Daily Archives

November 18, 2020

ନାବାଳିକାଙ୍କୁ ଦୁଷ୍କର୍ମ: ପୂର୍ବତନ ୱାର୍ଡମେମ୍ବର ଗିରଫ

ବଣାଇଁଗଡ଼ (ସୁନ୍ଦରଗଡ଼): କୋଇଡ଼ା ଥାନା ଅନ୍ତର୍ଗତ ପାନପୋଷିଆ ଗ୍ରାମରେ ଜନୈକା ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସେହି ଗ୍ରାମର ଜଣେ ପୂର୍ବତନ ୱାର୍ଡମେମ୍ବରକୁ ପୁଲିସ ଗିରଫ କରିଛି। ଗତକାଲି ନାବାଳିକା ଜଣଙ୍କ ବାଡିରେ କାମ କରୁଥିଲାବେଳେ ୫୦ ବର୍ଷର ପୂର୍ବତନ ଓ୍ବାର୍ଡମେମ୍ବର…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ରିଜର୍ଭରେ କାର୍ଯ୍ୟରତ ଏପିଆର୍ କନଷ୍ଟେବଳଙ୍କ ଆତ୍ମହତ୍ୟା

ବୀରମିତ୍ରପୁର: ରାଉରକେଲା ରିଜର୍ଭରେ କାର୍ଯ୍ୟରତ ଏପିଆର୍‌ କନଷ୍ଟେବଳ ଲାଲଚାନ୍ଦ ଲୁଗୁନ(୪୫) ଆତ୍ମହତ୍ୟା କରିଛନ୍ତି। ବୀରମିତ୍ରପୁର ପୁଲିସ ଅନ୍ଧାରି ପଞ୍ଚାୟତର ଧାଙ୍ଗରିନଚାସ୍ଥିତ ବାସଗୃହରୁ ଆଜି ତାଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଆତ୍ମହତ୍ୟାର କାରଣ…
ଅଧିକ ଖବର ଦେଖନ୍ତୁ...

କାଳୀ ମନ୍ଦିର ନିକଟ କୂଅରୁ ଶବ ଉଦ୍ଧାର ଘଟଣା: ଜାମିନରେ ବାହାରିଲେ ଚୌବନ ବାବା

କଂଟାବାଞ୍ଜି: ବହୁଚର୍ଚ୍ଚିତ ସାଲେପଡ଼ା କାଳୀ ମନ୍ଦିର ନିକଟ କୂଅରୁ ଶବ ଉଦ୍ଧାର ଘଟଣାର ମୁଖ୍ୟ ଅଭିଯୁକ୍ତ ଚୌବନ କିଶୋର ମାଝୀ ଓରଫ୍‌ ଚୌବନ ବାବାଙ୍କୁ ଜାମିନ ମିଳିଛି। ବର୍ଷେ ପରେ ଜେଲ୍‌ରେ ରହିବା ପରେ ସେ ବାହାରିଛନ୍ତି। ସୂଚନାଯୋଗ୍ୟ ଯେ, ଚୌବନ ବାବା ଆଦିବାସୀ ନେତା ଭାବେ ବଲାଙ୍ଗୀର…
ଅଧିକ ଖବର ଦେଖନ୍ତୁ...

ବାଇକ୍ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କଲେ ରେଢାଖୋଲ ବିଧାୟକ 

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା କିସିଣ୍ତା ଥାନା ଅନ୍ତର୍ଗତ କଞ୍ଚନପୁର ନିକଟସ୍ଥ ରଂଗିଆଖଣ୍ତିଠାରେ ଏକ ବାଇକ୍‌ରେ ଯାଉଥିବା ୨ ଆରୋହୀ ଦୁର୍ଘଟଣା ସମ୍ମୁଖୀନ ହୋଇ ରାସ୍ତା ପାର୍ଶ୍ବରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ଏହି ରାସ୍ତା ଦେଇ ରେଢାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ ବିଭିନ୍ନ ପ୍ରକଳ୍ପ…
ଅଧିକ ଖବର ଦେଖନ୍ତୁ...

