Daily Archives

June 2, 2019

ବିଶ୍ୱକପ୍‌: ସାକିବୁଲ-ମୁସଫିକରଙ୍କ ଅର୍ଦ୍ଧଶତକ, ଦକ୍ଷିଣ ଆଫ୍ରିକାକୁ ୩୩୧ ରନ୍‌ ଟାର୍ଗେଟ ଦେଲା ବାଂଲାଦେଶ

ଲଣ୍ଡନ: ସାକିବୁଲ ହାସନ୍‌ (୭୫ ରନ୍‌) ଓ ମୁସଫିକର ରହିମ (୭୮ ରନ୍‌)ଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ରବିବାର ଦକ୍ଷିଣ ଆଫ୍ରିକାକୁ ୩୩୧ ରନ୍‌ ଟାର୍ଗେଟ ଦେଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ର ୫ମ ମ୍ୟାଚରେ ରବିବାର ଲଣ୍ଡନ୍‌ର ଓଭାଲ ଷ୍ଟାଡିୟମ୍‌ରେ…
ଅଧିକ ଖବର ଦେଖନ୍ତୁ...

ଅଜାଣତରେ ପୋଷ୍ଟ୍‍ ଓ ଫଲୋର୍ସ ଆପେ ଆପେ ଡିଲିଟ୍‌ ହୋଇ ଯାଉଥିବାରୁ ଟ୍ଵିଟର୍‌ର ହସ୍ତକ୍ଷେପ ଲୋଡିଲେ ସୁରେଶ ପ୍ରଭୁ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ କୁମାର ପ୍ରଭୁ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରୁ କିଛି ପୋଷ୍ଟ୍‍ ଆପେ ଆପେ ଡିଲିଟ୍‌ ହୋଇଯାଉଛି। କେବଳ ପୋଷ୍ଟ ନୁହେଁ, ତାଙ୍କର କିଛି ବନ୍ଧୁ ମଧ୍ୟ ଆପେ ଆପେ ଅନ୍‌ଫଲୋ ହୋଇ ଯାଉଛନ୍ତି ବୋଲି ସେ ଅଭିଯୋଗ ଆଣି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଅଯୋଧ୍ୟାରେ ବିଶାଳ ସନ୍ଥ ସମ୍ମିଳନୀ, ରାମ ମନ୍ଦିର ନିର୍ମାଣ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣକୁ ନେଇ ସନ୍ଥ ସମାଜ ପୁଣି ଥରେ ସକ୍ରିୟ ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସନ୍ଥମାନେ ସୋମବାର ଏକ ବଡ଼ ଧରଣ ବୈଠକର ଆୟୋଜନ କରୁଛନ୍ତି। ମଣିରାମ ଦାସ ଛାବନୀ ଅଂଚଳରେ ହେବାକୁ ଥିବା ଏହି ବୈଠକରେ ରାମଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିବା ୨ ଜଣ ଯବାନଙ୍କୁ ମାଡ଼ ମାରି ରେସ୍ତୋରାଁର ୭ କର୍ମଚାରୀ ଗିରାଫ; ମାଡ଼ପିଟର ଭିଡ଼ିଓ ସୋସିଆଲ…

ବାଘପତ୍‌ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ବାଘପତ୍‌ ଅଞ୍ଚଳରେ ଥିବା ଏକ ରେସ୍ତୋରାଁକୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଯାଇଥିବା ଭାରତୀୟ ସେନାର ଦୁଇଜଣ ଯବାନ ସଂପୃକ୍ତ ରେସ୍ତୋରାଁର ଜନୈକ କର୍ମଚାରୀଙ୍କ ସହିତ ଯୁକ୍ତିତର୍କ କରିବା ଘଟଣା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣା ପରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ବିରାଟ କୋହଲିଙ୍କୁ ଆଘାତ, ଟିମ୍‌ ଇଣ୍ଡିଆକୁ ଲାଗିପାରେ ବଡ଼ ଝଟକା, ୨ ଦିନ ପରେ ଦକ୍ଷିଣ ଆଫ୍ରିକାକୁ ଭେଟିବ…

ନୂଆଦିଲ୍ଲୀ: ଅନ୍ତର୍ଜତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପ୍‌-୨୦୧୯ରେ ନିଜର ପ୍ରଥମ ମ୍ୟାଚ୍‌ ଖେଳିବା ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଖରାପ ଖବର ଆସିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ନେଟ୍‌ ଅଭ୍ୟାସ ବେଳେ ଶନିବାର କୋହଲିଙ୍କ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ହାଇ କମିଶନଙ୍କ ପକ୍ଷରୁ ଇସ୍‌ଲାମାବାଦ୍‌ ଠାରେ ଆୟୋଜିତ ଇଫ୍‌ତାର ପାର୍ଟିକୁ ନିମନ୍ତ୍ରିତ ପାକିସ୍ତାନୀ…

