Daily Archives

November 18, 2020

ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର

ରାଉରକେଲା: ବନ୍ଧମୁଣ୍ଡା ଡି କେବିନ୍‌ରେ ଲାଗିଥିବା ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ଜଣକ ହେଲେ ସାବିତ୍ରୀ ଜେନା (୩୩)। ତାଙ୍କ ଶରୀର ପ୍ରାୟ ୫୦% ଜଳି ଯାଇଥିବା ଜଣାପଡିଛି। ଚିକିତ୍ସା ପାଇଁ ତାଙ୍କୁ ରାଊରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ଲାଗି ‘୨୦୨୨ କମନ୍‌ୱେଲ୍‌ଥ୍‌ ଗେମ୍‌ସ୍‌’ରେ ସାମିଲ ହେବ ମହିଳା କ୍ରିକେଟ୍: ଆଇସିସି

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ଲାଗି ‘୨୦୨୨ କମନ୍‌ୱେଲ୍‌ଥ୍‌ ଗେମ୍‌ସ୍‌’ରେ ମହିଳା କ୍ରିକେଟ୍‌କୁ ସାମିଲ କରାଯିବ ବୋଲି ବୁଧବାର ଦିନ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ କ୍ରିକେଟ୍‌ କାଉନ୍‌ସିଲ୍‌’ (ଆଇସିସି) ସୁନିଶ୍ଚିତ କରିଛି। ୨୦୨୨ ଜୁଲାଇ ୧୮ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସ କାମରେ ପୂର୍ବ ଅଭିଜ୍ଞତା କାମରେ ଆସିବ। ଭୂସ˚ପତ୍ତି କିଣି ପାରନ୍ତି। ଅସନ୍ତୁଷ୍ଟ ଥିବା ପ୍ରିୟତମଙ୍କୁ ମନାଇପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଭଲ। ବୃଷ: ଆପଣଙ୍କ ଠାରୁ ବଡ଼ଙ୍କର ସେବା କରନ୍ତୁ, ଅଫିସରେ ଲାଗିରହିଥିବା ବାଧା ଦୂର ହେବ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ କାମ ମିଳିବ।…
ଅଧିକ ଖବର ଦେଖନ୍ତୁ...

କରୋନାରେ କୋଭିଡ ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁ, ଆସନ୍ତାକାଲି ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶବ ସତ୍କାର

ଭଞ୍ଜନଗର: କରୋନା ସଂଗ୍ରାମରେ ଆଗ ଧାଡିର ଯୋଦ୍ଧା ଭାବେ ଡାକ୍ତର, ନର୍ସ,ପୁଲିସ୍, ସରକାରୀ କର୍ମଚାରୀମାନେ କରୋନା ଯୋଦ୍ଧା ଭାବେ ସଂଗ୍ରାମ ଜାରି ରଖିଛନ୍ତି। ଜନସାଧାରଣମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଯୋଦ୍ଧାମାନେ ନିଜ ସ୍ବାର୍ଥକୁ ପଛରେ ପକାଇ କାର୍ଯ୍ୟଧାରା ଜାରି ରଖିଥିବା ବେଳେ ବହୁ…
ଅଧିକ ଖବର ଦେଖନ୍ତୁ...

ସୋଲଡେଗା ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ

ବଣାଇଁଗଡ଼ (ସୁନ୍ଦରଗଡ଼): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମଡ଼ା ବନାଞ୍ଚଳର ସୋଲଡେଗା ଜଙ୍ଗଲରେ ଆଜି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ଆଜି ସକାଳେ ଏକ ୨୨ ସଦସ୍ୟ ବିଶିଷ୍ଟ ହାତୀପଲ ସୋଲଡେଗା ଜଙ୍ଗଲରେ ପହଞ୍ଚିଥିଲେ। ତା’ପରେ ଉକ୍ତ ହାତୀପଲରେ ଥିବା ଏକ ଦନ୍ତାହାତୀ ଅସୁସ୍ଥ ହେବା ସହ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ବିଷପାନ କରି ଯୁବତୀଙ୍କ ଆତ୍ମହତ୍ୟା

ଗାଇସିଲାଟ୍‌: ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ଥାନା ବୁରୋମୁଣ୍ଡା ଗ୍ରାମର ଜନୈକା ଯୁବତୀ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ମୃତା ଯୁବତୀ ଜଣକ ହେଲେ ରୀତା ମାଝୀ (୨୧)। ରୀତା ମଙ୍ଗଳବାର ରାତିରେ ଘରଲୋକେ ସମସ୍ତେ ଖାଇସାରିବା ପରେ ସେ ବିଷ ପିଇ ଦେଇଥିଲେ। ରାତି ୨ଟା ବେଳେ ଅସୁସ୍ଥ ଅନୁଭବ…
ଅଧିକ ଖବର ଦେଖନ୍ତୁ...

