Daily Archives

February 20, 2019

ବରଫ ଝଡ଼ରେ ଫସି ୬ ସେନା ଯବାନ ମୃତ ଆଶଙ୍କା

ନୂଆଦିଲ୍ଲୀ  : ଭାରତୀୟ ସେନା ପାଇଁ ଏକ ଦୁଃଖଦ ଖବର । ହିମାଚଳ ପ୍ରଦେଶରେ ଚୀନ ସୀମାକୁ ଲାଗିଥିବା କନ୍ନୁର ଜିଲ୍ଲାରେ ଆଜି ଏକ ଭୟଙ୍କର ବରଫ ଝଡ଼ରେ ଫସି ପ୍ରାୟ ୬ ଜଣ ସେନା ଯବାନ ପ୍ରାଣହରାଇଥିବା ଆଶଙ୍କା କରାଯାଉଛି । ଆଜି ଦିନ ୧୧ଟା ୩୦ରେ ସେନା ଅନ୍ତର୍ଗତ ଜେକେ ରାଇଫଲର ଏହି ଯବାନମାନେ…
ଅଧିକ ଖବର ଦେଖନ୍ତୁ...

ନିଆରା ଢଙ୍ଗରେ ପ୍ରତିବାଦ; ଶୌଚାଳୟରେ ଲାଗିବ ପାକିସ୍ତାନ ପତାକା ଥିବା ଟାଇଲ୍‌ସ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ପୁଲୱାମାଠାରେ ବିସ୍ଫୋରଣରରେ ୪୦ ଯବାନ ସହିଦ ହେବା ପରେ ସାରାଦେଶରେ କ୍ରୋଧ, ଦୁଃଖ ଓ ଆକ୍ରୋଶର ମାହୋଲ। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଲୋକେ ପାକିସ୍ତାନ ବିରୋଧରେ ନାରାବାଜି କରୁଛନ୍ତି। ପାକ୍‌ ବିରୋଧରେ ଲୋକେ ଲେଖା ମାଧ୍ୟମରେ ହେଉ କି ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ସହିଦ ଯବାନଙ୍କ ସଂପର୍କୀୟଙ୍କୁ ଭେଟି ସମବେଦନା ଦେଲେ ଭାଇଭଉଣୀ, ବାପା ରାଜୀବ ଗାନ୍ଧୀଙ୍କୁ ମନେପକାଇ ସାନ୍ତ୍ୱନା ଦେଲେ…

ସାମ୍‌ଲି: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନୂଆ କରି ଦଳର ମହାସଚିବ ଭାବେ ନିଯୁକ୍ତ ହୋଇଥିବା ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ମିଶି ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାର ଲୋକଙ୍କୁ ବୁଲି ବୁଲି ଭେଟିଛନ୍ତି। ରାହୁଲ ଏବଂ ପ୍ରିୟଙ୍କା ବୁଧବାର…
ଅଧିକ ଖବର ଦେଖନ୍ତୁ...

ଯୋଗୀ ମିଛୁଆ, ‘କାଳିଆ’ ଯୋଜନାରେ ଭ୍ରଷ୍ଟାଚାର ହେବାର ପ୍ରଶ୍ନ ଉଠୁନି: ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ

ଭୁବନେଶ୍ୱର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିଜେଡି ମୁଖପାତ୍ର ପ୍ରତାପ ଦେବ କଡ଼ା ଜବାବ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ ଯୋଗୀଙ୍କ ଟାର୍ଗେଟ ପ୍ରସଙ୍ଗରେ ପ୍ରତାପ ଦେବ କହିଛନ୍ତି, କାଳିଆ ଯୋଜନାରେ ଭ୍ରଷ୍ଟାଚାର ହେବାର ପ୍ରଶ୍ନ ଉଠୁ ନାହିଁ। ରାଜ୍ୟ ସରକାର ‘ଡିବିଟି’…
ଅଧିକ ଖବର ଦେଖନ୍ତୁ...

ଚାଷୀ ଆନ୍ଦୋଳନ ନେଇ ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରାଇସ୍‌, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଂଗଠନର ଆହ୍ଵାନରେ ଗୁରୁବାର ପ୍ରସ୍ତାବିତ ‘ଓଡ଼ିଶା ବନ୍ଦ’ ଡାକରା ଯୋଗୁଁ ଲୋକେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଆନ୍ଦୋଳନ ଯୋଗୁଁ ଯାନବାହାନ ଚଳାଚଳ ଏବଂ ଲୋକମାନେ ପ୍ରଭାବିତ ହେବେ। ଚାଷୀ ଆନ୍ଦୋଳନ ଏବଂ ବନ୍ଦଡାକରାକୁ…
ଅଧିକ ଖବର ଦେଖନ୍ତୁ...

