Daily Archives

August 18, 2019

ରଣଜିତ ଗୁରୁ ଥିଲେ ‘ସମ୍ବାଦ’ର ଜଣେ ସ୍ତମ୍ଭ: ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ୱର: ଗତକାଲି ମଧ୍ୟରାତ୍ରରେ ପରଲୋକ ଗମନ କରିଥିବା ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାର ସଂପାଦକ ତଥା ବିଶିଷ୍ଟ ସାମ୍ବାଦିକ ରଣଜିତ ଗୁରୁଙ୍କୁ ଆଜି ‘ସମ୍ବାଦଭବନ’ଠାରେ କୋହଭରା ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାପରେ ତାଙ୍କର ମରଶରୀରକୁ ତାଙ୍କର ନିଜ ଗାଁକୁ ନିଆଯାଇଛି ଏବଂ ସେଠାରୁ ତାଙ୍କ…
ଅଧିକ ଖବର ଦେଖନ୍ତୁ...

୭୧ଟି ମେଣ୍ଢା ବଦଳରେ ସ୍ତ୍ରୀକୁ ପ୍ରେମିକ ସହ ଛାଡ଼ିଲେ ସ୍ୱାମୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରେ ଜଣେ ସ୍ୱାମୀ ୭୧ଟି ମେଣ୍ଢା ପରିବର୍ତ୍ତେ ନିଜ ସ୍ତ୍ରୀକୁ ତା’ର ପ୍ରେମିକ ସହ ଛାଡ଼ିବାକୁ ରାଜି ହୋଇଛନ୍ତି। ବିବାହିତା ପ୍ରେମିକାକୁ ନେଇ ପଳାଇଥିବା ଯୋଗୁଁ ପ୍ରେମିକ ପ୍ରତି ଗ୍ରାମପଞ୍ଚାୟତ ଏ ଭଳି ଦଣ୍ଡବିଧାନ କରିଥିବା କଥା ଜଣାପଡ଼ିଛି। ସେ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ଭବନରେ ଦିବଙ୍ଗତ ସାମ୍ବାଦିକ ରଣଜିତ ଗୁରୁଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଗତ ମଧ୍ୟ ରାତ୍ରିରେ ପରଲୋକଗତ ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ର ସମ୍ପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁଙ୍କର ପାର୍ଥିବ ଶରୀର ଆଜି ପ୍ରାୟ ୧୧ଟା ସମୟରେ ସମ୍ବାଦ ଭବନଠାରେ ପହଞ୍ଚିଥିଲା। ଏହାପରେ ସମ୍ବାଦ,ସମ୍ବାଦ ପୋର୍ଟାଲ,କନକ ଟିଭିି ଓ ରେଡିଓ ଚକଲେଟ୍‌ ପକ୍ଷରୁ ଶ୍ରଦ୍ଧା…
ଅଧିକ ଖବର ଦେଖନ୍ତୁ...

ଏକାଦଶ ଶ୍ରେଣୀ ଝିଅ ମୁଣ୍ଡରେ ବାଇକ୍‌ ଚଢ଼ାଇ ଖପୁରି ଚୂନା କରି ଦେଲେ ପିଛାକାରୀ ତରୁଣ

ଲକ୍ଷ୍ନୌ: ସୁଲ୍‌ତାନପୁର ଜିଲ୍ଲାରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କ ମୁଣ୍ଡରେ ବାଇକ୍‌ ଚଢ଼ାଇ ପିଛାକାରୀମାନେ ଖପୁରି ଚୂନା କରିଦେବାରୁ ଡାକ୍ତରଖାନାରେ ତା’ର ମୃତ୍ୟୁ ଘଟିଛି। ପୁଲିସ କହିବା ଅନୁସାରେ, ଅଭିଯୁକ୍ତମାନେ ନାବାଳକ ହୋଇଥିବାରୁ ସେମାନଙ୍କୁ ଶନିବାର ଦିନ ବାଳସୁଧାର ଗୃହକୁ ପଠାଇ…
ଅଧିକ ଖବର ଦେଖନ୍ତୁ...

ସଲମାନ୍ ଖାନଙ୍କୁ ବାହା ହେବାକୁ ଚାହାଁନ୍ତି ଜରିନ୍‌ ଖାନ୍‌!

ମୁମ୍ବାଇ: ବଲିଉଡର ହଟ୍‌ ହିରୋଇନ୍‌ ଜରିନ୍‌ ଖାନ୍‌ ପୁଣି ଚର୍ଚ୍ଚାରେ। ସେ ସଲମାନ୍‌ ଖାନଙ୍କ ବିପକ୍ଷରେ ‘ବୀର୍‌’ ଫିଲ୍ମରେ ନାୟିକା ସାଜି ବଲିଉଡରେ ଡେବ୍ୟୁ କରିଥିଲେ। ତା’ପରେ ସଲମାନଙ୍କ ଅଭିନୀତ ଫିଲ୍ମ ‘ରେଡି’ରେ କ୍ୟାରେକ୍ଟର ଢିଲା ଆଇଟମ୍‌ ଗୀତରେ ବି ନଜର ଆସିଥିଲେ। ବିଶେଷ କରି…
ଅଧିକ ଖବର ଦେଖନ୍ତୁ...