ସାନ ଭାଇର ବେଲଣା କାଠି ମାଡ଼ର ବଡ଼ର ମୁଣ୍ଡ ଫାଟିଲା 

ବାମରା: ସାନ ଭାଇର ବେଲଣା କାଠି ମାଡ଼ରେ ବଡ଼ ଭାଇର ମୁଣ୍ଡ ଫାଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ଗୁର୍ଲା ଗ୍ରାମରେ। ପ୍ରାପ୍ତ ସୂଚନା ଅନୁଯାୟୀ ଗୁର୍ଲା ଗ୍ରାମର ଖଗେଶ୍ୱର ପଟେଲଙ୍କ…
ଅଧିକ ଖବର ଦେଖନ୍ତୁ...

ଦୁଇ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର

ସବଡ଼େଗା (ସୁନ୍ଦରଗଡ଼): ସବଡ଼େଗା ବ୍ଲକ୍‌ର ଭିନ୍ନ ଭିନ୍ନ ସ୍ଥାନରେ ବାଇକ୍‌ ଦୁର୍ଘଟଣା ୨ ଜଣଙ୍କର ମୃତ୍ୟୁ ହେବା ସହ ୨ ଜଣ ଗୁରୁ୍ତର ହୋଇଛନ୍ତି। ଆଜି ସକାଳେ କୁବାପଡ଼ା ଗ୍ର‌ାମର ଆକାଶ ଡୁଙ୍ଗଡୁଙ୍ଗ(୨୨) ଓ ସୁଦୀପ ଡୁଙ୍ଗଡୁଙ୍ଗ(୧୫) ଓଡ଼ି ୧୪ ଭି ୭୭୬୬ ବାଇକ୍‌‌ରେ ଗାଈବିରାରୁ ଘରକୁ ଫେରୁଥିଲା‌ବେଳେ…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡ ସୀମାରେ ବନ୍ଧୁକ ମୁନରେ ଲାପ୍‌ଟପ୍‌ ଓ ୩୦ ହଜାର ଲୁଟ୍‌ ଅଭିଯୋଗ

ବଡ଼ଗାଁ (ସୁନ୍ଦରଗଡ଼): ବଡ଼ଗାଁ ଥାନା ଅନ୍ତର୍ଗତ ଝାଡ଼ଖଣ୍ଡ ସୀମାନ୍ତବର୍ତୀ ଏକମା ଠାରେ ଆଜି ସନ୍ଧ୍ୟାରେ ଅଜଣା ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ଜଣକୁ ପିଛା କରି ନଗଦ ୩୦ ହଜାର ଟଙ୍କା ଓ ବ୍ୟାଗରେ ଥିବା ଲାପ୍‌ଟପ୍‌ ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଏକମା ଛକରେ ସିଏସ୍‌ସି…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ: ପ୍ରଥମ ଦିନରେ ୧୭ ଜଣ ଚାଷୀଙ୍କ ଠାରୁ ୮୫୨.୫୭ କ୍ବିଇଣ୍ଟାଲ‌ ଧାନ ସଂଗ୍ରହ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଚଳିତ ୨୦୨୦-୨୧ଖରିଫ ଧାନ ସଂଗ୍ରହ ପାଇଁ ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡି ଆରମ୍ଭ ହୋଇଛି। ମଣ୍ଡି ଆରମ୍ଭ ହେବାର ପ୍ରଥମ ଦିନରୁ ଚାଷୀ ସମସ୍ୟା ଭୋଗିଛନ୍ତି। ମିଲର୍ସଙ୍କ ଅବହେଳା ହେତୁ ଧରମବନ୍ଧା ମଣ୍ଡିରେ ୯ଜଣ ଚାଷୀଙ୍କ ଏକ ହଜାର ୫୦ ବସ୍ତା ଧାନ ମଣ୍ଡିରେ…
ଅଧିକ ଖବର ଦେଖନ୍ତୁ...