Daily Archives

July 4, 2021

ଶପଥ ନେଲେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଡେରାଡୁନ : ବିଜେପି ବିଧାୟକ ପୁଷ୍କର ସିଂ ଧାମି ରବିବାର ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଡେରାଡୁନସ୍ଥିତ ରାଜଭବନଠାରେ ଅନୁଷ୍ଠିତ ଏକ ସମାରୋହରେ ରାଜ୍ୟପାଳ ବେବି ରାଣୀ ମୌର୍ୟ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଗତ ୪ ମାସରେ ସେ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମର ମନ‌ରେଗା ଶ୍ରମିକଙ୍କ ପାଇଁ ୬୫.୮୩ କୋଟି ଟଙ୍କା କୋଭିଡ୍ ସହାୟତା

ଛତ୍ରପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ମନରେଗାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପରିବାରଙ୍କୁ କୋଭିଡ୍ ସହାୟତା ପ୍ରଦାନ ଘୋଷଣା କରାଯାଇଛି। ଶ୍ରମିକମାନଙ୍କୁ ଦୈନିକ ଧାର୍ଯ୍ୟ ମଜୁରି ସହ ଅତିରିକ୍ତ ୫୦ ଟଙ୍କା ସହାୟତା ଦେବା ଲାଗି ଘୋଷଣା ହୋଇଛି। ୧ ଏପ୍ରିଲଠୁ ଜୁନ୍ ୩୦ ତାରିଖ ମଧ୍ୟରେ ଯେଉଁ…
ଅଧିକ ଖବର ଦେଖନ୍ତୁ...

କଶ୍ମୀର ଘାଟିରେ ସୁରକ୍ଷା ବାହିନୀ ଆଗରେ ନୂଆ ଆହ୍ବାନ : ହାଇବ୍ରିଡ୍ ଆତଙ୍କବାଦୀ

ଶ୍ରୀନଗର: କଶ୍ମୀର ଘାଟିରେ ଆତଙ୍କବାଦ ବିରୋଧୀ ଅଭିଯାନ କ୍ଷେତ୍ରରେ ସୁରକ୍ଷାବାହିନୀକୁ ଗତ କିଛି ବର୍ଷ ହେଲା ଉଲ୍ଲେଖନୀୟ ସଫଳତା ମିଳିଚାଲିଛି । ଏହା ସତ୍ତ୍ବେ ସୁରକ୍ଷା ବାହିନୀ ଆଗରେ ଦିନକୁ ଦିନ ନୂଆ ନୂଆ ପ୍ରକାରର ଆହ୍ବାନ ସୃଷ୍ଟି ହେବାରେ ଲାଗିଛି । ଏପରି ଏକ ଆହ୍ବାନ ହେଉଛି ‘ହାଇବ୍ରିଡ୍…
ଅଧିକ ଖବର ଦେଖନ୍ତୁ...

ପରସ୍ପରଙ୍କଠାରୁ ଅଲଗା ହେବା ପରେ ସାଥୀ ହୋଇ ଏକ ଭିଡିଓ ଜରିଆରେ ପ୍ରଶଂସକଙ୍କୁ ଏପରି କହିଲେ ଆମୀର ଓ କିରଣ

ମୁମ୍ବାଇ: ଗତକାଲି ବଲିଉଡ୍‌ ତାରକା ଆମୀର ଖାନ୍‌ ଓ ତାଙ୍କ ପତ୍ନୀ କିରଣ ରାଓଙ୍କ ଛାଡ଼ପତ୍ର ଖବର ଲୋକଲୋଚନକୁ ଆସିବା ପରେ ସଭିଙ୍କୁ ଏହି ଖବର ଚକିତ କରିଛି। ଦୀର୍ଘ ୧୫ ବର୍ଷର ବୈବାହିକ ଜୀବନ ପରେ ଏହି ଦମ୍ପତିଙ୍କର ପରସ୍ପରଙ୍କଠାରୁ ଅଲଗା ହେବା ନିଷ୍ପତ୍ତି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଫିଲିପାଇନ୍ସରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣା: ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି, ୫୦ଜଣ ଉଦ୍ଧାର

