Daily Archives

December 14, 2019

ମୋଦୀ ଦେଶର ଅର୍ଥନୀତିକୁ ନଷ୍ଟ କରିଛନ୍ତି, ସେ କ୍ଷମା ମାଗନ୍ତୁ : ରାହୁଲ

ନୂଆଦିଲ୍ଲୀ : ଦୁଷ୍କର୍ମ ସଂପର୍କରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିବେ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାରଦିନ ଆଉଥରେ ସ୍ପଷ୍ଟ କରିଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ନାଁ ହେଉଛି ରାହୁଲ ଗାନ୍ଧି, ରାହୁଲ ସଭରକର ନୁହେଁ ଯେ ସେ କ୍ଷମା ମାଗିବେ । ଦିଲ୍ଲୀର ରାମଲୀଳା…
ଅଧିକ ଖବର ଦେଖନ୍ତୁ...

ଫାଶୀ ଡରରେ ଖାଇବାପିଇବା ଛାଡ଼ିଦେଲେଣି ୪ ନିର୍ଭୟା ଗଣଦୁଷ୍କର୍ମକାରୀ, କଡ଼ା ନଜର ରଖିଛନ୍ତି ଜେଲ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ତିହାର ଜେଲରେ ଅଛନ୍ତି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଚାରି ଦୋଷୀସାବ୍ୟସ୍ତ ଅପରାଧୀ-ଅକ୍ଷୟ ଠାକୁର, ମୁକେଶ,ପବନ ଗୁପ୍ତା ଓ ବିନୟ ଶର୍ମା ।  ସେମାନେ ଏବେ ଅବସାଦରେ ଦିନ କାଟୁଛନ୍ତି । ଜେଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଚାରି ଜଣ ଅଭିଯୁକ୍ତ ଖାଇବା ପିଇବା ବି କମାଇ…
ଅଧିକ ଖବର ଦେଖନ୍ତୁ...

‘ମୁଁ ରାହୁଲ ଗାନ୍ଧୀ, ରାହୁଲ ସାଭର୍‌କର ନୁହେଁ ଯେ କ୍ଷମା ମାଗିବି’

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’କୁ ‘ରେପ୍‌ ଇନ୍‌ ଇଣ୍ଡିଆ’ କହିବା ପ୍ରସଂଗରେ କଂ‌ଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ବିଭିନ୍ନ ଆଡୁ ଚାପ ପଡୁଥିବା ବେଳେ କ୍ଷମା ମାଗିବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି ରାହୁଲ। ସେ କହିଛନ୍ତି କି, ‘ମୁଁ ରାହୁଲ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ଦୁଇଟି ଅପମୃତ୍ୟୁ : ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ସେଲୁନରୁ ଠାବ ହେଲା ଝୁଲନ୍ତା ଶବ

ଭଦ୍ରକ: ଗୋଟିଏ ଦିନରେ ଭଦ୍ରକ ଜିଲ୍ଲାରେ ଜଣେ ମହିଳା ଓ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି। ଭଦ୍ରକର ଉପରବାଗୁରଠାରେ ରାଳିଆ ଫିସରୀ ବନ୍ଧରେ ଥିବା ଏକ ପୋଖରୀରେ ଶନିବାର ଜଣେ ଅଚିହ୍ନା ମହିଳାଙ୍କ ଶବ ଭାସୁଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ। ଏହାପରେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ…
ଅଧିକ ଖବର ଦେଖନ୍ତୁ...

ପ୍ରଶାନ୍ତ କିଶୋରଙ୍କୁ ଜେଡିୟୁର କଡ଼ା ଜବାବ, ଦଳର ନିଷ୍ପତ୍ତିକୁ ବିରୋଧ କରୁଥିବା ଲୋକ ନିଜର ଅଲଗା ରାସ୍ତା ବାଛିପାରନ୍ତି

ପାଟନା: ନାଗରିକତା ସଂଶୋଧନ ବିଲକୁ ସମର୍ଥନ ଦେବା ପ୍ରସଙ୍ଗରେ ଜେଡିୟୁ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କ ବିରୋଧକୁ ନେଇ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଜେଡିୟୁର ରାଜ୍ୟସଭା ସାଂସଦ ଆରସିପି ସିଂହ କହିଛନ୍ତି ଯେ, ଯିଏ ନାଗରିକତା ସଂଶୋଧନ ବିଲକୁ ଦଳରେ ବିରୋଧ କରୁଛନ୍ତି ,ସେ ନିଜର ଅଲଗା…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲଙ୍କୁ ମିଳିଲା ପ୍ରଶାନ୍ତ କିଶୋରଙ୍କ ସମର୍ଥନ, ଦିଲ୍ଲୀ ନିର୍ବାଚନରେ ଆପ ପାଇଁ ପ୍ରସ୍ତୁତ କରିବେ ରଣନୀତି

