Daily Archives

October 10, 2017

ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ସେହିଭଳି ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ବିମାନରେ ସ୍ମୃତି ଇରାନି ନିଜର ପରିଚୟ ନିଜେ ପ୍ରିୟଙ୍କା ଗାନ୍ଧିଙ୍କୁ ଦେଇଥିଲେ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓ ପ୍ରିୟଙ୍କା ଗାନ୍ଧିଙ୍କର ପ୍ରଥମ ଦେଖା ସାକ୍ଷାତ ବିମାନ ହୋଇଥିଲା ବୋଲି ଖବର ମିଳିଛି। ସର୍ବଦା କଂଗ୍ରେସ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ନିକଟରେ ଏକ ସାକ୍ଷାତକାରରେ କହିଛନ୍ତିି, ‘ପ୍ରିୟଙ୍କା ଗାନ୍ଧିଙ୍କ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଉପାୟ ଆପଣାନ୍ତୁ, ସକାଳୁ ଉଠିବାର ସମସ୍ୟା ରହିବ ନାହିଁ !

ଅନେକ ଲୋକ ଅଭିଯୋଗ କରନ୍ତି ଯେ ସେମାନେ ସକାଳେ ସହଜରେ ଉଠି ପାରନ୍ତି ନାହିଁ । ଏମାନଙ୍କ ମଧ୍ୟରୁ କେତେକ ବିଳମ୍ବିତ ରାତି ଯାଏଁ ଅଫିସ୍‌ କାମ, ବା ଟିଭି ଦେଖା ଅବା ବହି ପଢାରେ ନିମଗ୍ନ ଥାଆନ୍ତି । ସେମାନେ ଡେରିରେ ଶୋଉଥିବା କାରଣରୁ ଭୋର୍‌ରୁ ଉଠିବା ସମ୍ଭବ ହୁଏ ନାହିଁ ବୋଲି କହିଥାଆନ୍ତି । ଆଉ…
ଅଧିକ ଖବର ଦେଖନ୍ତୁ...

ବାଣ ବିକ୍ରିରେ କଟକଣା: ନିୟମ ଉଲଙ୍ଘନ କଲେ କଡ଼ା କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର: ଆଗାମୀ ଦୀପାବଳିରେ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ କମିସନରେଟ ପୁଲିସ ପକ୍ଷରୁ ବାଣ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଲୋକମାନେ ରାତି ୧୦ଟା ପରେ ବାଣ ଫୁଟାଇ ପାରିବେ ନାହିଁ ବୋଲି କମିସନରେଟ ପୁଲିସ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ସେହିଭଳି ୧୨୫ଡେସିମିଲରୁ…
ଅଧିକ ଖବର ଦେଖନ୍ତୁ...

ଚିନି ମିଲ୍‌ରେ ଗ୍ୟାସ ଲିକ୍‌: ୩୦୦ରୁ ଊର୍ଧ୍ୱ ପିଲା ଅସୁସ୍ଥ

ସାମଲି: ଉତ୍ତରପ୍ରଦେଶ ସାମଲିରେ ଥିବା ଏକ ଚିନି ମିଲ୍‌ରୁ ମଙ୍ଗଳବାର ଗ୍ୟାସ ଲିକ୍‌ ହୋଇ ୩୦୦ରୁ ଅଧିକ ପିଲା ଅସୁସ୍ଥ ହୋଇ ପଡ଼ିଛନ୍ତି। ପିଲାମାନଙ୍କର ପେଟ, ଗଳା, ଆଖି, ଛାତି ଓ ଶରୀରର ବିଭିନ୍ନ ଅଙ୍ଗରେ  ଜଳାପୋଡ଼ା ଆରମ୍ଭ ହେବା ପରେ ତୁରନ୍ତ ସେମାନଙ୍କୁ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ନବମ ଶ୍ରେଣୀ ଛାତ୍ରୀଙ୍କୁ ୪ଜଣ ଯବାନଙ୍କ ଗଣଦୁଷ୍କର୍ମ ଅଭିଯୋଗ

