Daily Archives

May 14, 2019

ବିଜେପି ଓ ମୋଦି କ୍ଷମତାରେ ଥିବା ପର୍ଯ୍ୟନ୍ତ ଭାରତ ଫେରିବି ନାହିଁ : ଜାକିର ନାଏକ

ନୂଆଦିଲ୍ଲୀ : ବିବାଦୀୟ ଇସ୍ଲାମିକ ପ୍ରଚାରକ ଜାକିର ନାଏକ କହିଛି ଯେ ଭାରତରେ ବିଜେପି ଓ ମୋଦିଙ୍କ ଶାସନ ଥିବା ପର୍ଯ୍ୟନ୍ତ ସେ ଫେରିବ ନାହିଁ । କାରଣ ଏହି ଦଳ ଶାସନରେ ଥିବା ପର୍ଯ୍ୟନ୍ତ ତାକୁ ଉପଯୁକ୍ତ ନ୍ୟାୟ ମିଳିବ ନାହିଁ ବୋଲି ସେ ଦ ଓ୍ଵିକ ପତ୍ରିକାକୁ ଏକ ସାକ୍ଷାତକାର ଦେଇ କହିଛି । ସେ…
ଅଧିକ ଖବର ଦେଖନ୍ତୁ...

ଜଣାଶୁଣା ଟେଲି ଅଭିନେତ୍ରୀ ରାଜେଶ୍ୱରୀଙ୍କୁ କର୍କଟ, ଫେସ୍‌ବୁକ୍‌ରେ ଲେଖିଲେ ଭାବପ୍ରବଣ ପୋଷ୍ଟ୍‍

ଭୁବନେଶ୍ୱର: ଓଡ଼ିଆ ଟେଲି ଜଗତର ଜଣାଶୁଣା ଚେହେରା ରାଜେଶ୍ୱରୀ ରାୟ ମହାପାତ୍ର କର୍କଟ ରୋଗରେ ଆକ୍ରାନ୍ତ। ତାଙ୍କୁ ମସ୍ତିଷ୍କ ଏବଂ ଫୁସ୍‌ଫୁସ୍‌ କର୍କଟ ହୋଇଛି ବୋଲି ସେ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ସୂଚନା ଦେଇଛନ୍ତି। ରାଜେଶ୍ୱରୀ ତାଙ୍କ ଫେସ୍‌ବୁକ୍‌ରେ ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି,…
ଅଧିକ ଖବର ଦେଖନ୍ତୁ...

କୋଲକତା : ଅମିତ ଶାହାଙ୍କ ଗାଡ଼ିକୁ ଲାଠି ଫିଙ୍ଗାଯିବା ପରେ ବିଜେପି-ତୃଣମୂଳ କର୍ମୀଙ୍କ ମଧ୍ୟରେ ହିଂସା

କୋଲକତା : ପଶ୍ଚିମବଙ୍ଗରେ ଏଥରର ନିର୍ବାଚନ ବେଶ ହିଂସାବହୁଳ ରହିଛି । ରାଜ୍ୟରେ ହୋଇଥିବା ପ୍ରତିଟି ପର୍ଯ୍ୟାୟରେ ବ୍ୟାପକ ହିଂସା, ଦେଖାଦେଇଛି । ଏହି ହିଂସାକାଣ୍ଡ କରିବାରେ ଶାସକ ତୃଣମୂଳ କଂଗ୍ରେସ କର୍ମୀମାନେ ଆଗୁଆ ଥିବା ବିଜେପି ଅଭିଯୋଗ କରିଛି । ଆଜି କୋଲକତାରେ ବିଜେପି ସଭାପତି ଅମିତ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ମଡେଲ୍‌ ମିଲିନ୍ଦଙ୍କ ମାଆ, ୮୦ ବର୍ଷ ବୟସରେ ବି ପୁଅ ସହ ମାରୁଛନ୍ତି ଦଣ୍ଡ

ନୂଆଦିଲ୍ଳୀ: ମଡେଲ୍‌ ମିଲିନ୍ଦ ସୋମନଙ୍କୁ ଅଣଆନୁଷ୍ଠାନିକ ଭାବେ ଫିଟ୍‌ନେସ୍‌ର ଆମ୍ବାସଡର ବୋଲି କହିଲେ କିଛି ଭୁଲ୍‌ ହେବ ନାହିଁ। କିପରି ଭାବେ ଜୀବନରେ ଫିଟ୍‌ନେସ୍‌ର ଗୁରୁତ୍ୱ ରହିଛି ଏହି ମଡେଲ୍‌ ତଥା ଅଭିନେତା ଜଣକ ସବୁବେଳେ ଲୋକଙ୍କୁ ସେ ବିଷୟରେ ବାର୍ତ୍ତା ଦେଇ ଆସିଛନ୍ତି। ସେ ଶିକ୍ଷା…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ସମର୍ଥନ ଜଣାଇଲା ଜେଡିୟୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ଜନତା ଦଳ ୟୁନାଇଟେଡ (ଜେଡିୟୁ) ସମର୍ଥନ ଜଣାଇଛି। ସଂଯୁକ୍ତ ଜନତା ଦଳର ମହାସଚିବ ତଥା ସାଂସଦ କେ.ସି ତ୍ୟାଗୀ କହିଛନ୍ତି, ଓଡ଼ିଶା ଏକ ପ୍ରାକୃତିକ ଦୁର୍ବିପାକ ପ୍ରବଣ ରାଜ୍ୟ। ସେଥିପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ନବରଂଗପୁର: ବିଦ୍ୟୁତ ଖୁଣ୍ଟରୁ ପଡି ଯୁବକଙ୍କ ମୃତ୍ୟୁ