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି ପାଇଁ ରଣନୀତି ପ୍ରସ୍ତୁତ କରିବେ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର | ଏ ନେଇ ଖୋଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି | ଆଜି ସନ୍ଧ୍ୟାରେ ପ୍ରଶାନ୍ତ କିଶୋର…
ଅଧିକ ଖବର ଦେଖନ୍ତୁ...

ବାରବାଟୀ ଦିନିକିଆ ଆଉ ୭ ଦିନ, ବ୍ୟାଟି˚ ଅନୁକୂଳ ପିଚ୍‌, ରନ୍‌ ବର୍ଷିବ

କଟକ: ବାରବାଟୀ ଷ୍ଟାଡିୟମରେ ୨୨ ତାରିଖରେ ଖେଳାଯିବାକୁଥିବା ଭାରତ-ଇଣ୍ଡିଜ୍‌ ଦିନିକିଆ ମ୍ୟାଚ୍‌ ପାଇଁ ବ୍ୟାଟି˚ ପିଚ୍‌ ପ୍ରସ୍ତୁତ କରାଯାଉଛି। ଯାହାଫଳରେ ମ୍ୟାଚ୍‌ରେ ରନ୍‌ ବର୍ଷା ହେବ। ଅର୍ଥାତ୍‌ ଚୌକା, ଛକାରେ ଦର୍ଶକଙ୍କ ପୂରା ମନୋର˚ଜନ ହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ଯେଉଁଭଳି…
ଅଧିକ ଖବର ଦେଖନ୍ତୁ...

ଚିତ୍ରକୋଣ୍ଡାର ହନ୍ତାଳଗୁଡାରେ ସ୍ଥାପନ ହେଲା ଅସ୍ଥାୟୀ ବିଏସଏଫ୍ କ୍ୟାମ୍ପ; ପ୍ରଥମ ଥର ପାଇଁ ଅଂଚଳରେ ଉଡିଲା ତ୍ରିରଙ୍ଗା

ମାଲକାନଗିରି:  ମାଓ ଅଧ୍ୟୁଷିତ ମାଲକାନଗିରିର  ସ୍ୱାଭିମାନ ଅଂଚଳ ହନ୍ତାଳଗୁଡାରେ ପ୍ରଥମଥର ଉଡ଼ିଲା ତ୍ରିରଙ୍ଗା ।  ଏହି ଅଂଚଳରେ ସୀମା ସୁରକ୍ଷା ବଳର (ବିଏସଏଫ୍) ପ୍ରଥମ ଅସ୍ଥାୟୀ କ୍ୟାମ୍ପ ପ୍ରତିଷ୍ଠା ଅବସରରେ ଜାତୀୟ ପତାକା ଉଡ଼ାଇଛନ୍ତି ମାଲକାନଗିରି ଏସପି । ଲାଲଗଡକୁ ଭେଦ କରି ପ୍ରଥମ ଥର ପାଇଁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ମହିଳା ସାଂସଦଙ୍କୁ ମୋଦୀ ଶୁଣାଇଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ଫିଲ୍ମର କାହାଣୀ !

ନୂଆଦିଲ୍ଲୀ: ଓଡ଼ିଆ ମହିଳା ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଣାଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଫିଲ୍ମ 'ମୃଗୟା'ର କାହାଣୀ | ସଂସଦର ଶୀତକାଳୀନ ଅଧିବେଶନ ସମାପ୍ତ ହେବା ପରେ ଶୁକ୍ରବାର ଦିନ ମୋଦୀ ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ବଲିଉଡ ଅଭିନେତା ମିଥୁନ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁରରେ ଲଜ୍ଜା ! ଗତ ରାତିରୁ ନିଖୋଜ ନାବାଳିକାଙ୍କ ମୃତଦେହ ମିଳିଲା ବିଲରୁ, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଜଣେ ନିଖୋଜ ନାବାଳିକାଙ୍କ ମୃତଦେହ ଠାବ ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ବି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗାଁରେ ଜଣେ…
ଅଧିକ ଖବର ଦେଖନ୍ତୁ...