Daily Archives

December 8, 2019

ପତ୍ନୀ ସହ ବେଦିରେ ବସି ଶାଳୀକୁ ବିବାହ କଲେ ଯୁବକ

ଭିଣ୍ଡ: ମଧ୍ୟପ୍ରଦେଶର ଭିଣ୍ଡରେ ଏବେ ଏମିତି ଏକ ବାହାଘର ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | କାରଣ ଜଣେ ଯୁବକ ନିଜ ପତ୍ନୀଙ୍କ ସହ ବେଦିରେ ବସି ନିଜ ଶାଳୀଙ୍କୁ ବିବାହ କରିଛନ୍ତି | ବିବାହ ବେଦିରେ ପତ୍ନୀ ଓ ଶାଳୀ ନବବଧୂ ଭଳି ସଜେଇ ହୋଇଥିବାବେଳେ ଯୁବକ ଜଣକ ଦୁଇଜଣଙ୍କୁ ବରଣମାଳା ମଧ୍ୟ…
ଅଧିକ ଖବର ଦେଖନ୍ତୁ...

କଡ଼ା ସୁରକ୍ଷା ଭିତରେ ନିଜ ଜନ୍ମ ମାଟିରେ ଉନ୍ନାଓ ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ ହେଲା

ଉନ୍ନାଓ: ଶୁକ୍ରବାର ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କର ରବିବାର କଡ଼ା ସୁରକ୍ଷା ଭିତରେ ତାଙ୍କ ଗ୍ରାମରେ ଶେଷ ସଂସ୍କାର ସଂପନ୍ନ ହୋଇଛି। ପରିବାର ଲୋକଙ୍କର ସମସ୍ତ ଦାବି ପୂରା ହେବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଶବ ସତ୍କାର ହୋଇଛି। ପୀଡ଼ିତା…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ଘୋଷଣା: ଉନ୍ନାଓ ପୀଡିତାଙ୍କ ଭାଇକୁ ବନ୍ଧୁକ ଲାଇସେନ୍‌ସ ସହ ଭଉଣୀକୁ ମିଳିବ ଚାକିରି

ଉନ୍ନାଓ: ଶେଷରେ ହାରିଗଲେ ଉନ୍ନାଉ ପୀଡ଼ିତା। ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଗଣଦୁଷ୍କର୍ମ ଏବଂ ଜିଅନ୍ତା ଜାଳି ଦେଇଥିବା ଯୁବତୀଙ୍କର ଆଜି ଅନ୍ତିମ ସଂସ୍କାର ଶେଷ ହୋଇଛି। ପୀଡିତାଙ୍କ ପରିବାର ଲୋକେ ଶନିବାର ଦିନ ଦିଲ୍ଲୀରୁ ଶବ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା…
ଅଧିକ ଖବର ଦେଖନ୍ତୁ...

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତିଙ୍କ ପତ୍ନୀ ଓ ଝିଅ

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ ଓ ତାଙ୍କ ଝିଅ ଶ୍ୱେତା କୋବିନ୍ଦ ରବିବାର ଅପରାହ୍‌ଣରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ଉଭୟ ସବିତା ଓ ଶ୍ୱେତା ଲିଙ୍ଗରାଜ ମନ୍ଦିର ଭିତରକୁ ଅପରାହ୍‌ଣ ୨ଟା ୫୦ ମିନିଟରେ ପ୍ରବେଶ କରିଥିଲେ। ସେମାନେ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କଲା ପିଏମଓ

