Daily Archives

December 8, 2019

ପଗଡ଼ି ଚିହ୍ନାଇଦେଲା ପୁରୁଣା ବନ୍ଧୁ : ବାଣୀବିହାର ମଞ୍ଚ ଉପରୁ ପୂର୍ବତନ ସାଂସଦ ବୀରଭଦ୍ର ସିଂହଙ୍କୁ ଡ଼ାକିଲେ ରାଷ୍ଟ୍ରପତି…

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ଉଦଯାପନୀ ଉତ୍ସବରେ ସାମ୍ନାକୁ ଆସିଥିଲା ଏକ ରୋଚକ ଚିତ୍ର। ଯେତେବେଳେ ନିଜ ପୁରୁଣା ବନ୍ଧୁଙ୍କ ପଗଡ଼ି ଦେଖି ଚିହ୍ନି ପକାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଧଳା ପଗଡ଼ି ଚିହ୍ନାଇ ଦେଲା ପୁରୁଣା ବନ୍ଧୁ। ମଞ୍ଚ ଉପରୁ ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ବୋଲେରୋ-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୧୨ ଜଣ ଆହତ

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିଅଙ୍ଗବାଲି ଛକ ନିକଟରେ ରବିବାର ବୋଲେରୋ ସହ ଏକ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କେରୁବାଡ଼ି ଗ୍ରାମର ମଙ୍ଗୁଳିଆ ନାୟକ (୪୬)। ଏହି ସଡ଼କ ଦୁର୍ଘଟଣାରେ ୧୨ ଜଣ ଆହତ…
ଅଧିକ ଖବର ଦେଖନ୍ତୁ...

ତିରୁପତିରେ ଲଡ୍ଡୁ ପ୍ରସ୍ତୁତ ହେଉଥିବା କେନ୍ଦ୍ରରେ ଲାଗିଲା ନିଆଁ; ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ

ତିରୁମଲା: ତିରୁପତିର ଶ୍ରୀଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରର ପ୍ରସାଦ ବୁନ୍ଦି ଓ ଲଡ୍ଡୁ ପ୍ରସ୍ତୁତ ହେଉଥିବା କେନ୍ଦ୍ରରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଲଡ୍ଡୁ ପ୍ରସ୍ତୁତ ହେଉଥିବା  ରୋଷେଇଶାଳାରେ ଆକସ୍ମିକ ଭାବେ  ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ଏହି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ କାରଖାନା ଅଗ୍ନିକାଣ୍ଡ; ମାଲିକ ଓ ପରିଚାଳକଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ରବିବାର ସକାଳେ ରାଜଧାନୀର ରାଣୀ ଝାନ୍‌ସୀ ମାର୍ଗସ୍ଥିତ ଗୋଟାଏ ପାଞ୍ଚ ତାଲା କୋଠାରେ ଥିବା କାର୍ଡବୋର୍ଡ କାରଖାନାରେ ଅଗ୍ନିକାଣ୍ଡ ଘଟି ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିବା ପରେ ଦିଳ୍ଲୀ ପୁଲିସ୍‌ କାରଖାନା ମାଲିକ ଓ ପରିଚାଳକଙ୍କୁ ଗିରଫ କରିଛି। କାରଖାନାର ମାଲିକ ହେଉଛନ୍ତି ରେହାନ।…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ଟ୍ୱେଣ୍ଟି-୨୦: ଟସ୍‌ ଜିଣି ୱେଷ୍ଟଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ ଜାରି

ତିରୁଅନନ୍ତପୁରମ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟ୍ୱେଣ୍ଟି-୨୦କୁ ୬ ଓ୍ଵିକେଟ୍‌ରେ ବିଜୟୀ ହେବା ପରେ ଭାରତର ମନୋବଳ ବଢ଼ିଯାଇଛି। ଭାରତ ଦ୍ୱିତୀୟ ଟ୍ୱେଣ୍ଟି-୨୦କୁ ଜିତି ଶୃଙ୍ଖଳା ବିଜୟର ସ୍ୱାଦ ଚାଖିବା ପାଇଁ ଅପେକ୍ଷା କରିଛି। ଦ୍ୱିତୀୟ ଟ୍ୱେଣ୍ଟି-୨୦ରେ ରବିବାର ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିଣି…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଶିଳ୍ପା ସେଟ୍ଟୀ, ମୋଦୀଙ୍କୁ ଟ୍ୟାଗ କରି କହିଲେ ଏଭଳି କଥା

