Daily Archives

October 9, 2017

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ସୋମବାର ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ପ୍ରାପ୍ତ ସୂଚନା ଅନୁସାରେ, ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଏକ ଡିପ୍ରେସନ୍‌ କ୍ରମଶଃ ଡିପ୍‌ ଡିପ୍ରେସନ୍‌ର ରୂପ ନେଉଛି। ଏହା…
ଅଧିକ ଖବର ଦେଖନ୍ତୁ...

ରିଲିଜ୍‌ ହେଲା ‘ପଦ୍ମାବତୀ’ର ଟ୍ରେଲର୍‌! ପସନ୍ଦ କରୁଛନ୍ତି ଦର୍ଶକ

ମୁମ୍ବାଇ :ଚଳିତ ବର୍ଷର ବହୁପ୍ରତିକ୍ଷୀତ ହିନ୍ଦୀ ଚଳଚ୍ଚିତ୍ର ‘ପଦ୍ମାବତୀ’ର ଟ୍ରେଲର୍‌ ଆଜି ରିଲିଜ୍‌ ହୋଇଛି।ଭାରତୀୟ ଇତିହାସର ଏକ ବହୁଚର୍ଚ୍ଚିତ ଆଖ୍ୟାନକୁ ନେଇ ନିର୍ମିତ ହୋଇଥିବା ‘ପଦ୍ମାବତୀ’ରେ ମୁଖ୍ୟ ଭୂମିକାରେ ଦୀପିକା ପାଦୁକୋନ୍‌, ସାହିଦ୍‌ କପୁର୍‌ ଓ ରଣବୀର୍‌ ସିଂହ ରହିଛନ୍ତି। ସଂଜୟ…
ଅଧିକ ଖବର ଦେଖନ୍ତୁ...

ସେନାର ସଫଳତା: ଏନ୍‌କାଉଣ୍ଟର୍‌ରେ ଜୈସ ଆତଙ୍କବାଦୀ ଖଲିଦ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଲାଡୋରା ଅଞ୍ଚଳରେ ସେନା ଦ୍ୱାରା ସୋମବାର ଅପରାହ୍ନରେ ଜୈସ-ଇ-ମହମ୍ମଦ(ଜେଇଏମ୍‌)ର ଆତଙ୍କବାଦୀ ଖଲିଦ ନିହତ ହୋଇଛି। ଉପତ୍ୟାକାରେ ସକ୍ରିୟ ଥିବା ଏହି ଆତଙ୍କବାଦୀ ସଂଗଠନର ସେ ମୁଖ୍ୟ ଥିଲେ। ଖଲିଦଙ୍କ ହତ୍ୟା ସେନା ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।…
ଅଧିକ ଖବର ଦେଖନ୍ତୁ...

ସିକେ ନାଇଡୁ କ୍ରିକେଟ:ଟସ୍‌ ଜିଣି ଛତିଶଗଡ଼ର ପ୍ରଥମେ ଫିଲ୍ଡିଂ

ବଲାଙ୍ଗୀର: ଗତକାଲି ବଲାଙ୍ଗୀର ଠାରେ ଖେଳାଯିବାକୁ ଥିବା ଛତିଶଗଡ଼ - ଓଡ଼ିଶା ସିକେ ନାଇଡୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବର୍ଷା ଯୋଗୁଁ ବନ୍ଦ ହେବା ପରେ ଆଜି ଅପରାହ୍‌ଣ ପରେ ମ୍ୟାଚ୍‌ ଆରମ୍ଭ ହୋଇଛି। ମ୍ୟାଚ୍‌ ରେଫ୍‌ରି ପିକେଏସ ରେଡ୍ଡି ଆଜି ଦିନ ୧ଟା ପରେ ପଡ଼ିଆ ନିରିକ୍ଷଣ କରିବା ପରେ ମ୍ୟାଚ୍‌…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଷଡ଼ଯନ୍ତ୍ରକାରୀକୁ ଚିହ୍ନାଇବାକୁ କୋମାରୁ ଉଠିଲେ ଯୁବତୀ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ପଲପ୍ରହଲ୍ଲାଦପୁରରୁ ମୁଣ୍ଡରେ ସାଙ୍ଘାତିକ ଆଘାତପ୍ରାପ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଉତ୍ତର ପ୍ରଦେଶସ୍ଥିତ କନ୍ନୌଜର ଜଣେ ୨୩ ବର୍ଷୀୟ ଯୁବତୀ ବାତ୍ରା ହସ୍‌ପିଟାଲ୍‌ରେ ଦୀର୍ଘ ଚାରି ମାସ କୋମାରେ ରହିବା ପରେ ପୁନଶ୍ଚ ନିଜର ସ୍ମରଣ ଶକ୍ତି ଫେରି ପାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଚିନ୍ତା କରନ୍ତୁ ନାହିଁ ! ଆପଣଙ୍କ ହଜିଯାଇଥିବା ଫୋନ୍‌କୁ ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ!

