Daily Archives

October 7, 2017

ମୁଁ ବହୁତ ସହିଲି! ଏବେ ଚୁପ୍‌ ରହିବାଟା ମୋ ପାଇଁ ଦୁର୍ବଳତା ହେବ : ରିତ୍ୱିକ୍‌

କିଛି ଦିନ ପୂର୍ବରୁ ବଲିଉଡ କୁଇନ୍‌ ବୋଲାଉଥିବା କଙ୍ଗନା ରନାଓ୍ଵତ୍‌ ତାଙ୍କର ଏକ ଟିଭି ଇଣ୍ଟରଭ୍ୟୁରେ ଆକ୍ଟର ରିତ୍ୱିକ୍‌ ରୋଶନ୍‌ ଏବଂ ଆଦିତ୍ୟ ପଂଚୋଲିଙ୍କ ବିରୋଧରେ ବହୁତ କିଛି ଆରୋପ ଲଗାଇଥିଲେ। ଏହାପରେ ଆଦିତ୍ୟ ପଂଚୋଲି କଙ୍ଗନାଙ୍କ ବିରୋଧରେ ମିଡ଼ିଆ ସମ୍ନାକୁ ଆସିଥିଲେ ହେଁ ସେହିଠାରେ…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନରେ ଝିଟିପିଟି: ବିଷାକ୍ତ ଖାଦ୍ୟ ଖାଇ ୨୨ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଢେଙ୍କାନାଳ: ମଧ୍ୟାହ୍ନ ଭୋଜନରେ ପୁଣି ଥରେ ଝିଟିପିଟି ମିଳିଛି। ମଧ୍ୟାହ୍ନ ଭୋଜନ ବିତରଣ ବ୍ୟବସ୍ଥା ନେଇ ସରକାର ଓ ପ୍ରଶାସନ ବାରମ୍ବାର ସତର୍କ ସୂଚନା ଜାରି କରୁଥିଲେ ମଧ୍ୟ କୌଣସି ପ୍ରତିକାର ମିଳୁ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ବାରମ୍ବାର ଏଭଳି ଅଭାବନୀୟ ଘଟଣା ଦେଖାଯାଉଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି

ରାଞ୍ଚି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଟି-୨୦ ମ୍ୟାଚ୍‌। ଟସ୍‌ ଜିଣି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅଷ୍ଟ୍ରେଲିଆ ବ୍ୟାଟିଂ କରିବ। ଝାରଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏନ୍‌ ଦ୍ୱାରା ଆୟୋଜିତ ୩ଟି ଟି-୨୦ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ: ଡଙ୍ଗା ବୁଡ଼ି ୬ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଥିବା ସାରାୟୁ ନଦୀରେ ଏକ ଦୁର୍ଘଟଣା ଘଟି ୬ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି। ସେମାନେ ହେଉଛନ୍ତି ରାଜେଶ(୨୫), ବ୍ରିଜେଶ(୨୦), ମଗନ(୧୭), ବିଜୟ(୧୬), ତ୍ରିନାଥ(୧୨) ଏବଂ ସକିଲ(୧୨)। ଲୋକମାନେ ମେଳା ଦେଖି…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୧୩ରେ ବନ୍ଦ ରହିବ ୫୪ ହଜାର ପେଟ୍ରୋଲ ପମ୍ପ

ମୁମ୍ବାଇ: ଏକାଧିକ ଦାବି ନେଇ ଆସନ୍ତା ଅକ୍ଟୋବର ୧୩ରେ ଦେଶର ୫୪ହଜାର ପେଟ୍ରୋଲ ପମ୍ପ ବନ୍ଦ ରହିବ। ପେଟ୍ରୋଲ ପମ୍ପ ସଙ୍ଘ ପକ୍ଷରୁ ଶନିବାର ଏହି ବନ୍ଦ ଡାକରା ଦିଆଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ପେଟ୍ରୋଲ ପମ୍ପର ମାଲିକମାନେ ଏଭଳି…
ଅଧିକ ଖବର ଦେଖନ୍ତୁ...

ଉଚ୍ଚ ରକ୍ତଚାପ ଓ ହୃଦରୋଗରୁ ଦୂରେଇ ରଖେ ହସ

ମଣିଷ ଜୀବନରେ କେତେବେଳେ ସୁଖ ଥାଏ ତ ପୁଣି କେତେବେଳେ ଦୁଃଖ । ସମସ୍ତେ ସୁଖ ସମୟରେ ଖୁସି ହୋଇଥାଆନ୍ତି, ଆଉ ଦୁଃଖ ସମୟରେ ଭାଙ୍ଗି ପଡ଼ନ୍ତି । କିନ୍ତୁ ହସ ସମସ୍ତଙ୍କର ଏକ ବଡ଼ ଆବଶ୍ୟକତା । ସମସ୍ତେ ଚାହାନ୍ତି ସେ ନିଜେ ସବୁବେଳେ ହସହସ ମୁହଁରେ ରହନ୍ତୁ ଓ ନିଜ ପରିବାରର ସମସ୍ତେ ସୁଖ ଶାନ୍ତିରେ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ବାଇକ ଦୁର୍ଘଟଣାରେ ଜଣେ ମହିଳା ମୃତ, ୫ ଆହତ

ମାଲକାନଗିରି: ଟାଉନ ଥାନା ଅନ୍ତର୍ଗତ ଗନ୍ଦିପାଲି ନିକଟରେ ଶନିବାର ଅପରାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ମାଲକାନଗିରିରୁ ଚାଲାନଗୁଡ଼ା ଗ୍ରାମପଞ୍ଚାୟତ ଅଭିମୁଖେ ଯାଉଥିବା ବାଇକଟି ବିପରିତ ଦିଗରୁ…
ଅଧିକ ଖବର ଦେଖନ୍ତୁ...

ଏଣିକି କଡ଼ାକଡ଼ି ହେବ ହୋଟେଲ୍‌ ସୁରକ୍ଷା

ଭୁବନେଶ୍ୱର: ହୋଟେଲ ସୁରକ୍ଷା ନେଇ ଡିଜି ଆରପି ଶର୍ମା ଆଜି ଏକ ବୈଠକ କରିଛନ୍ତି। ଏଣିକି ସବୁ ହୋଟେଲର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ହୋଟେଲ, ଲଜ, ଗେଷ୍ଟ ହାଉସର ସୁରକ୍ଷା ନେଇ ସବୁ ଜିଲ୍ଲା ଏସପି ଓ ଡିସିପିଙ୍କୁ ଚିଠି ଲେଖିଛନ୍ତି। ଏଥର ସବୁ ହୋଟେଲରେ ସିସିଟିଭି ବାଧ୍ୟତାମୂଳକ କରାଯିବ।…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆ ଫେରିବେ ଷ୍ଟିଭ୍‌ ସ୍ମିଥ, ଭାରତ ବିପକ୍ଷରେ ଖେଳିବେନି ଟି-୨୦

ରାଞ୍ଚି: ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍‌ ସ୍ମିଥ ଭାରତ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବେନି ବୋଲି ଶନିବାର ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଶନିବାର ରାଞ୍ଚିସ୍ଥିତ ଝାରଖଣ୍ଡ ଷ୍ଟେଟ କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯିବା…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୪୮ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୪୮ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷିବ। ସେହିଭଳି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ପ୍ରବଳ…
ଅଧିକ ଖବର ଦେଖନ୍ତୁ...