Daily Archives

October 7, 2017

ଲଣ୍ଡନରେ ଆତଙ୍କ: ଲୋକଙ୍କ ଉପରେ ମାଡ଼ି ଚାଲିଲା କାର୍‌

ନୂଆଦିଲ୍ଲୀ: ଲଣ୍ଡନ ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ସମ୍ମୁଖରେ ଆଜି ଏକ କାର୍‌ ଅତି ବେପରୁଆ ଭାବେ ଲୋକଙ୍କ ଉପରେ ଚଢ଼ିଯିବାରୁ ବହୁ ଲୋକ ଆହତ ହୋଇଛନ୍ତି। ତେବେ ଏହା ଏକ ଆତଙ୍କବାଦୀ କାଣ୍ଡ କିମ୍ବା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।…
ଅଧିକ ଖବର ଦେଖନ୍ତୁ...

ଶୁଭଦ୍ରା ଆର୍ଟ ଗ୍ୟାଲେରୀରେ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର: ଶୁଭଦ୍ରା ଆର୍ଟ ଗ୍ୟାଲେରୀ ଠାରେ ଶନିବାର ଯୁବ ଚିତ୍ରଶିଳ୍ପୀ ରାଜନନ୍ଦିନୀ ମହାପାତ୍ରଙ୍କ ଦ୍ୱାରା ଆୟୋଜିତ ଏକକ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ୱର ଟଙ୍କପାଣି ରୋଡ ସ୍ଥିତ ଶୁଭଦ୍ରା ଆର୍ଟ ଗ୍ୟାଲେରୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁଲିସ୍‌ କମିସନର ଯୋଗେଶ…
ଅଧିକ ଖବର ଦେଖନ୍ତୁ...

୧୩ ତାରିଖରେ ଦେଶର ୫୪ ହଜାର ପେଟ୍ରୋଲ୍‌ ପମ୍ପ ବନ୍ଦ ରହିବ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ ଜିଏସଟି ଲାଗୁସହ ଅନ୍ୟାନ୍ୟ ୧୧ ଦଫା ଦାବି ନେଇ ଡିଲର ସଂଘର ଦାବି ନ ମାନିଲେ ୨୭ ତାରିଖରୁ ଅର୍ନିଦ୍ଦିଷ୍ଟ କାଳ ଯାଏଁ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ସଂଘ ଚେତାବନୀ ଦେଇଛି। ତେବେ ଆଗାମୀ ୧୩ ତାରିଖରେ ଦେଶର ୫୪ ହଜାର ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି…
ଅଧିକ ଖବର ଦେଖନ୍ତୁ...

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ବର୍ଷା ଅଟକାଇଲା ମ୍ୟାଚ୍‌, ଅଷ୍ଟ୍ରେଲିଆ ୮/୧୧୮

ରାଞ୍ଚି: ଅଷ୍ଟ୍ରେଲିଆ ୧୮.୪ଓଭର ଖେଳି ୮ଓ୍ଵିକେଟ ହରାଇ ୧୧୮ରନ୍‌ ସଂଗ୍ରହ କରିଛି। ବର୍ଷା ଯୋଗୁଁ ମ୍ୟାଚ ଅଟକି ରହିଛି। ସ୍ଥାୟୀ ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କ ଅନୁପସ୍ଥିତିରେ ଖେଳୁଥିବା ଅଷ୍ଟ୍ରେଲିଆ ୮୯ ରନ୍‌ ସଂଗ୍ରହ କରିବା ପରେ ୫ଟି ଓ୍ଵିକେଟ ହରାଇ ସାରିଥିଲା। ଭାରତର ଯୁବ ବୋଲରଙ୍କ ଦମଦାର…
ଅଧିକ ଖବର ଦେଖନ୍ତୁ...

ସ୍କୁଲର ସିସିଟିଭିରେ ଧରା ପଡ଼ିଲା ରହସ୍ୟମୟ ଛାୟାମୂର୍ତ୍ତି!

ଆୟାରଲ୍ୟାଣ୍ଡ: ଆୟାରଲ୍ୟାଣ୍ଡର ସିବିଏସ୍‌ କର୍କ ଠାରେ ଥିବା ଏକ ସେକେଣ୍ଡାରି ସ୍କୁଲରେ ଲାଗିଥିବା ସିସିଟିଭି କ୍ୟାମେରାରୁ ମିଳିଥିବା ଫୁଟେଜକୁ ନେଇ ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମିଳିଥିବା ସିସିଟିଭି ଫୁଟେଜ୍‌ରେ, ସଂପୃକ୍ତ ସେକେଣ୍ଡାରି ସ୍କୁଲ ମଧ୍ୟରେ ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା!

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷିବ। ସେହିଭଳି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ଫିଞ୍ଚ ଫେରିଲେ ପାଭଲିୟନ, ଅଷ୍ଟ୍ରେଲିଆ ୪/୮୭

ରାଞ୍ଚି: ଭାରତର ୩ୟ ଶିକାର ହୋଇଛନ୍ତି ଅଷ୍ଟ୍ରେଲିଆର ଅରୁଣ ଫିଞ୍ଚ। ରାଞ୍ଚି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ୩୦ଟି ବଲ ଖେଳି ଅରୁଣ ଫିଞ୍ଚ(୪୨) କୁଳଦୀପ ଯାଦବଙ୍କ ବଲରେ ବୋଲ୍ଡ ହୋଇ ପାଭଲିୟନକୁ ଫେରି ଆସିଛନ୍ତି। ଝାରଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏନ୍‌ ଦ୍ୱାରା ଆୟୋଜିତ ୩ଟି ଟି-୨୦ ମ୍ୟାଚ ବିଶିଷ୍ଟ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁଦଣ୍ଡ ଭାବେ ଫାଶୀର ବିକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌ ଜାରି

ନୂଆଦିଲ୍ଲୀ: ଦେଶରେ ଚାଲିଆସୁଥିବା ମୃତ୍ୟୁ ଦଣ୍ଡ ଭାବେ ଫାଶୀର ବିକଳ୍ପ ଖୋଜିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟ ନୋଟିସ୍‌ କରିଛନ୍ତି। ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ ଫାଶୀ ବଦଳରେ ଅନ୍ୟ ଯେଉଁସବୁ ସହଜ ବିକଳ୍ପ ରହିଛି ସେଥିରୁ କେଉଁ ଉପାୟକୁ ଗ୍ରହଣ କରାଯିବ ସେ…
ଅଧିକ ଖବର ଦେଖନ୍ତୁ...