କୋରାପୁଟ: ଜୟପୁର ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୪ଜଣ ବିଏସଏଫ୍‌ ଯବାନ ଗଣଦୁଷ୍କର୍ମ କରିଥିବା ପଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ କୋବ୍ରା ବାଟାଲିୟନର ୪ ଜଣ ଯବାନ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କୁନ୍ଦୁଲି ସେବାସିତମ ସ୍କୁଲର ଛାତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଓଲିଉଡ ନାୟକ ସମ୍ବିତ କହୁଛନ୍ତି ‘ମନ ଖାଲି ତତେ ଚାହେଁ’

ଓଲିଉଡର ଜଣେ ଜଣାଶୁଣା ନାୟକ ହେଲେ ସମ୍ବିତ । ସେ ପ୍ରେମ ଓ୍ଵଡସ ପ୍ରିୟା, ବାଳୁଙ୍ଗାଟୋକା, ଓମ୍‌ , ଗଞ୍ଜା ଲଢ଼େଇ, ଚଉକା ଛକା, ବନ୍ଧନ, କଟକ-ଦ ସିଲଭର ସିଟି, ଆଶିକ୍‌ , ‘ଲେଖିଛି ନାଆଁ ତୋର’ଏବଂ ଛାତି ତଳେ ଡିଂ ଡଙ୍ଗ୍‌ ଇତ୍ୟାଦି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି । ସମ୍ବିତ୍‌ ଇତିମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଆମାଜନରେ ମିଳୁଛି ଚାଟସିମ୍ ! ବିନା ଇଣ୍ଟରନେଟରେ ଚାଲିବ ହ୍ୱାଟସଆପ୍

ପିଲାଠୁ ବୁଢ଼ା, ଏବେ ସୋସିଆଲ ମିଡିଆର ମାୟାରେ ସମସ୍ତେ ମତୁଆଲ ହୋଇଛନ୍ତି । ସେ  ଅଫିସ୍ ହେଉ କି ଘରକାମ, ସବୁଠି  ଯୋଗାଯୋଗ ଓ ବାର୍ତ୍ତଳାପର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ-ସେ ଫେସବୁକ ହେଉ ଅବା ହ୍ୱାଟସଆପ କିମ୍ବା ଟ୍ୱିଟର । ବର୍ତ୍ତମାନ ଫେସବୁକ ଓ ଟ୍ୱିଟର ଅପେକ୍ଷା ହ୍ୱାଟସଆପକୁ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ଲକ୍ଷାଧିକ ଟଙ୍କା ଡକାୟତି ସହ ପତି,ପତ୍ନୀ ଓ ୭ ବର୍ଷର ପୁଅକୁ ତଣ୍ଟିକାଟି ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସଞ୍ଜାମରା ଗମ୍ଭାରିମଲିହା ଗାଁରେ ମାତ୍ର ୩ ମାସ ତଳେ ଦ୍ୱିତୀୟ ବିବାହ କରିଥିବା ସ୍ୱାମୀ, ଓ ତାଙ୍କ ନବ ବିବାହିତା ସ୍ତ୍ରୀଙ୍କ ଗଳାକାଟି କେହି ହତ୍ୟା କରିଛି । ଘରଠାରୁ କିଛିଦୂରରେ ପାଇକସାହି- ଠାକୁରଗଡ଼ ରାସ୍ତାର ଗୋକଣ୍ଡା ନନ୍ଦତଇଲା ପୋଲ ତଳେ ସ୍ୱାମୀ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ଭଗବାନ ରାମଙ୍କର ଶହେ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ନିର୍ମିତ ହେବ

ଉତ୍ତର ପ୍ରଦେଶ ସରକାର ଅଯୋଧ୍ୟାରେ ଏକ ଶହେ ମିଟର ଉଚ୍ଚତା ବିଶିଷ୍ଟ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାର ଯୋଜନା କରିଛନ୍ତି।ଉତ୍ତର ପ୍ରଦେଶର ରାଜଭବନରୁ ପ୍ରାପ୍ତ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାର ସରଜୁ ନଦୀ ନିକଟରେ ଏହି ଭବ୍ୟ ରାମ ମୂର୍ତ୍ତି ନିର୍ମାଣ…
ଅଧିକ ଖବର ଦେଖନ୍ତୁ...