Daily Archives

May 21, 2020

ପୂର୍ବ ଶତ୍ରୁତାରୁ ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ରଣପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ | ରଣପୁର ବ୍ଲକ ଅନ୍ତର୍ଗତ କେରେଣ୍ଡାଟାଙ୍ଗୀ ପଚାଂୟତ ଅଧୀନ ମୁକ୍ତାପୁର ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗାଁ ରେ ରହୁଥିବା ଗୋଟିଏ ପରିବାରର ବୃଦ୍ଧ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କାହିଁକି ଆମେରିକା ସିନେଟରଙ୍କୁ ‘ନନସେନ୍ସ’ କହିଲା ଚୀନ

ନୂଆଦିଲ୍ଲୀ: ଲଦାଖ ଓ ଉତ୍ତର ସିକ୍କିମ୍‌‌ ସୀମାରେ ବହୁ ସଂଖ୍ୟାରେ ଭାରତୀୟ ଏବଂ ଚୀନ୍‌ ସେନା ଠୁଳ ହେବା କାରଣରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। ଲଦାଖ ନିକଟ ଚୀନ୍‌-ଭାରତ ସୀମାରେ ଉଭୟ ପକ୍ଷ ବହୁ ସଂଖ୍ୟାରେ ସେନା ଠୁଳ କରିବାରେ ଲାଗିପଡିଛନ୍ତି। ଦୁଇ ଦୁଇ ଥର ଏଠାରେ ଉଭୟ ସେନା…
ଅଧିକ ଖବର ଦେଖନ୍ତୁ...

ଅଧା ଲୁଟି ନେଇଥିଲା କରୋନା, ବାକି ଯାହା ଥିଲା ମୂଳପୋଛ କରିଦେଲା ଅମ୍ଫାନ

କୋଲକାତା: ପଶ୍ଚିମବଙ୍ଗରୁ ବାତ୍ୟା ‘ଅମ୍ଫାନ’ ସର୍ବସ୍ବ ଲୁଟି ନେବା ପରେ ଉଜୁଡି ଯାଇଛି ଅନେକଙ୍କ ସଂସାର। କିଏ ପିତା ହରା ହୋଇଛି ତ କିଏ ପୁତ୍ର ହରା। କାହା ମଥାରୁ ସିନ୍ଦୂର ଲିଭି ଯାଇଛି ତ ପୁଣି କେଉଁ ସ୍ବାମୀ ମୁଣ୍ଡରୁ ହଟି ଯାଇଛି ସ୍ତ୍ରୀର ପଣତ! କେବଳ ସେତିକି ନୁହେଁ, ହଜାର ହଜାର…
ଅଧିକ ଖବର ଦେଖନ୍ତୁ...

ବୁଢ଼ାବଳଙ୍ଗ ନଦୀରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ୍

ବାଲେଶ୍ୱର: ଜାତୀୟ ରାଜପଥ-୬୦ର ବାଲେଶ୍ବର ଜିଲ୍ଲା ଫୁଲାଡ଼ି ଛକରୁ ବାଲେଶ୍ବର ସହରକୁ ଆସିବାପାଇଁ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣ ସେତୁର ସେଟରିଂ ଆଜି ଭୁଶୁଡିପଡିଛି | ଆଜି ଅପରାହ୍ନ ୫ଟା୩୦ ସମୟରେ ବ୍ରିଜର ନିର୍ମାଣାଧିନ ପିଲାର ଭୁଶୁଡି ପଡିଥିବା ବେଳେ କାରଣ କ’ଣ ତାହା ଜଣାପଡିନାହିଁ | ଏଠାରେ…
ଅଧିକ ଖବର ଦେଖନ୍ତୁ...

ସିଆରପିଏଫରେ କରୋନା ଆକ୍ରାନ୍ତ ସଂଖ୍ୟା ୩୩୫କୁ ବୃଦ୍ଧି, ୨ ମୃତ

ନୂଆଦିଲ୍ଲୀ : କେନ୍ଦ୍ରୀୟ ବାହିନୀ ଗୁଡ଼ିକରେ ବଢିଚାଲିଥିବା କରୋନା ସଂକ୍ରମଣ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ସିଆରପିଏଫରେ ଆଜି ଆଉ ଗୋଟିଏ ମୃତ୍ୟୁ ଓ ୯ଟି ସଂକ୍ରମଣ ମାମଲା ଜଣାପଡ଼ିଛି । ଏହା ଫଳରେ ସିଆରପିଏଫରେ ମୋଟ ସଂକ୍ରମିତ ସଂଖ୍ୟା ୩୩୫ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୨ରେ…
ଅଧିକ ଖବର ଦେଖନ୍ତୁ...

