Daily Archives

August 18, 2018

ବାର୍ଦ୍ଧକ୍ୟରେ ଅନିଦ୍ରା: କାରଣ ଓ ପ୍ରତିକାର

ମଧୁମେହ, ଶ୍ୱାସ, ହୃଦରୋଗ, ସ୍ନାୟୁ ରୋଗ, ଅଷ୍ଟିଓଆର୍ଥ୍ରାଇଟିସ, ପାର୍କିନ୍‌ସନ୍‌ ଆଦି ବାର୍ଦ୍ଧକ୍ୟଜନିତ ଅନିଦ୍ରାର ମୁଖ୍ୟ କାରଣ। ଏଥିପାଇଁ ରାତିରେ ବାରମ୍ବାର ପରିସ୍ରା ଲାଗେ। ଭଲ ନିଦ ହୁଏ ନାହିଁ। ଋତୁସ୍ରାବ ବନ୍ଦ ପରେ ମହିଳାମାନେ ଅନିଦ୍ରା ସମସ୍ୟାରେ ପଡ଼ନ୍ତି। ଅନିଦ୍ରା କାରଣରୁ…
ଅଧିକ ଖବର ଦେଖନ୍ତୁ...

ଉଜ୍ୱଳ ତ୍ୱଚା ପାଇଁ ଜାଣନ୍ତୁ କେତୋଟି ଘରୋଇ ଉପଚାର

ବୟସ ବଢ଼ିବା ସହ ତ୍ବଚାର ଚମକ ଧୀରେ ଧୀରେ କମିବାରେ ଲାଗେ। କମ୍‌ ବୟସ ଥି‌େଲ ତ୍ବଚା ଯେପରି ଦିଶିଥାଏ, ବୟସ ବଢ଼ିଲେ ସେପରି ଦିଶିନଥାଏ। ତେଣୁ ବୟସ ବଢ଼ିବା ସହ ଆମକୁ ନିଜ ତ୍ବଚାର ବି ଉପଯୁକ୍ତ ଧ୍ୟା‌ନ ନେବାକୁ ପଡ଼ିବ। ସେଥିପାଇଁ ଆଜି ଆମେ ଆପଣଙ୍କ ସକାଶେ କେତୋଟି ଘରୋଇ ଉପଚାର ନେଇ କରି ଆସିଛୁ।…
ଅଧିକ ଖବର ଦେଖନ୍ତୁ...

ଆଗାମୀ ତିନିଦିନ ଧରି ଲଗାଣ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ସୂଚନା ଜାରି କଲା ପାଣିପାଗ…

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା ହେବା ସହିତ ବିଜୁଳି ଓ ଘଡ଼ଘଡ଼ି ମାରିପାରେ ବୋଲି ଶନିବାର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ଜାରି କରାଯାଇଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ମଶା ମରା ଔଷଧର ରହିଛି ଶରୀର ଉପରେ ନକାରାତ୍ମକ ପ୍ରଭାବ

ଘରୁ ମଶା ତଡ଼ିବା ପାଇଁ ବ୍ୟବହୃତ ଏକାଧିକ ମଶାମରା ଔଷଧ ସ୍ୱାସ୍ଥ୍ୟ ହାନିକାରକ। ମଶା ମରା କଏଲ୍‌, ମ୍ୟାଟ୍‌, ଲୋସନ୍‌, ଅଏଣ୍ଟ୍‌ମେଣ୍ଟ ଆଦିରୁ ବାହାରୁଥିବା ଧୂଆଁ ଆମେ ପ୍ରଶ୍ୱାସରେ ଗ୍ରହଣ କରିବା ଦ୍ୱାରା ଶରୀର ଉପରେ ତାହାର ନକାରାତ୍ମକ ପ୍ରଭାବ ପଡ଼େ। ପାଇରେଥ୍ରୀନ୍‌, ଆଲେଥ୍ରୀନ୍‌,…
ଅଧିକ ଖବର ଦେଖନ୍ତୁ...

୧୫,୦୦୦ଟଙ୍କା ମଧ୍ୟରେ ମିଳୁଥିବା ଏହି ୩ଟି ଡୁଆଲ କ୍ୟାମେରା ସ୍ମାର୍ଟଫୋନର ବଜାର ଚାହିଦା ରହିଛି

ନୂଆଦିଲ୍ଲୀ: ଯଦି ଆପଣ ନୂଆ ସ୍ମାର୍ଟ ଫୋନ କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆମେ ଆପଣଙ୍କୁ ୩ଟି ସ୍ମାର୍ଟଫୋନର ତାଲିିକା ଦେଇଛୁ । ଯେଉଁ ଥିରେ ଡୁଆଲ କ୍ୟାମେରା ରହିଛି ଓ ଯାହାର ମୁଲ୍ୟ ୧୫,୦୦୦ ଟଙ୍କାରୁୁ ବି କମ୍‌ । ଆପଣଙ୍କ ଜଣାଇ ଦେବାକୁ ଚାହୁଁଛୁ ଡୁଆଲ ରିୟର କ୍ୟାମେରାର ଚାହିଦା ଏବେ…
ଅଧିକ ଖବର ଦେଖନ୍ତୁ...