ବିରୋଧ ପରେ ଚେତା ପଶିଲା: ଲେଖାଶ୍ରୀଙ୍କ ବିବାଦୀୟ ବୟାନ ଉପରେ ମୁହଁ ନଖୋଲି ପୁରୀ ପାଇଁ ମୁଁ ପରିଚୟ ପାଇଛି ବୋଲି କହିଲେ…

ଭୁବନେଶ୍ୱର: ଦୁଇ ଦିନର ବିରୋଧ, ରାସ୍ତାରେ କୁଶପୁତ୍ତଳିକା ଦାହ ସାଙ୍ଗକୁ ଗିରଫ ଦାବି । ଏହା ସହ ସୋସିଆଲ ମିଡିଆରେ ଲୋକଙ୍କ ଆକ୍ରୋଶ ଦେଖିବା ପରେ ବିଜେପି ନେତା ସମ୍ବିତ ପାତ୍ରଙ୍କର ଚେତା ପଶିଛି । ସମ୍ବିତଙ୍କ ପାଇଁ ପୁରୀକୁ ଦେଶବାସୀ ଚିହ୍ନିଲେ ବୋଲି ଲେଖାଶ୍ରୀ ଦେଇଥିବା ବିବାଦୀୟ ବୟାନକୁ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ମାମଲାର ରାୟ ପ୍ରକାଶ: ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା

ଭଦ୍ରକ: ଆଜି ଭଦ୍ରକର ସହକାରୀ ଦୌରାଜଜ ତଥା ସିଭିଲ କୋର୍ଟ ରେଜିଷ୍ଟାର ଅବକାସ ଚୌଧୁରୀ ଅଭିଯୁକ୍ତ ବାସୁଦେବପୁର ସିଂଗଡା ଗ୍ରାମର ଇମ୍ରାନ ଖାଁ ଓରଫ ଫେଦାକୁ ଦଫା ୩୭୬ରେ ଦୋଷୀ ସାବ୍ୟସ୍ଥ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ପୁଲୱାମାରେ ଗ୍ରେନେଡ଼ ବିସ୍ଫୋରଣ, ୧୨ଆହତ

ଶ୍ରୀନଗର: ପୁଲୱାମାରେ ଆତଙ୍କବାଦୀଙ୍କ ଗ୍ରେନେଡ଼ ବିସ୍ଫୋରଣରେ ୧୨ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି | ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଟାର୍ଗେଟ କରି ଗ୍ରେନେଡ଼ ମାଡ଼ କରୁଥିବା ବେଳେ ଏହା ପୁଲୱାମାର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଫାଟିଥିଲା | ଫଳରେ ଏହି ବିସ୍ଫୋରଣରେ ସେଠାରେ…
ଅଧିକ ଖବର ଦେଖନ୍ତୁ...

ନିଜ ନାମରେ ଅପରାଧିକ ମାମଲା ଥିବା କଥା ଘୋଷଣା କରିଛନ୍ତି ବିହାରର ୫୭% ମନ୍ତ୍ରୀ: ରିପୋର୍ଟ

ନୂଆଦିଲ୍ଲୀ: ‘ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌’ (ଏଡିଆର୍‌) ରିପୋର୍ଟ ଅନୁସାରେ, ବିହାରରେ ନୂଆ ଶପଥ ଗ୍ରହଣ କରିଥିବା ୧୪ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଆଠଜଣ ନିଜ ନାମରେ ଅପରାଧିକ ମାମଲା ଥିବା କଥା ଘୋଷଣା କରିଛନ୍ତି। ସେହିପରି, ସେମାନଙ୍କ ମଧ୍ୟରୁ ଛଅଜଣ ବା ୪୩% ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

୩ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ୩ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁରିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଭିଷେକ ପଲ୍ଲବ ଏବଂ ସିଆରପିଏଫ ଡିଆଇଜିଙ୍କ ସମ୍ମୁଖରେ ଏହି ତିନି ଜଣ ନକ୍ସଲ ଆତ୍ମସମର୍ପଣ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ସୁସ୍ଥ ହେଲେ ୧୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ୩ ଲକ୍ଷ ଅତିକ୍ରମ କରିଥିବା ବେଳେ ଆଜି ରାଜ୍ୟରେ ୧ ହଜାର ୩୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ୦୧୭୭୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...