Daily Archives

July 2, 2019

ବିଶ୍ୱକପ୍‌: ବାଂଲାଦେଶକୁ ୩୧୫ ରନ୍‌ ଟାର୍ଗେଟ ଦେଲା ଭାରତ, ମୁସ୍ତାଫିଜୁରଙ୍କୁ ୫ ଓ୍ଵିକେଟ୍‌

ବର୍ମିଂହାମ୍‌: ଆଇସିସି ବିଶ୍ୱକପ୍‌ର ୪୦ତମ ମ୍ୟାଚ୍‌ରେ ମଙ୍ଗଳବାର ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୩୧୪ ରନ୍‌ ସଂଗ୍ରହ କରିବା ପରେ ବାଂଲାଦେଶକୁ ୩୧୫ ରନ୍‌ ଟାର୍ଗେଟ ଦେଇଛି। ବର୍ମିଂହାମ୍‌ର ଏଜବେଷ୍ଟନ୍‌ ଷ୍ଟାଡିୟମରେ ଟସ୍‌ ଜିଣି ଭାରତ ବ୍ୟାଟିଂ କରିଥିଲା। ଭାରତର ଓପନର…
ଅଧିକ ଖବର ଦେଖନ୍ତୁ...

ଚତୁର୍ଦ୍ଧା ମୂରତିଙ୍କ ପାଇଁ ସୋଲଫୁଲ: ବିନା ପାରିଶ୍ରମିକରେ କାଳିଆ ପାଇଁ ଦିନରାତି ଏକାକାର କଲେ କାରିଗର

ପୁରୀ: ଆସୁଛି ଘୋଷ ଯାତ୍ରା। ଚଳଚଂଚଳ ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ରଥ ତିଆରି କାର୍ଯ୍ୟ ସରିବାକୁ ଥିବା ବେଳେ ସୋଲ ଫୁଲ ତିଆରିରେ ମଧ୍ୟ କାରିଗର ବ୍ୟସ୍ତଥିବା ଦେଖିବାକୁ ମିଳିଛି। ଆଜିକୁ ୧୫ ବର୍ଷ ଧରି କାଳିଆର ଘୋଷଯାତ୍ରାରେ ୩ ରଥ ପାଇଁ ସୋଲଫୁଲ ଯୋଗାଇ ଦେଇ ଆସୁଛନ୍ତି କାରିଗର। ପାରିଶ୍ରମିକ…
ଅଧିକ ଖବର ଦେଖନ୍ତୁ...

କମ୍ପାନି ବନ୍ଦ ହେବା ନେଇ କୌଣସି ଯୋଜନା ନାହିଁ : ବିଏସଏନଏଲ

ନୂଆଦିଲ୍ଲୀ : କମ୍ପାନିକୁ ବନ୍ଦ କରିବାର କୌଣସି ଯୋଜନା ନାହିଁ ବୋଲି ରାଷ୍ଟ୍ରାୟତ ଟେଲିକମ ସେବା କମ୍ପାନି ବିଏସଏନଏଲ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । କମ୍ପାନିର ଚେନ୍ନାଇ ସର୍କଲ ପକ୍ଷରୁ କୁହାଯାଇଛି ଯେ କମ୍ପାନି ବନ୍ଦ ହେବା ନେଇ କେତେକ ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଉଛି ତାହା…
ଅଧିକ ଖବର ଦେଖନ୍ତୁ...

ମାୟାନଗରୀରେ ବିତ୍ପାତ ରଚିଲା ମୌସୁମୀ; ସାଧାରଣ ଜୀବନଯାତ୍ରା ଠପ୍‌, ୨୭ ମୃତ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ମୌସୁମୀ ବର୍ଷା ବିତ୍ପାତ ରଚିଛି। ମାତ୍ରାଧିକ ବର୍ଷା ଜଳରେ ସମଗ୍ର ମୁମ୍ବାଇ ଜଳାର୍ଣ୍ଣବ ହେବା ସହ ଅର୍ଦ୍ଧାଧିକ ମୁମ୍ବାଇ ସହର ଜଳବନ୍ଦୀ ହୋଇ ପଡ଼ିଛି। ପ୍ରବଳ ବର୍ଷା ଜନିତ ଅଘଟଣରେ ଏଯାବତ୍‌ ୨୭ ଜଣଙ୍କ ପ୍ରାଣହାନୀ ଘଟିଥିବା ସରକାରୀ ଭାବେ ସ୍ୱୀକାର କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର: ସାଇକେଲ ଆରୋହୀ ବୃଦ୍ଧଙ୍କୁ ଚାପିଦେଲା ଟ୍ରାକ୍କଟର, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଜଗତସିଂହପୁର: ସଦର ମହକୁମା ଠାରୁ ଆଳିପିଙ୍ଗଳ ଯିବା ରାସ୍ତାର ଅତାମଳା ଶଙ୍ଖପୋଲ ନିକଟରେ ମଙ୍ଗଳବାର ଟ୍ରାକ୍ଟର ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସାଇକେଲ ଚଳାଇ ନିଜ ଲଣ୍ଡ୍ରି ଦୋକାନକୁ ରାସ୍ତାରେ ଯାଉଥିବା ବୃଦ୍ଧ ନୃସିଂହ ସେଠୀ ଙ୍କୁ ଦ୍ରୁତଗାମୀ ଟ୍ରକ୍‌…
ଅଧିକ ଖବର ଦେଖନ୍ତୁ...