ନୂଆଦିଲ୍ଲୀ: ଦିଲ୍ଲୀ ରାଣୀ ଝାନ୍‌ସୀ ମାର୍ଗ ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି | ଏହି ମୃତକମାନଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରାଯାଇଛି | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: ଫେରିଲା ଦୁଇଟି ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପୁଣିଥରେ ଟେଲିକମ୍‌ ସେକ୍ଟରରେ ଟେଲିକମ୍‌ କମ୍ପାନିମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ାଇ ଦେଇଛି। ଏୟାରଟେଲ ଓ ଭୋଡାଫୋନ୍‌-ଆଇଡିଆର ଗ୍ରାହକ ଏଣିକି ଅନ୍ୟ ନେଟଓ୍ଵାର୍କକୁ ମାଗଣା କଲ କରି ପାରିବେ ବୋଲି ଘୋଷଣା କରାଯିବା ପରେ ରିଲାଏନ୍ସ ଜିଓ ତାର ୯୮ ଓ ୧୪୯ଟଙ୍କାର…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କ ଭୋଜନ ସମୟରେ ଯୋଧପୁର ସର୍କିଟ ହାଉସ୍‌କୁ ପଶି ପାଦ ଛୁଇଁବା ଉଦ୍ୟମ, ୬ ପୁଲିସ୍‌ ନିଲମ୍ବିତ

ଯୋଧପୁର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଧପୁରରେ ଏକ ସର୍କିଟ ହାଉସ୍‌ରେ ଥିବାବେଳେ ଜଣେ ବ୍ୟକ୍ତି ସେଠାକୁ ଯାଇ ମହାମହିମଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିବା ପରେ ରାଷ୍ଟ୍ରପତିଙ୍କୁ ଯୋଗା ଯାଉଥିବା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିନେଶ ଚାନ୍ଦ ନାମକ ଏହି ବ୍ୟକ୍ତି ଜଣକ…
ଅଧିକ ଖବର ଦେଖନ୍ତୁ...

ବିବାହ ନ ହେବାରୁ ମନ୍ଦିରରେ ହନୁମାନଙ୍କ ମୂର୍ତ୍ତି ଭାଙ୍ଗିଲେ ଯୁବକ

ଜୟପୁର: ନିଜ ବିବାହକୁ ନେଇ ଥିବା ୩ ମାସର ଅଭିଳାଷ ପୂର୍ଣ୍ଣ ନ ହେବାରୁ ଜଣେ ଯୁବକ ହନୁମାନଙ୍କ ମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି | ରାଜସ୍ଥାନର ଚୋମ୍ପୁ ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି | ତେବେ ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବାର ପୁଲିସ କହିଛି | ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ଦୋକାନୀଙ୍କ ନୂଆ ଅଫର: ସ୍ମାର୍ଟଫୋନ୍‌ କିଣିଲେ ଗ୍ରାହକଙ୍କୁ ମିଳିବ ମାଗଣାରେ ପିଆଜ

ଚେନ୍ନାଇ:  ହୁ ହୁ ହୋଇ ବଢ଼ୁଥିବା ପିଆଜ ଦର ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଦେଶର ଅଧିକାଂଶ ସ୍ଥାନରେ ପିଆଜ କିଲୋପିଛା ୧୦୦ରୁ ୧୫୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ତାମିଲନାଡୁର ମଦୁରାଇରେ ପିଆଜ କିଲୋପିଛା ୨୦୦ଟଙ୍କା ଦରରେ ବିକ୍ରି ହେଉଛି। ପିଆଜ ମୂଲ୍ୟକୁ ନେଇ…
ଅଧିକ ଖବର ଦେଖନ୍ତୁ...

ପାଞ୍ଚ ମାସ ତଳେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ମାଆ ବନିବେ, ଡାକ୍ତର କହିଲେ ୪ ମାସର ଗର୍ଭବତୀ

ମୁଜାଫର୍‌ନଗର: ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ନାବାଳିକା ଗର୍ଭବତୀ ଥିବା ଜାଣିବାକୁ ମିଳିଛିି। ପାଞ୍ଚ ମାସ ତଳେ ସେହି ଅଞ୍ଚଳର ଜଣେ ଯୁବକଙ୍କ ଦ୍ବାରା ଦୁର୍ଷ୍କମର ଶିକାର ହୋଇ ସେ ଗର୍ଭବତୀ ହୋଇଥିବା ସୂଚନା ରହିଛି। ଶନିବାର ନାବାଳିକା ଜଣକ ହସ୍ପିଟାଲ୍‌ ଯିବା ପରେ ଡାକ୍ତରମାନେ…
ଅଧିକ ଖବର ଦେଖନ୍ତୁ...