Daily Archives

July 1, 2020

ବିଜେଡି ପକ୍ଷରୁ ଦଳୀୟ ପଦାଧିକାରୀଙ୍କ ତାଲିକା ଜାରି : ୮ ବରିଷ୍ଠ-ଉପସଭାପତି, ୯ ଉପସଭାପତି ଓ ଜଣେ ସାଧାରଣ ସଂପାଦକ…

ଭୁବନେଶ୍ୱର: ଆଜି  ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର  ବରିଷ୍ଠ କର୍ମକର୍ତ୍ତାଙ୍କୁ  ନିଯୁକ୍ତି ଦେଇଛନ୍ତି। ବିଜେଡି ସୁପ୍ରିମୋ  ଆଠଜଣ ବରିଷ୍ଠ ଉପସଭାପତି ଓ ପ୍ରଥମ ଥର ପାଇଁ ୯ଜଣ ଉପସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି। । ନବନିଯୁକ୍ତ ୯ ଉପ-ସଭାପତିଙ୍କୁ ସ୍ବତନ୍ତ୍ର ଦାୟିତ୍ବ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୩ରୁ ୫ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ସମ୍ପୂର୍ଣ୍ଣ ସଟଡାଉନ୍‌

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଆଜି ଜିଲ୍ଲାରେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗୋଟିଏ ସ୍ଥାନୀୟ ମାମଲା ରହିଛି।  ଅନ୍ୟ ୮ଜଣ କରୋନା ସଂକ୍ରମଣ ଏମ୍‌ଭି-୦୭ ଟିଏମସିରେ ଥିଲେ ଓ ସେମାନେ ତାମିଲନାଡୁ ଏବଂ…
ଅଧିକ ଖବର ଦେଖନ୍ତୁ...

ସାମାଜିକ, ସାଂସ୍କୃତିକ ଓ ରାଜ‌ନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ କରୋନା ସଂକ୍ରମିତ ହେଲେ ଆୟୋଜକ ସମ୍ପୂର୍ଣ୍ଣ ଦାୟୀ…

ବ୍ରହ୍ମପୁର/ଛତ୍ରପୁର: ସାମାଜିକ, ସାଂସ୍କୃତିକ ଓ ରାଜ‌ନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହୁଅନ୍ତି ତେବେ ଏଥିଲାଗି କାର୍ଯ୍ୟକ୍ରମ ଆୟୋଜକ ସମ୍ପୂର୍ଣ୍ଣ ଦାୟୀ ରହିବେ। ସଂକ୍ରମିତ ବ୍ୟକ୍ତିଙ୍କ ସ୍ବାବ୍‌ ନମୁନା ପରୀକ୍ଷା ଠାରୁ ଚିକିତ୍ସା ବାବଦ ସମସ୍ତ…
ଅଧିକ ଖବର ଦେଖନ୍ତୁ...

କୌଣସି ଦେଶ ସୁରକ୍ଷିତ ନୁହନ୍ତି, କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତୁତ ହୁଅନ୍ତୁ: ‘ହୁ’

ନୂଆଦିଲ୍ଲୀ: କରୋନା କାଳରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଅନେକ ଥର ବିଶ୍ୱବାସୀଙ୍କୁ ସତର୍କ କରାଯାଇଥିବା ବେଳେ ଆଜି କୋଭିଡ -୧୯ ମାମଲାରେ ବୃଦ୍ଧି ଘଟିବା ନେଇ ଚେତାବନୀ ଦେଇଛି 'ହୁ' | ଯେ ପର୍ଯ୍ୟନ୍ତ କରୋନା ଭୂତାଣୁ କୌଣସି ଗୋଟେ ଦେଶରେ ବ୍ୟାପୁଛି, ସେ ପର୍ଯ୍ୟନ୍ତ କୌଣସି ଦେଶ…
ଅଧିକ ଖବର ଦେଖନ୍ତୁ...

କରୋନା ଭୟରେ କର୍ତ୍ତବ୍ୟ ଭୁଲିଗଲେ ଆତ୍ମୀୟସ୍ବଜନ ! ଶବକୁ ମିଳିଲାନି ଚାରି କାନ୍ଧ, ଘୋ‌ଷାରି ଘୋଷାରି ନେଲେ

କବିସୂର୍ଯ୍ୟନଗର: କରୋନା ମହାମାରୀ ସାମାଜିକ ଶୃଙ୍ଖଳତାକୁ ବିଗାଡ଼ି ଦେଇଛି। ସ୍ଥିତି ଏପରି ହୋଇଛି ଯେ ଜଣେ ଅନ୍ୟ ଜଣଙ୍କୁ ଘୃଣା ଦୃଷ୍ଟିରେ ଦେଖୁଛି। ଅନ୍ୟ କାରଣରୁ ମୃତ୍ୟୁ ଘଟିଲେ ବି କରୋନା ଭୟରେ ଚାରି କାନ୍ଧ ମିଳୁନାହିଁ କୋକେଇ ପାଇଁ। ଶବକୁ ଗ‌ାଁ ଦାଣ୍ଡରୁ ଘଉଡ଼ାଇ ଦିଆଯାଉଛି। ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ସବୁ ଜିଲ୍ଲାରେ ରହିଛି ବର୍ଷା ସହ ବଜ୍ରପାତର ସମ୍ଭାବନା; ଜାରି ହେଲା ୟେଲୋ…