ଜମ୍ମୁ/ ଇସ୍‌ଲାମାବାଦ: ପାକିସ୍ତାନର ଇସ୍‌ଲାମାବାଦ୍‌ ଠାରେ ଅବସ୍ଥାପିତ ଭାରତୀୟ ହାଇ କମିଶନଙ୍କ ପକ୍ଷରୁ ଗତ ଶନିବାର ଦିନ ଆୟୋଜିତ ଇଫ୍‌ତାର ପାର୍ଟିକୁ ନିମନ୍ତ୍ରିତ ହୋଇ ଆସିଥିବା ପାକିସ୍ତାନୀ ଅତିଥିମାନଙ୍କୁ ପାକ୍‌ ଅଧିକାରୀମାନେ ଅଯଥା ହଇରାଣ ହରକତ୍‌ କରି ନିର୍ଯାତନା ଦେବା ଘଟଣାକୁ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ: କାର୍‌-ଟ୍ରକ୍‌ ମୁହାଁମୁହିଁ, ୫ ମୃତ

ବେଲଗାମ: କର୍ଣ୍ଣାଟକର ବେଲଗାମରେ ଏକ ବଡ ଦୁର୍ଘଟଣା ଘଟିଛି| ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇ ଯାଇଛି | ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ଏକ ଦ୍ରୁତଗାମୀ ଟ୍ରକ କାରକୁ ପିଟିବାରୁ ଏଭଳି ଦୁର୍ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ୬ ଜଣ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଗୋଡ଼ କଟିଯିବା ପରେ ପତ୍ନୀଙ୍କୁ ଭିଡିଓ କଲ୍‌ କରିଥିଲେ ଯୁବକ, ପତ୍ନୀ ଲାଇନ୍‌ରେ ଥିବା ଅବସ୍ଥାରେ…

ବେଗୁସରାୟ: ପାଟନାର ବେଗୁସରାୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ବେଗୁସରାୟର ଜାତୀୟ ରାଜପଥ ନଂ-୨୮ରେ ଇୟରଫୋନ୍‌ ଲଗାଇ ବାଇକ୍‌ ଚଲାଉଥିବା ବେଳେ ଚାଲିଯାଇଛି ଯୁବକଙ୍କ ଜୀବନ। ଯୁବକ ଟ୍ରକରେ ଧକ୍କା ହେବାରୁ ଟ୍ରକର ଏକ ଚକ ତାଙ୍କ ଗୋଡ଼ ଉପରେ ଚଢ଼ିଯାଇ ଗୋଡ କଟିଯାଇଛି। ଗୋଡ଼ କଟିଯିବା ପରେ…
ଅଧିକ ଖବର ଦେଖନ୍ତୁ...

ଖଣି ମାଫିଆଙ୍କୁ ସହଯୋଗ କରୁଥିବା ସଂଜୟକୁ ଗିରଫ କଲା ଏସ୍‌ଟିଏଫ୍‌

ଭୁବନେଶ୍ୱର: ଖଣି ମାଫିଆଙ୍କୁ ସହଯୋଗ କରୁଥିବା ଗୁଣ୍ଡା ସଂଜୟ ପାଇକରାୟକୁ ରବିବାର ଏସ୍‌ଟିଏଫ ଗିରଫ କରିଛି। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଂଗ ଅଂଚଳରେ ଥିବା ସରକାରୀ ଜମିରେ ବେଆଇନ ପଥର ଖନନକୁ ସଂଜୟ ପାଇକରାୟ ପ୍ରୋତ୍ସାହନ ଦେଉଥିବା ଏସଟିଏଫକୁ ପୂର୍ବରୁ ସୂଚନା ମିଳିଥିଲା। ଖଣିମାଫିଆଙ୍କ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ବେଆଇନ୍‌ ଭାବେ ଚାଲିଥିଲା ନର୍ସିଂହୋମ୍‌, ଗିରଫ ହେଲେ ମାଲିକ

ନୟାଗଡ଼: ବେଆଇନ୍‌ ଭାବେ ନର୍ସିଂହୋମ୍‌ ପରିଚାଳନା କରୁଥିବା ମାଲିକକୁ ପୁଲିସ ଶନିବାର ରାତି ଗିରଫ କରିଥିବା ଜଣାପଡ଼ିଛି। ନର୍ସିଂହୋମ୍‌ର କାଗଜପତ୍ରରେ ତ୍ରୁଟି ଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସ୍ୱତନ୍ତ୍ର ଯୋଜନା କରି ପୁଲିସ ଚଢ଼ାଉ କରି ମାଲିକ ଶ୍ରୀଧର ପ୍ରଧାନଙ୍କୁ…
ଅଧିକ ଖବର ଦେଖନ୍ତୁ...