Daily Archives

April 26, 2018

ସଲମାନ୍ ଖାନଙ୍କୁ ଅପରାଧୀ ତାଲିକାଭୁକ୍ତ କଲା ବନ୍ୟ ପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ

ମୁମ୍ବାଇ: ନିକଟରେ କୃଷ୍ଣସାର ମୃଗ ହତ୍ୟା ମାମଲାରେ ଅଭିନେତା ସଲମାନ ଖାନ ଜେଲ୍‌ ଯାଇ ଜାମିନ୍‌ରେ ଫେରିଛନ୍ତି ବୋଲି ଆପଣ ଜାଣିଥିବେ ନିଶ୍ଚୟ। ଏବେ କେତେ ଜଣ ବଛାବଛା ବନ୍ୟଜନ୍ତୁ ହତ୍ୟା ଅପରାଧୀଙ୍କ ମଧ୍ୟରେ ରହିଛନ୍ତି ସଲମାନ। ଦେଶରେ ରହିଥିବା ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ…
ଅଧିକ ଖବର ଦେଖନ୍ତୁ...

ଆଇସିସିର ନିଷ୍ପତ୍ତି: ଭାରତରେ ଚମ୍ପିଅନ୍‌ ଟ୍ରଫି ବଦଳରେ ହେବ ଓ୍ଵାଲର୍ଡ ଟି-୨୦

କୋଲକାତା: ବର୍ଷ ୨୦୨୧ରେ ଭାରତରେ ଚମ୍ପିଅନ୍‌ ଟ୍ରଫି ହେବ ନାହିଁ। ଏ ନେଇ ଆଇସିସି ଗୁରୁବାର ନିଷ୍ପତ୍ତି ନେଇଛି। କୋଲକାତାରେ ଅନୁଷ୍ଠିତ ଆଇସିସିର ବୈଠକରେ ୮ଟି ଟିମ୍‌ ନେଇ ହେଉଥିବା ମୁକାବିଲାକୁ ବନ୍ଦ କରି ଦିଆଯାଇ ଏହାକୁ ଓ୍ଵାଲର୍ଡ ଟି-୨୦ ଭାବରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

‘ତୁମେ ମୋତେ ଖୁସି କର, ମୁଁ ବି ତୁମକୁ ଖୁସି କରିବି; ଏହା ଏକ ପ୍ରଚଳିତ ଓ ପରୀକ୍ଷିତ ପ୍ରଥା’: ଶତ୍ରୁଘ୍ନ ସିହ୍ନା

ମୁମ୍ବାଇ: ବଲିଉଡ୍‌ର ନୃତ୍ୟ ନିର୍ଦ୍ଦେଶିକା ସରୋଜ ଖାନ୍‌ ଓ କଂଗ୍ରେସର ବରିଷ୍ଠ ନେତ୍ରୀ ରେଣୁକା ଚୌଧୁରୀଙ୍କ ସହ ଆଜି ସ୍ୱର ମିଳାଇଛନ୍ତି ବରିଷ୍ଠ ଅଭିନେତାରୁ ରାଜନେତା ପାଲଟିଥିବା, ଭାରତୀୟ ଜନତା ପାର୍ଟି (ବିଜେପି)ର ସାସଂଦ ଶତ୍ରୁଘ୍ନ ସିହ୍ନା। ଶ୍ରୀ ସିହ୍ନା କହିଛନ୍ତି, ମନୋରଞ୍ଜନ ଓ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ର ପାସ୍‌ଓ୍ଵାର୍ଡ଼ ଆଉ କାହା ପାଖରେ ନାହିଁ ତ? କେମିତି ଜାଣିବେ

ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ବଢ଼ୁଥିବା ଟେକ୍‌ନୋଲୋଜି ସହିତ ଅନେକ ପ୍ରକାରର ଅନ୍‌ଲାଇନ୍‌ ଠକାମି ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଏହା ମଧ୍ୟରେ ହ୍ୟାକିଂଗ୍‌ ର ଭୟ ଅଧିକ ପରିମାଣରେ ବୃଦ୍ଧି ପାଇଛି।ତେଣୁ ଏଥିରୁ ମୁକ୍ତି ପାଇବାକୁ ହେଲେ ପ୍ରଥମତଃ ଆପଣଙ୍କୁ ଆପଣଙ୍କର ‘ଫେସ୍‌ବୁକ୍‌ ଆକାଉଣ୍ଟ୍‌’ର…
ଅଧିକ ଖବର ଦେଖନ୍ତୁ...

ଅଧିନାୟକ ଭାବେ ୫୦୦୦ ରନ୍‌ ହାସଲ କରିବାରେ ଧୋନି ପ୍ରଥମ ଟି-୨୦ ବ୍ୟାଟସ୍‌ମ୍ୟାନ୍‌

ନୂଆଦିଲ୍ଲୀ: ଅଧିନାୟକ ଭାବେ ୫୦୦୦ ରନ୍‌ ହାସଲ କରିବାରେ ଧୋନି ପ୍ରଥମ ଟି-୨୦ ବ୍ୟାଟସ୍‌ମ୍ୟାନ୍‌ ହୋଇ ପାରିଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୧ତମ ସଂସ୍କରଣ ବୁଧବାର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବିରୋଧରେ ୭୦ ରନ୍‌ ସଂଗ୍ରହ କରି ଧୋନି ଏହି ବିରଳ ରେକର୍ଡଧାରୀ ହୋଇଛନ୍ତି। ଏଥି ସହିତ…
ଅଧିକ ଖବର ଦେଖନ୍ତୁ...

