Daily Archives

June 6, 2019

ଜଗନଙ୍କୁ ବିଜୟ ଦେବା ପରେ ଏବେ ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ପ୍ରଶାନ୍ତ କିଶୋର

କୋଲକାତା: ମମତାଙ୍କୁ ପାଇଁ କାମ କରିବେ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ଭାବେ ଜଣାଶୁଣା ପ୍ରଶାନ୍ତ କିଶୋର । ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମମତାଙ୍କ ବିଜୟ ପାଇଁ ଷ୍ଟ୍ରାଟେଜି କରିବେ ପ୍ରଶାନ୍ତ କିଶୋର । ଗୁରୁବାର ମମତା ଓ ପ୍ରଶାନ୍ତଙ୍କ ମଧ୍ୟରେ ଦୀର୍ଘ ଦୁଇ ଘଣ୍ଟାର…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ବର୍ଷଠାରୁ ଇଲେକ୍ଟ୍ରିକ କାର ଚଳାଇବା ପାଇଁ ଓଲା, ଉବରକୁ ସରକାର ନିର୍ଦ୍ଦେଶ ଦେବେ !

ନୂଆଦିଲ୍ଲୀ : ଦେଶରେ ଇଲେକ୍ଟ୍ରିକ ଯାନକୁ ପ୍ରେତ୍ସାହନ ଦେଇ ପ୍ରଦୂଷଣ ଓ ତେଲ ବ୍ୟବହାର କମାଇବାକୁ ଯୋଜନା କରୁଛନ୍ତି ଭାରତ ସରକାର। ଏହି ଯୋଜନା ଅନୁଯାୟୀ ଅନଲାଇନ ଟାସ୍କି ସର୍ଭିସ ଓଲା ଓ ଉବରକୁ ଆସନ୍ତା ବର୍ଷଠାରୁ ଇଲେକ୍ଟ୍ରିକ ଗାଡ଼ି ଚଳାଇବାକୁ କୁହାଯିବ । ଏ ସଂପର୍କରେ କେନ୍ଦ୍ର ସରକାର ଏକ…
ଅଧିକ ଖବର ଦେଖନ୍ତୁ...

ପୁନେ ପୁଲିସ ଟୁଇଟର ଏଭଳି ଉତ୍ତର ଦେଲେ ହ୍ରିତିକ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଅପକମିଂ ସିନେମା ‘ସୁପର ୩୦’ର ଟ୍ରେଲର ଆସି ସାରିଛି। ଦୁଇ ମିନିଟ୍‌ର ଏହି ଟ୍ରେଲରକୁ ଦେଖି ଲୋକେ ଓ ବହୁ ବଲିଉଡ୍‌ ସେଲିବ୍ରିଟି ସୋସିଆଲ ମିଡିଆରେ ସିନେ ନିର୍ମାତା ଓ ହ୍ରିତିକ ରୋଶନଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି। ଏହି ଟ୍ରେଲର ପୁନେ…
ଅଧିକ ଖବର ଦେଖନ୍ତୁ...

ଝିଅ ବିବାହର ୨୪ଦିନ ପୂର୍ବରୁ ପିତା ସହିଦ ହେଲେ, ଦେବଦୂତ ସାଜିଲା ମଥୁରା ପୁଲିସ

ନୂଆଦିଲ୍ଲୀ: ବିପଦ ସମୟରେ ବନ୍ଧୁ ସାହାଯ୍ୟ କରିବା ବଦଳରେ ପର କରି ଦେଇଥିବାର ଅନେକ ଘଟଣା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ମଥୁରାର ଏହି ଘଟଣା ବିଷୟରେ ଜାଣିଲେ ଲାଗିବ କି ଆଜି ବି ମଣିଷପଣିଆ ଜୀବିତ ଅଛି। ପ୍ରଧାନ ଆରକ୍ଷୀ ବିଜୟନାଥଙ୍କ ପୋଷ୍ଟିଙ୍ଗ ମଥୁରାର ଜେତ ଚୌକିରେ ହୋଇଥିଲା। ପ୍ରତିଦିନ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ପାଟଣାଗଡ଼ ବିଧାୟକଙ୍କ ନାଁରେ ଏତଲା ଦେଲେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ

ପାଟଣାଗଡ଼: ଯନ୍ତ୍ରୀଙ୍କୁ ଉଠବସ କରିବା ଘଟଣାରେ ବିଧାୟକ ସରୋଜ ମେହେରଙ୍କ ନାଁରେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ଏତଲା ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଥାନାରେ ଜୁନିୟର ଇଞ୍ଜିନିୟର ଜୟକାନ୍ତ ଶବରଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପତ୍ରରେ ତାଙ୍କ ସ୍ୱାମୀଙ୍କୁ ବୁଧବାର ବିଧାୟକ…
ଅଧିକ ଖବର ଦେଖନ୍ତୁ...

