Daily Archives

October 9, 2017

ହାଇଦ୍ରାବାଦ: ଅପହୃତ ଶିଶୁକୁ ୧୫ ଘଣ୍ଟା ମଧ୍ୟରେ ଉଦ୍ଧାର କଲେ ପୁଲିସ୍‌ ଅଧିକାରୀ, ଟୁଇଟର୍‌ରେ ଛୁଟିଲା ପ୍ରଶଂସାର ସୁଅ

ହାଇଦ୍ରାବାଦ୍‌: ପୁଲିସ୍‌ ବିଭାଗ ସକ୍ରିୟ ରହିଲେ ଅପରାଧର ମାତ୍ରା ନିଶ୍ଚୟ କମିବ ଏଥିରେ ସନ୍ଦେହ ନାହିଁ। ସେଥି ପାଇଁ କର୍ମନିଷ୍ଠ ପୁଲିସ୍‌ କର୍ମଚାରୀଙ୍କର ଆବଶ୍ୟକତା ରହିଛି। ହାଇଦ୍ରାବାଦ୍‌ର ସଞ୍ଜୟ କୁମାରଙ୍କ ପରି କର୍ମନିଷ୍ଠ ପୁଲିସ୍‌ ଅଧିକାରୀ ପୂରା ବିଭାଗ ପାଇଁ ଏକ ଉଦାହରଣ। ଘଟଣାଟି…
ଅଧିକ ଖବର ଦେଖନ୍ତୁ...

ଉତ୍ତର କୋରିଆ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ବ୍ରିଟେନ୍‌

ନୂଆଦିଲ୍ଲୀ: ବ୍ରିଟେନ୍‌ ଏବେ ଉତ୍ତର କୋରିଆ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ସମୁଦ୍ରିକ ପରୀକ୍ଷଣ ପୂର୍ବରୁ ଏକ ନୂଆ ବିମାନ ବାହକ ଯୁଦ୍ଧ ଜାହାଜ କୁଇନ୍‌ ଏଲିଜାବେଥ୍‌  ବ୍ରିଟେନ ନୌବାହିନୀରେ ସାମିଲ ହେବ ବୋଲି ଜଣାପଡିଛି । ଆର୍ଜେଣ୍ଟିନାର ଫଲ୍କଲ୍ୟାଣ୍ଡ ସମସ୍ୟା ବେଳେ ବ୍ରିଟେନ…
ଅଧିକ ଖବର ଦେଖନ୍ତୁ...

ଖୁଣ୍ଟରେ ବାନ୍ଧି ନାଇଜେରୀୟ ଯୁବକଙ୍କୁ ମାଡ଼, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଚୋରି ଅଭିଯୋଗରେ ଜଣେ ନାଇଜେରୀୟ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଉଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଉକ୍ତ ଭିଡିଓର ଦୃଶ୍ୟ ମୁତାବକ ଯୁବକ ଜଣକ ରାସ୍ତା କଡ଼ରେ ଥିବା ଏକ ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟିରେ ବନ୍ଧା ଯାଇଥିବା ବେଳେ ଭିଡ଼ ଭିତରୁ କେତେକ ଲୋକେ ତାଙ୍କୁ ଲୁହା…
ଅଧିକ ଖବର ଦେଖନ୍ତୁ...

ବିଏଚୟୁ ଓ ଏଏମୟୁ ନାମରୁ ‘ହିନ୍ଦୁ’ ଓ ‘ମୁସଲମାନ’ ଶବ୍ଦ ହଟାଇ ଦିଆଯାଉ: ୟୁଜିସି

ନୂଆଦିଲ୍ଲୀ: ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ସରକାରୀ ଅନୁଦାନ ପ୍ରାପ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକର ନାମରୁ ହିନ୍ଦୁ ଓ ମୁସଲମାନ ନାମ ହଟାଇ ଦିଆଯିବା ଉଚିତ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନିଯୁକ୍ତ ଏକ ପାନେଲ ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଡିଟ୍‌ କରିବା ପରେ ବନାରସ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କିଏ ଦେଖୁଛନ୍ତି ଆପଣଙ୍କ ହ୍ଵାଟ୍‌ସଆପ୍‌ ପ୍ରୋଫାଇଲ୍‌ ଫଟୋ!

ଫେସ୍‌ବୁକ୍‌ ପରି ହ୍ଵାଟ୍‌ସଆପ୍‌ରେ ବି ଆପଣ ଆପଣଙ୍କ ରିସେଣ୍ଟ୍‌ ଭିଜିଟରଙ୍କୁ ପାଇପାରିବେ। ଫେସ୍‌ବୁକ୍‌ରେ ଯେପରି କେହି ଆପଣଙ୍କ ପ୍ରୋଫାଇଲ୍‌ ଚେକ୍‌ କରୁଛି ବୋଲି ଏବେ ଜାଣିବା ସହଜ ହୋଇପଡ଼ିଲାଣି ଏବେ ସେହିପରି ହ୍ଵାଟ୍‌ସଆପ୍‌ରେ କିଏ ଆପଣଙ୍କ ପ୍ରୋଫାଇଲ୍‌ ଫଟୋ ଦେଖୁଛି ତାହାକୁ ମଧ୍ୟ ଅତି…
ଅଧିକ ଖବର ଦେଖନ୍ତୁ...

ରେଳ ଟିକେଟ୍‌ କ୍ୟାନ୍‌ସଲ୍‌ କଲେ କେତେ ଟଙ୍କା କାଟିଥାନ୍ତି କେନ୍ଦ୍ର ସରକାର!