ମାନିଲା: ଦକ୍ଷିଣ ଫିଲିପାଇନ୍ସରେ ରବିବାର ଦିନ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରଥମେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି | ସୂଚନା ଅନୁଯାୟୀ ଏହି ବିମାନରେ ୯୨ ଜଣ ଲୋକ ଥିଲେ | ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ମହାକାଶରେ ପଦଚାରଣା କରି ଇତିହାସ ସୃଷ୍ଟି କଲେ ଚୀନର ଦୁଇ ମହାକାଶଚାରୀ

ବେଜିଂ : ଚୀନର ଦୁଇ ମହାକାଶଚାରୀ ମହାକାଶରେ ପଦଚାରଣା କରି ନିଜ ଦେଶ ପାଇଁ ଇତିହାସ ସୃଷ୍ଟି କରିଛନ୍ତି । ରବିବାର ସେମାନେ ମହାକାଶରେ ନିର୍ମାଣାଧୀନ ଚୀନର ନୂଆ ସ୍ପେଶ ଷ୍ଟେସନରୁ ବାହାରି ସେମାନେ ଏହି ପଦଚାରଣା କରିଛନ୍ତି । ଚୀନର ସରକାରୀ ଟିଭି ଚ୍ୟାନେଲରେ ପ୍ରସାରିତ ଖବର ଅନୁସାରେ ଏହି…
ଅଧିକ ଖବର ଦେଖନ୍ତୁ...

ଅଲିମ୍ପିକ୍ସ ଟିକେଟ୍ ନେଇ ଓଡ଼ିଶା ଫେରିଲେ ଦୂତୀ, ଦୌଡ଼ ରାଣୀଙ୍କୁ ନିଜ ରାଜ୍ୟରେ ସମ୍ବର୍ଦ୍ଧନା

ଭୁବନେଶ୍ବର: ଅଲିମ୍ପିକ୍ସ ଟିକେଟ୍ ପାଇବା ପରେ ଓଡ଼ିଶା ଫେରିଛନ୍ତି ଓଡ଼ିଆ ଦୌଡ଼ ରାଣୀ ଦୂତୀ ଚାନ୍ଦ। ଆଜି କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିରେ କିଟ୍‌ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ସାମିଲ ହୋଇ…
ଅଧିକ ଖବର ଦେଖନ୍ତୁ...

କୋଭାକ୍ସିନ ଟିକା ଡିଲ ନେଇ ଅଡୁଆରେ ବ୍ରାଜିଲ ରାଷ୍ଟ୍ରପତି: ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ବ୍ରାଜିଲ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ ଟିକା ନିର୍ମାତା କମ୍ପାନି ଭାରତ ବାୟୋଟେକର କୋଭିଡ-୧୯ ଟିକା କୋଭାକ୍ସିନ ପାଇଁ ବ୍ରାଜିଲ ରାଷ୍ଟ୍ରପତି ଡିଲ କରିଥିଲେ । ହେଲେ ଏହି ଡିଲରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଏବେ ରାଷ୍ଟ୍ରପତି ଜେର ବୋଲସୋନାରୋଙ୍କ ବିରୋଧରେ ଯାଞ୍ଚ ହେବ । ଏନେଇ ବ୍ରାଜିଲ…
ଅଧିକ ଖବର ଦେଖନ୍ତୁ...

୨୦୨୦-୨୧ରେ ଦେଶରେ ୭୧୬ ନିୟୁତ ଟନ କୋଇଲା ଉତ୍ପାଦନ ; ଛତିଶଗଡ଼, ଓଡ଼ିଶା ସର୍ବାଧିକ କୋଇଲା ଉତ୍ପାଦନକାରୀ ରାଜ୍ୟ

ନୂଆଦିଲ୍ଲୀ : ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର କୋଇଲା ଉତ୍ପାଦନ ୨ ପ୍ରତିଶତ ହ୍ରାସ ପାଇ ୭୧୬ ନିୟୁତ ଟନରେ ପହଞ୍ଚିଛି । ଏହାର ପୂର୍ବ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ରେ ଦେଶର କୋଇଲା ଉତ୍ପାଦନ ୭୩୦.୮ ନିୟୁତ ଟନ ଥିଲା ବୋଲି କୋଇଲା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହି ଆର୍ଥିକ ବର୍ଷରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂରେ ଏହି ସବୁ ଜିଲ୍ଲା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଳାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ,…
ଅଧିକ ଖବର ଦେଖନ୍ତୁ...