Daily Archives

May 14, 2019

ଏଲଟିଟିଇ ଉପରେ ନିଷେଧାଜ୍ଞାକୁ ଆଉ ୫ ବର୍ଷ ବଢାଇଲା ଭାରତ

ନୂଆଦିଲ୍ଲୀ : ଭାରତ ସରକାର ଶ୍ରୀଲଙ୍କାରେ ସ୍ୱତନ୍ତ୍ର ତାମିଲ ରାଷ୍ଟ୍ର ପାଇଁ ଲଢୁଥିବା ସଂଗଠନ ଲିବରେସନ ଅଫ ତାମିଲ ଟାଇଗର୍ସ ଇଲମ (ଏଲଟିଟିଇ) ଉପରେ ନିଷେଧାଜ୍ଞାକୁ ଆଉ ୫ ବର୍ଷ ବଢାଇଛନ୍ତି । ପୂର୍ବରୁ ଶେଷଥର ପାଇଁ ଗତ ୨୦୧୨ରେ ଏହି ସଂଗଠନ ଉପରେ ଭାରତ ସରକାର ନିଷେଧାଜ୍ଞା ଲଗାଇଥିଲେ, ଯାହାର…
ଅଧିକ ଖବର ଦେଖନ୍ତୁ...

ପୁରୀ: ଖୁଣ୍ଟରୁ ଖସି ବିଦ୍ୟୁତ୍‌ କର୍ମଚାରୀଙ୍କ ମୃତ୍ୟୁ

ପୁରୀ: ବିଦ୍ୟୁତ୍‌ ଜନିତ କାମ ଚାଲିଥିବା ବେଳେ ଖୁଣ୍ଟରୁ ପଡ଼ି ମଙ୍ଗଳବାର ଜଣେ ବିଦ୍ୟୁତ୍‌ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମଙ୍ଗରାଜ ରାଓ (୨୫) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ପୁରୀ ସହରର ଭିଆଇପି ରୋଡସ୍ଥିତ ପୁଲିସ ବାରାକ୍‌ରେ ଆଜି ସନ୍ଧ୍ୟାରେ ବିଦ୍ୟୁତ କାମ ଚାଲିଥିଲା। ଏଥି…
ଅଧିକ ଖବର ଦେଖନ୍ତୁ...

ଜେଟ୍‌ ଏୟାର୍‌ୱେଜ୍ ସଂକଟ: ଡେପୁଟି ସିଇଓଙ୍କ ପରେ ଇସ୍ତଫା ଦେଲେ ସିିଇଓ ବିନୟ ଦୁବେ

ନୂଆଦିଲ୍ଳୀ: ଜେଟ୍‌ ଏୟାର୍‌ୱେଜର ଡେପୁଟି ସିଇଓ ଅମିତ ଅଗ୍ରଓ୍ଵାଲ୍‌ ଚାକିରି ଛାଡ଼ିବା ପରେ ପରେ ମଙ୍ଗଳବାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ବିନୟ ଦୁବେ ମଧ୍ୟ ଚାକିରିରୁ ଇସ୍ତଫା ଦେଇଛନ୍ତି। ବିନୟ ଦୁବେ ତାଙ୍କର ବ୍ୟକ୍ତିଗତ କାରଣ ହେତୁ ଚାକିରି ଛାଡ଼ିଥିବା କହିଛନ୍ତି। ଅମିତ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଫେବ୍ରୁଆରି ୧୪ ଆକ୍ରମଣରୁ ବର୍ତ୍ତି ଯାଇଥିବା ସେନା ଅଧିକାରୀ, ଦିବ୍ୟାଙ୍ଗ ବାଳକକୁ ନିଜ ପିଲା ପରି ହାତରେ…

ଶ୍ରୀନଗର: କଶ୍ମୀରର ଜଣେ ଶିଖ୍‌ ସେନା ଅଧିକାରୀଙ୍କ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଅଧିକାରୀ ଜଣକ ଜଣେ ଦିବ୍ୟାଙ୍ଗ ବାଳକକୁ ନିଜ ହାତରେ ଖୁଆଇ ଦେଉଥିବା ବେଳର ଏହି ଭିଡିଓଟି ବେଶ୍‌ ଚର୍ଚ୍ଚା ପାଲଟିଛି। Iqbal Singh was driving one of the…
ଅଧିକ ଖବର ଦେଖନ୍ତୁ...