ଓଃ ! କୋଲକାତା : ‘ଅମ୍ଫାନ୍‌’ ତାଣ୍ଡବ ରଚୁଥିବା ବେଳେ ‘ଟାଇଟାନିକ୍‌’ ତୁଳନାରେ କିଛି ଭିନ୍ନ ନ ଥିଲା ନଭଶ୍ଚୁମ୍ଭୀ…

କୋଲକାତା: ଦେଶର ଚାରି ପ୍ରମୁଖ ମହାନଗରୀ ମଧ୍ୟରୁ ଅନ୍ୟତମ ପ୍ରମୁଖ ମହାନଗରୀ ହେଉଛି କୋଲକାତା। ସମସ୍ତ ପ୍ରକାରର ଅତ୍ୟାଧୁନିକ ପ୍ରାଚୁର୍ଯ୍ୟ ଓ ସୁବିଧା ସୁଯୋଗ ଉପଲବ୍ଧ ରହିଥିବା କୋଲକାତାର ନଭଶ୍ଚୁମ୍ଭୀ ଅଟ୍ଟାଳିକା ବା ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟର ଫ୍ଲାଟ୍‌ରେ ରହୁଥିବା ବ୍ୟକ୍ତିମାନେ ନିଜକୁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ବାତ୍ୟା ଅମ୍ପନ ଯୋଗୁଁ କିଭଳି କ୍ଷୟକ୍ଷତି ହୋଇଛି ତାହାର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିପାରନ୍ତି | ତେବେ ଏ ଯାଏଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ | ମୋଦୀ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ମଦର ହୋମ ଡେଲିଭରି ଆରମ୍ଭ କଲେ ସ୍ଵିଗି-ଜୋମାଟୋ

ରାଞ୍ଚି: ଦେଶର କରୋନାଭାଇରସ୍ ଲକ୍ଡାଉନ୍ ସମୟରେ ମଦର ଅଧିକ ଚାହିଦା ଥିବାରୁ ଖାଦ୍ୟ ଡେ଼ଲିଭର କରୁଥିବା ଦୁଇଟି କମ୍ପାନୀ ସ୍ଵିଗି-ଜୋମାଟୋ ଆଜିଠାରୁ କେତେକ ସହରରେ ମଦର ହୋମ ଡେଲିଭରି କରିବା ଆରମ୍ଭ କରିଛନ୍ତି । ସରକାର ଲକଡାଉନର କିଛି ପ୍ରତିବନ୍ଧକକୁ ହ୍ରାସ କରିବା ପରେ ଏହି ମାସ ଆରମ୍ଭରେ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁର୍‌ରେ ଶୁଭିଥିବା ପ୍ରଚଣ୍ଡ ଶବ୍ଦ ରହସ୍ୟ ଉପରୁ ପରଦା ଉଠିଲା, ଶବ୍ଦଟି ଥିଲା…

ବେଙ୍ଗାଲୁର: ଗତକାଲି ବେଙ୍ଗାଲୁର୍‌ରେ ଶୁଭିଥିବା ପ୍ରଚଣ୍ଡ ଶବ୍ଦକୁ ନେଇ ସାରା ସହରରେ ଚାଞ୍ଚଲ୍ୟ ‌ଖେଳି ଯାଇଥିଲା। କେହି କେହି ଏହାକୁ ବିମାନ ବିସ୍ଫୋରଣର ଶବ୍ଦ ବୋଲି କହିଥିବା ବେଳେ ଆଉ କେହି ଏହାକୁ ଭୂକମ୍ପ ଓ ପୁଣି କେହି ପରଗ୍ରହୀ(ଏଲିଏନ୍‌)ର ଶବ୍ଦ ବୋଲି କହିଥିବାର ଶୁଣିବାକୁ…
ଅଧିକ ଖବର ଦେଖନ୍ତୁ...

କରୋନା କବଳରେ ପିଓକେରେ ଥିବା ଆତଙ୍କବାଦୀ କ୍ୟାମ୍ପ, ମୃତ୍ୟୁମୁଖରେ ପଡ଼ିପାରନ୍ତି ଅନେକ ଆତଙ୍କବାଦୀ

ଶ୍ରୀନଗର : ସମଗ୍ର ବିଶ୍ୱରେ ଆତଙ୍କ ଖେଳାଉଥିବା ଆତଙ୍କବାଦୀମାନେ ଏବେ ଆତଙ୍କରେ ରହିଛନ୍ତି । କାରଣ ପାକ-ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପଗୁଡ଼ିକରେ ଏବେ କରୋନା ଭାଇରସ ବ୍ୟାପିଯାଇଛି । ଏହାକୁ ନେଇ ଆତଙ୍କବାଦୀମାନେ ଅସୁସ୍ଥ ହୋଇପଡ଼ିଛନ୍ତି ଓ କେତେକ ମୃତ୍ୟୁମୁଖରେ ମଧ୍ୟ ପଡ଼ିଛନ୍ତି ।…
ଅଧିକ ଖବର ଦେଖନ୍ତୁ...