Daily Archives

July 7, 2021

ବାହାଘର ଭୋଜିରେ କୋଭିଡ୍ ନିୟମ ଉଲ୍ଲଂଘନ, ୧୦ ହଜାର ଟଙ୍କା ଜୋରିମାନା 

ଖୋର୍ଦ୍ଧା: ବାହାଘର ଭୋଜିରେ କୋଭିଡ୍ ନିୟମ ଉଲ୍ଲଂଘନ ଯୋଗୁଁ ୧୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସୂଚନାନୁସାରେ, ଆଜି ଖୋର୍ଦ୍ଧା ଉପକଣ୍ଠ ୱିଲ୍କିନ୍ସ ନଗର ଠାରେ ଥିବା ମା' ଅଁଳେଇ ମନ୍ଦିରରେ ସଦାଶିବ ସ୍ୱାଇଁଙ୍କ ପୁଅଙ୍କ ବାହାଘର ଭୋଜି ହେଉଥିଲା । ସେଠାରେ କୋଭିଡ୍ ନିୟମ ଉଲ୍ଲଂଘନ…
ଅଧିକ ଖବର ଦେଖନ୍ତୁ...

ପୁଣି କେନ୍ଦ୍ର ମନ୍ତ୍ରୀ ହୋଇ ଫେରିଲେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀରୁ ମୁଖ୍ୟମନ୍ତ୍ରୀ, ଆଉ ପୁଣିଥରେ ମୁଖ୍ୟମନ୍ତ୍ରୀରୁ କେନ୍ଦ୍ରମନ୍ତ୍ରୀ | ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି | ଯେବେଠାରୁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ…
ଅଧିକ ଖବର ଦେଖନ୍ତୁ...

୬୪,୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (ପିଭିଟିଜି) ୫୦୦୦ ଟଙ୍କା ଲେଖାଏଁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା' ପ୍ରଦାନ କରିଛନ୍ତି । କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ଥିକ…
ଅଧିକ ଖବର ଦେଖନ୍ତୁ...

କିଛି ଏମିତି ଥିଲା ହାଭାର୍ଡ ବିଶ୍ୱବିଦ୍ୟାଳୟର ଛାତ୍ର ତଥା ନୂଆ କ୍ୟାବିନେଟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ…

ନୂଆଦିଲ୍ଲୀ: ଶେଷରେ ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ | ମଧ୍ୟପ୍ରଦେଶ ରାଜନୀତିର ଜଣେ ଟାଣୁଆ ନେତା ଭାବେ ପରିଚିତ ସିନ୍ଧିଆ କିଛି ଦିନ ତଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ | ଏମିତି…
ଅଧିକ ଖବର ଦେଖନ୍ତୁ...

ଟିକାକୁ ନେଇ ପୁଲିସ-ଜନତା ମୁହାଁମୁହିଁ; ଦୈନିକ ବଦଳୁଛି ନିୟମ: ଦିନେ ଅଫ୍‌ଲାଇନ୍‌ ତ ଦିନେ ଅନ୍‌ଲାଇନ୍‌

କଟକ: ଭୋର ଚାରିଟାରୁ ଟିକା ପାଇଁ ହିତାଧିକାରୀ ହସ୍ପିଟାଲରେ ଧାଡ଼ି ବାନ୍ଧୁଛନ୍ତି। କିନ୍ତୁ ଦିନ ୯ ଟା ବେଳେ ଟିକାକରଣ କେନ୍ଦ୍ର ଖୋଲିଲେ ଜାଣୁଛନ୍ତି ଯେ ଆଜି ଅଫଲାଇନରେ ଟିକା ଦିଆଯିବ ନାହିଁ। କେବଳ ଅନଲାଇନରେ ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଟିକା ଦିଆଯିବ। ସମାନ ସ୍ଥିତି ଅପରାହ୍ନରେ…
ଅଧିକ ଖବର ଦେଖନ୍ତୁ...

୧୫ଜଣ କ୍ୟାବିନେଟ ମନ୍ତ୍ରୀ ଓ ୨୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଗ୍ରହଣ କଲେ ଶପଥ, ଆଜି ରାତିରେ ମିଳିବ ଦାୟିତ୍ୱ

ନୂଆଦିଲ୍ଲୀ: ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ମୋଟ ୧୫ ଜଣ ନେତା କେନ୍ଦ୍ର କ୍ୟାବିନେଟର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ସହ ଅନ୍ୟ ୨୮ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି | ଆଜି ରାତିରେ ସେମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି |…
ଅଧିକ ଖବର ଦେଖନ୍ତୁ...

ରାଜକୀୟ ସମ୍ମାନ ସହିତ ଦିଲୀପ କୁମାରଙ୍କୁ ଦିଆଗଲା ଅନ୍ତିମ ବିଦାୟ

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଦିଲୀପ କୁମାର ୯୮ ବର୍ଷ ବୟସରେ ବୁଧବାର ସକାଳ ୭.୩୦ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତରେ ସାରା ଦୁନିଆରେ ଶୋକର ଲହରି ଖେଳିଯାଇଛି । ବଲିଉଡର ଅନେକ କଳାକାର ଏବଂ ରାଜନୈତିକ ବ୍ୟକ୍ତି ଦିଲୀପଙ୍କ ଶେଷ ଦର୍ଶନ ପାଇଁ…
ଅଧିକ ଖବର ଦେଖନ୍ତୁ...

ମିସ୍କଚର ମେସିନ ଟ୍ରକ୍ ଚକତଳେ ଚାପି ହୋଇ ଜଣଙ୍କ ଜୀବନ ଗଲା

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଆମ୍ବଗୋଭା ଠାରେ ଏଲଗାରୁ ରାଏବାହାଲକୁ ସଂଯୋଗ କରୁଥିବା ରାସ୍ତା କାମ ଜେକେ କଷ୍ଟ୍ରକସନ୍ ନାମକ ଏକ ସଂସ୍ଥା କାମ କରୁଥିବା ବେଳେ ଆଜି ଜଣେ ମିସ୍କଚର ମେସିନ ଟ୍ରକ(ଏଆର୍ ୦୬ ଏ ୩୦୯୪)ର ଚକତଳେ ଚାପିହୋଇ ଯାଇଥିଲେ । ମୃତକଙ୍କ ନାମ ମନୋଜ…
ଅଧିକ ଖବର ଦେଖନ୍ତୁ...

୧୪ ଜଣ ସେବାୟତ ପରିବାରର ଛାତ୍ରଛାତ୍ରୀ ପୁରସ୍କୃତ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ପକ୍ଷରୁ ପ୍ରଥମ ବର୍ଷରେ ସମୁଦାୟ ୧୪ ଜଣ ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କୁ ଆଜି ନୀଳାଦ୍ରି ଭକ୍ତ ନିବାସ ଠାରେ ପୁରସ୍କୃତ କରାଯାଇଛି। ସେଥିମଧ୍ୟରୁ ଗତବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ…
ଅଧିକ ଖବର ଦେଖନ୍ତୁ...

ଚିକେନ ଦୋକାନରୁ ମୁଖ୍ୟମନ୍ତ୍ରୀ ଆଉ ଏବେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ରର ଟାଣୁଆ ନେତା ନାରାୟଣ ରାଣେ | ଶିବସେନାରୁ ନିଜ ରାଜନୀତି ଆରମ୍ଭ କରିଥିବା ନାରାୟଣ ରାଣେ ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି | ତେବେ ଆଜି ଆମେ ଆପଣଙ୍କୁ ଆଜି ଏହି ନେତାଙ୍କ…
ଅଧିକ ଖବର ଦେଖନ୍ତୁ...