Daily Archives

September 29, 2021

ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଯୁବକକୁ ୬ ବର୍ଷ ଜେଲ୍‌ଦଣ୍ଡ

ବାରିପଦା: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲାର ବିଚାର କରି ଏଡିଜେ-ପୋକ୍ସୋ ସ୍ୱତନ୍ତ୍ର କୋର୍ଟ ବିଚାରପତି ମହେନ୍ଦ୍ର କୁମାର ସୂତ୍ରଧର ୮ ପୋକ୍ସୋ ଆକ୍ଟରେ ୪ ବର୍ଷ ସହିତ ୫ହଜାର ଟଙ୍କା ଜରିମାନା ଏବଂ ୫୦୬ ଆଇପିସିରେ ୨ ବର୍ଷ ସହିତ ହଜାର ଟଙ୍କା ଜରିମାନାରେ ଦଣ୍ଡିତ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୧ ସୁଦ୍ଧା ଆରବ ସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ବାତ୍ୟା ‘ଶାହୀନ୍‌’

ନୂଆଦିଲ୍ଲୀ: ଶୁକବ୍ରାର (ଅକ୍ଟୋବର ୧) ସୁଦ୍ଧା ଆରବ ସାଗରରେ ସାମୁଦ୍ରିକ ବାତ୍ୟା ‘ଶାହୀନ୍‌’ ସୃଷ୍ଟି ହେବାର ସମ୍ଭାବନା ରହିଥିବା କଥା ଆଜି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଓ ଭୀଷଣ ବର୍ଷା ହେବ। ଗାଙ୍ଗେୟ ପଶ୍ଚିମବଙ୍ଗର ପଶ୍ଚିମାଞ୍ଚଳ ଏବଂ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ବାଙ୍ଗାଲୋର ଆଗରେ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଆଜିର ମ୍ୟାଚ୍‌ ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଛି। ଆଇପିଏଲର ଚଳିତ ସଂସ୍କରଣର ୪୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍‌ସ ମୁହାଁମୁହିଁ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

୧୦୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ 

ଖୋର୍ଦ୍ଧା: ଗତକାଲି ଟାଉନ୍ ଥାନା ପୁଲିସ ଏକ ଦାମୀ କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୧୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା । ଆଜି ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଫେରାର୍ ଥିବା ଅନ୍ୟଜଣେ ଅଭିଯୁକ୍ତକୁ ଧରିବାକୁ ପୁଲିସ ତନାଘନା ଆରମ୍ଭ କରିଛି । ଆଜି ଏନେଇ ଜିଲ୍ଲା ଆରକ୍ଷୀ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଲେ ଅବକାରୀ ଅଧୀକ୍ଷକ ଓ ଏଏସଆଇ

ଦେବଗଡ଼: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡିଛନ୍ତି ଅବକାରୀ ଅଧୀକ୍ଷକ ଅଜିତ ମହାପାତ୍ର ଓ ବାରକୋଟ ଅବକାରୀ ବିଭାଗର ଏଏସଆଇ ମଥୁରା ମ‌ୋହନ ପ୍ରଧାନ। ଜଣେ ଦେଶୀ ମଦ ଭାଟି ମାଲିକଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍‌ସ ଅଧିକାରୀ ଉଭୟଙ୍କୁ ଗିରଫ କରି ଘଟଣାର ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ଅନ୍ଧାରରେ ରୋଗୀ ସେବା, ବୈପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିକଳ ଚିତ୍ର

ବୈପାରିଗୁଡ଼ା: ଅନ୍ଧାରରେ ରୋଗୀ ସେବା ଚାଲିଛି। ଆଲୋକର ଅଭାବରୁ ଚିକିତ୍ସା ସେବାରେ ବ୍ୟାପକ ବାଧା ପହଂଚିଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଅପ୍ରିତିକର ପରିସ୍ଥିତି ଦେଖାଯାଇଛି। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୈନିକ ଶତାଧିକ ସଂଖ୍ୟାରେ ବ୍ଲକର…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନ ଯୋଜନାର ନାଁ ବଦଳାଇ ‘ପିଏମ୍‌-ପୋଷଣ’ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କୁ ବେଳାଏ ଗରମ ଭୋଜନ ଯୋଗାଇ ଦେବା ଲାଗି ଆଜି କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା’ ବା ‘ପିଏମ୍‌-ପୋଷଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଆଗାମୀ ୫ ବର୍ଷରେ ଉପରୋକ୍ତ ଯୋଜନାରେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସରେ ବରିଷ୍ଠ ନେତାଙ୍କ ବିଦ୍ରୋହ: କପିଲଙ୍କ ପରେ ଅଧ୍ୟକ୍ଷଙ୍କୁ ନେଇ ପ୍ରଶ୍ନ ଉଠାଇଲେ ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: ପଞ୍ଜାବରେ ସଙ୍କଟର ସାମ୍ନା କରୁଥିବା କଂଗ୍ରେସ ପାଇଁ ଅସୁବିଧା ଥମିବାର ନାମ ନେଉନାହିଁ । ଗୋଟିଏ ପଟେ ସିଦ୍ଧୁଙ୍କ ଇସ୍ତଫା ପରେ ଦଳର ହାଇକମାଣ୍ଡ ଚିନ୍ତାରେ ଥିବାବେଳେ, ଜି -୨୩ ନେତାମାନେ ପୁଣି ଥରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। କପିଲ ସିବଲଙ୍କ ପରେ ବର୍ତ୍ତମାନ ଗୁଲାମ ନବୀ…
ଅଧିକ ଖବର ଦେଖନ୍ତୁ...

ଲଟେରି ଜରିଆରେ ମଦ ଦୋକାନ ଲାଇସେନ୍ସ ବ୍ୟବସ୍ଥାକୁ ହାଇକୋର୍ଟରେ ଚାଲେଞ୍ଜ; ସମସ୍ତ ମାମଲା ଖାରଜ, ସରକାରଙ୍କ ନିଷ୍ପତ୍ତି…

କଟକ: ଲଟେରି ଜରିଆରେ ମଦ ଦୋକାନ ଲାଇସେନ୍ସ ପ୍ରଦାନ ସଂପର୍କିତ ସରକାରୀ ନିଷ୍ପତିକୁ ଚାଲେଞ୍ଜ କରି ଦାୟର ମାମଲା ଗୁଡିକୁ ହାଇକୋର୍ଟ ଖାରଜ କରିଛନ୍ତି। ଫଳରେ ଏ ସଂପର୍କିତ ସରକାରଙ୍କ ନିଷ୍ପତ୍ତି ହାଇକୋର୍ଟରେ କାଏମ ରହିଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ…
ଅଧିକ ଖବର ଦେଖନ୍ତୁ...

ପ୍ରାଣନାଥ କଲେଜର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶିତ

ଖୋର୍ଦ୍ଧା: ପ୍ରାଣନାଥ ପଟ୍ଟନାୟକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ବାର୍ଷିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ରଂଜିତା ସେଠୀ ପରୀକ୍ଷା ଫଳ ସମ୍ପର୍କରେ ସୂଚନା ଦେଇ…
ଅଧିକ ଖବର ଦେଖନ୍ତୁ...