ନୂଆଦିଲ୍ଲୀ: ଟ୍ରେନ୍‌ ଟିକେଟ୍‌ ବୁକିଂରୁ ନେଇ କ୍ୟାନ୍‌ସଲ୍‌ କରିବା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଆପଣ ନିଶ୍ଚିତ ଭାବେ କିଛି ସମସ୍ୟାକୁ ସାମ୍ନା କରିଥିବେ। ଏକଥା ହୁଏ ଆପଣ ଜାଣି ନ ଥିବେ ଯେ ଭାରତୀୟ ରେଳ ପଥରେ ପ୍ରତିଦିନ ପାଖାପାଖି ୨ କୋଟିରୁ ଊର୍ଧ୍ୱ ଲୋକ ଯାତ୍ରା କରିଥାନ୍ତି। ଯେଉଁଥିପାଇଁ…
ଅଧିକ ଖବର ଦେଖନ୍ତୁ...

ସର୍ବଦା ଚେହେରାରେ ହସ ଓ ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ଏହି ସବୁ ଖାଦ୍ୟ ଖାଆନ୍ତୁ

ଆୟୁର୍ବେଦରେ କୁହାଯାଇଛି କି ଯେମିତି ଖାଦ୍ୟ ଆପଣ ଖାଇବେ ସେମିତି ହେବ ଆପଣଙ୍କ ମନ। ଏହି କଥା ଆଧୁନିକ ବିଜ୍ଞାନରେ ମଧ୍ୟ ପ୍ରମାଣିତ। ଫୁଡ୍‌ ଓ ନ୍ୟୁଟ୍ରିସନ୍‌ ଏକ୍ସ୍‍ପର୍ଟ୍‌ଙ୍କ କହିବାନୁସାରେ ଖାଦ୍ୟ ଆମର ମନକୁ ପରିଚାଳନା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ। ଏମିତି ବହୁ…
ଅଧିକ ଖବର ଦେଖନ୍ତୁ...

୫ଜି ସେବା ପାଇଁ ଅଣ୍ଟାଭିଡିଛନ୍ତି ଜିଓ, ଭୋଡାଫୋନ୍‌ ଓ ଆଇଡିଆ: ୨୦୨୦ ସୁଦ୍ଧା ଉପଲବ୍ଧ ହେବ

ନୂଆଦିଲ୍ଲୀ: ସଫଳତା ସହ ୪ଜି ସେବା ଯୋଗାଇବା ପରେ ଟେଲିକମ୍‌ କମ୍ପାନି ରିଲାଏନ୍ସ ଜିଓ, ଭୋଡାଫୋନ୍‌ ଇଣ୍ଡିଆ ଓ ଆଇଡିଆ ସେଲ୍ୟୁଲାର ୫ଜି ସେବା ପାଇଁ ଅଣ୍ଟାଭିଡିଛନ୍ତି। ରିଲାଏନ୍ସ ଜିଓ, ଭୋଡାଫୋନ୍‌ ଇଣ୍ଡିଆ ଓ ଆଇଡିଆ ୫ଜି ସେବାକୁ ଧ୍ୟାନରେ ରଖି ଏମୋସିଓ୍ଵ ଏମ୍‌ଆଇଏମ୍‌ଓ ଟେକ୍‌ନୋଲୋଜି ଉପରେ କାମ…
ଅଧିକ ଖବର ଦେଖନ୍ତୁ...

ଜୈସ ଆତଙ୍କବାଦୀ ଖଲିଦଙ୍କ ହତ୍ୟା ପଛର ରହସ୍ୟ: ଲଭ୍‌, ସେକ୍ସ ଆଉ ଧୋକା!

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଶେଷ ହେବକି ଆତଙ୍କବାଦୀମାନଙ୍କର ଚରମପନ୍ଥୀ ଆଚରଣ? ଫେରିଆସିବ କି ଆଉ ଶାନ୍ତି? ଭାରତୀୟ ସେନା ପାଇଁ ନୂଆ ସଫଳତା। ଦୀର୍ଘ ଦିନ ଧରି ନିଜ ଆଙ୍ଗୁଠି ଅଗରେ ସୀମାନ୍ତରେ ଅଶାନ୍ତି ସୃଷ୍ଟି କରୁଥିବା ଆତଙ୍କବାଦୀ ଖଲିଦର ନିହତ ଖବର ଏବେ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ…
ଅଧିକ ଖବର ଦେଖନ୍ତୁ...

ଆମେରିକୀୟ ଅର୍ଥନୀତିଜ୍ଞ ରିଚାର୍ଡ ଥଲେର୍‌ଙ୍କୁ ନୋବେଲ ଅର୍ଥନୀତି ପୁରସ୍କାର

ଷ୍ଟକ୍‌ହୋମ୍‌: ଆମେରିକୀୟ ଅର୍ଥନୀତିଜ୍ଞ ରିଚାର୍ଡ ଥଲେର ୨୦୧୭ ଲାଗି ଅର୍ଥନୀତିରେ ନୋବେଲ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ବ୍ୟାବହାରିକ ଅର୍ଥନୀତି କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ରୟାଲ ସ୍ୱିଡିଶ୍‌ ଏକାଡେମି ରିଚାର୍ଡଙ୍କୁ ଏହି ପୁରସ୍କାର ଲାଗି ମନୋନୟନ କରିଛି। ଏକାଡେମି…
ଅଧିକ ଖବର ଦେଖନ୍ତୁ...