ଏଡିଆର ରିପୋର୍ଟ: ବଢିଚାଲିଛି ରାଜନୀତିରେ ଅପରାଧୀ ପ୍ରାର୍ଥୀଙ୍କ ସଂଖ୍ୟା, ଏଥର ମୈଦାନରେ ମୋଟ ୧୯୬୨ ଦାଗୀ ପ୍ରାର୍ଥୀ

ନୂଆଦିଲ୍ଲୀ : ରାଜନୀତିରେ ଅପରାଧୀଙ୍କ ସଂଖ୍ୟା ବଢିଚାଲିଛି । ୨୦୦୯ ଲୋକସଭା ନିର୍ବାଚନରେ ଯେତେ ଦାଗୀ ପ୍ରାର୍ଥୀ ଲଢୁଥିିଲେ, ଚଳିତ ନିର୍ବାଚନରେ ତାଠାରୁ ୩୪୨ ଜଣ ଅଧିକ ଦାଗୀ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଓ ଇଣ୍ଡିଆ ଇଲେକ୍ସନ ଓ୍ଵାଚର ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ରିପୋର୍ଟ: ସମୁଦ୍ର ପଥରେ ୧୧ ଦିନ ଗତି କରିଥିଲା ‘ଫନି’

ଭୁବନେଶ୍ୱର: ଝଡ଼ ‘ଫନି’ ସମୁଦ୍ର ପଥରେ ୧୧ ଦିନ ଯାଏଁ ଗତି କରିଥିଲା। ଏହାକୁ ଦୀର୍ଘତମ ‘କ୍ରାନ୍ତୀୟ’ ଝଡ଼ କୁହାଯାଉଛି, ଯାହାକି ମେ’ ମାସ ୩ରେ ଉପକୂଳ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ଘଟାଇଛି। ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସେଣ୍ଟର ଫର ଏନଭରମେଣ୍ଟ ଆଣ୍ଡ କ୍ଲାଇମେଟ)…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ପୂର୍ବରୁ ବାଘକୁ ମିଳିଥିଲା ‘ଫନି’ର ଆଭାସ! ଏମିତି ଥିଲା ଜଙ୍ଗଲୀ ପ୍ରାଣୀଙ୍କ ଆଚରଣ

ଭୁବନେଶ୍ୱର: ବାତ୍ୟାକୁ ବାରି ପାରିଥିଲା ବାଘ! ଏଥିପାଇଁ ତ ‘ଫନି’ ସ୍ଥଳଭାଗ ଛୁଇଁବା ଆଗରୁ ଇତସ୍ତତ ହୋଇ ଖୁଆଡି ଭିତରେ ଏଣେ ତେଣେ ଘୁରି ବୁଲୁଥିଲେ ନନ୍ଦନକାନନ ବାଘ। ‘ଫନି’କୁ ନେଇ ଭାରତୀୟ ପାଣି ବିଭାଗର ସୂଚନା ଅନୁସାରେ ପଦକ୍ଷେପ ନେଇଥିଲେ ନନ୍ଦନକାନ କର୍ତ୍ତୃପକ୍ଷ। ଝଡ଼ର ୪୮ ଘଂଟା ଆଗରୁ…
ଅଧିକ ଖବର ଦେଖନ୍ତୁ...

ସ୍କାଇମେଟ ରିପୋର୍ଟ : ଜୁନ ୪ରେ କେରଳ ଛୁଇଁବ ମୌସୁମୀ, ଏଥର ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର : ଏଥର ଠିକ ସମୟରେ ମୌସୁମୀ ଆସିଲେ ମଧ୍ୟ ତାହା ସ୍ୱାଭାବିକଠାରୁ କମ ରହିବ ବୋଲି ଆକଳନ କରିଛି ଘରୋଇ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ସ୍କାଇମେଟ୍‌ । ସଂସ୍ଥା ପକ୍ଷରୁ ଜାରି ମୌସୁମୀ ରିପୋର୍ଟରେ କୁହାଯାଇଛି ଯେ ଏଥର ସ୍ୱାଭାବିକଠାରୁ ୭ ପ୍ରତିଶତ କମ ବୃଷ୍ଟିପାତ ହେବ । ଅର୍ଥାତ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଫିକ୍ସିଙ୍ଗ ରୋକିବାକୁ ଆଇସିସିର ଉଦ୍ୟମ, ଏସିୟୁ ଅଫିସର ରଖିବେ ନଜର

ଲଣ୍ଡନ: କ୍ରିକେଟ ହେଉଛି ଏକ ଅନିଶ୍ଚିତ ଖେଳ। ଅତୀତରେ ଅନେକ ସମୟରେ ଏଥିରେ ଫିକ୍ସିଙ୍ଗ କାରବାର ହେଉଥିବା ଦେଖାଯାଇଛି। ଏହି କାରଣରୁ କ୍ରିକେଟ ବିଶ୍ୱକପ୍‌ ଆଗକୁ ଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଫିକ୍ସିଙ୍ଗ ରୋକିବା ପାଇଁ ଆଗୁଆ ସତର୍କ ହୋଇଯାଇଛି। ଆଇସିସି ନିର୍ଦ୍ଧାରଣ କରିଛି…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ଆସନ ବାରଣାସୀରେ ମତଦାନ ୧୯ରେ; କିନ୍ତୁ ମୋଦି ଆଉ ବାରଣାସୀ ଯିବେନି ନିର୍ବାଚନ ପ୍ରଚାରରେ! ଜାଣନ୍ତୁ,…

ନୂଆଦିଲ୍ଲୀ/ ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ଆସନ ପାଇଁ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ତେବେ, ଏହି ଲୋକସଭା ଆସନ ପାଇଁ ପ୍ରଚାର କାର୍ଯ୍ୟ ଆସନ୍ତା ୧୭ ତାରିଖ…
ଅଧିକ ଖବର ଦେଖନ୍ତୁ...