Daily Archives

January 11, 2020

ପୁଅର ଉନ୍ମତ୍ତ କାଣ୍ଡ: ବାପାଙ୍କୁ ପିଟିପିଟି ମାରିଦେଲା, ମା’ ଗୁରୁତର

ତୁମୁଡିବନ୍ଧ: ଅଧରାତିରେ ପୁଅର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ପୁଅର କାଠ ଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝାଲିପଡ଼ା ଗାଁରେ…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ ବିରୁଦ୍ଧରେ କେରଳ ସରକାରଙ୍କ ବଡ଼ ଧରଣର ଅଭିଯାନ- ଉତ୍ପାଦନ,ବିକ୍ରି ଓ ବ୍ୟବହାର ଉପରେ ସଂପୂର୍ଣ୍ଣ କଟକଣା

ତିରୁଅନନ୍ତପୁରମ୍‌ : ପ୍ଲାଷ୍ଟିକ ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛନ୍ତି କେରଳ । ରାଜ୍ୟ ସରକାର କେବଳ ପ୍ଲାଷ୍ଟିକର ବ୍ୟବହାର ନୁହେଁ, ତାହାର ଉତ୍ପାଦନ, ବିତରଣ, ଖରିଦ ଓ ପ୍ରସାର ଉପରେ ସଂପୂର୍ଣ୍ଣ କଟକଣା ଲଗାଇଛନ୍ତି । ନିକଟରେ କେରଳ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାଙ୍କ ପ୍ରତାରଣା ସହି ନପାରି ଟ୍ରେନ୍‌ ଆଗକୁ ଡେଇଁଲେ ପ୍ରେମିକ; ଆତ୍ମହତ୍ୟା ବେଳର ଭିଡିଓ ସୁଟିଂ କଲେ

କଟକ: କଟକ ତାଳଦଣ୍ଡା କେନାଲ୍ ନିକଟସ୍ଥ ରେଳ ଲାଇନ୍‌ରୁ ଶନିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକଙ୍କ ନାମ ମନୋଜ ସ୍ୱାଇଁ ସେ ରାଉସପାଟଣା ଅଞ୍ଚଳରେ ଏକ ଭଡ଼ା ଘର ନେଇ ରହୁଥିଲେ। ତେବେ ତାଙ୍କର ପ୍ରକୃତ ଘର ପୁରୀ ଜିଲ୍ଲା ନିଆଳିରେ ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ବଡ଼ୋଦରାସ୍ଥିତ ଗ୍ୟାସ ପ୍ଲାଣ୍ଟରେ ବିସ୍ଫୋରଣ, ୫ମୃତ

ବଡ଼ୋଦରା : ଗୁଜୁରାଟର ବଡ଼ୋଦରାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ସେଠାରେ ଥିବା ଏକ ଔଦ୍ୟୋଗିକ ଏବଂ ଡାକ୍ତରୀ ବାଷ୍ପ ଉତ୍ପାଦନ କାରଖାନାରେ ବିସ୍ଫୋରଣ ଘଟି ୫ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ନେଇ ସୂଚନ‌ା ମିଳିଛି। ଦିନ ପ୍ରାୟ ୧୧ଟା ବେଳେ ପାଡ୍ରାସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନରେ ଯାଆଁଳା ସନ୍ତାନ ଜନ୍ମ ଦେଲେ ମହିଳା

ଲକ୍ଷ୍ମୌ:  ଚଳନ୍ତା ଟ୍ରେନ୍‌ରେ ଏକ ଦମ୍ପତିଙ୍କ ସହିତ ଏମିତି କିଛି ଘଟଣା ଘଟିଛି ଯାହା ସେ ଦୁହିଁଙ୍କ ଜୀବନରେ ଏକ ଅଭୁଲା ସ୍ମୃତି ହୋଇ ସାରା ଜୀବନ ରହିଯିବ। ଉତ୍ତରପ୍ରଦେଶର କାନପୁରରେ ବାସିନ୍ଦା  ହୃତେଶ ପୂର୍ବା ଏକ୍ସପ୍ରେସ୍‌ରେ ନିଜର ପତ୍ନୀ ଜ୍ୟୋତି ଦେବୀଙ୍କ ସହିତ ଦୁର୍ଗାପୁରରୁ କାନପୁର…
ଅଧିକ ଖବର ଦେଖନ୍ତୁ...

ଜେଏନ୍‌ୟୁ ହିଂସାରେ ସଂପୃକ୍ତ ଥିବା ୩୭ ଜଣଙ୍କୁ ଏକ ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ ଲିଙ୍କ୍‌ରୁ ଚିହ୍ନଟ କଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଘଟିଥିବା ହିଂସା ଘଟଣାରେ ସାମିଲ ଥିବା ୩୭ ଜଣ ଅଭିଯୁକ୍ତଙ୍କୁ ଏକ ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ ଲିଙ୍କ୍‌ରୁ ଚିହ୍ନଟ କରାଯାଇଥିବା ଦିଲ୍ଲୀ ପୁଲିସ୍‌ ଦାବୀ କରିଛି। ଗତ, ଜାନୁଆରି ୫ ତାରଖ ରାତିରେ ଯେଉଁଦିନ ଜେଏନ୍‌ୟୁ ପରିସରରେ…
ଅଧିକ ଖବର ଦେଖନ୍ତୁ...

