Daily Archives

April 3, 2021

ଧଳାଜହର ଲିଙ୍କ୍‌ରେ ଧରାପଡ଼ିଲା କିନ୍ନର, ୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ବର: ବାଲେଶ୍ବର ସହର ଉପକଣ୍ଠରୁ ଆଜି ଦ୍ବିପ୍ରହର ସମୟରେ ପୁଲିସ ଜଣେ କିନ୍ନରକୁ ଧରିବା ପରେ ତା’ଠାରୁ ୭ଲକ୍ଷ ଟଙ୍କାର ଏକ ବ୍ରାଉନସୁଗାର ପୁଡ଼ିଆ ଜବତ କରାଯାଇଛି। ଏହାପରେ ସମ୍ପୃକ୍ତ କିନ୍ନରକୁ ଗିରଫ କରାଯାଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା କିନ୍ନର ହେଲେ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଆ‌ଖିର ଦୃଷ୍ଟି ଶକ୍ତି ହରାଇଲେ ୫୦ ବର୍ଷୀୟ ବ୍ୟକ୍ତି, କରୋନା ଟିକାକୁ ଦାୟୀ କଲେ ପରିବାର ଲୋକ

ବେଙ୍ଗାଲୁର: କୋଭିସିଲ୍ଡ କରୋନା ଟିକା ନେବାର ଅଳ୍ପ କିଛି ଦିନ ମଧ୍ୟରେ ଜଣେ ବ୍ୟକ୍ତି ନିଜର ଗୋଟାଏ ଆଖିରୁ ଦୃଷ୍ଟିଶକ୍ତି ହରାଇବା ପରେ ପରିବାର ଲୋକ ଏଥିପାଇଁ କରୋନା ଟିକାକୁ ଦାୟୀ କରିଛନ୍ତି। ବ୍ୟକ୍ତି ଜଣକ ମାର୍ଚ ୮ ତାରିଖରେ ତୁମାକୁରୁ ଜିଲ୍ଲାର ପାଭାଗଡା ତାଲୁକର ତିରୁମାନିଠାରେ ଥିବା…
ଅଧିକ ଖବର ଦେଖନ୍ତୁ...

ଆକାଉଣ୍ଟ୍‌ ଯାଞ୍ଚ୍‌ ଆଳରେ ୭୫ହଜାର ଟଙ୍କା ଗାଏବ କରିଦେଲେ

ବାଲେଶ୍ବର: ଆମେ ବ୍ୟାଙ୍କରୁ କହୁଛୁ..ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି..ତୁରନ୍ତ ତାହା ରିସିଭ କରିନିଅନ୍ତୁ। ତା’ ପରେ ଅମୁକ ଅପସନ୍‌କୁ ଯାଅ ସମୁକ ଅପସନ୍‌କୁ ଯାଅ କହି ମାତ୍ର କେଇମିନିଟ୍‌ ଭିତରେ ଆକାଉଣ୍ଟ୍‌ ଫାଙ୍କା କରିଦେଲେ। ହଜାରେ ନୁହେଁ କି ଦୁଇହଜାର ପର୍ଯ୍ୟାୟ କ୍ରମରେ ଗାଏବ…
ଅଧିକ ଖବର ଦେଖନ୍ତୁ...

ଗୁଣିଗାରେଡ଼ି ସନ୍ଦେହରେ ମାଡ଼ ମାରି ମୁହଁରେ ମଳ ବୋଳିଲେ! ୪ ଗିରଫ

ତୁଷୁରା: ଏବେ ବି ଲୋକଙ୍କ ମନରୁ ଯାଇନି ଅନ୍ଧବିଶ୍ବାସ। ବ୍ୟାପକ ସଚେତନତା ସୃଷ୍ଟି ସତ୍ତ୍ବେ ବିଭିନ୍ନ ସ୍ଥାନରେ ଗୁଣିଗାରେଡ଼ିକୁ କେନ୍ଦ୍ର କରି ଅଘଟଣ ଘଟୁଛି। ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍‌ ଶିରାବାହାଲ ଗାଁରେ ବି ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଗୁଣିଗାରେଡ଼ିକୁ କେନ୍ଦ୍ର କରି ଦୁଇଟି…
ଅଧିକ ଖବର ଦେଖନ୍ତୁ...

ବିନା କଟରେ ସଲ୍‌ମାନ ଖାନ୍‌ଙ୍କ ‘ରାଧେ’ ଚଳଚ୍ଚିତ୍ରର ଟ୍ରେଲର୍ ରିଲିଜ୍‌ ପାଇଁ ଅନୁମତି ଦେଲା ସେନ୍‌ସର୍‌ ବୋର୍ଡ

ମୁମ୍ବାଇ: ସଲ୍‌ମାନ ଖାନ୍‌ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ’ ଟ୍ରେଲର୍‌ର କୌଣସି ବି ଦୃଶ୍ୟ କଟ୍‌ ନ କରି ରିଲିଜ୍‌ ପାଇଁ ଅନୁମତି ଦେଇଛି ସେନ୍‌ସର୍‌ ବୋର୍ଡ। ଚଳଚ୍ଚିତ୍ର ନିର୍ମାତା ‌ସେଣ୍ଟ୍ରାଲ୍‌ ବୋର୍ଡ ଫର ଫିଲ୍ମ ସାର୍ଟିଫିକେସନ୍ ‌(ସିବି‌ଏଫ୍‌ସି)କୁ ଫିଲ୍ମର ଟ୍ରେଲର୍‌…
ଅଧିକ ଖବର ଦେଖନ୍ତୁ...