ଭୁଲ୍‌ କ୍ରମେ ଗୁଳି ଚଳାଇ ଥିବାରୁ କେକ୍‌ରେ ‘ସରି’ ଲେଖି ଫାୟାର୍‌ଫାଇଟର୍‌ଙ୍କୁ କ୍ଷମା ମାଗିଲେ ପୁଲିସ୍‌ ଅଧିକାରୀ

ଓ୍ଵାଶିଂଟନ: ଆମେରିକାର ଜଣେ ପୁଲିସ୍‌ ଅଧିକାରୀଙ୍କ କ୍ଷମା ମାଗିବା ଶୈଳୀ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି। ପୁଲିସ୍‌ ଅଧିକାରୀ ଜଣକ ଯେଉଁଭଳି ସ୍ୱତନ୍ତ୍ର ଭାବେ କ୍ଷମା ମାଗିଛନ୍ତି ତାହା ଏବେ ଏକ ବିଶ୍ୱସ୍ତରୀୟ ଚର୍ଚ୍ଚା ପାଳଟିିଛି। ଜଣେ ଫାୟାର୍‌ଫାଇଟର୍‌ଙ୍କୁ କ୍ଷମା ମାଗିବା ପାଇଁ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ରଣବୀର ଓ ଅଭିଷେକଙ୍କଠାରୁ ଫୁଟ୍‌ବଲ୍‌ ଖେଳ ଶିଖିବେ ନୋରା

ଫୁଟ୍‌ବଲ୍‌ ଶିଖୁଛନ୍ତି ନୋରା ଫତେହୀ! ଅଭିନୟକୁ ବାସ୍ତବ କରିବା ପାଇଁ କଳାକାରମାନେ ବେଳେ ବେଳେ ଜଣା ନ ଥିବା ବିଷୟ ଶିକ୍ଷା କରୁଥିବା, ତାଲିମ ଦ୍ୱାରା ନିଜକୁ ପ୍ରସ୍ତୁତ କରୁଥିବା କିଛି ନୂଆ କଥା ନୁହେଁ। ତେବେ, ନୋରା କୌଣସି ଫିଲ୍ମ ପାଇଁ ନୁହେଁ, ନିଜ ଶୈଶବର ସ୍ୱପ୍ନ ସାକାର କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଏଟିଏମରେ ଟଙ୍କା ନାହିଁ, ଏମାନଙ୍କ ପାଖରୁ ବାହାରିଲା ଗଦା ଗଦା ନୋଟ୍‌

ନୂଆଦିଲ୍ଲୀ : ସାରା ଦେଶରେ ନଗଦ ଅର୍ଥ ଅଭାବ ଯୋଗୁଁ ଏଟିଏମ ସେବା ପ୍ରଭାବିତ ହୋଇଥିବାବେଳେ କେତେକ ରାଜ୍ୟରେ ଏହି ସମସ୍ୟା ଅଧିକ ଉତ୍କଟ ହୋଇଛି । ଏସବୁ ରାଜ୍ୟଗୁଡ଼ିକ ହେଲା କର୍ଣ୍ଣାଟକ, ତେଲେଙ୍ଗାନା, ବିହାର ଓ ଆନ୍ଧ୍ରପ୍ରଦେଶ । ରିଜର୍ଭ ବ୍ୟାଙ୍କର ଏକ ଆକଳନ ଅନୁସାରେ ବ୍ୟାଙ୍କ ବ୍ୟବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼: ନାରାୟଣପୁରରେ ୬୦ ନକ୍ସଲ କଲେ ଆତ୍ମସମର୍ପଣ

ମାଲକାନଗିରି: ନକ୍ସଲ ବିରୋଧୀ ଅଭିଯାନ, ପୁଲିସ ଓ ସୁରକ୍ଷା ବଳଙ୍କ ଚାପ ଏବଂ ପ୍ରଶାସନର ଥଇଥାନ ନୀତିରେ ଆକର୍ଷିତ ହୋଇ ପଡ଼ୋଶୀ ଛତିଶଗଡ଼ର ନାରାୟଣପୁର ପୁଲିସ ନିକଟରେ ଗୁରୁବାର ୬୦ ଜଣ ନକ୍ସଲ ସଂଗଠନର ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। ନକ୍ସଲମାନେ ମାଓବାଦୀ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ…
ଅଧିକ ଖବର ଦେଖନ୍ତୁ...

ଏଣିକି ଓଡ଼ିଆ ଭାଷାରେ ଉପଲବ୍ଧ ହେବ ଗୁଗୁଲ ଫାଇଲସ୍‌ ଗୋ ଆପ୍‌

ଭୁବନେଶ୍ୱର : ଏଣିକି ଓଡ଼ିଆ ଭାଷାରେ ଗୁଗୁଲ ଫାଇଲସ ଗୋ ଆପ୍‌ ଉପଲବ୍ଧ ହେବ । ଗୁଗୁଲର ଫାଇଲସ୍‌ ଗୋ ଆପ୍‌ ମୋବାଇଲରେ ପ୍ରଥମ ଥର ପାଇଁ ଉପଭୋକ୍ତାଙ୍କ ମୋବାଇଲ ଫୋନ୍‌ରୁ ସ୍ପେସକୁ ବୃଦ୍ଧି କରିବା ସହିତ ଅଫଲାଇନ୍‌ ଥିବାବେଳେ ମଧ୍ୟ ଅନ୍ୟମାନଙ୍କ ସହିତ ଶୀଘ୍ର ଫାଇଲ ସେୟାର କରିବା ପାଇଁ ସୁବିଧା…
ଅଧିକ ଖବର ଦେଖନ୍ତୁ...