ଭୁବନେଶ୍ୱର: ରାଜ୍ୟରେ ସଂପ୍ରତି ମୌସୁମୀର କୌଣସି ପ୍ରଭାବ ନାହିଁ। ଏଥିସହ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁର ପ୍ରବାହ କିମ୍ବା ପ୍ରଭାବ ଜନିତ ବର୍ଷା ରାଜ୍ୟରେ ଦେଖିବା ପାଇଁ ମିଳୁନାହିଁ। ତେବେ, ସମୁଦ୍ର ପତ୍ତନଠାରୁ ୦.୯ କିଲୋମିଟର ଉଚ୍ଚତାରେ ଓଡ଼ିଶା ଏବଂ ପଡ଼ୋଶୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ…
ଅଧିକ ଖବର ଦେଖନ୍ତୁ...

ପୁଣି ୬ କରୋନା ଆକ୍ରାନ୍ତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରୁ ଚିହ୍ନଟ

କଟକ: ଆଜି କଟକ ଜିଲ୍ଲାରେ ଚିହ୍ନଟ  ହୋଇଥିବା ୩୨ ନୂଆ କୋଭିଡ୍-୧୯ ସଂକ୍ରମଣ ମାମଲାରୁ ୭ଟି ପିଜିଟିଭ୍  କଟକ ମହାନଗର ନିଗମ ଅଞ୍ଚଳର ବୋଲି ସିଏମ୍‌ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।  କରୋନା ପଜିଟିଭ୍ ଚିହ୍ନଟ ବ୍ୟକ୍ତିମାନେ କଟକ ସହର ଅନ୍ତର୍ଗତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା ପୂର୍ବରୁ ଉଇକିପିଡିଆରେ ଅପଡେଟ ହୋଇସାରିଥିଲା ସୁଶାନ୍ତ ସିଂଙ୍କ ମୃତ୍ୟୁ ଖବର

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ମୁମ୍ବାଇ ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଛି। ସମ୍ପ୍ରତି ସୁଶାନ୍ତ ସିଂହ ରାଜପୁତଙ୍କ ଉଇକିପିଡିଆ ପେଜକୁ ନେଇ ଏକ ପ୍ରଶ୍ନ ଉଠିଛି। ପ୍ରକାଶିତ ଖବର ମୁତାବକ, ମୁମ୍ବାଇ ପୁଲିସ ହାତରେ ଏକ ନୂଆ ତଥ୍ୟ ଲାଗିଛି। ଏହି…
ଅଧିକ ଖବର ଦେଖନ୍ତୁ...

ଏନ୍‌କାଉଣ୍ଟର୍‌ ସମୟରେ ଗୁଳିର ଶିକାର ବନିଥିବା ଜେଜେବାପାଙ୍କ ଶରୀର ଉପରେ କାନ୍ଦି କାନ୍ଦି ଲୋଟି ପଡ଼ିଲା ୩ ବର୍ଷିଅ…

ସୋପୋରେ: ଜମ୍ମୁ-କଶ୍ମୀରର ସୋପୋରେ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର୍ ଚାଲିଥିବା ବେଳେ‌  ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ଜଣେ ୩ ବର୍ଷିଅ ବାଳକ ମରି ପଡ଼ିଥିବା ନିଜ ଜେଜେବାପାଙ୍କ ମୃତ ଶରୀର ନିକଟରେ ବସି ରହିଥିବା ଦୃଶ୍ୟ ଅନେକଙ୍କୁ ଭାବପ୍ରବଣ କରାଇଛି।…
ଅଧିକ ଖବର ଦେଖନ୍ତୁ...

ଗୁଗଲ କ୍ରୋମ ଉପରେ ଆକ୍ରମଣ କରିପାରନ୍ତି ହ୍ୟାକର, ସତର୍କ ରହିବା ପାଇଁ କହିଲା ସାଇବର ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ଗୁଗୁଲ୍ କ୍ରୋମ୍ ଏକ୍ସଟେନ୍ସନ୍ ଇନଷ୍ଟଲ କରିବା ସମୟରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ କମ୍ପ୍ୟୁଟର ଏମରଜେନସି ରେସପନ୍ସ ଟିମ ଅଫ ଇଣ୍ଡିଆ (ସିଇଆରଟି-ଇନ) ପରାମର୍ଶ ଦେଇଛି | କମ୍ପାନୀ କହିଛି ଯେ, ଉପଭୋକ୍ତାଙ୍କ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିବା ଜାଣି ୧୦୦ରୁ…
ଅଧିକ ଖବର ଦେଖନ୍ତୁ...