ଛିଡ଼ା ହୋଇଥିବା ଅବସ୍ଥାରେ ଟଳି ପଡ଼ିଲେ ଯୁବକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ବହଳପଦର ପଞ୍ଚାୟତ ଭାଲୁଡ଼ୁଙ୍ଗୁରି ଗ୍ରାମର ଅର୍ଜୁନ ମୁଣ୍ଡା (୩୫ ବର୍ଷ) ଛିଡ଼ା ହୋଇଥିବା ଅବସ୍ଥାରେ ଟଳିପଡ଼ି ପ୍ରାଣ ହରାଇଛନ୍ତି। ବହଳପଦର ପଞ୍ଚାୟତରେ ଥିବା ଏକ ଔଷଧ ଦୋକାନକୁ ଔଷଧ ଆଣିବା ପାଇଁ ଆସିଥିବା ବେଳେ ହଠାତ୍ ନିଜ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ନିଆଁକୁ ଆୟତ୍ତ କଲେ ବନ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ 

ଘଣ୍ଟାପଡ଼ା : ଶୁକ୍ରବାର ସନ୍ଧ୍ୟାରେ କଣ୍ଟାମାଳ ରେଞ୍ଜ୍‌ ବରଗାଁ ସେକସନ୍‌ର ସୌରିବେଙ୍ଗେସ୍‌ ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଥିଲା। ଗ୍ରାମର ସ୍ୱେଚ୍ଛାସେବୀ ମନଧର କର୍ମୀ ଏନେଇ ବନ ବିଭାଗକୁ ଖବର ଦେଇ ନିଜର ସହକର୍ମୀଙ୍କ ସହ ନଆଁ ଲିଭା କାର୍ଯ୍ୟରେ ସହଯୋଗ କରିଥିଲେ। ପରେ ଫରେଷ୍ଟଗାର୍ଡ ଭକ୍ତଚରଣ…
ଅଧିକ ଖବର ଦେଖନ୍ତୁ...

ଗଣଦୁଷ୍କର୍ମର ଶିକାର ହେବା ପରେ ସୁଇସାଇଡ୍‌ ନୋଟ୍‌‌ରେ ଅଭିଯୁକ୍ତଙ୍କ ନାଁ ଲେଖି ଜୀବନ ହାରିଲେ ୧୦ମ ଶ୍ରେଣୀ ଛାତ୍ରୀ

ମିରଟ: ମିରଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ୧୦ମ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳିକା ଟ୍ବିସନ୍‌ରୁ ଫେରିବା ବାଟରେ କିଛି ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ପରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ଲେଖି ଯାଇଥିବା ସୁଇସାଇଡ୍‌…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି: ଲିମସେର ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲେ ସରପ‌ଞ୍ଚ

ଧର୍ମଗଡ଼: ଦିନକୁ ଦିନ କରୋନାର ଦ୍ବିତୀୟ ଲହର କ୍ଷୀପ୍ର ଗତିରେ ମାଡ଼ିଚାଲିଛି। ଶୁକ୍ରବାର କଳାହାଣ୍ତି ଜିଲ୍ଲା ଗୋଲାମୁଣ୍ତା ବ୍ଲକ୍‌ ଲିମସେର ଗାଁରେ ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଛି ଏବଂ ୬ ଜଣ ସଂକ୍ରମିତ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ଏହି ଗାଁକୁ ବୃନ୍ଦାବାହାଲ ସରପ‌ଞ୍ଚ…
ଅଧିକ ଖବର ଦେଖନ୍ତୁ...

ହରଭଙ୍ଗାରେ କାଳବୈଶାଖୀର ତାଣ୍ଡବ, ପଡ଼ିଲା ବଡ଼ ବଡ଼ କୁଆପଥର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ଣ ୫ଟା ସମୟରେ କାଳବୈଶାଖୀ ପ୍ରଭାବରେ ପବନ, ଘଡ଼ଘଡ଼ି, ବର୍ଷା ସହ ପ୍ରବଳ କୁଆପଥର ବୃଷ୍ଟି ହୋଇଛି। ବ୍ଲକ୍‌ର ଅଧିକାଂଶ ପଞ୍ଚାୟତରେ ପନିପରିବା ଫସଲ ନଷ୍ଟ ହୋଇଛି। ପୁରୁଣାକଟକ ପଞ୍ଚାୟତର ପୁରୁଣାକଟକ ସାଲକଟା,…
ଅଧିକ ଖବର ଦେଖନ୍ତୁ...