କ’ଣ ଆପଣ ଜାଣନ୍ତି କି ଆପଣ ହଜିଯାଇଥିବା ମୋବାଇଲ୍‌ ଫୋନ୍‌ଟି ଆପଣଙ୍କୁ ପୁଣିଥରେ ମିଳିପାରେ ବୋଲି !ନାଇଁନା !ତେବେ ଆଜି ଆମେ ଆପଣଙ୍କୁ ଏ ନେଇ କିଛି ଟିପ୍‌ସ ବିଷୟରେ କହିବୁ, ଯେଉଁ ଟିପ୍‌ସକୁ ଫଲୋ କରି ଆପଣ ପୁଣି ଥରେ  ଆପଣଙ୍କର ସେଇ ହଜିଯାଇଥିବା ଫୋନ୍‌ଟିକୁ ପାଇପାରିବେ। ପ୍ରଥମ ସୋପାନ: ଏ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ଝିଅକୁ ମାରିଲା ମା, ମା’କୁ ମାରିଲା ବାପା, ପୁଅ ଗୁରୁତର

ମାଲକାନଗିରି: ମାଲକାନଗିରି ବ୍ଲକ୍‌ ଅନ୍ତର୍ଗତ ବୀରଲକ୍ଷ୍ମଣପୁର ପଞ୍ଚାୟତର ବିରିଗୁଡ଼ା ଗ୍ରାମରେ ଘଟିଛି ଏକ ଅଭବନୀୟ ଘଟଣା। ବତୀ ଖରା ନାମକ ଜଣେ ମହିଳା ନିଜ ଝିଅ ଅଞ୍ଜଳି ଖରାଙ୍କୁ କଟୁରିରେ ହାଣି ହତ୍ୟା କରିଛି। ଅପରପକ୍ଷେ ମାଆଙ୍କ କଟୁରି ଚୋଟରେ ଗୁରୁତର ପୁଅ ଅର୍ଜୁନ ଖରା ଏବେ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ହନିପ୍ରୀତ୍‌ଙ୍କୁ ପାଞ୍ଚଘଣ୍ଟା ଧରି ପଚରା ଉଚୁରା କଲା ଏସ୍‌ଆଇଟି

ପଞ୍ଚକୁଲା: ଅଗଷ୍ଟ ୨୫ ତାରିଖ ଦିନ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ୍‌ ରାମ୍‌ ରହିମ୍‌ଙ୍କ ଦୋଷୀ ସାବ୍ୟସ୍ତ ହେବା ପରେ ଘଟି ଥିବା ହିଂସା କାଣ୍ଡରେ ସେମାନଙ୍କ ଭୂମିକା ସଂକ୍ରାନ୍ତରେ ରବିବାର ଦିନ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ହନିପ୍ରୀତ୍‌ ଏବଂ ରାକେଶ କୁମାର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ୭ ମାସ ପରେ ଡାକ୍ତରଖାନାରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ହେବ ଡିଏନଏ ଟେଷ୍ଟ

ସମ୍ବଲପୁର: ସମ୍ଭଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ନବଜାତ ଶିଶୁ ଚୋରି ହେବା ଘଟରାର ସାଢ଼େ ୬ମାସ ପରେ ପୁଲିସକୁ ସଫଳତା ମିଳିଥିବା କୁହାଯାଉଛି। ଆଜି ସକାଳେ ପୁଲିସ ବରଗଡ଼ର ଟଲିପଡ଼ା ଅଞ୍ଚଳରୁ ଜଣଙ୍କ ଘରୁ ଏହି ନିଖୋଜ ଶିଶୁଟିକୁ ଉଦ୍ଧାର କରିଥିବା କୁହାଯାଉଛି। ତେବେ ଶିଶୁଟି ପ୍ରକୃତରେ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବରରେ ପ୍ରଭାସ୍‌ ଓ ଅନୁଷ୍କାଙ୍କ ନିର୍ବନ୍ଧ ! ତେବେ ଦୁହେଁ କିନ୍ତୁ ଚୁପ୍‌ !

ମୁମ୍ବାଇ: ବାହୁବଳୀ ଫ୍ୟାନ୍‌ଙ୍କ ଲାଗି ଖୁସି ଖବର ! କାହିଁକିନା ଏବେ ସେମାନଙ୍କର ଅତିପ୍ରିୟ ତାରକା ଯୋଡ଼ି ପ୍ରଭାସ୍‌ ଏବଂ ଅନୁଷ୍କା ସେଟ୍ଟି ରିୟଲ୍‌ ଲାଇଫରେ ଏକ ନୂଆ କୀର୍ତ୍ତିମାନ୍‌ ସ୍ଥାପନ କରିବାକୁ ଯାଉଛନ୍ତି। ପରଦାରେ ଜୀବନସାଥୀ ବନିଥିବା ଏହି ଦୁଇ କଳାକାର ବାସ୍ତବ ଜୀବନରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...