୧୮ଟି ଦୁର୍ଘଟଣା ପରେ ବି ବାୟୁସେନାରେ ‘ଓ୍ଵାର୍କହର୍ସ’ ରୂପେ ଖ୍ୟାତ ଏଏନ୍‌-୩୨କୁ କାହିଁକି କରା ଯାଇ ନଥିଲା ସେବା…

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ପରିବହନ ସେବା ଯୋଗାଉଥିବା ଏକ ଏଏନ୍‌-୩୨ ବିମାନ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶ ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ଗତ ୩ ତାରିଖରୁ ନିଖୋଜ ହେବା ଘଟଣା ସଂପ୍ରତି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପରିପ୍ରେକ୍ଷୀରେ ବାୟୁସେନାର ଏହି ଏଏନ୍‌-୩୨…
ଅଧିକ ଖବର ଦେଖନ୍ତୁ...

ତାପମାତ୍ରା: ରାଜ୍ୟର ୪ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ, ୪୨.୨ ଡିଗ୍ରି ସହ ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ୪ଟି ସହରରେ ଗୁରୁବାର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। କାଳବୈଶାଖୀ ଯୋଗୁଁ ବୁଧବାର ରାତିରେ ବର୍ଷା ହୋଇଥିବାରୁ ଆଜି ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର ମାତ୍ର ୪ଟି ସହରର…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୩୦ରେ ଅବସର ନେବେ ଅଜୀମ ପ୍ରେମଜୀ, ଓ୍ଵିପ୍ରୋକୁ ଏକ ଖାଇବା ତେଲ କମ୍ପାନିରୁ ବୃହତ ଆଇଟି କମ୍ପାନିରେ ପରିଣତ…

ବାଙ୍ଗାଲୁରୁ : ଭାରତୀୟ ସୂଚନା ପ୍ରଯୁକ୍ତି ଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବାରେ ଯେଉଁ କେତେ ଜଣ ଉଦ୍ୟୋଗୀଙ୍କ ହାତ ଥିଲା ସେମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଓ୍ଵିପ୍ରୋ ଅଧ୍ୟକ୍ଷ ଅଜୀମ ପ୍ରେମଜୀ । ପ୍ରେମଜୀ ଆସନ୍ତା ଜୁଲାଇ ୩୦ରେ ଓ୍ଵିପ୍ରୋର ଏକଜକ୍ୟୁଟିଭ ଚେୟାରମ୍ୟାନ ବା…
ଅଧିକ ଖବର ଦେଖନ୍ତୁ...

କଥା ରଖିଲେ ନବୀନ: ଏସଏଚଜି ମହିଳାଙ୍କୁ ମିଳିବ ସରକାରୀ କାମ, ଜିଲ୍ଳାପାଳଙ୍କୁ ଆସିଲା ବିଭାଗୱାରୀ ପ୍ରସ୍ତାବ

ଭୁବନେଶ୍ବର: ମହିଳାଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରା କରିବାକୁ ଆରମ୍ଭ ହୋଇଛି ପ୍ରୟାସ।  ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳାଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ହେଉଥିବା କାମ ପ୍ରଦାନ କରିବାକୁ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ସ୍ମିଥ-ନାଥାନଙ୍କ ଅର୍ଦ୍ଧଶତକ, ୱେଷ୍ଟଇଣ୍ଡିଜକୁ ୨୮୯ ରନ୍‌ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ନଟିଂହାମ୍‌: ଷ୍ଟିଭେନ୍‌ ସ୍ମିଥ ଏବଂ ନାଥାନ କଲଟର ନାଇଲଙ୍କ ଅର୍ଦ୍ଧଶତକ ବଳରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ୧୦ମ ମ୍ୟାଚରେ ଅଷ୍ଟ୍ରେଲିଆ ୨୮୮ ରନ୍‌ କରିଛି। ଟିମ ୪୯ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୮୮ ରନ୍‌ କରିବା ପରେ ୱେଷ୍ଟଇଣ୍ଡିଜକୁ ୨୮୯ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି।…
ଅଧିକ ଖବର ଦେଖନ୍ତୁ...