୀ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀରେ, ବିଷ୍ଣୁଙ୍କ ଅଷ୍ଟମ ଅବତାର ଯୋଗେଶ୍ବର କୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ରୂପେ ମଥୁରାରେ ଜନ୍ମ ହୋଇଥିଲେ। ଏହି ରାତିରେ କୃଷ୍ଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ସେନାରୁ ଅବସର ନେବା ପରେ ଭୁବନେଶ୍ୱରରେ ପରିବା ବିକ୍ରି କରୁଛନ୍ତି ସଂସାରୀ !

ଭୁବନେଶ୍ୱର (ମହେନ୍ଦ୍ର ସାହୁ): ଦୀର୍ଘ ୧୭ ବର୍ଷ ପର୍ଯ୍ୟନ୍ତ ଭାରତୀୟ ସେନା ପାଇଁ ଜମ୍ମୁକଶ୍ମୀର, ଲେହ, ଲଦାଖ, ରାଜସ୍ଥାନ ଓ ଗୁଜରାଟରେ ନିଜର ସେବା ଦେଇ ୨୦୧୭ ମସିହା ନଭେମ୍ବରରେ ଅବସର ନେବା ପରେ ସଂସାରୀ ବେହେରା ଏକ ନୂଆ କାମ ହାତକୁ ନେଇଛନ୍ତି। ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ କରୁଥିବା…
ଅଧିକ ଖବର ଦେଖନ୍ତୁ...

ହାତଗଣତି ଅସାଧୁ ବ୍ୟବସାୟୀଙ୍କ କଳା କାରନାମା ଲାଗି ବଦନାମ ହେଉଛି ବିୟୁଟି ପାର୍ଲର ଶିଳ୍ପ !

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କେତେକ ବିୟୁଟି ପାର୍ଲରରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ଖବର ଆପଣଙ୍କ ନଜରକୁ ଆସିଥିବ। ନିର୍ଦ୍ଦିଷ୍ଟ ବ୍ୟବଧାନରେ ‘ବିୟୁଟି ପାର୍ଲରରେ ଚଢ଼ାଉ, ଯୁବତୀ ଉଦ୍ଧାର’ ଶୀର୍ଷକ ଖବର ଟିଭି ଓ  ଖବରକାଗଜରେ ପ୍ରକାଶ  ପାଉଥିବା ପ୍ରାୟତଃ ଦେଖିବାକୁ ମିଳେ। ଫଳରେ…
ଅଧିକ ଖବର ଦେଖନ୍ତୁ...

ଠାକୁର ନାଇବେ ଚିତା, ଆମେ ଖାଇବା ଚିତଉ!

‘ନୀଳାଦ୍ରିବିଜେ’ ଦିନ ଠାକୁରମାନେ ରଥରୁ ରତ୍ନବେଦିକୁ ଗଲେ ମଧ୍ୟ, ସ୍ନାନଯାତ୍ରାରୁ ଆରମ୍ଭ ହୋଇଥିବା ଯାତ୍ରାର ନୀତି ପ୍ରକୃତରେ ସରେ ‘ଚିତାଲାଗି ଅମାବାସ୍ୟା’ରେ । ଏହା ଲୋକମୁଖରେ ‘ଚିତଉ ଅମାବାସ୍ୟା’ ଭାବରେ ମଧ୍ୟ ପରିଚିତ । କାରଣ, ଏହିଦିନ ଶ୍ରୀମନ୍ଦିରରେ ଚିତଉ ପିଠା ଭୋଗ ହୁଏ । ଓଡ଼ିଶାର ଘରେ…
ଅଧିକ ଖବର ଦେଖନ୍ତୁ...

“ତିନି ରଥ : କିଏ ଆଗ, କିଏ ପଛ !”

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ରଥର ସଂଖ୍ୟା ତିନି । ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ । ତିନି ରଥର ମୁଖ୍ୟ ଦେବତା ମଧ୍ୟ ତିନି । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ତେବେ ଦେବୀ ସୁଭଦ୍ରାଙ୍କ ସହିତ ଶ୍ରୀସୁଦର୍ଶନ ମଧ୍ୟ ରଥରେ ଥାଆନ୍ତି । ଏହି ଚତୁର୍ଦ୍ଧା ବିଗ୍ରହ ଚାରି ଯନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଗୁଣ୍ଡିଚା ମନ୍ଦିର ଜଗେ ବାବନାଭୂତ!

ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ୟ ଗୋଟିଏ ନାମ ‘ନବଦିନ ଯାତ୍ରା’ । କାରଣ ଠାକୁରମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଯାଇ ଗୁଣ୍ଡିଚା ମନ୍ଦିରରେ ସାତଦିନ ରହନ୍ତି ଏବଂ ବାହୁଡ଼ା ଦଶମୀ ଦିନ ଫେରି ଆସନ୍ତି । କିନ୍ତୁ ଠାକୁରମାନେ ନଥିବାବେଳେ, ବର୍ଷର ବାକି ଦିନଗୁଡ଼ିକରେ ଗୁଣ୍ଡିଚା ମନ୍ଦିରରେ କିଏ ଥାଏ?…
ଅଧିକ ଖବର ଦେଖନ୍ତୁ...

‘କନକମୁଣ୍ଡି’ ଓ ‘ତ୍ରିମୁଣ୍ଡି ଚାନ୍ଦୁଆ’ କଥା

ଶ୍ରୀମନ୍ଦିରର ସ୍ୱତନ୍ତ୍ର ପାରିଭାଷିକ ଶବ୍ଦାବଳୀ ମଧ୍ୟରୁ ଦୁଇଟି ହେଉଛି ‘କନକମୁଣ୍ଡି’ ଓ ‘ତ୍ରିମୁଣ୍ଡି’ । ‘ତ୍ରିମୁଣ୍ଡ’ ତିନି ମୁଣ୍ଡ ଥିବା ବ୍ୟକ୍ତି ବା ତିନି ଶାଖା ବିଶିଷ୍ଟ ଦ୍ରବ୍ୟକୁ ବୁଝାଏ । ସେହି ଅନୁସାରେ ରାମଙ୍କ ଦ୍ୱାରା ନିହତ ହୋଇଥିବା ‘ତ୍ରିଶିରା’ ରାକ୍ଷସ ବା ତିନି ମୁଣ୍ଡଥିବା…
ଅଧିକ ଖବର ଦେଖନ୍ତୁ...