ସହିଦ୍‌ଙ୍କ ପରିବାରକୁ ଦାନ କରିବା ପାଇଁ ଏହି ଯୁବକ ୬ଦିନରେ ଏଭଳି ଭାବେ ଜମା କଲେ ୬କୋଟି ଟଙ୍କା

ପୁଲଓ୍ଵାମା: ଜମ୍ମୁ ଏବଂ କଶ୍ମୀର ପୁଲଓ୍ଵାମାରେ ଫେବ୍ରୁଆରି ୧୪ରେ ସିଆରପିଏଫ ବସ୍‌ ଉପରେ ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ କରିଥିଲେ । ଏଥିରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଏହି ଘଟଣାର ଗୋଟିଏ ଦିନ ପରେ ମେଜର ଚତ୍ରେଶ ସିଂହ ନିୟନ୍ତ୍ରଣ ରେଖା ନିକଟରେ ବୋମାକୁ ନିଷ୍କ୍ରିୟ କରୁଥିବା ସମୟରେ ସହିଦ…
ଅଧିକ ଖବର ଦେଖନ୍ତୁ...

ମିତ୍ରପୁର ଏମ୍‌ଆଇଆଇଟି କମ୍ପ୍ୟୁଟର ସେଣ୍ଟରରେ ରକ୍ତଦାନ ଶିବିର ଆୟୋଜିତ

କାଂଶ: ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ମିତ୍ରପୁର ବଜାରରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ତିଓ୍ଵାଇଏଫ୍‌ଆଇ, ଏମ୍‌ଆଇଆଇଟି, ଲାଇନ୍ସ କ୍ଲବ୍‌, ବଜାର କମିଟି, ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ଆୟୋଜିତ ହୋଇଥିଲା। ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ଉକ୍ତ ଶିବିରକୁ ପୁଲଓ୍ଵାମା ସହିଦଙ୍କ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ହାମ୍‌ଲାରେ ପାକ୍‌ ସେନା ସଂପୃକ୍ତିର ପ୍ରମାଣ ମିଳିବା ପରେ ମାସୁଦ୍‌ ଆଝାର ଓ ହାଫିଜ୍‌ ସୟିଦ୍‌କୁ ଆତ୍ମଗୋପନ…

ନୂଆଦିଲ୍ଲୀ: ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲାରେ ସିଆରପିଏଫ୍‌ର ୪୦ ଯବାନ ସହିଦ୍‌ ହେବା ପରେ ପାକିସ୍ତାନ ଉପରେ ଅନ୍ତର୍ଜାତିକ ଚାପ ପ୍ରତିଦିିନ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ପକ୍ଷରେ ସାମରିକ କାର୍ଯ୍ୟାନୁଷ୍ଠାନ ଜରିଆରେ ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ଭାରତ ଭୟଙ୍କର ଭାବେ ପ୍ରତିଶୋଧ…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ: ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

କାମାକ୍ଷାନଗର: ପାରିବାରିକ କଳହରୁ ମହିଳାଙ୍କୁ କିରୋସିନ୍‌ ଢାଳି ନିଆଁରେ ପୋଡି ହତ୍ୟା କରାଯାଇଥିବା ବୁଧବାର ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗାଁରୁ ଏଭଳି ଅଭିଯୋଗ ଆସିଛି। କୁଲୁ ନାୟକଙ୍କ ସ୍ତ୍ରୀ ସୁଚିତ୍ରା(୨୪) ମୃତକ ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁଯାଇ…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ବାମା ଆକ୍ରମଣ ପାଇଁ ପ୍ରଥମେ ଫେବ୍ରୁଆରି ୯କୁ ବଛାଯାଇଥିଲା

ନୂଆଦିଲ୍ଲୀ : ଗତ ୧୪ ତାରିଖରେ ହୋଇଥିବା ପୁଲଓ୍ବାମା ଆକ୍ରମଣ ସଂପର୍କରେ କେତେକ ନୂଆ ତଥ୍ୟ ସାମନାକୁ ଆସିଛି । ମୂଳ ଯୋଜନା ଅନୁସାରେ ଏହି ଆକ୍ରମଣ ଫେବ୍ରୁଆରି ୯ରେ ହେବାର ଥିଲା । ଏହି ଦିନ ଅଫଜଲ ଗୁରୁକୁ ଫାଶୀ ଦିଆଯାଇଥିବାରୁ ତାହାର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ ଯୋଜନା କରିଥିବା ଜୈଶ ଇ…
ଅଧିକ ଖବର ଦେଖନ୍ତୁ...