ଭାରତରେ ଐତିହାସିକ ପରିବର୍ତ୍ତନ ଚାଲିଛି, ପୂର୍ବାପେକ୍ଷା ଦ୍ରୁତ ବେଗରେ ଦୂରୀଭୂତ ହେଉଛି ଦାରିଦ୍ର୍ୟ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦୁଇଦିନିଆ ଭୁଟାନ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କହିଛନ୍ତି ଯେ ଭାରତ ପୂର୍ବାପେକ୍ଷା ଦ୍ରୁତ ବେଗରେ ଦାରିଦ୍ର୍ୟ ଦୂରୀଭୂତ କରୁଛି ଓ ଦେଶ ବ୍ୟାପକ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଦେଖୁଛି। ରୟାଲ୍‌ ୟୁନିଭର୍ସିଟି ଅଫ୍‌ ଭୁଟାନ୍‌ ଠାରେ…
ଅଧିକ ଖବର ଦେଖନ୍ତୁ...

ଡନ୍ ଏବଂ ଛୋଟେ ସରକାର ନାଆଁରେ ଜଣାଶୁଣା ବିହାରର ବିଧାୟକ ଅନନ୍ତ ସିଂହଙ୍କୁ ଆତଙ୍କବାଦୀ ଘୋଷଣା କରାଯିବ!

ପାଟନା: ବିହାରର ମୋକାମା ଅଞ୍ଚଳର ସ୍ୱାଧୀନ ବିଧାୟକ ଅନନ୍ତ ସିଂହଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି। ତାଙ୍କୁ ସେହି ଅଞ୍ଚଳର ଡନ୍ ଏବଂ ଛୋଟେ ସରକାର ବୋଲି ବି କୁହାଯାଏ। ଆଜି ପୁଲିସ ତାଙ୍କ ଘରେ ପହଞ୍ଚିବା ବେଳକୁ ଅନନ୍ତ ସିଂହ ଫେରାର୍ ହୋଇଥିବା ଜଣାଯାଇଥିଲା। ଗତ…
ଅଧିକ ଖବର ଦେଖନ୍ତୁ...

ଓମାର୍‌ ଅବଦୁଲ୍ଲା ଖେଳୁଛନ୍ତି ଭିଡିଓ ଗେମ୍‌, ପ୍ରାର୍ଥନା କରୁଛନ୍ତି ଓ ବହି ପଢୁଛନ୍ତି ମେହବୁବା ମୁଫ୍‌ତି

ଶ୍ରୀନଗର: ୧୨ ଦିନ ହେବ ପୃଥକ୍‌ ସ୍ଥାନରେ ଅଟକ ଥିବା ଜମ୍ମୁ ଓ କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍‌ ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତି ଯଥାକ୍ରମେ ଭିଡିଓ ଗେମ୍‌ ଖେଳୁଛନ୍ତି ଏବଂ ବହି ପଢ଼ାପଢ଼ି କରୁଛନ୍ତି। ଓମାର୍‌ଙ୍କୁ ତାଙ୍କ ଗୁପକର ବାସଭବନରୁ ହରିନିବାସକୁ ନିଆଯିବା ପରେ ସମୟ…
ଅଧିକ ଖବର ଦେଖନ୍ତୁ...

୨୦ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ!

ନୂଆଦିଲ୍ଲୀ:କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଆଗାମୀ ୨୦ ତାରିଖରେ କରିବେ ବୋଲି ଜଣାଯାଇଛି। ଏନେଇ ସେ ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। କର୍ଣ୍ଣାଟକରେ ନିକଟରେ ଆସିଥିବା ବନ୍ୟା ସଂପର୍କିତ କ୍ଷୟକ୍ଷତି ଓ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀର: ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେବା ଆଶଙ୍କାରେ ୨୫୦ରୁ ଅଧିକ ଏସ୍‌ପିଓଙ୍କ ଅସ୍ତ୍ର ଜବତ କରାଯାଇଥିଲା

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ କରାଯିବାର କିଛି ଦିନ ପୂର୍ବରୁ ଜମ୍ମୁ ଓ କଶ୍ମୀରରେ ୨୫୦ରୁ ଅଧିକ ସ୍ପେସାଲ ପୁଲିସ ଅଫିସର୍ସଙ୍କ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେ ଜଣ ଅସ୍ତ୍ରଶସ୍ତ୍ର ସହ ନିଖୋଜ ହେବାର ଖବର ମିଳିବା ପରେ କର୍ତ୍ତୃପକ୍ଷମାନେ ଏଭଳି ପଦକ୍ଷେପ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...