ନବରଙ୍ଗପୁର: ଗ୍ରାମାଂଚଳ ଥାନା ଅନ୍ତର୍ଗତ ଏକମ୍ବା ଗାଁରେ ମଙ୍ଗଳବାର ବିଦ୍ୟୁତ ଖୁଣ୍ଟରୁ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଯୁବକ ଜଣକ ହେଲେ ନବରଙ୍ଗପୁର ବ୍ଲକର ଦଶପୁର ଗାଁର ଡମୁ ଭତରା। ବିଦ୍ୟୁତ ଉପୋଭକ୍ତାଙ୍କୁ ଲାଇନ ଦେବା ପାଇଁ ଡମୁ ବିଦ୍ୟୁତ ଖୁଣ୍ଟକୁ ଚଢ଼ିିଥିଲେ। ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ନବରଂଗପୁର: ନବବଧୁଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପା ଘର ଲୋକେ

ନବରଙ୍ଗପୁର: ଝରିଗାଁ ବ୍ଲକର ଧାମନାଗୁଡା ପଞ୍ଚାୟତର ଏକମ୍ବା ଗାଁରେ ମଙ୍ଗଳବାର ଏକ ନବବଧୂ ଚିତ୍ତମଣି ମାଝୀ (୧୮)ଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ନବବଧୂର ମୃତ୍ୟୁ ନେଇ ଝିଅର ବାପା ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେହି ବ୍ଲକର କାନାକୋଟ ପଞ୍ଚାୟତର ବୁଆଲିବେଡା ଗାଁର ଚିତ୍ତମଣି ମାଝୀ…
ଅଧିକ ଖବର ଦେଖନ୍ତୁ...

ସରୁନି ବାଲେଶ୍ୱର ଜିଲ୍ଲା ହସ୍ପିଟାଲ୍‌ ସମସ୍ୟା: ଭିତ୍ତିଭୂମି ବଦଳିଲା, ସ୍ଥିତି ବଦଳିଲାନି

ବାଲେଶ୍ବର,(ମନୋଜ କୁମ‌ାର ରାଉଳ): ପୁରୁଣା ଭିତ୍ତିଭୂମିକୁ ବଦଳାଯାଇ ନୂଆ ଭିତ୍ତିଭୂମି ଗଢ଼ାହେଲା। ନୂତନ ବିଲ୍ଡିଂ ନିର୍ମାଣ ହେଲା। ବିଭିନ୍ନ ରୋଗ ପାଇଁ ସ୍ବତନ୍ତ୍ର ବିଭାଗ ଓ ସେଥିରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଲେ। ଷ୍ଟାଫ୍‌ନର୍ସ ଓ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଲେ। ସର୍ବୋପରି…
ଅଧିକ ଖବର ଦେଖନ୍ତୁ...

ଶାଶୂ ସହ ଝଗଡ଼ା ପରେ ବିଷ ପିଇ ଓ ସ୍ୱାମୀ ସହ ଝଗଡ଼ା ପରେ କିରୋସିନ ଢାଳି ନିଆଁ ଲଗାଇ କଲେ ଆତ୍ମହତ୍ୟା

ପୁଣେ: ବାରମ୍ବାର ଦାମ୍ପତ୍ୟ କଳହ ଲାଗି ରହୁଥିବା ହେତୁ ରବିବାର ପୁଣେର ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ୩୩ ବର୍ଷୀୟା ଆୟୁର୍ବେଦୀ ମେଡିସିନ୍‌ ଛାତ୍ର ଯୋଗୀତା ଚେତନ ଚୌଧୁରୀ। ସେ ତାଙ୍କ ସ୍ୱାମୀ ଚେତନ ଚୌଧୁରୀଙ୍କ ସହ ପୁଣେର…
ଅଧିକ ଖବର ଦେଖନ୍ତୁ...

ଗରମରୁ ମୁକ୍ତି କାଳ ହେଲା: ନଦୀରେ ବୁଡି ପ୍ରାଣ ହରାଇଲେ ୨ ଯୁବକ

ଯାଜପୁର: ଗରମରୁ ଆଶ୍ୱସ୍ତିି ନେଇଗଲା ଜୀବନ। ପ୍ରଚଣ୍ଡ ଖରାର ଗରମ ଲାଘବ ପାଇଁ ସାଙ୍ଗମାନେ ଏକତ୍ରିତ ହୋଇ ନଦୀକୁ ଗାଧୋଇ ଯାଇଥିଲେ। ହେଲେ ନଦୀ ସ୍ରୋତରେ ସେମାନେ ବୁଡି ଯାଇ ପ୍ରାଣ ହରାଇଛନ୍ତି। ଏପରି ଦୁଃଖ ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକ ଦ୍ଵୟ ଯୁବକ ହୋଇଥିବାରୁ…
ଅଧିକ ଖବର ଦେଖନ୍ତୁ...