Daily Archives

August 18, 2018

୨୦୧୯ ଲାଗି କଂଗ୍ରେସର କସରତ ଆରମ୍ଭ: ରାଫେଲ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରିବ

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଦଳ ଆରମ୍ଭ କରିଛି କସରତ । ଦିଲ୍ଲୀରେ ସବୁ ରାଜ୍ୟ ମୁଖିଆଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସାଧାରଣ ନିର୍ବାଚନ ପାଇଁ ଏବେ ଠାରୁ ରଣନୀତି ପ୍ରସ୍ତୁତ କରିବାକୁ ଏବେ ଠାରୁ ଅଣ୍ଟା ଭିଡିଛି କଂଗ୍ରେସ । ଏଥି ପାଇଁ ଆଜି…
ଅଧିକ ଖବର ଦେଖନ୍ତୁ...

ରଂଗାରଂଗ କାର୍ଯ୍ୟକ୍ରମ ସହିତ ଏସୀୟ କ୍ରୀଡ଼ା ଉଦ୍‌ଘାଟିତ, ନୀରଜ ଚୋପ୍ରା ଧରିଲେ ‘ତ୍ରିରଙ୍ଗା’ 

ଜାକର୍ତା: ଇଣ୍ଡୋନେସିଆର ଜାକର୍ତାସ୍ଥିତ ଗେଲୋରା ବଙ୍ଗ କର୍ନୋ ମେନ୍‌ ଷ୍ଟାଡିୟମରେ ଶନିବାର ସନ୍ଧ୍ୟାରେ ଏସୀୟ କ୍ରୀଡ଼ାର ୧୮ତମ ସଂସ୍କରଣ ଉଦ୍‌ଘାଟନ ହୋଇଯାଇଛି। ଉଦ୍‌ଘାଟନୀ ସମାରୋହରେ ନୀରଜ ଚୋପ୍ରା ଭାରତୀୟ ଦଳର ନେତୃତ୍ବ ନେଇ ଜାତୀୟ ପତାକା ‘ତ୍ରିରଙ୍ଗା’ ଧରିଥିଲେ। ଏହି ଅବସରରେ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲ୍‌ ସ୍ମାର୍ଟଫୋନ ଗ୍ରାହକଙ୍କୁ ଏହି ଉପହାର ଦେଉଛି ଆମାଜନ

ନୂଆଦିଲ୍ଲୀ: ଏୟାରଟେଲର ୨୩ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ସ୍ମାର୍ଟଫୋନ୍‌ ଗ୍ରାହକଙ୍କ ପାଇଁ ଆମାଜନ ପେ ସହାୟତାରେ ଆକର୍ଷଣୀୟ ଗିଫ୍ଟ କାର୍ଡ ଉପଲବ୍ଧ ସମ୍ପର୍କରେ ଘୋଷଣା କରାଯାଇଛି। ଏୟାରଟେଲର ପ୍ରିପେଡ଼୍‌ ଏବଂ ପୋଷ୍ଟପେଡ଼୍‌ ଗ୍ରାହକଙ୍କୁ ୫୧ ଟଙ୍କା ମୂଲ୍ୟର ସ୍ପେସାଲ ଆମାଜନ ଗିଫ୍ଟ ଯୋଗାଇ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଭଉଣୀକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁଲେ ଭାଇ, ଚାଲିଗଲା ଜୀବନ

ଭଦ୍ରକ: ଭଉଣୀକୁ ବଞ୍ଚାଇବା ପାଇଁ ନଦୀକୁ ଡ଼େଇଁ ଥିବା ଭାଇର ଜୀବନ ଚାଲିଯାଇଛି। ଭଦ୍ରକ ଜିଲ୍ଲାର ତିହିଡି ଥାନା ଅନ୍ତର୍ଗତ ବଉଳପାଳ ଗ୍ରାମର ସୂର୍ଯ୍ୟକାନ୍ତ ବାରିକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହାଡା ଗ୍ରାମସ୍ଥିତ ମାଉସୀ ଘରକୁ ଆସିଥିଲେ। ଅପରାହ୍ନରେ ସୂର୍ଯ୍ୟକାନ୍ତ ମାଉସୀ ଝିଅକୁ…
ଅଧିକ ଖବର ଦେଖନ୍ତୁ...