ଅଜବ ଏ ଯୁବତୀଙ୍କ ନିଶା ! ୧୬ ଅଜଗର ସହ ରହୁଛନ୍ତି ଘରେ

ସାଧାରଣ ଭାବେ ସାପ କଥା ଶୁଣିଲେ ଆମ ଭିତରେ ଏକ ଭୟ ସୃଷ୍ଟି ହୋଇଯାଏ । ଚିଡ଼ିଆଖାନା କିମ୍ବା କୌଣସି ଜାତୀୟ ଉଦ୍ୟାନରେ ଯଦି ସାପକୁ ଦେଖୁ ତା’ହେଲେ ଚଳିବ ବୋଲି ଭାବୁ। କିନ୍ତୁ ଥରେ ଭାବନ୍ତୁ ଆପଣଙ୍କ ଘରେ କିମ୍ବା ବଗିଚାରେ ଯଦି ଆପଣ ସାପକୁ ନିକଟରୁ ଦେଖିବେ ତେବେ କ’ଣ ହବ? କିନ୍ତୁ ୨୧ ବର୍ଷର ଏହି…
ଅଧିକ ଖବର ଦେଖନ୍ତୁ...

ବାହାଘର ଏଡ଼ାଇବା ପାଇଁ ସାଙ୍ଗ ଘରେ ୩ ଦିନ କବାଟରେ ତାଲା ପକାଇ ପଶିଥିଲେ ବାଜପେୟୀ

କାନପୁର: ଅଟଳ ପ୍ରତିଜ୍ଞା ଯୋଗୁଁ ଅଟଳବିହାରୀ ବାଜପେୟୀ ଅବିବାହିତ ରହିଥିଲେ। ବାପା ତାଙ୍କ ପାଇଁ ଝିଅ ଖୋଜୁଛନ୍ତି ବୋଲି ଜାଣିବା ପରେ ସେ ଜଣେ ସାଙ୍ଗ ଘରେ ପଶି ବାହାରୁ ତାଲା ପକାଇ ତିନି ଦିନ ରହିଥିଲେ। ଏ କଥା ଶୁକ୍ରବାର ଦିନ କହିଛନ୍ତି ତାଙ୍କ ବନ୍ଧୁ ଗୋରେ ଲାଲ୍‌ ତ୍ରିପାଠୀଙ୍କ ପୁଅ ବିଜୟ…
ଅଧିକ ଖବର ଦେଖନ୍ତୁ...

ସଂଜୟ ଦତ୍ତଙ୍କୁ ମିଳିଗଲେ ଗର୍ଲଫ୍ରେଣ୍ଡ ନଂ-୩୦୯ , ଜାଣନ୍ତୁ ସେ କିଏ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଂଜୟ ଦତ୍ତ ଏବେ ଚର୍ଚ୍ଚାରେ ଅଛନ୍ତି। ଏବେ ଶୁଣିବାକୁ ମିଳୁଛି ଯେ ସଂଜୟ ଦତ୍ତଙ୍କ ଜୀବନରେ ଜଣେ ନୂଆ ଗର୍ଲଫ୍ରେଣ୍ଡ ଙ୍କର ଏଣ୍ଟ୍ରି ଘଟିଛି। ସେ ହେଉଛନ୍ତି ତାଙ୍କର ଗର୍ଲଫ୍ରେଣ୍ଡ ନଂ-୩୦୯ । ଏହି ପ୍ରେମିକାଙ୍କ ସହିତ ସଂଜୟଙ୍କର ଆଫେଆର୍‌କୁ ନେଇ ପତ୍ନୀ ମାନ୍ୟତା…
ଅଧିକ ଖବର ଦେଖନ୍ତୁ...

ସେପଟେ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ, ଏପଟେ ଏଲଓସିରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ

ନୂଆଦିଲ୍ଲୀ: ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାଁ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଭାରତ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଯୋର ଦେଉଥିବା ଇମ୍ରାନ ଖାଁ ଇସଲାମାବାଦ ଠାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଥିବା ବେଳେ ଏପଟେ…
ଅଧିକ ଖବର ଦେଖନ୍ତୁ...

ପୁଅ ଜନ୍ମଦିନ ପାଳନର କିଛି ସମୟ ପରେ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ରୋହତକ୍‌: ଜିନ୍ଦସ୍ଥିତ ଘରେ ପୁଅ ଜନ୍ମଦିନ ପାଳିବାର କିଛି ସମୟ ପରେ ପ୍ରେମିକ ସହ ମିଶି ଜଣେ ସ୍ତ୍ରୀ ତାଙ୍କ ୨୮ ବର୍ଷିୟ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଥିବା କଥା ପୁଲିସ କହିଛି। ମୃତ ବ୍ୟକ୍ତିଙ୍କ ନାମ ଜୋଗିନ୍ଦର ସିଂହ ଓ ସେ ଜଣେ ଶ୍ରମିକ। ଜୋଗିନ୍ଦରଙ୍କୁ ଛୁରାମାରି…
ଅଧିକ ଖବର ଦେଖନ୍ତୁ...