ରାହୁଲ ଦ୍ରାବିଡଙ୍କୁ ଭାବପ୍ରବଣ ପୋଷ୍ଟ୍‌ ଜରିଆରେ ଜନ୍ମଦିନର ଶୁୁଭେଚ୍ଛା ଜଣାଇଲେ ରାହାଣେ

ନୂଆଦିଲ୍ଲୀ: ଆଜି କ୍ରିକେଟ୍‌ ଦୁନିଆର ଅନ୍ୟତମ ଉଦୀୟମାନ ତାରକା ରାହୁଲ ଦ୍ରାବିଡଙ୍କ ଜନ୍ମଦିନ। ରାହୁଲ ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ରାହୁଲଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛା ମିଳିଥିବା ବେଳେ ଚର୍ଚ୍ଚାରେ ରହିଛି କ୍ରିକେଟର୍‌ ଅଜିଙ୍କ୍ୟ ରାହାଣେଙ୍କ ଟ୍ବିଟ୍‌। ସେ ଏକ ଭାବପ୍ରବଣ ଟ୍ବିଟ୍‌…
ଅଧିକ ଖବର ଦେଖନ୍ତୁ...

ପିଏ ଆଇଟିଡିଏଙ୍କୁ ତାଲା ପକାଇବା ଘଟଣା: ମୟୂରଭଞ୍ଜ ସାଂସଦ ଓ ରାଇରଙ୍ଗପୁର ବିଧାୟକଙ୍କ ଗିରଫ ଦାବି କଲା ବିଜେଡି

ରାଇରଙ୍ଗପୁର: ଗତ ୯ ତାରିଖରେ ରାଇରଙ୍ଗପୁରର ପିଏ ଆଇଟିଡିଏ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝିଙ୍କ ଉପସ୍ଥିତିରେ ସେମାନଙ୍କର ସମର୍ଥକମାନେ ତାଲା ପକାଇବା ଘଟଣାକୁ ନେଇ ବିଜୁ ଜନତା ଦଳ ଆଜି ଅଧିକ ପ୍ରତିକ୍ରିୟା ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ପୁଣି ଭାରତକୁ ଧମକାଇଲା ଆମେରିକା, ଋଷିଆଠାରୁ ଏସ୍‌-୪୦୦ କିଣିଲେ କଠୋର କଟକଣା ଲଗାଇବୁ

ନୂଆଦିଲ୍ଲୀ : ଋଷିଆଠାରୁ ଏସ୍‌-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ ଖରିଦକୁ ନେଇ ପୁଣି ଭାରତକୁ ଚେତାବନୀ ଶୁଣାଇଛି ଆମେରିକା । ଚେତାବନୀ ସତ୍ତ୍ୱେ ଯଦି ଭାରତ ଏହା ଖରିଦ କରେ ତେବେ କଠୋର କଟକଣା ଲଗାଯିବ ବୋଲି ଆମେରିକା ଏକରକମ ଧମକ ଦେଇଛି । ନିକଟରେ ଆମେରିକାର ପରରାଷ୍ଟ୍ର ବିଭାଗର ଜଣେ…
ଅଧିକ ଖବର ଦେଖନ୍ତୁ...

ଭୁଲବଶତଃ ୟୁକ୍ରେନ୍‌ ବିମାନକୁ କ୍ଷେପଣାସ୍ତ୍ର ମାଡ଼ କରିଥିବା ସ୍ୱୀକାର କଲା ଇରାନ୍‌; ଦୋଷୀଙ୍କୁ ଦଣ୍ଡ, କ୍ଷତିପୂରଣ ଓ…

ତେହେରାନ୍‌/ କିଏଭ୍‌: ୟୁକ୍ରେନ୍‌ ଇଣ୍ଟରନ୍ୟାସନାଲ ଏୟାରଲାଇନ୍‌ (ୟୁଆଇଏ)ର ଯାତ୍ରୀବାହୀ ବିମାନକୁ ଗତ ବୁଧବାର ଦିନ ଅଜାଣତରେ କ୍ଷେପଣାସ୍ତ୍ର ମାଡ଼କରି ଖସାଇ ଦେଇଥିବା ଇରାନ୍‌ ସ୍ୱୀକାର କରିଛି। ଇରାନ୍‌ର ସ୍ୱୀକାରୋକ୍ତି ପରେ ଏହି ଘଟଣାରେ ନିଜର ଗଭୀର ପ୍ରତିକ୍ରିୟା ପ୍ରକାଶ କରି ୟୁକ୍ରେନ୍‌…
ଅଧିକ ଖବର ଦେଖନ୍ତୁ...