ମୁମ୍ବାଇ: ହାଇଦ୍ରାବାଦ, ଉନ୍ନାଓ କିମ୍ବା ମହିଳାଙ୍କ ସହିତ ପୂର୍ବରୁ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ପୂରା ଦେଶ ତାତି ଉଠିଛି। ଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ଲୋକମାନେ ରାସ୍ତାକୁ ଓହ୍ଲାଇ ସରକାରଙ୍କୁ ଏହାର ଉତ୍ତର ମାଗିଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର…
ଅଧିକ ଖବର ଦେଖନ୍ତୁ...

୪ ବର୍ଷ ବୟସରେ ହଜି ଯାଇଥିବା ଝିଅକୁ ସାହା ହେଲା ଫେସ୍‌ବୁକ୍‌: ଭାଇ ସହ ଚାଟିଂ କରି ଦେଲେ ପରିଚୟ, ଭିଡିଓ କଲ୍‌ରେ…

ବିଶାଖାପାଟଣା: ପୂର୍ବରୁ ବି ଅନେକ ଥର ଏପରି ଘଟିଛି। ଦୂରକୁ ଚାଲି ଯାଇଥିବା ଅନେକ ସଂପର୍କକୁ ଫେସ୍‌ବୁକ୍‌ ନିକଟତର କରାଇଛି। ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ନା କି କେବଳ ବ୍ୟବସାୟରେ ସଫଳତା ଓ ଲୋକପ୍ରିୟତା ପାଇବାରେ ସାହାଯ୍ୟ କରୁଛି, ବରଂ ଏହା ଅନେକ ସମୟରେ ଲୋକଙ୍କ ଜୀବନର ମୋଡ଼ ବି…
ଅଧିକ ଖବର ଦେଖନ୍ତୁ...

ଋଣଭାର ସହି ନପାରି ଜୀବନ ହାରିଲେ ଚାଷୀ!

ନୀଳଗିରି/ଭୁବନେଶ୍ୱର: ଲକ୍ଷାଧିକ ଟଙ୍କାର ଋଣଭାରରେ ଅତିଷ୍ଠ ହୋଇ ଶେଷରେ ଜଣେ ଚାଷୀ ଜୀବନ ହାରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲାର ଔପଦା ବ୍ଲକ ବଡ଼ପୋଖରୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁସାରେ ଋଣଭାର ସହି ନପାରି ଚାଷୀ ପ୍ରଦୀପ ପାତ୍ର ଗତ ଶୁକ୍ରବାର ପୂର୍ବାହ୍‌ଣରେ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିଶମ ବାହିନୀର ସାହସୀ କର୍ମଚାରୀ; ମେରୁଦଣ୍ଡ ଜନିତ ସମସ୍ୟା ସତ୍ତ୍ୱେ ଦିଲ୍ଲୀ ଅଗ୍ନିକାଣ୍ଡରେ ନିଜ ଜୀବନକୁ ବାଜି…

ନୂଆଦିଲ୍ଲୀ: ରବିବାର ସକାଳେ ରାଜଧାନୀର ରାଣୀ ଝାନ୍‌ସୀ ମାର୍ଗସ୍ଥିତ ଅନାଜ୍‌ ମଣ୍ଡି ଅଞ୍ଚଳରେ ଗୋଟାଏ ପାଞ୍ଚ ତାଲା କୋଠାରେ ଥିବା କାର୍ଡବୋର୍ଡ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡ ବିଷୟରେ ଖବର ପାଇ  ୩୦ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ…
ଅଧିକ ଖବର ଦେଖନ୍ତୁ...

ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ରବିବାର ସନ୍ଧ୍ୟାରେ ଦିଲ୍ଲୀ ଫେରିଯାଇଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ସନ୍ଧ୍ୟା ୫ଟା ୨୦ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ଦିଲ୍ଲୀ ଫେରିଛନ୍ତି।…
ଅଧିକ ଖବର ଦେଖନ୍ତୁ...