Daily Archives

February 20, 2019

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ଅନ୍ୟ ଖେଳାଳିଙ୍କ ଫଟୋକୁ ମ୍ୟୁଜିୟମ୍‌ରୁ ହଟାଇଲା ହିମାଚଳ ପ୍ରଦେଶ…

ସିମ୍‌ଲା: ପୁଲଓ୍ଵାମା ଆକ୍ରମଣ ପରେ ସାରା ଦେଶ ପାକିସ୍ତାନ ଉପରେ ଗରମ ହୋଇ ରହିଥିବା ବେଳେ ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌(ଏଚ୍‌ପିସିଏ) ମଧ୍ୟ ପାକିସ୍ତାନକୁ ଉଚିତ ଜବାବ ଦେବାକୁ ପଛାଇ ନାହିଁ। ଜାଣିବାକୁ ମିଳିଛି ଯେ ଧର୍ମଶାଳା ଷ୍ଟାଡିୟମ୍‌ରେ ଥିବା ମ୍ୟୁଜିୟମ୍‌ରେ ଲାଗିଥିବା…
ଅଧିକ ଖବର ଦେଖନ୍ତୁ...

ବମିଖାଲ ଓଭର ବ୍ରିଜକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବହୁ ପ୍ରତିକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ସ୍ଥାନ ବମିଖାଳ ଓଭର ବ୍ରିଜକୁ ଉଦ୍‌ଘାଟନ କରିଛନ୍ତି। ପ୍ରାୟ ୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜ ଉଦ୍‌ଘାଟନ ହେବା ପରେ ବମିଖାଲରୁ ସହିଦ ନଗର ଏବଂ…
ଅଧିକ ଖବର ଦେଖନ୍ତୁ...

ବ୍ରାଇଟ୍‌ନେସ୍‌ ଫୁଲ କରି ବ୍ୟବହାର କରୁଥିଲେ ମୋବାଇଲ୍‌, ଆଖିରେ ହେଲା ୫୦୦ଟି ଛିଦ୍ର

ତାଇବାନ୍‌: ଆଜିକାଲି ସାଧାରଣତଃ ଲୋକମାନେ ଘଣ୍ଟାଘଣ୍ଟା ଧରି ମୋବାଇଲ୍‌ରେ ସମୟ ବିତାଉଥିବାର ଦେଖିବାକୁ ମିଳିଥାଏ। ଦିନକୁ ଦିନ ବଢ଼ୁଥିବା ଆପ୍‌ କାରଣରୁ ମୋବାଇଲ୍‌ ସହିତ ଅଧିକରୁ ଅଧିକ ସମୟ ବିତାଉ ଥିବାର ଘଟଣା ସାମ୍ନାକୁ ଆସିଛି। କିଛିବର୍ଷ ତଳେ ଲୋକମାନେ ମୋବାଇଲ୍‌ରେ ଏକଘଣ୍ଟା କିମ୍ବା…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଓଡ଼ିଶା ବନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ

ଭୁବନେଶ୍ୱର: ପ୍ରାଇସ୍‌, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଂଗଠନର ଆହ୍ଵାନରେ ଗୁରୁବାର ପ୍ରସ୍ତାବିତ ‘ଓଡ଼ିଶା ବନ୍ଦ’ ଡାକରା ଯୋଗୁଁ ଲୋକେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଆନ୍ଦୋଳନ ଯୋଗୁଁ ଯାନବାହାନ ଚଳାଚଳ ଏବଂ ଲୋକମାନେ ପ୍ରଭାବିତ ହେବେ। ମାଟ୍ରିକ୍‌ ପରୀକ୍ଷାର…
ଅଧିକ ଖବର ଦେଖନ୍ତୁ...

ଆଗ୍ରାର ହୋଟେଲ ଆଗରେ ନୋଟିସ ମରାଯାଇଛି : କାଶ୍ମୀର ଲୋକଙ୍କୁ ପ୍ରବେଶ ମନା

ଆଗ୍ରା : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ କାଶ୍ମୀର ଲୋକମାନଙ୍କ ପ୍ରତି ଦେଶର ଅନ୍ୟ ଅଂଚଳରେ ଅସୂୟାଭାବ ସୃଷ୍ଟି ହୋଇଥିବା ଦେଖାଯାଇଛି । ଆଗ୍ରାର କେତେକ ହୋଟେଲରେ କାଶ୍ମୀର ଲୋକମାନଙ୍କୁ ରୁମ ଦିଆଯିବ ନାହିଁ ବୋଲି ଲେଖାଥିବା ପୋଷ୍ଟର ମରାଯାଇଛି । ଆଗ୍ରାର କିଷାନ ଲଜର ମ୍ୟାନେଜର ରଜାବ…
ଅଧିକ ଖବର ଦେଖନ୍ତୁ...

ସହିଦଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଜୋତା ପିନ୍ଧି ବସିଥିବା ବିଜେପିର ବରିଷ୍ଠ ନେତାମାନଙ୍କୁ ତଡ଼ିଲେ ସଂପର୍କୀୟ, ଭିଡିଓ…

ଲକ୍ଷ୍ନୌ: ଭାରତୀୟ ଜନତା ପାର୍ଟି(ବିଜେପି)ର କିଛି ବରିଷ୍ଠ ନେତା ଜଣେ ସହିଦ ଯବାନଙ୍କୁ ଅସମ୍ମାନ କରିଥିବା ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହେବା ନେଇ ପୂରା ଦେଶ ଶୋକ ମନାଉଥିବା ବେଳେ ଜଣେ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ବଡ଼ଭାଇର କାଠ ଫାଳିଆ ମାଡ଼ରେ ସାନ ଭାଇର ମୃତ୍ୟୁ ଅଭିଯୋଗ

ସୁନ୍ଦରଗଡ଼: ତଳସରା ଥାନା ଅନ୍ତର୍ଗତ ବାଲିଶଙ୍କରା ବସଷ୍ଟାଣ୍ଡସାହିରେ ବଡ଼ଭାଇର କାଠ ଫାଳିଆ ଆକ୍ରମଣରେ ସାନ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପାରିବାରିକ କଳହକୁ ନେଇ ମଙ୍ଗଳବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ପାଇ ପୁଲିସ ମୃତଦେହ ଜବତ କରିଛି। ରିପୋର୍ଟ ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ ପ୍ରେମ୍‌ରେ ଫସିଗଲେ କୋରାପୁଟ୍‌ର ଯୁବତୀ, ଅସହାୟ ଅବସ୍ଥାରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ଜଣେ ଯୁବକଙ୍କ ପ୍ରେମରେ ପଡ଼ିବା ପରେ କୋରାପୁଟ ଜିଲ୍ଲାର ଦାମନଯୋଡ଼ି ଅଂଚଳର ଜଣେ ଯୁବତୀ ଘର ଛାଡ଼ିଛନ୍ତି। ସ୍ୱାମୀଙ୍କ ଦ୍ୱାରା ନିର୍ଯ୍ୟାତନା ସହି ନ ପାରି ଶ୍ୱଶୁର ଘର ଛାଡ଼ିବା ପରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଫେସ୍‌ବୁକ୍‌ ମାଧ୍ୟମରେ ଉଭୟ…
ଅଧିକ ଖବର ଦେଖନ୍ତୁ...

ଏହି ଅପରିଷ୍କାର ଜୋତାର ମୂଲ୍ୟ ୬୨ ହଜାର ଟଙ୍କା, କମ୍ପାନିର ଏକ ପ୍ରଡକ୍ଟକୁ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କଥାରେ ଅଛି ମଣିଷର ବ୍ୟକ୍ତିତ୍ୱ ତାହାର ଜୋତାରୁ ହିଁ ଜଣାପଡ଼ିଥାଏ। ସେଥିପାଇଁ ପ୍ରାୟଲୋକ ନିଜ ଜୋତା ଓ ଚପଲ ଉପରେ ବିଶେଷ ଧ୍ୟାନ ଦେଇ ଥାଆନ୍ତି। ଏଥିପାଇଁ ମାର୍କେଟରେ ବିଭିନ୍ନ ପ୍ରକାର ଜୋତା ଲୋକାଲରୁ ନେଇ ଫରେନ୍‌ ବ୍ରାଣ୍ଡ ପର୍ଯ୍ୟନ୍ତ ବିକ୍ରି ବି ହୋଇଥାଏ। କିଛି ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ସେନାର ଅନୁମତି ମିଳିବା ପରେ ହିଁ ପୁଲଓ୍ଵାମା ଘଟଣା ସଂପର୍କରେ ମୁହଁ ଖୋଲିଥିଲେ ଇମ୍ରାନ ଖାଁ : ରେହାମ ଖାଁ

ଲଣ୍ଡନ : ଜାମ୍ମୁ  ଓ କାଶ୍ମୀରର ପୁଲଓ୍ଵାମାରେ ଗତ ୧୪ ତାରିଖରେ ଆତଙ୍କବାଦୀ ଆକ୍ରମଣ ହେଲା । କିନ୍ତୁ ଏହାର  ୫ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମୁହଁ ଖୋଲିଲେ । ଏହାର କାରଣ କ’ଣ ? ଏହାର ଏକ କାରଣ ଦର୍ଶାଇଛନ୍ତି ଇମ୍ରାନ ଖାଁଙ୍କ ୨ ନମ୍ବର ପତ୍ନୀ ରହିସାରିଥିବା ରେହମ…
ଅଧିକ ଖବର ଦେଖନ୍ତୁ...