Daily Archives

June 14, 2019

ଝାଡ଼ଖଣ୍ଡ: ଷଢ଼େଇକଳାରେ ନକ୍ସଲ ଆକ୍ରମଣ, ୫ ପୁଲିସ ସହିଦ

ରାଂଚି: ଝାଡଖଣ୍ଡର ଷଢ଼େଇକଳାରେ ଶୁକ୍ରବାର ଏକ ବଡ଼ ଧରଣର ନକ୍ସଲ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୫ ପୁଲିସ ସହିଦ ହୋଇଛନ୍ତି।  ସୂଚନା ଅନୁସାରେ ନକ୍ସଲମାନେ ପୋଲିସ ଗାଡ଼ିକୁ ଅତର୍କିତ ଭାବରେ ଆକ୍ରମଣ କରିଛନ୍ତି। ନକ୍ସଲମାନେ ବାଇକ୍‌ରେ ଆସି ପୁଲିସ ଉପରକୁ ଆକ୍ରମଣ କରିଥିଲେ ବୋଲି ସୂଚନା…
ଅଧିକ ଖବର ଦେଖନ୍ତୁ...

ନୂଆଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ଭେଟ : ଓଡ଼ିଶାର ବିକାଶ ଲାଗି ମିଳିତ ଭାବେ କାମ କରିବେ କେନ୍ଦ୍ର ଓ ରାଜ୍ୟ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ବହୁପ୍ରତୀକ୍ଷିତ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବରୁ ଏହି ବୈଠକକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ମାତ୍ର ଏହା ସଂପୂର୍ଣ୍ଣ ଅଣ-ରାଜନୈତିକ ଓ ସୌଜନ୍ୟମୂଳକ ଥିଲା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ୱର: ତାପମାତ୍ରା ସମଗ୍ର ରାଜ୍ୟକୁ ବୁଧବାର କଲବଲ କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ ଆଜି ରାଜ୍ୟର ୯ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ ଥିବା ବେଳେ ୨ଟି ସହରରେ ପାରା ୪୦ ଡିଗ୍ରି ରହିଛି। ଟିଟଲାଗଡ଼ରେ ସର୍ବାଧିକ ୪୩.୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ, କଟକରେ କଳାବ୍ୟାଚ୍‌ ପିନ୍ଧି ଆନ୍ଦୋଳନ କଲେ ଡାକ୍ତରୀ ସଂଘ

କଟକ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧ କରି କୋଲକାତାରେ ଶୁକ୍ରବାର ଆନ୍ଦୋଳନ ଜାରି ରହିଥିବା ବେଳେ କଟକରେ ମଧ୍ୟ ଆନ୍ଦୋଳନକୁ ବିପୁଳ ସମର୍ଥନ ମିଳିଛି। ପିଜି (ପୋଷ୍ଟ ଗ୍ରାଜୁଏଟ୍‌) ଏବଂ ୟୁଜି (ଅଣ୍ଡର ଗ୍ରାଜୁଏଟ) ଡାକ୍ତରୀ ସଂଘ କଳାବ୍ୟାଚ ପିନ୍ଧି ପୂର୍ବାହ୍ଣ ୯ଟାରେ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ଡାକ୍ତରଙ୍କ ଧର୍ମଘଟ ୪ର୍ଥ ଦିନରେ; ଚିକିତ୍ସା ଅଭାବରୁ ମୃତ ନବଜାତକକୁ ଧରି କ୍ରନ୍ଦନରତ ପିତାର ଫଟୋ ଦେଖି…

କୋଲକାତା: ପଶ୍ଚିମବଙ୍ଗର ଡାକ୍ତରମାନେ ଆରମ୍ଭ କରିଥିବା ଧର୍ମଘଟ ଆଜି ୪ର୍ଥ ଦିନରେ ପହଞ୍ଚିଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଡାକ୍ତରମାନଙ୍କର ଧର୍ମଘଟ ପରିପ୍ରେକ୍ଷୀରେ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇ ରୋଗୀମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ…
ଅଧିକ ଖବର ଦେଖନ୍ତୁ...

ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା, ଥାନାରେ ମାମଲା ରୁଜୁ

କଟକ:  କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଦୁର୍ବବ୍ୟବହାର ଅଭିଯୋଗ ଆଣିଛନ୍ତି ମହିଳା । ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିବା ପରେ ଥାନାରେ ମାମଲା ରୁଜୁ ହୋଇଛି । ମହିଳାଙ୍କ ଏତଲା ଆଧାରରେ କଟକ ପୁରୀଘାଟ ଥାନାରେ ପୁଲିସ ମାମଲା ରୁଜୁ କରିଛି। ଏତଲା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ଅନେକ ଜୀବନ ବଞ୍ଚାଇଲା ସିସିଟିଭି, ଟ୍ରେନ୍‌ ଟ୍ରାକ ଉପରେ ବୋଲ୍‌ଡର ଦିଶିବା ପରେ ଦୁର୍ଘଟଣାରୁ ବର୍ତ୍ତିଲା ସାୟଦ୍ରି…

ନୂଆଦିଲ୍ଲୀ: ମୌସୁମୀ ସମୟରେ ସ୍ଥିତି ପରଖିବାକୁ ମୁମ୍ବାଇ-ଦିଲ୍ଲୀ ରେଳ ମାର୍ଗର ହିଲ୍‌ ଷ୍ଟେସନ୍‌ରେ ଇନ୍‌ଷ୍ଟଲ କରାଯାଇଥିବା ସିସିଟିଭି କ୍ୟାମେରା ଯୋଗୁ ଗୁରୁବାର ଅନେକ ଜୀବନ ବଞ୍ଚିଯାଇଛି। ସିସିଟିଭିରେ କଏଦ ହୋଇଥିବା ଏକ ଦୃଶ୍ୟ ଦେଖିବା ପରେ ଏକ ଭୟଙ୍କର ଦୁର୍ଘଟଣାକୁ ରୋକାଯାଇ ପାରିଛି।…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ୨୧୨ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ଅଟକାଇଲା ଇଂଲଣ୍ଡ, ଜୋଫ୍ରୋ ଆର୍ଚ୍ଚର-ମାର୍କ ଉଡଙ୍କୁ ୩-୩ ଓ୍ଵିକେଟ

ସାଉଥମ୍ପଟନ୍‌: ଇଂଲଣ୍ଡ ବୋଲର ଜୋଫ୍ରା ଆର୍ଚ୍ଚର ଓ ମାର୍କ ଉଡ୍‌ଙ୍କ ଘାତକ ବୋଲିଂ ଯୋଗୁଁ ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌ ୨୧୨ ରନ୍‌ରେ ଅଲଆଉଟ୍‌ ହୋଇଛି। ସାଉଥମ୍ପଟନ୍‌ର ଦ ରୋଜ୍‌ ବାଉଲ ଷ୍ଟାଡିୟମରେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ୧୯ତମ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ବ୍ୟାଙ୍କ କ୍ୟାସ୍‌ ଭ୍ୟାନ୍‌ରୁ ୪୫ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରୁ ଶୁକ୍ରବାର ସନ୍ଧ୍ୟାରେ ଏକ ବ୍ୟାଙ୍କ କ୍ୟାସ୍‌ ଭ୍ୟାନ୍‌ରୁ ପ୍ରାୟ ୪୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଇଣ୍ଡିଆନ୍‌ ବ୍ୟାଙ୍କର କ୍ୟାସ୍‌ ଭ୍ୟାନ୍‌ରୁ ଦୁର୍ବୃତ୍ତମାନେ ଏହି ଟଙ୍କା ଲୁଟ୍‌ କରିଥିବା ଜଣାପଡ଼ିଛି। ନଖରା ଛକ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମେଟ୍ରୋରେ ମହିଳାଙ୍କ ମାଗଣା ଯାତ୍ରାକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ‘ମେଟ୍ରୋ ମ୍ୟାନ୍‌’…

ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ମେଟ୍ରୋ ମୁଖ୍ୟ ଇ ଶ୍ରୀଧରନ ମହିଳାମାନଙ୍କ ସକାଶେ ଆପ୍‌ ସରକାର ବାହାର କରିଥିବା ରାଜଧାନୀ ଦିଲ୍ଲୀରେ ଚାଲୁଥିବା ମେଟ୍ରୋ ମଧ୍ୟରେ ମାଗଣା ଯାତ୍ରା ଯୋଜନା ବିରୋଧରେ ସ୍ୱର ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖିଛନ୍ତି। ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...