କାଳିଆ ଯୋଜନାକୁ ଅନୁକରଣ କରି କେନ୍ଦ୍ର ସରକାର ପିଏମ୍‌-କିଷାନ ଯୋଜନା ଆରମ୍ଭ କରିଛନ୍ତି : କୃଷି ମନ୍ତ୍ରୀ

ଭୁବନେଶ୍ୱର: କାଳିଆ (ଜୀବିକା ଓ ଆୟବୃଦ୍ଧି ନିମିତ୍ତ କୃଷକଙ୍କୁ ସହାୟତା)ଯୋଜନାର ସଫଳତାକୁ ଅନୁସରଣ କରି କେନ୍ଦ୍ର ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ପିଏମ୍‌-କିଷାନ ଯୋଜନା ଆରମ୍ଭ କରିଛନ୍ତି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି ବିଧାନସଭାରେ କହିଛନ୍ତି। ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଭାରତରେ ୧୦୦୦ ଜଣ କର୍ମଚାରୀଙ୍କୁ ଛଟେଇ କରିବ ସାମସଙ୍ଗ !

ନୂଆଦିଲ୍ଲୀ : ଭାରତରେ ସ୍ମାର୍ଟଫୋନ ବଜାରରେ ପ୍ରତିଯୋଗିତା ଦିନକୁ ଦିନ ଅଧିକ ତୀବ୍ର ହେଉଛି । ଚାଇନିଜ ସ୍ମାର୍ଟଫୋନ କମ୍ପାନି ଯଥା ଓପୋ, ସାଓମୀ, ଭିଭୋ, ଅନର ଆଦି ଆସିବା ପରେ ପୂର୍ବରୁ ପ୍ରତିଷ୍ଠିତ କମ୍ପାନି ସାମସଙ୍ଗ, ନୋକିଆ, ମାଇକ୍ରୋମାକ୍ସ ଆଦି କମ୍ପାନିଙ୍କ ବଜାର ଭାଗ କମି କମି ଚାଲିଛି ।…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ପୂର୍ବରୁ ପୂର୍ବତଟ ରେଳପଥର ସଚେତନତା ଅଭିଯାନ ଆରମ୍ଭ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅନୁଯାଇ ପୂର୍ବତଟ ରେଳବାଇ ସୁରକ୍ଷିତ ଯାତ୍ରା କରିବା ପାଇଁ ପରାମର୍ଶ ଦିଆଯାଇଛି। ରେଳବାଇ କତ୍ତୃପକ୍ଷ ଅସୁରକ୍ଷିତ…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ଇସ୍ତଫା ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରଶଂସକ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ତାଙ୍କର ଜଣେ ପ୍ରଶଂସକ ଏକ ଅଦ୍ଭୂତ କାଣ୍ଡ ଘଟାଇଛନ୍ତି। ଗାନ୍ଧୀଙ୍କ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନିଷ୍ପତ୍ତିକୁ ବିରୋଧ କରି ଦିଲ୍ଲୀର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଗଛରେ ଫାଶି ଲଗାଇ ରାହୁଲଙ୍କ ପ୍ରଶଂସକ…
ଅଧିକ ଖବର ଦେଖନ୍ତୁ...

ତାରାତାରିଣୀ ପୀଠକୁ ଗଡ଼ିଲା ସ୍ୱତନ୍ତ୍ର ବସ୍‌

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଦେବୀ ପୀଠ ‘ତାରାତାରିଣୀ’ ପୀଠକୁ ମଙ୍ଗଳବାର ସ୍ୱତନ୍ତ୍ର ବସ୍‌ ସେବା ଶୁଭାରମ୍ଭ ହୋଇଛି। ଗଂଜାମ ଜିଲ୍ଲା ପ୍ରଶାସନର ସହାୟତାରେ ପୁରୁଷୋତ୍ତମପୁରସ୍ଥିତ ମା’ କନକ ଦେବୀ ବସ ସଂଗଠନ ପକ୍ଷରୁ ଏହି ବସ ସେବା ପରିଚାଳିତ ହେଉଛି। ଏହି ସ୍ୱତନ୍ତ୍ର ବସ୍‌…
ଅଧିକ ଖବର ଦେଖନ୍ତୁ...