କେରଳରେ ସ୍ଥିତି ସଂଗୀନ, ମୃତ୍ୟୁ ସଂଖ୍ୟା ୧୯୪ ଟପିଲା

କୋଚି: କେରଳରେ ବନ୍ୟାସ୍ଥିତି ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ପ୍ରବଳ ବର୍ଷା ଓ ବନ୍ୟାଫଳରେ ଗତ ଅଗଷ୍ଟ ୮ରୁ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୯୪ରେ ପହଞ୍ଚିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶମାର୍ଗରୁ ବନ୍ୟାସ୍ଥିତି ଆକଳନ…
ଅଧିକ ଖବର ଦେଖନ୍ତୁ...

ବାରିପଦା: ସ୍ପଷ୍ଟ ଦିବାଲୋକରେ କାର କାଚ ଭାଙ୍ଗି ୧ ଲକ୍ଷ ଲୁଟ, ୩ ଲ‌ୁଟେରା ଫେରାର

ବାରିପଦା: ସ୍ପଷ୍ଟ ଦିବାଲୋକରେ ଅଫିସ ପରିସରରେ ଥିବା କାର କାଚ ଭାଙ୍ଗି ଶନିବାର ୧ ଲକ୍ଷ ଟଙ୍କା ଲୁଟ ହୋଇଛି। ସୂଚନା ଅନୁସାରେ ଟାଉନ ଥାନା ଅନ୍ତର୍ଗତ କଚେରୀ ରୋଡ଼ସ୍ଥିତ ପୂର୍ତ୍ତ ଓ ଗୃହ ନିର୍ମାଣ କାର୍ଯ୍ୟାଳୟ ପରିସରରୁ ଏହି ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି। ସହରର ବିଭାସ ଚନ୍ଦ୍ର ଦାଶ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି କାର୍ଯ୍ୟ ଭାରତ ଇତିହାସରେ ପ୍ରଥମ: ତାଙ୍କର ଏପରି ଅଚାନକ ନିଷ୍ପତ୍ତି ସଭିଁଙ୍କୁ କଲା…

ନୂଆଦିଲ୍ଲୀ: ଦିଲ୍ଲୀର ଦିନ୍‌ ଦୟାଲ୍‌ ଉପାଧ୍ୟାୟ ମାର୍ଗରେ ଥିବା ଭ‌ାରତୀୟ ଜନତା ପାର୍ଟି(ବିଜେପି) ମୁଖ୍ୟ କାର୍ଯ୍ୟାଳୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମର ଶରୀରକୁ ନିଆଯିବା ବେଳେ ବତ୍ତର୍ମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶବଯାତ୍ରା ପଛେ ପଛେ ପାଦରେ…
ଅଧିକ ଖବର ଦେଖନ୍ତୁ...

ନଟିଂହାମ ଟେଷ୍ଟ: କ୍ରିଜ୍‌ରେ ଶିଖର ଧାୱନ୍‌-ଲୋକେଶ ରାହୁଲ, ଭାରତର ସ୍କୋର ୦/୪୧

ନଟିଂହାମ: ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ୩ୟ ମୁକାବିଲା ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ ପଡ଼ିଆରେ ଖେଳ ଜାରି ରହିଛି। ଟସ୍‌ ହାରି ଭାରତ ପ୍ରଥମେ ‌ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭାରତ ୧୩ ଓଭରରେ କୌଣସି ୱିକେଟ ନହରାଇ…
ଅଧିକ ଖବର ଦେଖନ୍ତୁ...

ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନ୍ନାନଙ୍କ ପରଲୋକ

ଜେନିଭା: ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନ୍ନାନଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଉଦ୍ୟମ ସ୍ମରଣୀୟ ହୋଇ ରହିଛି । ସେ ମଧ୍ୟ ଥିଲେ ଜାତିସଂଘର ପ୍ରଥମ ଆଫ୍ରିକୀୟ କୃଷ୍ଣକାୟ ମହାସଚିବ । ସ୍ୱିଜରଲାଣ୍ଡସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଫୋନରେ କଥା ହେବା ପାଇଁ ମନା କରିବାରୁ ଘରେ ପଶି ଛାତ୍ରୀଙ୍କୁ ଜିଅନ୍ତା ଜାଳିଲେ ଦୁର୍ବୃତ୍ତ

ମେରଠ : ଉତ୍ତରପ୍ରଦେଶର ମେରଠ୍‌ରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । କଥା ହେବା ପାଇଁ ମନା କରିବାରୁ ଜଣେ ଯୁବକ ନିଜର କିଛି ସାଙ୍ଗଙ୍କ ସହ ମିଶି ଜଣେ ଛାତ୍ରୀଙ୍କ ଘରେ ପଶିବା ସହ ତାଙ୍କୁ ଜିଅନ୍ତା ଜାଳି ଦେଇଛି । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ…
ଅଧିକ ଖବର ଦେଖନ୍ତୁ...